ଅନ୍ତର୍ଜାତୀୟ

ପୋଲିସ ଷ୍ଟେଶନ ଉପରେ ଆକ୍ରମଣ କଲେ ଟିଟିପି ଆତଙ୍କବାଦୀ, ୩ ପୋଲିସ ମୃତ…

ଇସଲାମାବାଦ,୧୪।୧ : ପଡୋଶୀ ଦେଶ ପାକିସ୍ତାନ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଅନ୍ୟପକ୍ଷରେ ପାକିସ୍ତାନରେ ଆତଙ୍କବାଦୀ ଘଟଣା ମଧ୍ୟ ବନ୍ଦ ହେବାର ନାମ ନେଉନାହିଁ। ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି) ଦ୍ୱାରା ହୋଇଥିବା ସଦ୍ୟତମ ଆକ୍ରମଣରେ ତିନି ଜଣ…

ୟୁକ୍ରେନ ଉପରେ ରୁଷିଆର କ୍ଷେପଣାସ୍ତ୍ର ମାଡ଼

କିଭ୍‌,୧୪ା୧: ଦୀର୍ଘ ୧୧ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ରୁଷିଆ ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନରେ ବ୍ୟାପକ କ୍ଷତି ଘଟାଇସାରିଲାଣି। ଏହି ସମୟରେ ରୁଷିଆ ଶନିବାର କିଭ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା। ୟୁକ୍ରେନର ରାଷ୍ଟ୍ରପତି…

ଏରିକ ଗାର୍ସେଟ୍ଟି ହୋଇପାରନ୍ତି ଭାରତରେ ଆମେରିକାର ରାଷ୍ଟ୍ରଦୂତ…

ଓ୍ବାଶିଂଟନ,୧୪।୧: ଭାରତରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ଏରିକ ଗାରସେଟ୍ଟିଙ୍କ ନାମରେ ମୋହର ଲାଗିପାରେ। ଏନେଇ ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର ବିଭାଗର ସହକାରୀ ବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ ସୂଚନା ପ୍ରଦାନ କରିଛନ୍ତି। ତେବେ ଗାର୍ସେଟ୍ଟିଙ୍କ ନାମାଙ୍କନକୁ ବିରୋଧ…

କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଦାବି କଲା ପାକିସ୍ତାନ…

ଇସଲାମାବାଦ,୧୪।୧ : ଭାରତ ସହ ବିବାଦୀୟ ସମସ୍ୟାର ସମାଧାନ ପାଇଁ ପାକିସ୍ତାନ ପୁଣି ତୃତୀୟ ପକ୍ଷର ମଧ୍ୟସ୍ଥତା ପାଇଁ ଯୋଜନା କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମୁମତାଜ ଜହରା ବଲୋଚ କହିଛନ୍ତି ଯେ ଏହି ଅଞ୍ଚଳରେ ଶାନ୍ତି ଆଣିବାରେ ବିଶ୍ୱ…

ଓମିକ୍ରନ ପାଇଁ ତିଆରି ହୋଇଥିବା ଫାଇଜର ଟିକା ବ୍ରେନ ଷ୍ଟ୍ରୋକର କାରଣ ହୋଇପାରେ

ୱାଶିଂଟନ,୧୪ ।୧: ଚାଇନା ସମେତ ସାରା ବିଶ୍ୱରେ କରୋନା ମହାମାରୀ ତାଣ୍ଡବ ରଚି ଚାଲିଛି । ଏହାଠାରୁ ଦୂରେଇ ରହିବାକୁ ଟିକାକରଣକୁ ସମସ୍ତେ ଆପଣେଇ ନେଇଛନ୍ତି । ହେଲେ ଏହାରି ଭିତରେ ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ(ସିଡିସି)…

ସୋଲେଦାର ସହର ଦଖଲକଲା ରୁଷିଆ

କିଭ୍‌,୧୪।୧: ୟୁକ୍ରେନ୍‌ର ପୂର୍ବଭାଗରେ ଥିବା ସୋଲେଦାର ସହରକୁ ରୁଷୀୟ ସୈନ୍ୟମାନେ ଦଖଲ କରିଥିବା ଶୁକ୍ରବାର ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେଠାରେ ଦୀର୍ଘଦିନ ହେବ ରୁଷିଆ ଓ ୟୁକ୍ରେନ୍‌ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଲାଗିରହିଥିଲା। ଡୋନେସ୍କ ପ୍ରଦେଶର ସୋଲେଦାର…

ବଳାତ୍କାର ମାମଲାର ଶୁଣାଣି ସମୟରେ କୋର୍ଟରେ ପୀଡ଼ିତାଙ୍କୁ ଅପଶବ୍ଦ କହିଲେ ପୂର୍ବତନ ରାଷ୍ଟ୍ରପତି

ୱାଶିଂଟନ,୧୪ ।୧: ଜଣେ ଲେଖିକା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିରୋଧରେ ୯୦ ଦଶକରେ ଏକ ବଳାତ୍କାର ଅଭିଯୋଗ ଆଣିଥିଲେ । ଏହାପରେ ପୀଡ଼ିତା ଟ୍ରମ୍ଫଙ୍କ ବିରୋଧରେ କୋର୍ଟରେ କେଶ ଫାଇଲ କରିଥିଲେ । ଏହି ମାମଲାର ଶୁଣାଣି ସମୟରେ…

ପ୍ରତ୍ୟର୍ପଣ ବିଳମ୍ବ ଲାଗି ଆଣ୍ଟିଗୁଆ ବିଚାରପତିଙ୍କୁ ଲାଞ୍ଚ ଦେଇଛନ୍ତି ଚୋକ୍‌ସି

ସେଣ୍ଟ ଜନ୍ସ,୧୪।୧: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଆଣ୍ଟିଗୁଆରେ ନିଜର ସୁରକ୍ଷା ପାଇଁ ପୋଲିସ ଓ ବିଚାରପତିଙ୍କୁ ଲାଞ୍ଚ ଦେଇଥିବା ତଦନ୍ତରୁ ଜଣାପଡ଼ିଛି। ଜଣାଶୁଣା ଆର୍ଥତ୍କ ଅପରାଧ ତଦନ୍ତକାରୀ କେନିଥ୍‌ ରିଜୋକ୍‌ ଏହି ତଦନ୍ତ କରିଥିଲେ। ଚୋକ୍‌ସିଙ୍କୁ ଭାରତ ପ୍ରତ୍ୟର୍ପଣ…

ପାକିସ୍ତାନର ପେଶାୱରରେ ପୋଲିସ ଟିମ ଉପରେ ଆତଙ୍କବାଦୀ ଆକ୍ରମଣ, ଡିଏସପି ସମେତ ୩ ପୋଲିସ ମୃତ

ପେଶାୱର,୧୪ ।୧: ପାକିସ୍ତାନରେ ପୁଣିଥରେ ଆତଙ୍କବାଦୀମାନେ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ପାକିସ୍ତାନର ପେଶାୱରରେ ଆତଙ୍କବାଦୀମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଡିଏସପି ସମେତ ୩ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା…

ବୈଠକ ମଝିରେ ମନ୍ତ୍ରୀଙ୍କ କ୍ଲାସ ନେଲେ ପୁଟିନ, କହିଲେ ମୋତେ ମୁର୍ଖ ଭାବନନାହିଁ: ଭିଡିଓ ଭାଇରାଲ

ମସ୍କୋ,୧୪ ।୧: ରୁଷିଆର ରାଷ୍ଟ୍ରପତି ଏବେ ଚିନ୍ତାଗ୍ରସ୍ତ ଥିବା କୁହାଯାଉଛି । ଯାହାର ପ୍ରମାଣ ବେଳେ ବେଳେ ଦେଖିବାକୁ ବି ମିଳୁଛି । ନିକଟରେ ଏକ ଭିଡିଓ କନଫରେନ୍ସିଂ ସମୟରେ ସେ ତାଙ୍କ ଉପ ପ୍ରଧାନମନ୍ତ୍ରୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।…

ଜି୨୦ ଅଧ୍ୟକ୍ଷତା: ଭାରତଠାରୁ ଅନେକ ଆଶା

ଚଳିତ ବର୍ଷ ଭାରତର ଜି୨୦ ଅଧ୍ୟକ୍ଷତାରୁ ବିଶ୍ୱ ସମୁଦାୟ ଅନେକ କିଛି ଆଶା କରୁଛି ବୋଲି ଶୁକ୍ରବାର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ପରିଚଳାନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି। ବର୍ତ୍ତମାନର ସଙ୍କଟ ସମୟରେ ଅନ୍ତର୍ଜାତୀୟ ସମୁଦାୟ ବିଶ୍ୱର ସମନ୍ବିତ ଅର୍ଥନୀତିକୁ ସୁରକ୍ଷା…

ଟିକସ ଫାଙ୍କି: ଟ୍ରମ୍ପ୍‌ଙ୍କ କମ୍ପାନୀକୁ ୧.୬ ନିୟୁତ ଡଲାର ଜରିମାନା

ନ୍ୟୁୟର୍କ,୧୪ା୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କମ୍ପାନୀକୁ ଶୁକ୍ରବାର ଏକ ଅଦାଲତ ୧.୬ ନିୟୁତ ଡଲାର ଜରିମାନା ଆଦେଶ ଦେଇଛନ୍ତି। ଟ୍ରମ୍ପ ଅର୍ଗାନାଇଜେଶନର ଜଣେ ଶୀର୍ଷ ଏକ୍‌ଜିକ୍ୟୁଟିଭ୍‌ ଉଚ୍ଚ ଦରମା ନେଇ ବ୍ୟକ୍ତିଗତ ଆୟକର ଠକେଇ କରିଥିବା ଜଣାପଡ଼ିଥିଲା। ଷଡ଼ଯନ୍ତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri