ବାଲଟ ପାଇଁ ଅର୍ଥ ନାହିଁ: ଶ୍ରୀଲଙ୍କାରେ ନିର୍ବାଚନ ସ୍ଥଗିତ
କଲମ୍ବୋ,୨୨।୨: ଦେବାଳିଆ ହୋଇପଡ଼ିଥିବା ଶ୍ରୀଲଙ୍କାରେ ବାଲଟ ପେପର ଛାପିବାକୁ ଅର୍ଥ ନାହିଁ। ତେଣୁ ଆସନ୍ତା ମାସରେ ହେବାକୁ ଥିବା ସ୍ଥାନୀୟ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏହାକୁ ବିରୋଧ କରି ବିପକ୍ଷ ଦଳଗୁଡ଼ିକ ମଙ୍ଗଳବାର ପାର୍ଲାମେଣ୍ଟରେ ହଟ୍ଟଗୋଳ କରିବାରୁ ଗୃହକୁ ମୁଲତବୀ ରଖାଯାଇଛି।…
ପୋଲାଣ୍ଡରେ ବାଇଡେନ୍
ଓ୍ବାର୍ସ,୨୨।୨: କିଭ୍ ଦଖଲର ସ୍ବପ୍ନ ଦେଖିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ବର୍ଷକ ତଳେ ୟୁକ୍ରେନ୍ ଆକ୍ରମଣ ପାଇଁ ନିଜ ସୈନ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେବେଠୁ ଅଦ୍ୟାବଧି ୟୁକ୍ରେନ୍ ଉପରେ ରୁଷିଆ ତୁହାକୁ ତୁହା ମିଶାଇଲ୍ ଓ ରକେଟ୍ ମାଡ଼ କରିଆସିଛି।…
ରଶ୍ଡିଙ୍କ ଆକ୍ରମଣକାରୀ ପୁରସ୍କୃତ
ଦୁବାଇ,୨୨।୨: ଖ୍ୟାତନାମା ଔପନ୍ୟାସିକ ସଲ୍ମାନ ରଶ୍ଡିଙ୍କ ଆକ୍ରମଣକାରୀଙ୍କୁ ଇରାନର ଏକ ଫାଉଣ୍ଡେଶନ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ୧,୦୦୦ ବର୍ଗମିଟର ଚାଷଜମି ପୁରସ୍କାର ଦେଇଛି। ଗତବର୍ଷ ଅଗଷ୍ଟ ୧୨ରେ ନ୍ୟୁୟର୍କର ଲେକ୍ ଏରି ନିକଟରେ ଏକ ସାହିତ୍ୟ କାର୍ଯ୍ୟକ୍ରମ ଚାଲିଥିବାବେଳେ…
ରୁଷିଆର ଏକ ହୋଟେଲରେ ଅଗ୍ନିକାଣ୍ଡ, ୨ ଶିଶୁଙ୍କ ସମେତ ୬ ମୃତ
ମସ୍କୋ,୨୨ ।୨: ରୁଷିଆର ଜରୁରିକାଳୀନ ପରିସ୍ଥିତି ମନ୍ତ୍ରଣାଳୟ ମଙ୍ଗଳବାର ବିଳମ୍ବିତ ରାତିରେ ସୂଚନା ଦେଇଛି କି ମସ୍କୋର ଏକ ବହୁମହଲା ବିଶିଷ୍ଟ ହୋଟେଲରେ ଅଗ୍ନିକାଣ୍ଡ ଯୋଗୁ ୨ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି । ମନ୍ତ୍ରଣାଳୟ ଟେଲିଗ୍ରାମ ମେସେଜିଂ…
ପାକିସ୍ତାନରେ ଜାରି ରହିଛି ହିନ୍ଦୁ ମନ୍ଦିର-ତୀର୍ଥ ସ୍ଥଳକୁ ଅପବିତ୍ର କରିବାର ଘଟଣା
ଇସଲାମାବାଦ,୨୨ ।୨: ପାକିସ୍ତାନରେ ହିନ୍ଦୁ ମନ୍ଦିର ଓ ତୀର୍ଥ ସ୍ଥଳକୁ ଅପବିତ୍ର କରିବାର ଘଟଣା ଲଗାତାର ଜାରି ରହିଛି । ଏବେ ମହାଭାରତ ସମୟ ସହ ଜଡିତ ପଞ୍ଚ ତିରଥକୁ ଅପବିତ୍ର କରିବାର ଘଟଣା ସାମ୍ନାକୁ ଆସିଛି । ଖେବର-ପଖତୁନଖ୍ୱାର ରାଜଧାନୀ…
ଯୁଦ୍ଧ ପାଇଁ କ୍ଷେପଣାସ୍ତ୍ର ପ୍ରସ୍ତୁତ
ମସ୍କୋ,୨୨ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଆମେରିକା ସହ ସ୍ବାକ୍ଷରିତ ଶେଷ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିକୁ ମଙ୍ଗଳବାର ରଦ୍ଦ କରିଦେଇଛନ୍ତି। ଏଥିସହ ନୂଆ ଭୂପୃଷ୍ଠଭିତ୍ତିକ ରଣନୈତିକ ଆଣବିକ ଅସ୍ତ୍ରଗୁଡ଼ିକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରି ରଖିଥିବା ନେଇ ଓ୍ବାଶିଂଟନକୁ ସେ…
ଯୁଦ୍ଧକୁ ଏକ ବର୍ଷ: ଆରମ୍ଭରୁ ବିରୋଧ ସତ୍ତ୍ୱେ ରୁଷିଆରେ ଆହୁରି ମଜଭୁତ ହେଲେ ପୁଟିନ
ମସ୍କୋ,୨୨ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨୪ ଫେବୃୟାରୀରେ ବର୍ଷେ ପୂରଣ ହେବାକୁ ଯାଉଛି । ଶକ୍ତିଶାଳୀ ରୁଷିଆକୁ ୟୁକ୍ରେନ୍ ଯଦିଓ କଡା ଜବାବ ଦେଇ ପାରିନି ହେଲେ ମଜଭୁତ ଭାବେ ସାମ୍ନା କରିଛି । ଆଶା କରାଯାଉଥିବା ଠାରୁ ଅଧିକ ଦିନ…
ମାଲିରେ ଜାତିସଂଘର ଶାନ୍ତି ସେନାଙ୍କ କନଭେ ଉପରେ ଆଇଇଡି ଆକ୍ରମଣ, ୩ ମୃତ ୫ ଆହତ
ବମାକୋ,୨୨ ।୨: ବିଶ୍ୱର ସବୁଠାରୁ ବିପଜ୍ଜନକ ଜାତିସଂଘର ଶାନ୍ତି ମିଶନକୁ ମଙ୍ଗଳବାର ଅର୍ଥାତ୍ ଫେବୃୟାରୀ ୨୧ରେ ବଡ ଝଟକା ଲାଗିଛି । ମଧ୍ୟ ମାଲିରେ ଜାତିସଂଘର ଶାନ୍ତି ରକ୍ଷା ସେନାଙ୍କ କନଭେ ଉପରେ ରାସ୍ତା କଡ଼ରେ ବୋମା ଫିଙ୍ଗା ଯାଇଛି ।…
ହସ୍ପିଟାଲ ଶଯ୍ୟାରେ ରହି କିପରି ୟୁକ୍ରେନ୍ ଯୁଦ୍ଧ ଜିତିବେ ପୁଟିନ୍ ?…
ମସ୍କୋ,୨୧।୨ : ଗତ ଏକ ବର୍ଷ ମଧ୍ୟରେ ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଛି। ସେ ଅସୁସ୍ଥ ଅଛନ୍ତି। ବର୍ତ୍ତମାନ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ମାର୍ଚ୍ଚ…
ଭାରତ ଦ୍ୱାରା ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ ଆତଙ୍କବାଦୀଙ୍କୁ ହତ୍ୟା କଲା ତାଲିବାନ…
କାବୁଲ,୨୧।୨ : ଭାରତ ସରକାରଙ୍କ ଦ୍ୱାରା ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ ଆତଙ୍କବାଦୀ ମଧ୍ୟରୁ ଜିହାଦି କମାଣ୍ଡର ଏଜାଜ ଅହମ୍ମଦ ଅହନଗରଙ୍କର ଆଫଗାନିସ୍ତାନରେ ମୃତ୍ୟୁ ଘଟିଛି। ଇଜାଜ ଅହମ୍ମଦ ଇସଲାମିକ ଷ୍ଟେଟ ପାଇଁ କାର୍ଯ୍ୟ କରୁଥିଲେ। ସେ କାବୁଲ ଏବଂ ଜଲାଲାବାଦରେ ଭାରତୀୟ…
ଜମ୍ମୁ-କଶ୍ମୀର ଆତଙ୍କବାଦୀ ହିଜବୁଲର ବରିଷ୍ଠ କମାଣ୍ଡର ବଶିର ଅହମ୍ମଦଙ୍କୁ ହତ୍ୟା …
ରାଓ୍ବଲପିଣ୍ଡି,୨୧।୨ : ଜମ୍ମୁ-କଶ୍ମୀର ଆତଙ୍କବାଦୀ ତଥା ହିଜବୁଲର ବରିଷ୍ଠ କମାଣ୍ଡର ବଶିର ଅହମ୍ମଦ ପିରଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନର ରାୱଲପିଣ୍ଡିରେ ଜଣେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ବଶିରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବଶିର ନମାଜ ପାଠ…
କିମ୍ଙ୍କ କ୍ଷେପଣାସ୍ତ୍ର ପରୀକ୍ଷଣ ନିଶା: ୧୦ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ବିକିରଣ ପ୍ରଭାବ ଆଶଙ୍କା…
ବେଜିଂ/ଟୋକିଓ/ପ୍ୟୋଙ୍ଗାୟାଙ୍ଗ,୨୧।୨ : ଉତ୍ତର କୋରିଆ ଦ୍ୱାରା କରାଯାଇଥିବା ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷଣ ଯୋଗୁଁ ଉତ୍ତର କୋରିଆ, ଦକ୍ଷିଣ କୋରିଆ, ଚାଇନା ଏବଂ ଜାପାନର ଲକ୍ଷ ଲକ୍ଷ ଲୋକ ବିକିରଣ ଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି। ସିଓଲ ସ୍ଥିତ…
Archives


