ଅନ୍ତର୍ଜାତୀୟ

୪୩ ବର୍ଷ ମଧ୍ୟରେ ମିଳିଥିବା ୨୨ଜଣ ମହିଳାଙ୍କ ମୃତଦେହ ହୋଇନି ଚିହ୍ନଟ: ଇଣ୍ଟରପୋଲ ଆରମ୍ଭ କଲା ‘ଅପରେଶନ ଆଇଡେଣ୍ଟିଫାଏ ମି’…

ପ୍ୟାରିସ,୧୧।୫ : ଗତ ୪୩ ବର୍ଷ ମଧ୍ୟରେ ଜର୍ମାନୀ, ବେଲଜିୟମ ଏବଂ ନେଦରଲାଣ୍ଡରେ ୨୨ ଜଣ ମହିଳାଙ୍କ ମୃତଦେହ ମିଳିଥିଲା, ଯାହା ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ହିଂସାର ଶିକାର ହୋଇଥିବା ଜଣାପଡିଛି ଏବଂ କେତେକ…

ଚାଇନାର ଆତଙ୍କବାଦୀ ପ୍ରେମ: ରୌଫଙ୍କୁ ବ୍ଲାକଲିଷ୍ଟ କରିବାକୁ ଜାତିସଂଘରେ ଭାରତର ପ୍ରସ୍ତାବ ନେଇ ଉଠାଇଲା ଆପତ୍ତି…

ବେଙ୍ଗାଲୁରୁ,୧୧।୫ : ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ ରୌଫ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ଘୋଷଣା କରିବାକୁ ଭାରତର ପ୍ରସ୍ତାବକୁ ଚାଇନା ବିରୋଧ କରିଛି। ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଫୋରମମରେ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଦେଇଥିବା ପ୍ରତିଶ୍ରୁତି ଚାଇନା ଭୁଲିଯାଇଛି। ରୌଫ…

ସୁଦାନ ଗୃହଯୁଦ୍ଧ : ୨୫ ମୃତ…

ଖାର୍ତୁମ,୧୧।୫ : ସୁଦାନରେ ଚାଲିଥିବା ଗୃହଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ସେଠାରେ ଉନ୍ନତି ଆଣିବା ପରିବର୍ତ୍ତେ ଅବସ୍ଥା ଖରାପ ହେବାରେ ଲାଗିଛି। ଏଥି ସହିତ, ହାଉସା ଏବଂ ନୁବା ନାମକ ଦୁଇ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ହିଂସା ଘଟଣାରେ…

ଭାରତରେ ମାତୃ, ନବଜାତ ମୃତ୍ୟୁ ସର୍ବାଧିକ

କେପ୍‌ଟାଉନ, ୧୧ା୫ : ସାରା ବିଶ୍ୱରେ ମୋଟ ମାତୃ, ନବଜାତ ମୃତ୍ୟୁ ଏବଂ ମୃତ ଶିଶୁ ଜନ୍ମର ୬୦ ପ୍ରତିଶତ ଭାରତ ସମେତ ୧୦ଟି ଦେଶରେ ଘଟୁଛି। ଏଥିରେ ଭାରତ ସର୍ବାଗ୍ରେ ରହିଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି। ବିଶ୍ୱରେ ଜୀବନ୍ତ ଶିଶୁ…

ରିମାଣ୍ଡ୍‌ରେ ଇମ୍ରାନ୍‌, ପାକିସ୍ତାନ ଅଶାନ୍ତ

ଇସ୍‌ଲାମାବାଦ,୧୧ା୫: ଜମି ଦୁର୍ନୀତି ମାମଲାରେ ଗିରଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ବୁଧବାର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ(ଏନ୍‌ଏବି) ଏକ କୋର୍ଟରେ ହାଜର କରି ୮ ଦିନିଆ ରିମାଣ୍ଡରେ ନେଇଛି। ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ମଙ୍ଗଳବାର ଇସ୍‌ଲାମାବାଦ ହାଇକୋର୍ଟକୁ…

୩ ଜଣଙ୍କ ଡିଏନ୍‌ଏରେ ଶିଶୁ ଜନ୍ମ

ଲଣ୍ଡନ,୧୧ା୫ : ବ୍ରିଟେନ୍‌ରେ ପ୍ରଥମ ଥର ପାଇଁ ୩ ଜଣ ବ୍ୟକ୍ତିଙ୍କ ଡିଏନ୍‌ଏକୁ ମିଶ୍ରଣ କରି ଶିଶୁ ଜନ୍ମ କରାଯାଇଛି। ପିଲାମାନଙ୍କୁ ବିରଳ ଆନୁବଂଶିକ ରୋଗରୁ ମୁକ୍ତ କରିବା ପାଇଁ ଏକ ପ୍ରୟୋଗାମତ୍କ ଉପାୟରେ ସେମାନଙ୍କୁ ଭୂମିଷ୍ଠ କରାଯାଇଥିବା ବୁଧବାର ଦେଶର…

ଇମ୍ରାନଙ୍କ ପରେ କୁରେଶୀ ଗିରଫ

ଇସଲାମାବାଦ,୧୦ା୫): ପାକିସ୍ତାନରେ ହିଂସା ଥମିବାର ନା ନେଉନି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ୍‌-ଇ-ଇନ୍‌ସାଫର ଅଧ୍ୟକ୍ଷ ଇମ୍ରାନ ଖାନ୍‌ ଗିରଫ ହେବା ପରେ ଇମ୍ରାନଙ୍କ ଗିରଫକୁ ବିରୋଧ କରୁଥିବା ଶାହା ମହମ୍ମୁଦ କୁରେଶୀଙ୍କୁ ମଧ୍ୟ ଗିରଫ କରାଯାଇଛି। କୁରେଶୀ ଇମ୍ରାନଙ୍କ କ୍ୟାବିନେଟରେ…

ପାକିସ୍ତାନରେ ହିଂସା ଅନିୟନ୍ତ୍ରିତ: ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତ

ନୂଆଦିଲ୍ଲୀ/ଇସଲାମାବାଦ,୧୦ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟି (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଏକ ଦୁର୍ନୀତି ମାମଲାର ଶୁଣାଣି ସମୟରେ ଇସଲାମାବାଦ ହାଇକୋର୍ଟରୁ ଗିରଫ କରାଯାଇଛି। ଏହା ପରେ ପାକିସ୍ତାନରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ବୁଧବାର ସରକାରୀ ସୂତ୍ରରୁ ପ୍ରକାଶ…

ରୁଷିଆ ଜଙ୍ଗଲରେ ନିଆଁ: ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି, ୫ ହଜାରରୁ ଊର୍ଦ୍ଧ୍ୱ ଘର ପୋଡ଼ି ପାଉଁଶ

ମସ୍କୋ,୧୦ା୫: ରୁଷିଆର ୟୁରାଲ ପର୍ବତ ଜଙ୍ଗଲରେ ନିଆଁ ଲାଗି ଏପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଗତ ଏକ ସପ୍ତାହ ଧରି କୁର୍ଗାନ ଏବଂ ସାଇବେରିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥି ସହିତ ଏହି ଅଗ୍ନିକାଣ୍ଡ ଯୋଗୁ ୫ ହଜାରରୁ…

ଇମ୍ରାନଙ୍କ ଗିରଫକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ପୂର୍ବତନ ପତ୍ନୀ ରେହନ, ଭାଇରାଲ ହେଉଛି ଟୁଇଟ

ଇସଲାମାବାଦ,୧୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଛି। ଏହି ଗିରଫ ଘଟଣାକୁ ବିରୋଧ କରି ପାକିସ୍ତାନର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି, ଯାହା ଏବେ ହିଂସାର ରୂପ ନେଲାଣି। ଏବେ…

ଇମ୍ରାନଙ୍କୁ ଘାରିଛି ଜେଲରେ ମୃତ୍ୟୁ ଭୟ

ଇସଲାମାବାଦ,୧୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗିରଫ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ହିଂସା ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଇମ୍ରାନ ଖାଁ ଯେତେବେଳେ ଶୁଣାଣି ପାଇଁ ଇସଲାମାବାଦ ହାଇକୋର୍ଟ ପହଞ୍ଚି ଥିଲେ ସେତେବେଳେ ତାଙ୍କୁ ପାକିସ୍ତାନର ପାଲାମିଲିଟାରି…

ଅନାଥ ଆଶ୍ରମରେ ପଶି ନାବାଳିକାଙ୍କୁ ହତ୍ୟା କଲେ ଯୁବକ, ୯ ଆହତ

ଓ୍ବାରସୋ,୧୦ା୫: ପୋଲାଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଏକ ଅନାଥ ଆଶ୍ରମରେ ଧସେଇ ପଶି ୧୬ ବର୍ଷର ନାବାଳିକାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। ଯୁବକ ଜଣକ ପୋଲାଣ୍ଡର ଲୋଜ ସହରର ଏକ ଅନାଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?