ହୋଟେଲରେ ନିଆଁ ଲାଗି ୧୬ ମୃତ
ଫନୋମ୍ ପେନ୍ହ,୨୯ା୧୨: କାମ୍ବୋଡିଆର ଏକ ହୋଟେଲ କାସିନୋରେ ଗୁରୁବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।...
ଦକ୍ଷିଣ କୋରିଆ ରାଜପଥରେ ଅଗ୍ନିକାଣ୍ଡ: ୫ ଜଣଙ୍କ ଜୀବନ ଗଲା
ସିଓଲ,୨୯ା୧୨: ଗୁରୁବାର ଦକ୍ଷିଣ କୋରିଆର ଏକ ପ୍ରମୁଖ ଏକ୍ସପ୍ରେସଓ୍ବେରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜରୁରିକାଳୀନ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା...
ୟୁକ୍ରେନ୍ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ…
କିଭ୍,୨୯।୧୨ : ରୁଷିଆ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛି। ୟୁକ୍ରେନ ରାଷ୍ଟ୍ରପତିଙ୍କ ଜଣେ ପରାମର୍ଶଦାତାଙ୍କ ଅନୁଯାୟୀ ଗୁରୁବାର ରୁଷିଆ ପୁଣି ଥରେ ୟୁକ୍ରେନ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଲୋକଙ୍କୁ ସତର୍କ କରିବା ପାଇଁ...
ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ନିର୍ମମ ହତ୍ୟା
ଇସଲାମାବାଦ୍,୨୯।୧୨: ପାକିସ୍ତାନର ସିଞ୍ଜୋରୋ ସହରରେ ଜଣେ ୪୦ ବର୍ଷୀୟା ହିନ୍ଦୁ ମହିଳାଙ୍କୁ ନିର୍ମନ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହିନ୍ଦୁ ସମ୍ପ୍ରଦାୟର ପାକିସ୍ତାନର ପ୍ରଥମ ମହିଳା ସିନେଟର କୃଷ୍ଣା କୁମାରୀ ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି,...
ନାଏଗ୍ରା ଜଳ ପ୍ରପାତ ପାଣି ପାଲଟିଲା ବରଫ…
ଓ୍ବାଶିଂଟନ,୨୯।୧୨ : ଯୁକ୍ତରାଷ୍ଟ୍ରରେ ଶତାବ୍ଦୀର ପ୍ରବଳ ତୁଷାର ଝଡ଼ ଏବଂ ଶୀତ ଲହରୀ ପ୍ରଭାବ ଯୋଗୁଁ ବିଶ୍ୱର ଉଚ୍ଚତମ ନାଏଗ୍ରା ଜଳପ୍ରପାତ ପାଣି ମଧ୍ୟ ବରଫ ପାଲଟି ଯାଇଛି। ନାଏଗ୍ରା ଜଳ ପ୍ରପାତ ପାଣି ଉପରେ ବରଫର ଏକ ଆସ୍ତରଣ...
ଟୁଇଟର୍ ଡାଉନ୍
କାର୍ଲିଫର୍ନିଆ,୨୯।୧୨:ମାଇକ୍ରୋବ୍ଲଗିଂ ସାଇଟ ଟୁଇଟର୍ର ୱେବ ଭର୍ସନ ଡାଉନ ଅଛି। ଡାଉନ୍ଡିଟେକ୍ଟର ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୬ଟାରୁ ୟୁଜର୍ସମାନେ ଟୁଇଟର୍ ୱେବସାଇଟରେ ଲଗ ଇନ କରିବାକୁ ଅସମର୍ଥ ହେଉଛନ୍ତି। କେବଳ ଏତିକି ନୁହେଁ, ଟୁଇଟ୍ କରିବାରେ ମଧ୍ୟ ଅସୁବିଧା ହେଉଛି।...
ଡ୍ରଗ୍ସ ଚୋରା କାରବାରରେ ପାକିସ୍ତାନ ଆଗରେ…
ଇସଲାମାବାଦ,୨୯।୧୨ : ଭାରତ ସମେତ ଅନେକ ଦେଶକୁ ଆତଙ୍କବାଦୀ ପଠାଉଥିବା ପାକିସ୍ତାନ ବର୍ତ୍ତମାନ ଡ୍ରଗ୍ସ ଚୋରା କାରବାରରେ ମଧ୍ୟ ବିଶ୍ୱରେ କୁଖ୍ୟାତ ହେବାରେ ଲାଗିଛି। ଅନେକ ଆଫ୍ରିକୀୟ ଏବଂ ଆରବ ଦେଶ ଏହାର ଶିକାର ହେଉଛନ୍ତି। ନାଇଜେରିଆରୁ ଗଲ୍ଫ ଦେଶ...
ଚାଇନା ହସ୍ପିଟାଲରେ ଲୋକଙ୍କ କରୁଣ ଚିତ୍କାର…
ବେଜିଂ,୨୯।୧୨ : ଚାଇନାରେ କରୋନା ସଂକ୍ରମଣ ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ହସ୍ପିଟାଲ ଏବଂ ଶ୍ମଶାନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଦକ୍ଷିଣ ପଶ୍ଚିମ ଚେଙ୍ଗଡୁ ସହରର ଏକ ପ୍ରମୁଖ ହସ୍ପିଟାଲ ହୁଆକ୍ସିର କର୍ମଚାରୀମାନେ...
ହୋଟେଲରେ ଅଗ୍ନିକାଣ୍ଡ: ୧୦ ଜୀବନ୍ତ ଦଗ୍ଧ, ୫୦ରୁ ଅଧିକ ଫସି ରହିଛନ୍ତି…
ଫେନମ ପେନହ,୨୯।୧୨ : କାମ୍ବୋଡିଆର ପୋଇପେଟର ଏକ ହୋଟେଲରେ ଘଟିଥିବାଅଗ୍ନିକାଣ୍ଡରେ ୧୦ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏଥିସହ ଆହତ ଅବସ୍ଥାରେ ୩୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କୁ ଚିକିତ୍ସା ପାଇଁ ହସସ୍ପିଟାଲରେ ଭର୍ତ୍ତି କରାଯାଇଛି। ୫୦ରୁ ଅଧିକ...
ମହିଳାଙ୍କ ବିରୋଧରେ ଲାଗୁ ହୋଇଥିବା କଟକଣା ଶୀଘ୍ର ଫେରାଇ ନେବାକୁ ତାଲିବାନକୁ ଆମେରିକାର ଚେତାବନୀ…
ଓ୍ବାଶିଂଟନ,୨୯।୧୨ : ମହିଳାଙ୍କ ବିରୋଧରେ ଲାଗୁ ହୋଇଥିବା କଟକଣା ଶୀଘ୍ର ଫେରାଇ ନେବାକୁ ତାଲିବାନକୁ ଆମେରିକା ଚେତାବନୀ ଦେଇଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ତାଲିବାନ ସରକାରଙ୍କ ଆଫଗାନିସ୍ତାନରେ ଏନଜିଓରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ନିଷିଦ୍ଧ କରିବାକୁ ଦେଇଥିବା...
ଚାଇନାରୁ ଇଟାଲୀ ଯାଉଥିବା ଅଧା ଯାତ୍ରୀ କରୋନା ପଜିଟିଭ୍…
ବେଜିଂ,୨୯।୧୨ : ଚାଇନାରୁ ଇଟାଲୀ ଯାଉଥିବା ବିମାନର ଅଧା ଯାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଏହି କାରଣରୁ ଚାଇନାଠାରୁ ଅନ୍ୟ ଦେଶକୁ କରୋନା ବିସ୍ତାର ହେବାର ଆଶଙ୍କା ଆହୁରି ବଢ଼ିବାରେ ଲାଗିଛି। ସଂକ୍ରମଣକୁ...
କୁହୁଡ଼ିରେ ୨୦୦ ଗାଡ଼ି ଧକ୍କା
ବେଜିଂ, ୨୯।୧୨: ସେଣ୍ଟ୍ରାଲ୍ ଚାଇନାର ଝେଙ୍ଗଜହୋଉରେ ବୁଧବାର ପ୍ରବଳ କୁହୁଡ଼ି ସକାଶେ ୨୦୦ରୁ ଊର୍ଦ୍ଧ୍ୱ ଗାଡ଼ି ଏକାସଙ୍ଗେ ପିଟି ହୋଇଯାଇଛନ୍ତି। ସେଥିମଧ୍ୟରୁ ୧୨ଟି ଗାଡ଼ି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଝେଙ୍ଗଜିନ ହୁଆଙ୍ଗହେ ବ୍ରିଜ୍ରେ ଅନେକ କାର୍ ଉପରେ ଟ୍ରକ୍...
Archives


