ଅନ୍ତର୍ଜାତୀୟ

୩୫ ଦିନ ଧରି ଏକଛତ୍ରବାଦୀ ଶାସକ କିମ୍‌ ନିଖୋଜ, ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା…

ପ୍ୟୋଙ୍ଗୟାଙ୍ଗ,୭।୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ନିଖୋଜ ହୋଇଯାଇଛନ୍ତି। ଖବର ମୁତାବକ ଦେଶରେ ହେବାକୁଥିବା ସାମରିକ ପରେଡ ପୂର୍ବରୁ କିମଙ୍କ ଆଉ ଦେଖା ଦର୍ଶନ ମିଳୁନି। ଚଳିତ ସପ୍ତାହରେ ଉତ୍ତର କୋରିଆର ରାଜଧାନୀ…

ତୁର୍କୀ ଭୂକମ୍ପ: ମନରେ କୋହ-ଆଖିରେ ଲୁହ, ମାଟି ତଳେ ଜୀବନ ସନ୍ଧାନ ଜାରି…

ଇସ୍ତାନବୁଲ,୭।୨ : ତୁର୍କୀ ଭୂକମ୍ପର ଛତିଥରା ଦୃଶ୍ୟ ସଭିଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ପ୍ରିୟ ପରିଜନଙ୍କୁ ହରାଇଥିବା ଲୋକଙ୍କ ମନରେ କୋହ ଏବଂ ଆଖିରେ ଲୁହ ଭରି ରହିଛି। ପ୍ରବଳ ଥଣ୍ଡାରେ ଶହ ଶହ ଲୋକ ମାଟି ତଳେ ଦବି…

ପିଓକେ-ଗିଲଗିଟ୍‌ ବଲ୍ଟିସ୍ତାନରେ ବିଦ୍ୟୁଚ ସଙ୍କଟ, ଅସନ୍ତୋଷ ତେଜିଲା…

ଇସଲାମାବାଦ,୭।୨ : ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଏବଂ ଗିଲଗିଟ-ବଲ୍ଟିସ୍ତାନର ଲୋକମାନେ ଖାଦ୍ୟ ଶସ୍ୟ ଅଭାବ ମଧ୍ୟରେ ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଗିଲଗିଟ ସହରର ଅନେକ ଅଞ୍ଚଳରେ ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି ହେବାରୁ ଲୋକେ…

ଲଗାଣ ବର୍ଷା ପରେ ଭୂସ୍ଖଳନ: ଚାଲିଗଲା ୩୬ ଜୀବନ

ପେରୁ, ୭।୨: ଲଗାତର ବର୍ଷା ଯୋଗୁ ଦକ୍ଷିଣ ପେରୁର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ୩୬ଜଣଙ୍କ ମୃତ୍ୟୁ ଘଟିଛି। ଏପରିକି ଶତାଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଏକ ଭ୍ୟାନ୍‌ରେ ୫ ଜଣ ଯାତ୍ରୀ ଯାଉଥିଲେ। ହେଲେ…

ତୁର୍କୀରେ ପୁଣି ଭୂକମ୍ପ ଅନୁଭୂତ

ଇସ୍ତାନବୁଲ,୭।୨: ବିନାଶ ମଧ୍ୟରେ ତୁର୍କୀରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଥିଲା। ମଙ୍ଗଳବାର ସକାଳେ କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରହିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣର ୱେବସାଇଟ ଅନୁଯାୟୀ. ମଙ୍ଗଳବାର ମଧ୍ୟ ତୁର୍କୀରେ ଏକ ବଡ଼ ଭୂକମ୍ପ ଅନୁଭୂତ ହୋଇଛି।…

ତୁର୍କୀ-ସିରିଆରେ ଭୂକମ୍ପ ମୃତ୍ୟୁସଂଖ୍ୟା ୮ ଗୁଣା ବଢିପାରେ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୭।୨: ତୁର୍କୀ, ସିରିଆ, ଇସ୍ରାଏଲ ଏବଂ ଲେବାନନରେ ପ୍ରବଳ ଭୂକମ୍ପ ସୃଷ୍ଟି ହୋଇଛି। ତୁର୍କୀରେ ୧୦ ଘଣ୍ଟା ମଧ୍ୟରେ ତିନିଟି ଭୂକମ୍ପରେ ଧ୍ୱଂସ ଲୀଳା ଦେଖିବାକୁ ମିଳିଛି ସିରିଆରେ ମଧ୍ୟ ସମାନ ଅବସ୍ଥା। ଏପର୍ଯ୍ୟନ୍ତ ତୁର୍କୀ ଏବଂ ସିରିଆରେ ଚାରି ହଜାରରୁ…

ଅନ୍ତର୍ଜାତୀୟ ମଞ୍ଚରେ କଶ୍ମୀର ପ୍ରସଙ୍ଗକୁ ନେଇ ପୁଣି ପାକିସ୍ତାନ ଉପରେ ବର୍ଷିଲା ଭାରତ

ନୂଆଦିଲ୍ଲୀ/ନ୍ୟୁୟର୍କ,୭।୨: ଆଜିକାଲି ପାକିସ୍ତାନ ଏହାର ଅସ୍ତିତ୍ୱ ପାଇଁ ସଂଗ୍ରାମ କରୁଛି ଏବଂ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଏହା ସତ୍ତ୍ୱେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଅନ୍ତର୍ଜାତୀୟ ସ୍ତରରେ ଉଠାଇବାକୁ ଆଦୌ ବିରତ ହେଉନାହିଁ। ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପୁଣି…

୧୩୬ ବର୍ଷରେ ପ୍ରଥମଥର: ହାର୍ଭାର୍ଡ ଲ ରିଭ୍ୟୁର ଅଧ୍ୟକ୍ଷ ନିର୍ବାଚିତ ହେଲେ ଭାରତୀୟ ମୂଳ ବାସିନ୍ଦା ଅପସରା

ନୂଆଦିଲ୍ଲୀ/କେମ୍ବ୍ରିଜ,୭ ।୨: ଦେଶ ପାଇଁ ଗର୍ବର କଥା । ହାର୍ଭାର୍ଡ ଲ ସ୍କୁଲରେ ଦ୍ୱିତୀୟ ବର୍ଷର ଭାରତୀୟ-ଆମେରିକା ଛାତ୍ରୀ ଅପସରା ଅୟାରଙ୍କୁ ପ୍ରତିଷ୍ଠିତ ହାର୍ଭାର୍ଡ ଲ ରିଭ୍ୟୁର ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି । ଲ ରିଭ୍ୟୁର ୧୩୬ ବର୍ଷର ଇତିହାସରେ ଏହା…

୩ ଦିନ ପୂର୍ବରୁ କରାଯାଇଥିଲା ତୁର୍କୀ-ସିରିଆ ବିନାଶକାରୀ ଭୂକମ୍ପର ଭବିଷ୍ୟବାଣୀ

ଆମଷ୍ଟରଡମ,୭ ।୨: ତୁର୍କୀ ଓ ସିରିଆରେ ସୋମବାର ଆସିଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ପ୍ରାୟ ୪୩୬୫ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ଆହୁରି ଶହ ଶହ ଲୋକେ ବଡବଡ କୋଠାର ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି ।…

ଭୂସ୍ଖଳନରେ ଚାଲିଗଲା ୩୬ ଜୀବନ

ଲିମା,୭।୨: ଦକ୍ଷିଣ ପେରୁର ଏକ ଭୂସ୍ଖଳନରେ ଅତି କମରେ ୩୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଭୂସ୍ଖଳନ ଘଟଣାରେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ପ୍ରବଳ ବର୍ଷା ପରେ ପେରୁରେ ଭୂସ୍ଖଳନ ଘଟିଛି। କାମାନା ପ୍ରଦେଶର ମାରିଆନୋ ନିକୋଲାସ ଭାଲକାରସେଲ…

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ସ୍ମୃତି ଏବେବି ମନରେ ରହିଛି ସତେଜ: ଆମେରିକା

ଓ୍ବାଶିଂଟନ୍‌,୭।୨: ୨୦୦୮ରେ ମୁମ୍ବାଇରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ନିର୍ଦ୍ଦୟ ଆକ୍ରମଣର ସ୍ମୃତି ଉଭୟ ଭାରତ ଏବଂ ଆମେରିକାର ମନରେ ଏବେ ବି ସତେଜ ରହିଛି ବୋଲି ବାଇଡେନ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆମେରିକା ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି,…

ତାସଘର ଭଳି ଭୁଶୁଡ଼ିଲା କୋଠା

ଇସ୍ତାନବୁଲ, ୭।୨: ଗୋଟିଏ ଦିନରେ ତିନିଟି ଶକ୍ତିଶାଳୀ ଭୂକମ୍ପ ତୁର୍କୀ ଏବଂ ସିରିଆକୁ ଦୋହଲାଇ ଦେଇଛି। ଦୁଇ ଦେଶର ପାରିପାର୍ଶ୍ୱିକ ବାତାବରଣର ଚିତ୍ର ମଧ୍ୟ ବଦଳିଯାଇଛି। ଚାରିଆଡ଼େ କାନ୍ଦ ବୋବାଳିର ଶବ୍ଦ ଶୁଣାଯାଉଥିବାବେଳେ ଡାକ୍ତରଖାନାରେ ରକ୍ତଭିଜା ଶରୀରରେ ଛାଇ ହୋଇଯାଇଛି। ବିଲ୍ଡିଂର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri