ଅନ୍ତର୍ଜାତୀୟ

୩ ମାସରେ ଆସିବ ୩ ଲହର: ଚାଇନାକୁ ଚେତାବନୀ…

ବେଜିଂ,୨୧।୧୨ : ଚାଇନାରେ କରୋନା ସଂକ୍ରମଣ କାୟା ବିସ୍ତାର କରୁଛି। ହଂକଂ ପୋଷ୍ଟର ଖବର ଅନୁଯାୟୀ ଚାଇନା ସରକାର କରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ନାହାନ୍ତି। କାରଣ ସାରା ଦେଶରେ ଜନ ବିରୋଧ ପରେ ସରକାର ଶୂନ-କୋଭିଡ...

୧୦ ଦେଶରେ ପୁଣି କରୋନା ଆତଙ୍କ…

ଓ୍ବାଶିଂଟନ,୨୧।୧୨ : ଚାଇନା ସମେତ ବିଶ୍ୱର ଅନେକ ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବ୍ୟାପିବା ଆରମ୍ଭ କରିଛି। ପ୍ରତିଦିନ ପାଞ୍ଚରୁ ଛଅ ଲକ୍ଷ ନୂତନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ସେହିପରି ୧,୫୦୦ରୁ ୨,୦୦୦ ଲୋକ ମଧ୍ୟ ମରୁଛନ୍ତି। ଚାଇନା...

ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେଲେ ଶେର ବାହାଦୂର ଦେଉବା

କାଠମାଣ୍ଡୁ,୨୧ା୧୨: ନେପାଳରେ ସଂସଦୀୟ ନେତା ନିର୍ବାଚନ ଘୋଷଣା କରାଯାଇଛି। ନିର୍ବାଚନ କମିଟି ନେପାଳର ପ୍ରଧାନମନ୍ତ୍ରୀ ତଥା ଶାସକ ନେପାଳ କଂଗ୍ରେସର ଅଧ୍ୟକ୍ଷ ଶେର ବାହାଦୂର ଦେଉବାଙ୍କୁ ସଂସଦୀୟ ଦଳର ନେତା ପଦ ପାଇଁ ବିଜେତା ଘୋଷଣା କରାଯାଇଛି। ଏହା ସହିତ...

ଟୁଇଟରର ସିଇଓ ପଦରୁ ଇସ୍ତଫା ଦେଇପାରନ୍ତି ଏଲନ୍‌ ମସ୍କ

ଓ୍ବାଶିଂଟନ୍‌,୨୧।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଥିବା ଏଲୋନ ମସ୍କ ଟୁଇଟରର ନୂତନ ମୁଖ୍ୟ ହେବା ଆରମ୍ଭରୁ ବିବାଦ ଘେରରେ ରହିଛନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଯାହା ଏବେ ଚର୍ଚ୍ଚାର...

ଚାଇନାରେ କରୋନା ତାଣ୍ଡବ ଆରମ୍ଭ…

ବେଜିଂ,୨୧।୧୨ : ଯେତେବେଳେ ସମଗ୍ର ବିଶ୍ୱ କରୋନା ସଂକ୍ରମଣରୁ ବାହାରକୁ ଆସୁଛି, ସେତେବେଳେ ଚାଇନାରେ ଏକ ନୂତନ ସଂକ୍ରମଣର ଲହର ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରେ ଦର୍ଶାଯାଇଛି ଯେ ଚାଇନାର ଡାକ୍ତରଖାନାଗୁଡ଼ିକ ଆକ୍ରାନ୍ତ ଏବଂ ମୃତଦେହ ସଂଖ୍ୟା...

ମହିଳା ଶିକ୍ଷା ଉପରେ ତାଲିବାନର ପ୍ରତିବନ୍ଧକ,ଜାତିସଂଘ-ଆମେରିକା ଜାରି କଲେ ନିନ୍ଦା ପ୍ରସ୍ତାବ…

କାବୁଲ,୨୧।୧୨ : ଆଫଗାନିସ୍ତାନରେ ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ତାଲିବାନର ନିଷ୍ପତ୍ତିକୁ ଆମେରିକା ନିନ୍ଦା କରିଛି। ହ୍ବାଇଟ ହାଉସର ଏନଏସସି ମୁଖପାତ୍ର ଆଡ୍ରିଏନ ୱାଟସନ କହିଛନ୍ତି ଯେ ଆଫଗାନିସ୍ତାନ ମହିଳାମାନଙ୍କୁ ବିଶ୍ୱବିଦ୍ୟାଳୟସ୍ତରୀୟ ଶିକ୍ଷା ଗ୍ରହଣ ନକରିବା ପାଇଁ...

ମହାଶିବରାତ୍ରୀ ପାଳନ ପାଇଁ ପାକିସ୍ତାନ ପହଞ୍ଚିଲେ ୮୯ ଭାରତୀୟ…

ଇସଲାମାବାଦ/ନୂଆଦିଲ୍ଲୀ,୨୧।୧୨ : ଭାରତର ୮୯ ହିନ୍ଦୁ ତୀର୍ଥଯାତ୍ରୀ ମଙ୍ଗଳବାର ପାକିସ୍ତାନର ପଞ୍ଜାବ ପ୍ରଦେଶର କଟାସ ରାଜ ମନ୍ଦିରରେ ମହା ଶିବରାତ୍ରୀଙ୍କୁ ପାଳନ କରିବା ପାଇଁ ଏଠାରେ ପହଞ୍ଚିଛନ୍ତି। ୱାଘା ସୀମା ଦେଇ ତୀର୍ଥଯାତ୍ରୀ ଭାରତରୁ ଆସିଥିବା ନେଇ ପାକିସ୍ତାନର ସଂଖ୍ୟାଲଘୁ...

ଇନସାଇଟ୍‌ ଲ୍ୟାଣ୍ଡରର ଭାବପ୍ରବଣ ବାର୍ତ୍ତା, ମୋ ଶକ୍ତି ସରି ଆସୁଛି…

ଓ୍ବାଶିଂଟନ,୨୧।୧୨ : ଆମେରିକୀୟ ସ୍ପେସ ଏଜେନ୍ସି ନାସାର ମାର୍ସ ଇନସାଇଟ ଲ୍ୟାଣ୍ଡର ଏହାର ଶେଷ ନିଶ୍ୱାସଃ ନେଉଛି। ମୋର ଶକ୍ତି ସରି ଆସୁଛି ବୋଲି ଲ୍ୟାଣ୍ଡର୍‌ ପୃଥିବୀକୁ ଏକ ଭାବପ୍ରବଣ ବାର୍ତ୍ତା ପଠାଇଛି। ନାସା ଇନସାଇଟ ଲ୍ୟାଣ୍ଡର ଟୁଇଟର ହ୍ୟାଣ୍ଡେଲରୁ...

ସରକାରୀ ଆକାଉଣ୍ଟ ପାଇଁ ଗ୍ରେ ବଟନ୍‌

ଓ୍ବାଶିଂଟନ୍‌, ୨୧।୧୨: ମାଇକ୍ରୋବ୍ଲଗିଂ ଆପ୍‌ ଟୁଇଟରରେ ଏଣିକି ଆକାଉଣ୍ଟ ମଧ୍ୟରେ ପ୍ରଭେଦ ଜାଣିବା ହେବ ଆହୁରି ସହଜ। ପୂର୍ବରୁ ଅଧିକ ଫଲୋୟର୍ସ ଥିବା ଆକାଉଣ୍ଟକୁ ଟୁଇଟର ବ୍ଲୁ ଟିକ୍‌ ବଟନ୍‌ ଲଗାଉ ଥିଲା। ଏଣିକି ବିଜ୍‌ନେସ୍‌ ଓ ସରକାରୀ ଆକାଉଣ୍ଟ...

ଜାପାନକୁ ଆକ୍ରମଣ ଧମକ ଦେଲା ଉତ୍ତର କୋରିଆ

ସିଓଲ,୨୧।୧୨: ଜାପାନ ବିରୋଧରେ ଦୃଢ଼ ତଥା ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଉତ୍ତର କୋରିଆ ମଙ୍ଗଳବାର ଧମକ ଦେଇଛି। ଟୋକିଓ ଗ୍ରହଣ କରିଥିବା ଜାତୀୟ ସୁରକ୍ଷା ନୀତିକୁ ଉତ୍ତର କୋରିଆ ନିନ୍ଦା କରିଛି। ୪ ଦିନ ପୂର୍ବରୁ...

ପାକ୍‌ରେ ଶକ୍ତି ସଙ୍କଟ: ରାତି ୮ଟାରୁ ବଜାର ବନ୍ଦ

ଇସ୍‌ଲାମାବାଦ୍‌, ୨୧।୧୨: ଭୟାବହ ବନ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ପାକିସ୍ତାନ ଅଣ୍ଟା ସଳଖୁଥିବାବେଳେ ଦେଶରେ ଶକ୍ତି ସଙ୍କଟ ମୁଣ୍ଡ ଟେକିଛି। ଏ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋର୍‌ସୋର ଆରମ୍ଭ କରାଯାଇଛି। ପ୍ରକାଶିତ ଖବର ଅନୁସାରେ ଶକ୍ତି ସଂରକ୍ଷଣ ପାଇଁ...

ଫାଟିଲା ଗ୍ୟାସ୍‌ ସିଲିଣ୍ଡର : ୧୨ ମୃତ

କରାଚି, ୨୧।୧୨: ପାକିସ୍ତାନ ବେଲୁଚିସ୍ତାନ ପ୍ରଦେଶର ଲେସବେଲା ଜିଲାର ଏକ ଗ୍ୟାସ୍‌ ସିଲିଣ୍ଡର ଦୋକାନରେ ଅଗ୍ନିକାଣ୍ଡ ଘଟି ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ୨୫ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଥିବା ଖବର ପ୍ରକାଶ ପାଇଛି। ଦୋକାନରେ ଗ୍ୟାସ୍‌ ସିଲିଣ୍ଡର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri