ଆତ୍ମରକ୍ଷା ସହିତ ପାଲଟା ଆକ୍ରମଣ କରିବୁ: ଚାଇନାକୁ ତାଇଓ୍ବାନର ଚେତାବନୀ…
ତାଇପେ,୬।୩ : ଲଗାତର ଚାଇନା ତାଇଓ୍ବାନର ଆକାଶ ମାର୍ଗ ସୀମା ଉଲ୍ଲଂଘନ କରିବାରେ ଲାଗିଛି। ଏନେଇ ଏବେ ତାଇଓ୍ବାନ ଚାଇନାକୁ ଚେତାବନୀ ଦେଇଛି। ତାଇଓ୍ବାନ କହିଛି ଆମେ ଆତ୍ମରକ୍ଷା ସହିତ ପାଲଟା ଆକ୍ରମଣ ମଧ୍ୟ କରିବୁ। ତେଣୁ ଅନ୍ତର୍ଜାତୀୟ ସୀମାରେ ଚାଇନା…
ଇମ୍ରାନଙ୍କ ସରକାର ସମୟରେ ସ୍ତ୍ରୀଙ୍କ ବନ୍ଧୁଙ୍କ ସମ୍ପତ୍ତିରେ ହୋଇଛି ବୃଦ୍ଧି: ରିପୋର୍ଟ…
ଇସଲାମାବାଦ,୬।୩ : ଗୋଟିଏ ପଟେ ଗିରଫ ହେବାର ଖଣ୍ଡା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଝୁଲୁଛି। ଏଥି ସହ ଇମ୍ରାନଙ୍କ ତତ୍କାଳୀନ ସରକାର ସମୟରେ ତାଙ୍କ ସ୍ତ୍ରୀଙ୍କ ବନ୍ଧୁ ଫରହତ ଶେହଜାଦିଙ୍କ ସମ୍ପତ୍ତିରେ…
୯୦୦ରୁ ଅଧିକ ସ୍କୁଲ ଛାତ୍ରୀଙ୍କୁ ଜହର ଦେବା ପଛରେ ଇସଲାମିକ ମୌଳବାଦୀ ନା ବିଦେଶୀ ଶତ୍ରୁ? ମାମଲା ହେଉଛି ଜଟିଳ…
ତେହେରାନ,୬।୩ : ଇରାନରେ ୯୦୦ ରୁ ଅଧିକ ସ୍କୁଲ ଛାତ୍ରୀଙ୍କୁ ଜହର ଦେବା ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବାସ୍ତବରେ ଏହା ପୂର୍ବରୁ କୁହାଯାଇଥିଲା ଯେ ସ୍କୁଲ ଛାତ୍ରୀମାନଙ୍କ ଜହର ଦେବା ପଛରେ ଇସଲାମିକ ମୌଳବାଦୀମାନେ ଅଛନ୍ତି ଏବଂ…
ଇମ୍ରାନଙ୍କ ମଜା ଉଡ଼ାଇଲେ ମୋରିୟମ
ଇସଲାମାବାଦ,୬ା୩: ପାକିସ୍ତାନର ମୁସ୍ଲିମ ଲିଗ୍ ନଓ୍ବାଜ (PML)ର ଉପାଧ୍ୟକ୍ଷା ମୋରିୟମ ନଓ୍ବାଜ ଇମ୍ରାନଙ୍କୁ ପରିହାସ କରିଛନ୍ତି। ସେ କହିଛନ୍ତି, ଇମ୍ରାନ ଏବଂ ନଓ୍ବାଜ ସରିଫଙ୍କ ମଧ୍ୟରେ କୌଣସି ତୁଳନା ନାହିଁ। କାରଣ ପିଏମ୍ଏଲ୍-ଏନ୍ ସୁପ୍ରିମୋ ଜଣେ ସାହସୀ ବ୍ୟକ୍ତି। ସେ ଇସଲାମାବାଦ…
ଚାଇନାରେ ନିବେଶ ପାଇଁ ଆମେରିକାର ନୂଆ ନିୟମ…
ଓ୍ବାଶିଂଟନ/ବେଜିଂ,୬।୩ : ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଯୋଗୁ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଚାଇନାରେ ଆମେରିକାର ପୁଞ୍ଜି ବିନିଯୋଗକୁ ନେଇ ଅନେକ ରିପୋର୍ଟ ଆସିଛି। ଏଥି ସହିତ ଏକ ରିପୋର୍ଟରେ କୁହାଯାଇଛି ଯେ ଆମେରିକା ସରକାର…
ଆମେରିକାରେ ହାଉସ ପାର୍ଟି ସମୟରେ ଗୁଳିକାଣ୍ଡ: ୨ ମୃତ, ୬ ଆହତ
ୱାଶିଂଟନ,୬ ।୩: ଆମେରିକାରେ ପୁଣି ଫୁଟିଛି ଗୁଳି । ସେଠାରେ ଥିବା ଜର୍ଜିୟାର ଡଗଲସ କାଉଂଟିରେ ଏକ ହାଉସ ପାର୍ଟି ସମୟରେ ଦୁଇ ଗ୍ରୁପ ମଧ୍ୟରେ ହିଂସା ହୋଇଛି । ଏହି ପାର୍ଟିରେ ୧୦୦ରୁ ଊର୍ଦ୍ଧ୍ୱ ନାବାଳକ ସାମିଲ ହେବାକୁ ପହଞ୍ଚିଥିଲେ…
ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧିଲେ ପୁରୁଷ ମଡେଲ୍
ବେଜିଂ, ୬। ୩: ଚାଇନାରେ ମହିଳା ଅନ୍ତଃବସ୍ତ୍ର ପିନ୍ଧି ଅନ୍ଲାଇନ୍ରେ ମଡେଲିଂ କରିବା ନିଷିଦ୍ଧ ହେବା ପରେ ଚାଇନାର ଏକ ଲାଇଭ୍ଷ୍ଟିମ୍ ଫ୍ୟାଶନ୍ କମ୍ପାନୀ ଏ କାମରେ ଏବେ ପୁରୁଷଙ୍କୁ ନିୟୋଜିତ କରିଛି। ମହିଳାଙ୍କ ପାଇଁ ଉପଲବ୍ଧ ପୁସ୍-ଅପ ବ୍ରା’ଠାରୁ ଆରମ୍ଭ…
ତାଇଓ୍ବାନ୍କୁ ମିଶ୍ରଣ ପ୍ରସ୍ତାବ ଦେଲା ଚାଇନା
ବେଜିଂ/ତାଇପେଇ,୬ା୩: ଚାଇନା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ୍ ରବିବାର ତାଇଓ୍ବାନ୍କୁ ‘ଶାନ୍ତିପୂର୍ଣ୍ଣ ପୁନଃ ଏକତ୍ରୀକରଣ’ ପ୍ରସ୍ତାବ ଦେଇଛନ୍ତି। ଏଥିସହ ତାଇଓ୍ବାନ୍ର ସ୍ବାଧୀନତାକୁ ବିରୋଧ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ଉପରେ ମତ ରଖିଛନ୍ତି। ଅନ୍ୟପକ୍ଷେ ଗଣତନ୍ତ୍ର ଓ ସ୍ବାଧୀନତା ପ୍ରତି ତାଇଓ୍ବାନ୍ବାସୀଙ୍କ…
୩ ବର୍ଷରେ ୧୩୫ ଦେଶ ବୁଲିବ କ୍ରୁଜ୍
ଆଙ୍କାରା,୬। ୩: ଯାତ୍ରା ଯେତେ ରୋମାଞ୍ଚକର ହେବ, ତାହା ଚିରଦିନ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ। ତେବେ ଜଳଯାତ୍ରାକୁ ଅଧିକ କୌତୂହଳଯୁକ୍ତ କରିବା ପାଇଁ ମିରେ କ୍ରୁଜେସ୍ କମ୍ପାନୀ ଏକ ନିଆରା କ୍ରୁଜ୍ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଯେଉଁ ବ୍ୟକ୍ତିବିଶେଷମାନଙ୍କୁ…
ବିବିସି ସରକାରଙ୍କ ବିରୋଧରେ ଲେଖିବା ବନ୍ଦ କରିଦେଲେ ସବୁକିଛି ସାମାନ୍ୟ ହୋଇଯିବ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ/ଲଣ୍ଡନ,୬ ।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଲଣ୍ଡନରେ ମିଡିଆ ସହ କଥା ହେବା ସମୟରେ କହିଛନ୍ତି ବିବିସିର ଘଟଣା ଭାରତରେ ସ୍ୱର ଦବାଇବାର ଏକ ଉଦାହରଣ ମାତ୍ର । ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଟିପ୍ପଣି କରିବାକୁ କହିବାରୁ ରାହୁଲ…
ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ମନକୁ ଶାନ୍ତ କରିବାକୁ ଯୋଗର ସାହାରା ନେଉଛନ୍ତି କ୍ୱିଭବାସିନ୍ଦା, ଶହ ଶହ ଲୋକେ ନେଉଛନ୍ତି ପ୍ରଶିକ୍ଷଣ
କ୍ୱିଭ,୬ ।୩: ରୁଷିଆ ଆକ୍ରମଣର ସାମ୍ନା କରୁଥିବା ୟୁକ୍ରେନ୍ର ରାଜଧାନୀ କ୍ୱିଭରେ ପ୍ରତିଦିନ ବାଜୁଥିବା ଯୁଦ୍ଧର ସାଇରନ ମଧ୍ୟରେ କ୍ୱିଭ ବାସିନ୍ଦା ଏବେ ଯୋଗକରି ନିଜକୁ ଶାନ୍ତ ରଖୁଛନ୍ତି । ଯୁଦ୍ଧରେ କ୍ୱିଭରେ ୩୦ରୁ ଅଧିକ ପେଶାଦାର ଯୋଗ ଷ୍ଟୁଡିଓ ସଂଚାଳିତ…
ମୁଁ କ୍ଷମତାକୁ ଫେରିଲେ ତୃତୀୟ ବିଶ୍ୱଯୁଦ୍ଧ ହେବନାହିଁ, ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଗୋଟିଏ ଦିନରେ ଶେଷ କରିଦେବି: ଟ୍ରମ୍ଫ
ୱାଶିଂଟନ,୬ ।୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଛନ୍ତି, ଯଦି ସେ ଶାସନ କ୍ଷମତାରେ ଥାଆନ୍ତେ ତେବେ ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧ ହୋଇ ନ ଥାଆନ୍ତା । ଟ୍ରମ୍ଫ ଆହୁରି ମଧ୍ୟ କହିଛନ୍ତି ଯଦି ସେ ପୁଣି ଶାସନ…
Archives


