Advertisement

ଆମେରିକାରେ ଗ୍ୟାସ ଷ୍ଟେଶନରେ ଡକାୟତି, ମୂଳ ଭାରତୀୟଙ୍କୁ ଗୁଳି କରି ହତ୍ୟା…

ଓ୍ବାଶିଂଟନ,୨୨।୧ : ଆମେରିକାର ଫିଲାଡେଲଫିଆର ଏକ ଗ୍ୟାସ ଷ୍ଟେଶନରେ ଡକାୟତି ଘଟଣାରେ ଜଣେ ମୂଳ ଭାରତୀୟ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ବୟସ ୬୬ ବର୍ଷ। ସେ ଗ୍ୟାସ ଷ୍ଟେଶନରେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ। ହତ୍ୟା ଘଟଣାରେ ପୋଲିସ ତିନି ଜଣଙ୍କୁ ଖୋଜୁଛି।

ଏହି ଘଟଣାରେ ଫିଲାଡେଲଫିଆ ପୋଲିସ ମଧ୍ୟ ଏକ ସିସିଟିଭି ଭିଡିଓ ଜାରି କରିଛି ଯେଉଁଥିରେ ହତ୍ୟାକାଣ୍ଡରେ ତିନି ଅଭିଯୁକ୍ତଙ୍କୁ ଦେଖିବାକୁ ମିଳୁଛି। ଅଧିକାରୀ କହିଛନ୍ତି ଯେ ଟୋରେସଡେଲ ଆଭେନ୍ୟୁର ୭୧୦୦ ବ୍ଲକରେ ଏହି ଘଟଣା ଘଟିଛି। ପୋଲିସ କହିଛି ମାସ୍କ ପିନ୍ଧି ସେମାନେ ଗ୍ୟାସ ଷ୍ଟେଶନର ମିନି ମାର୍ଟରେ ପ୍ରବେଶ କରି ଡକାୟତି କରିଥିଲେ।
ସୂଚନାଯୋଗ୍ୟ,ବହୁ ସଂଖ୍ୟକ ଭାରତୀୟ ଏବଂ ଅନ୍ୟ ଦକ୍ଷିଣ ଏସୀୟମାନେ ଆମେରିକାର ପେଟ୍ରୋଲ ଷ୍ଟେଶନରେ କାମ କରନ୍ତି। ସେପ୍ଟେମ୍ବରରେ, ମିସିସିପିର ଟୁପେଲୋରେ ଥିବା ଏକ ପେଟ୍ରୋଲ ପମ୍ପରେ ଜଣେ ମୂଳ ଭାରତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତିପୂରଣ କରିବେ ଧନୀ ରାଷ୍ଟ୍ର

ଶର୍ମ ଏଲ୍‌-ଶେଖ୍‌/ନୂଆଦିଲ୍ଲୀ,୨୧ା୧୧ : ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ଅନୁନ୍ନତ ଦେଶଗୁଡ଼ିକୁ ଉତ୍ସର୍ଜନ ସୃଷ୍ଟିକାରୀ ଧନୀ ରାଷ୍ଟ୍ରଗୁଡ଼ିକ କ୍ଷତିପୂରଣ ଦେବେ। ଏଥିସକାଶେ ଏକ...

ବିମାନ ରାସ୍ତାରେ ବର୍ଷିଲା ବିଜୁଳି, ବିମାନର ଜରୁରୀ ଅବତରଣ

ୱାଶିଂଟନ,୨୪ ।୧୨: ଆମେରିକାର ସ୍ପିରିଟ ଏୟାର ଲାଇନ୍ସର ବିମାନ ଉପରେ ଆକାଶରୁ ବିଜୁଳି ପଡିବା ପରେ ଏହାର ଜରୁରୀ ଅବତରଣ କରାଯାଇଛି । ବିମାନଟି ଫିଲାଡେଲଫିୟାରୁ...

ଭାରତୀୟ କଏଦିଙ୍କ ତାଲିକା ହସ୍ତାନ୍ତର କଲା ପାକିସ୍ତାନ

ଇସଲାମାବାଦ,୧।୭: ପାକିସ୍ତାନ ଜେଲରେ ବନ୍ଦିଥିବା ପ୍ରାୟ ୨୬୧ ଜଣ କଏଦିଙ୍କର ଏକ ତାଲିକା ପାକିସ୍ତାନ ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନଙ୍କୁ ହସ୍ତାନ୍ତର କରିଛି। ଏମାନଙ୍କ ମଧ୍ୟରୁ...

ଚାକିରି ଛାଡିଥିବା ମଡେଲ୍‌ଙ୍କ ଦାବି: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କଠାରୁ କରିବି ଅଧିକ ରୋଜଗାର, ଜାଣନ୍ତୁ କିପରି

ବ୍ରିଟେନ୍‌ର ୨୪ ବର୍ଷୀୟ ମଡେଲ ଆଲିଆ ମର୍ସିଡିଜ ଦାବି କରିଛନ୍ତି, ସେ ଚଳିତ ବର୍ଷ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କଠାରୁ ଅଧିକ ରୋଜଗାର କରିବାକୁ ଯାଉଛନ୍ତି।...

ସାମାଜିକ କାର୍ଯ୍ୟରେ ଲୋକଙ୍କ ଯୋଗଦାନକୁ ପ୍ରୋତ୍ସାହନ ଦେଉଛି ଏନ୍‌ଜିଓ

ବିଶ୍ୱ ଏନ୍‌ଜିଓ ଦିବସ ପ୍ରତିବର୍ଷ ୨୭ ଫେବୃୟାରୀରେ ପାଳନ କରାଯାଏ। ୨୦୧୦ରେ କାଉନ୍‌ସିଲ ଅଫ୍‌ ବାଲ୍‌ଟିକ ସି ଷ୍ଟେଟ୍ସ (ସିବିଏସ୍‌ଏସ୍‌)ର ୯ମ ବାଲ୍‌ଟିକ ସି ଏନ୍‌ଜିଓ...

ବାଣ ଫୁଟି ଶତାଧିକ ପକ୍ଷୀ ମୃତ

ରୋମ, ୩ା୧: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଉତ୍ସବ ପାଳନ ପାଇଁ ବାଣ ଫୁଟାଯିବା ଯୋଗୁ ଇଟାଲୀର ରୋମରେ ପ୍ରାଣ ହରାଇଛନ୍ତି ଶହ ଶହ ପକ୍ଷୀ। ପ୍ରକୃତିକୁ...

ଜେଲ୍‌ରୁ ମୁକୁଳିବା ପାଇଁ ୨ ମିତ୍ର ରାଷ୍ଟ୍ରର ସହଯୋଗ ଲୋଡୁଛନ୍ତି ଶରିଫ: ଇମ୍ରାନ

ଇସ୍‌ଲାମାବାଦ୍‌,୨।୭: ଜେଲ୍‌ରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ମୁକୁଳିବା ପାଇଁ ୨ମିତ୍ର ରାଷ୍ଟ୍ରର ସହଯୋଗ ଲୋଡିଥିବା ନେଇ କହିଛନ୍ତି ପାକିସ୍ତାନର ବର୍ତ୍ତମାନ...

ବର୍ଷକ ପରେ ଖୋଲିଲା ସିନେମାଘର

କରାଚୀ,୨୯।୮: ନିକଟରେ ଆଫଗାନିସ୍ଥାନରେ କଠୋରପନ୍ଥୀ ତାଲିବାନୀ ଶାସନକୁ ଏକ ବର୍ଷ ପୂରିଥିବା ବେଳେ ପାଖାପାଖି ବର୍ଷକ ପରେ ଦେଶରେ ସିନେମା ଘର ଖୋଲିଛି। ଏହି ଫିଲ୍ମରେ...

Advertisement
Archives

Model This Week