ଭାରତକୁ ଅନୁସରଣ କଲା ଚାଇନା, ଆଇଏମଏଫ ବେଲ ଆଉଟ ପ୍ୟାକେଜ ପାଇଁ ଶ୍ରୀଲଙ୍କାକୁ ଦେଲା ଆଶ୍ୱାସନା…
ବେଜିଂ,୨୨।୧ : ଋଣଗ୍ରସ୍ତ ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଚାଇନା ମଧ୍ୟ ଭାରତକୁ ଅନୁସରଣ କରିଛି। ୨.୯ ବିଲିୟନ ଡ଼ଲାରର ଏକ ବେଲଆଉଟ ପ୍ୟାକେଜ ଆଇଏମଏଫରୁ ରିଲିଜ ପାଇଁ ଶ୍ରୀଲଙ୍କାକୁ ଚାଇନା ଆଶ୍ୱାସନା ଦେଇଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର…
ଆମେରିକାରେ ପୁଣି ଗୁଳିକାଣ୍ଡ, ସମାରୋହରେ ଗୁଳି ଚାଳନାରେ ବହୁ ଆହତ…
ଓ୍ବାଶିଂଟନ,୨୨।୧ : ଆମେରିକାରେ ପୁଣି ଗୁଳିକାଣ୍ଡ ଘଟିଛି। କାଲିଫର୍ନିଆରେ ଏକ କାର୍ଯ୍ୟରେ ଜଣେ ଅଜଣା ବ୍ୟକ୍ତି ଗୁଳି ଚଳାଇଛନ୍ତି। କୁହାଯାଉଛି ଯେ ଚାଇନାର ନୂଆ ବର୍ଷକୁ ଦୃଷ୍ଟିରେ ରଖି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ଘଟିଛି। ଏହି ଘଟଣାରେ ପ୍ରାୟ ୧୬…
ଆମେରିକାରେ ଗ୍ୟାସ ଷ୍ଟେଶନରେ ଡକାୟତି, ମୂଳ ଭାରତୀୟଙ୍କୁ ଗୁଳି କରି ହତ୍ୟା…
ଓ୍ବାଶିଂଟନ,୨୨।୧ : ଆମେରିକାର ଫିଲାଡେଲଫିଆର ଏକ ଗ୍ୟାସ ଷ୍ଟେଶନରେ ଡକାୟତି ଘଟଣାରେ ଜଣେ ମୂଳ ଭାରତୀୟ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ବୟସ ୬୬ ବର୍ଷ। ସେ ଗ୍ୟାସ ଷ୍ଟେଶନରେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ। ହତ୍ୟା ଘଟଣାରେ…
ଆମେରିକା ମିଡ଼ିଆରେ ସଙ୍କଟ: ବେରୋଜଗାର ହେଉଛନ୍ତି ଗଣମାଧ୍ୟମ ପ୍ରତିନିଧି…
ଓ୍ବାଶିଂଟନ,୨୨।୧ : ସିଏନଏନ ଠାରୁ ୱାଶିଂଟନ ପୋଷ୍ଟ ପର୍ଯ୍ୟନ୍ତ ଆମେରିକାର ଗଣମାଧ୍ୟମ କଠିନ ସମୟର ସମ୍ମୁଖୀନ ହେଇଛନ୍ତି। କାରଣ ଆର୍ଥିକ ଅବନତିର ଭୟ ମଧ୍ୟରେ ଅନେକ ଆଉଟଲେଟ ଚଳିତ ଶୀତଦିନରେ ଛଟେଇ ଘୋଷଣା କରିଛନ୍ତି। ଦ ଭର୍ଜ ୱେବସାଇଟ ତଥା ନ୍ୟୁୟର୍କ…
ଆଫଗାନିସ୍ତାନରେ ଭୂକମ୍ପ…
କାବୁଲ,୨୨।୧ : ଆଫଗାନିସ୍ତାନର ଫୈଜାବାଦରେ ଭୂକମ୍ପ ଅନୁଭୂତ ହୋଇଛି। ରବିବାର ପୂର୍ବାହ୍ନ ୯ଟା ୪୫ରେ ୪.୨ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୁତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଫୈଜାବାଦର ଦକ୍ଷିଣ-ପୂର୍ବରେ ୭୯କିଲୋମିଟର…
ତିବ୍ବତରେ କରୋନା ଦ୍ୱାରା ନରସଂହାର ପାଇଁ ଚାଇନାର ଷଡ଼ଯନ୍ତ୍ର…
ବେଜିଂ/ଲାସା,୨୨।୧ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାର କଠୋର ଜିରୋ କୋଭିଡ ନୀତି ବିରୋଧରେ ସାଧାରଣ ଲୋକଙ୍କ ଆନ୍ଦୋଳନର ଚାପରେ କଟକଣାକୁ ଉଠାଇ ନେଇଛନ୍ତି। କିନ୍ତୁ ଏହାର ବାସ୍ତବତା ଅନ୍ୟ କିଛି ରହିଛି ବୋଲି ଅନ୍ତର୍ଜାତୀୟସ୍ତରରେ ଚvର୍ଚ୍ଚା ହେଉଛି। ଭଏସ…
ଆଫଗାନିସ୍ତାନରେ ଭୂକମ୍ପ
କାବୁଲ,୨୨ା୧: ଆଫଗାନିସ୍ତାନ ଫୈଜାବାଦର ୭୯ କିଲୋମିଟର ଦକ୍ଷିଣ-ପୂର୍ବରେ ରବିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୨ ଥିଲା। ନ୍ୟାଶନାଲ ସେଣ୍ଟର ଫର୍ ସେସ୍ମୋଲୋଜି(ଏନ୍ସିଏସ୍) ଦ୍ୱାରା ଏହି ସୂଚନା ଦିଆଯାଇଛି। ଏନସିଏସ୍ ଟୁଇଟ୍ କରି କହିଛି, ଜାନୁୟାରୀ…
କ୍ରିସ୍ ହିପ୍କିନ୍ସ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
ଓ୍ବେଲିଂଟନ୍,୨୨।୧: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ଲାଗି ଜେସିଣ୍ଡା ଆର୍ଡେର୍ନ ଘୋଷଣା କରିବା ପରେ ଦେଶର ଶିକ୍ଷାମନ୍ତ୍ରୀ କ୍ରିସ୍ ହିପ୍କିନ୍ସ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଭାବେ ଦୌଡ଼ରେ ପ୍ରବେଶ କରିଛନ୍ତି।…
ନେପାଳ ସହିତ ରାସଓ୍ବା-କେରୁଙ୍ଗା ସୀମା ଦେଇ ବାଣିଜ୍ୟ ବନ୍ଦ କଲା ଚାଇନା…
ବେଜିଂ/କାଠମାଣ୍ଡୁ,୨୨।୧ : ଚାଇନା ନେପାଳ ସହିତ ରାସୁଓ୍ବା-କେରୁଙ୍ଗ ସୀମା ଦେଇ ବାଣିଜ୍ୟ ବନ୍ଦ କରିଦେଇଛି। ପୁଷ୍ପା କମଲ ଦହଲ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ହେବାର ପ୍ରାୟ ତିନି ବର୍ଷ ପରେ ଗତ ଡିସେମ୍ବର ୨୯ରେ ଏହା ଖୋଲା ଯାଇଥିଲା। ବର୍ତ୍ତମାନ ନୂତନ ବର୍ଷ…
ବିପଦ ଘନେଇଲା, ଚାଇନାରେ ୮୦ ପ୍ରତିଶତ କରୋନା ଆକ୍ରାନ୍ତ…
ବେଜିଂ,୨୨।୧ : ଚାଇନାରେ କରୋନା ମହାମାରୀ ଏକ ଭୟଙ୍କର ରୂପ ନେଇଛି। ଦେଶରେ ଜନସଂଖ୍ୟାର ଏକ ବଡ଼ ଅଂଶ ସଂକ୍ରମିତ ହୋଇଛନ୍ତି। ଏସମ୍ପର୍କରେ ଚାଇନାର ଜଣେ ବିଶିଷ୍ଟ ବୈଜ୍ଞାନିକ ଏକ ବଡ ସୂଚନା ଦେଇଛନ୍ତି। ଚାଇନାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ…
ବାଇଡେନଙ୍କ ସମସ୍ୟା ବଢ଼ିଲା, ଘରେ ୧୨ ଘଣ୍ଟା ଚଢ଼ାଉ, ୬ ଗୋପନୀୟ ଫାଇଲ ମିଳିଲା…
ଓ୍ବାଶିଂଟନ,୨୨।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ଘରୁ ଗୋପନୀୟ ଡକ୍ୟୁମେଣ୍ଟ ପାଇବା ନେଇ ତାଙ୍କର ସମସ୍ୟା କମ ହେଉଥିବା ପରି ମନେ ହେଉନାହିଁ । ତାଙ୍କ ଘରେ ପୁଣି ଥରେ ଚଢ଼ାଉ କରାଯାଇଛି।…
ଜରୁରୀ ନୁହେଁ ଲୋକେ ମୋର ସମସ୍ତ ଟୁଇଟ ଉପରେ ଭରସା କରିବେ: ମସ୍କ
ୱାଶିଂଟନ,୨୨ ।୧: ଅରବପତି ଉଦ୍ଦ୍ୟୋଗପତି ଏଲନ ମସ୍କଙ୍କ ବିରୋଧରେ ଟେଲସା ଟୁଇଟ ବିବାଦ ମାମଲାର ଶୁଣାଣି ଆରମ୍ଭ ହୋଇସାରିଛି । ସାନ ଫ୍ରାନସିସକୋରେ ଜୁରୀଙ୍କ ସମ୍ମୁଖରେ ମସ୍କ କହିଛନ୍ତି, ସେ ମାନିବାକୁ ପ୍ରସ୍ତୁତ ନୁହେଁ ଯେ ତାଙ୍କ ଟୁଇଟ ଯୋଗୁ ଟେଲସାର…
Archives


