ଅନ୍ତର୍ଜାତୀୟ

ନୂଆ ବର୍ଷରେ ସମ୍ପର୍କିୟଙ୍କ ସହ ଯୋଗାଯୋଗ କରୁଥିବା ତିବ୍ୱତୀୟମାନଙ୍କୁ ଚାଇନା ଦେଉଛି ଦଣ୍ଡ

ବେଜିଂ,୨୭ ।୨: ବିବ୍ୱତରୁ ବୌଦ୍ଧ ସଂସ୍କୃତିକୁ ହଟାଇବାକୁ ଚାଇନା କ୍ରମାଗତ ଭାବେ ଦମନ ଓ ନିର୍ଯ୍ୟାତନା ଜାରି ରଖିଛି । ଗତ ସପ୍ତାହରେ ଫେବୃୟାରୀ ୨୧-୨୩ ପର୍ଯ୍ୟନ୍ତ ତିବ୍ୱତୀୟ ନୂଆ ବର୍ଷ ଲୋସର ସମୟରେ ଚାଇନା ତିବ୍ୱତୀୟମାନଙ୍କୁ ସେମାନଙ୍କ ନିର୍ବାସିତ ସମ୍ପର୍କୀୟଙ୍କ…

ଚର୍ଚ୍ଚିଲ ପ୍ରଧାନମନ୍ତ୍ରୀ ଥିଲେ ବୋଲି ୩୨% ଅଜ୍ଞ

ଲଣ୍ଡନ, ୨୭।୨: ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାକୁ ସାରା ବିଶ୍ୱ ଅତି ନିକଟରୁ ଦେଖିଛି। ଏହା ଯୋଗୁ ବୈଶ୍ୱିକ ସଙ୍କଟ ମୁଣ୍ଡ ଟେକିଥିଲା। ଯୁଦ୍ଧ ପରେ ରାଷ୍ଟ୍ରଗୁଡ଼ିକ ନିଜ ପୂର୍ବ ସ୍ଥିତିକୁ ଫେରିବା ପାଇଁ ବହୁ ସମୟ ମଧ୍ୟ ଲାଗିଥିଲା। ନିକଟରେ ପ୍ରକାଶ…

ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କୁ ୨୩ ମାର୍ଚ୍ଚ ସୁଦ୍ଧା ହାସଲ କରିବାକୁ ହେବ ବିଶ୍ୱାସ ମତ

କାଠମାଣ୍ଡୁ,୨୭ ।୨: ନେପାଳରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ମାର୍ଚ୍ଚ ୨୮ ସୁଦ୍ଧା ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲଙ୍କୁ ସଂସଦର ନିମ୍ନ ଗୃହ-ପ୍ରତିନିଧି ସଭାରେ ବିଶ୍ୱାସମତ ହାସଲ କରିବାକୁ ପଡିବ । ରାଷ୍ଟ୍ରୀୟ ପ୍ରଜାତାନ୍ତ୍ରୀକ ପାର୍ଟିର ମୁଖ୍ୟ ଓ ପ୍ରଚଣ୍ଡ…

ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଆଫଗାନିସ୍ତାନ ମହିଳା

କାବୁଲ,୧।୨: ଅଗଷ୍ଟ ୨୦୨୧ରେ ଆଫଗାନିସ୍ତାନ ଉପରେ ତାଲିବାନ କବ୍‌ଜା କରିଥିଲା। ଏହାପରେ ଦେଶରେ ମହିଳାମାନଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇଦିଆଯାଇଥିଲା। ମହିଳାଙ୍କୁ ପଢିବା ଏବଂ ଚାକିରି କରିବା ଉପରେ ରୋକ ଲଗାଇ ଦିଆଯାଇଥିଲା। ଏବେ ମହିଳା ମାନେ ନିଜ ଅଧିକାର ପାଇଁ…

ବୋଟ୍‌ ବୁଡ଼ି ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

ରୋମ୍‌,୨୬ା୨: ଇଟାଲୀର କାଲାବ୍ରିଆ ଅଞ୍ଚଳସ୍ଥିତ ସମୁଦ୍ର ଅଶାନ୍ତ ରହିଥିବାବେଳେ ରବିବାର ଏକ ବୋଟ୍‌ ଶିଳାଖଣ୍ଡ ସହ ଧକ୍କା ହୋଇ ବୁଡ଼ିଯାଇଥିଲା। ଫଳରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୪୩େରେ ପହଞ୍ଚିଛି। ଏପରିକି ୮୦ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଶତାଧିକ ଲୋକଙ୍କୁ…

ପାକିସ୍ତାନ ଔଷଧ କମ୍ପାନୀର ଉତ୍ପାଦନ ବନ୍ଦ କରିବାକୁ ଧମକ

ଇସଲାମାବାଦ,୨୬।୨: ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ଔଷଧ ପାଇଁ ସଂଘର୍ଷ କରୁଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, ପାକିସ୍ତାନରେ ଅସ୍ତ୍ରୋପ୍ରଚାର ପାଇଁ ଆବଶ୍ୟକ ହେଉଥିବା ଔଷଧ ବିଶେଷ ମହଜୁଦ ନ ଥିବା ବେଳେ ଆଉ ମାତ୍ର ୨ ସପ୍ତାହ…

ଟୁଇଟର୍‌ରେ ପୁଣି କର୍ମଚାରୀ ଛଟେଇ

କାଲିଫର୍ନିଆ,୨୬।୨: ଟୁଇଟର୍‌ରେ ପୁଣି କର୍ମଚାରୀ ଛଟେଇ ହୋଇଛି। ଏଲନ ମସ୍କଙ୍କ ମାଲିକାନା ଟୁଇଟର୍‌ ଦଶଜଣ କର୍ମଚାରୀଙ୍କୁ ବରଖାସ୍ତ କରିଛି। ଅକ୍ଟୋବର ଶେଷରେ ମସ୍କ ସୋସିଆଲ ନେଟୱାର୍କ ହାସଲ କରିବା ପରଠାରୁ ଏହା ଅନ୍ତତଃ ପକ୍ଷେ ଅଷ୍ଟମ ରାଉଣ୍ଡ ଛଟେଇ ବୋଲି କୁହାଯାଉଛି।…

ସମୁଦ୍ର କୂଳରେ ଭାସୁଛି ୩୦ ମୃତଦେହ

ରୋମ,୨୬ା୨: ଇଟାଲୀର କାଲାବ୍ରିୟାର ଦକ୍ଷିଣ ଉପକୂଳରେ ଏକ  ବଡ଼ଧରଣର ଅଘଟଣ ଘଟିଛି। ରବିବାର ଦକ୍ଷିଣ ଇଟାଲୀର ସମୁଦ୍ର କୂଳରେ ୩୦ ଜଣଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ସମସ୍ତେ ବୁଡ଼ିଯାଇ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଅଧିକାରୀମାନେ ମୃତଦେହ କୂଳ ନିକଟରେ…

ଆଇଏମଏଫ ଋଣ ପାଇଁ ୧୯ ପ୍ରତିଶତ ସୁଧହାର ବୃଦ୍ଧି ଲାଗି ପ୍ରସ୍ତୁତ ପାକିସ୍ତାନ…

ଇସଲାମାବାଦ,୨୬।୨ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଦ୍ୱାରା ସ୍ଥିର ହୋଇଥିବା ଅନ୍ୟ ଏକ ସର୍ତ୍ତ ପୂରଣ ପାଇଁ ପାକିସ୍ତାନ ସରକାର ଧାର୍ଯ୍ୟ ସୁଧ ହାରକୁ ଦୁଇ ପ୍ରତିଶତ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ ଏହି ସୂଚନା…

ପାକିସ୍ତାନରେ ଔଷଧ ସଙ୍କଟ, ୪-୫ ସପ୍ତାହରେ ଉତ୍କଟ ହେବ ସ୍ଥିତି…

ଇସଲାମାବାଦ,୨୬।୨ : ପାକିସ୍ତାନରେ ଚାଲିଥିବା ଆର୍ଥିକ ସଙ୍କଟ ସ୍ବାସ୍ଥ୍ୟସେବା ଉପରେ ଖରାପ ପ୍ରଭାବ ପକାଇଛି। ଏଠାରେ ଲୋକେ ଅତ୍ୟାବଶ୍ୟକ ଔଷଧ ପାଇଁ ସଂଘର୍ଷ କରୁଛନ୍ତି। ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ପାକିସ୍ତାନର ଘରୋଇ ଉତ୍ପାଦନରେ ବ୍ୟବହୃତ ଅତ୍ୟାବଶ୍ୟକ ଔଷଧ କିମ୍ବା…

ରୁଷିଆ ବିରୋଧରେ ୟୁରୋପୀୟ ସଂଘର ନୂଆ କଟକଣା…

ମସ୍କୋ,୨୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ବର୍ଷେ ବିତିଛି। କିନ୍ତୁ ଉଭୟ ପକ୍ଷ ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି। ୟୁରୋପୀୟ ୟୁନିଅନ ମଧ୍ୟ ଏହାର ପ୍ରତିବନ୍ଧକ ହଟାଇବାକୁ ପ୍ରସ୍ତୁତ ନୁହେଁ। ୟୁରୋପୀୟ ୟୁନିଅନରୁ ପ୍ରତିବନ୍ଧକ ପ୍ରକ୍ରିୟା ଜାରି…

ରୁଷିଆ ବିରୋଧରେ ଦକ୍ଷିଣ କୋରିଆ: ଖୁସି ବ୍ୟକ୍ତ କଲେ ଜେଲେନସ୍କି

କିଭ୍‌,୨୬ା୨: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ବର୍ଷେ ପୂରଣ ହେବା ପରେ ଦକ୍ଷିଣ କୋରିଆ ରୁଷିଆ ବିରୋଧରେ ଠିଆ ହୋଇଛି। ଦକ୍ଷିଣ କୋରିଆ ଏନେଇ ୟୁକ୍ରେନକୁ ୧୩୦ ମିଲିୟନ ଡଲାର ମାନବିକ ସହାୟତା ପ୍ରଦାନ କରିବାକୁ ଯୋଜନା କରିଛି। ଫଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri