ପୌଡେଲ ହେବେ ନେପାଳ ରାଷ୍ଟ୍ରପତି
କାଠମାଣ୍ଡୁ,୨୬।୨(ପି.ଟି.): ନେପାଳୀ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପୌଡେଲ୍ ନେପାଳର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କ ସିପିଏନ୍-ମାଓଇଷ୍ଟ ସେଣ୍ଟର ସମେତ ୮ଟି ଦଳ ତାଙ୍କ ପ୍ରାର୍ଥତ୍ତ୍ୱକୁ ସମର୍ଥନ କରିଛନ୍ତି। ମାର୍ଚ୍ଚ ୯ରେ ହେବାକୁ ଥିବା…
ବାଇଡେନ ପାକିସ୍ତାନକୁ ସାମରିକ ସହାୟତା ଜାରି ରଖିଛନ୍ତି, ମୁଁ ରାଷ୍ଟ୍ରପତି ହେଲେ ଶତ୍ରୁଙ୍କୁ ସହାୟତା ହେବ ବନ୍ଦ: ନିକ୍କି ହାଲେ…
ଓ୍ବାଶିଂଟନ,୨୬।୨ : ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିଜକୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ରିପବ୍ଲିକାନ ପାର୍ଟି ନେତା ନିକ୍କି ହାଲେତାଙ୍କ ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମ୍ପ୍ରତି, ଏକ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ଆମେରିକାରେ ତାଙ୍କୁ…
ଉତ୍ତର କୋରିଆରେ ଘନେଇଲା ଖାଦ୍ୟ ସଙ୍କଟ, କିମ୍ଙ୍କୁ ଘାରିଛି କ୍ଷମତା ଚ୍ୟୁତ ଚିନ୍ତା…
ପ୍ୟୋଙ୍ଗୟାଙ୍ଗ,୨୬।୨ : ଉତ୍ତର କୋରିଆରେ ଏବେ ଖାଦ୍ୟ ସଙ୍କଟ ଗୁରୁତର ହେବାରେ ଲାଗିଛି। କରୋନା ମହାମାରୀ ପରେ ଏଠାରେ ଖାଦ୍ୟଶସ୍ୟର ଅଭାବ ବଢ଼ି ଚାଲିଛି।କେତେକ ରିପୋର୍ଟରୁ ଜଣାପଡିଛି ଯେ ଉତ୍ତର କୋରିଆ ବହୁ ଅଞ୍ଚଳରେ ଲୋକେ ଭୋକରେ ଅଛନ୍ତି। କୁହାଯାଉଛି ସେମାନେ…
ପୋଲାଣ୍ଡକୁ ତୈଳ ଯୋଗାଣ ବନ୍ଦ କଲା ରୁଷିଆ
କ୍ୱିଭ,୨୬ ।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର କୌଣସି ରାସ୍ତା ଏପର୍ଯ୍ୟନ୍ତ ନଜର ଆସୁନାହିଁ । ଏବେ ଏହି ଯୁଦ୍ଧର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡୁଥିବା ପରିଲକ୍ଷିତ ହୋଇଛି । ଏହି ଯୁଦ୍ଧ କାରଣରୁ ୟୁରୋପୀୟ ଦେଶରେ ଶକ୍ତି…
ରୋମାଞ୍ଚକର ହେଲା ନେପାଳ ରାଷ୍ଟ୍ରପତି ନିର୍ବାଚନ, ଶେଷ ଦିନରେ ଦାଖଲ ହେଲା ୨ ପ୍ରାର୍ଥିପତ୍ର
କାଠମାଣ୍ଡୁ,୨୬ ।୩: ନେପାଳରେ ଆସନ୍ତା ମାସ ଅର୍ଥାତ୍ ମାର୍ଚ୍ଚ ୯ରେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ରୋମାଞ୍ଚକର ହୋଇଛି । ଶନିବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ୨ ପ୍ରାର୍ଥୀ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନେପାଳର…
ବଲୁଚିସ୍ତାନ ବିସ୍ଫୋରଣରେ ୨ ପୋଲିସ ମୃତ, ୨ ଆହତ
ଇସଲାମାବାଦ,୨୬ ।୨: ବଲୁଚିସ୍ତାନର ଖଉଜଦାର ଜିଲାରେ ଶନିବାର ହୋଇଥିବା ବିସ୍ଫୋରଣରେ ୨ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଛି । ଏହାସହ ଏହି ବିସ୍ଫୋରଣରେ ୨ ଅନ୍ୟ ପୋଲିସ କର୍ମୀ ଆହତ ହୋଇଛନ୍ତି । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଖୁଜଦାରର ପୋଲିସ…
ଆମେରିକାର ନେବାଦାରେ ମେଡିକାଲ ଫ୍ଲାଇଟ କ୍ରାସ, ରୋଗୀ ସମେତ ୫ ମୃତ
ରେନୋ,୨୬ ।୨: ଆମେରିକାର ନେବାଦାରେ ଥିବା ଏକ ପାହାଡିଆ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାରେ ରୋଗୀ ସମେତ ଏକ ମେଡିକାଲ ଟ୍ରାନ୍ସପୋର୍ଟ ଫ୍ଲାଇଟରେ ଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି । ଲୌନ କାଉଂଟି ଶେରିଫର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି…
ପପୁଆ ନ୍ୟୁ ଗିନିରେ ୬.୫ ତୀବ୍ରତାର ଭୂକମ୍ପ, ପୁଣି ଥରିଲା ଆଫଗାନିସ୍ତାନ
ପୋର୍ଟ ମୋରେସ୍ୱି,୨୬ ।୨: ପପୁଆ ନ୍ୟୁ ଗିନିର ବ୍ରିଟେନ ଅଞ୍ଚଳରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୫ । ୟୁଏସ ଜିଓଲଜିକାଲ ସର୍ଭେ(ୟୁଏସଜିଏସ) ଏହି ସୂଚନା ଦେଇଛି । ୟୁଏସଜିଏସର ସୂଚନା…
ଚାଇନାକୁ କଡ଼ା ଜବାବ ଦେବାକୁ ତାଇଓ୍ବାନରେ ୨୦୦ ସୈନ୍ୟ ମୁତୟନ କରିବ ଆମେରିକା…
ଓ୍ବାଶିଂଟନ,୨୫।୨ : ଦକ୍ଷିଣ ଚାଇନା ସାଗରରେ ଚାଇନା ସହିତ ଯୁଦ୍ଧର ବିପଦକୁ ଦୃଷ୍ଟିରେ ରଖି ଆମେରିକା ୧୦୦ ରୁ ୨୦୦ ସୈନ୍ୟ ନିୟୋଜିତ କରିବାକୁ ଯାଉଛି। ସମ୍ପ୍ରତି ତାଇୱାନରେ ପ୍ରାୟ ୩୦ ଆମେରିକୀୟ ସୈନିକ ଅଛନ୍ତି । ସେମାନେ ତାଇୱାନ ସେନାକୁ…
୬୬ ଘଣ୍ଟାରେ ୩୭ ଥର ଭୂକମ୍ପ: ଶୋଇବାକୁ ବି ଲାଗୁଛି ଭୟ…
ଆଙ୍କରା,୨୫।୨ : ଭୂକମ୍ପ ତୁର୍କୀକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସସ୍ତୁପରେ ପରିଣତ କରିଦେଇଛି। ଗତ ଭୂକମ୍ପ ଯୋଗୁ ତୁର୍କୀରେ ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାର କାର୍ଯ୍ୟ ଚାଲିଛି। ଗତ ୬୬ ଘଣ୍ଟା ମଧ୍ୟରେ ଏଠାରେ…
୩ ଗାଡ଼ି ଧକ୍କା: ୧୩ ମୃତ-୨୦ ଆହତ…
ଇସଲାମାବାଦ,୨୫।୨ : ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଲତାନ-ସୁକୁର ମୋଟରୱେରେ ତିନି ଗାଡି ଧକ୍କାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ଖବର ମିଳିଛି। ଶନିବାର ଉଦ୍ଧାର ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି…
ଧନ କୁବେର ତାଲିକାରେ ୩୩ ତମ ସ୍ଥାନରେ ପହଞ୍ଚିଲେ ଆଦାନୀ…
ଓ୍ବାଶିଂଟନ,୨୫।୨ : ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡନବର୍ଗ ଆଦାନୀ ଗୋଷ୍ଠୀ ଉପରେ ଏପରି ବିପଦ ସୃଷ୍ଟି କରିଥିଲା ଯେ ତାହା ଦ୍ୱାରା ଧନ କୁବେର ତାଲିକାରେ ବହୁ ଅଦଳବଦଳ ହେବାରେ ଲାଗିଛି। ଏହା ପରେ ଭାରତୀୟ ବିଲିୟନେୟାର ଗୌତମ ଆଦାନୀ ଗୋଟିଏ…
Archives


