ପିକ୍ନିକ୍ ସ୍ପଟ୍: ଖଡ଼ିକାଝଡ଼ି ଜଳପ୍ରପାତ
ପ୍ରକୃତିର ଗନ୍ତାଘର ମାଲକାନଗିରି ଜିଲା। ଏଠାକାର ପରିବେଶ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଜିଲାର ଅନ୍ୟତମ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଖଡ଼ିକାଝଡ଼ି ଜଳପ୍ରପାତ। କୋରୁକୋଣ୍ଡା ବ୍ଲକ ବାଲିମେଳା ଛକଠାରୁ ଅଳ୍ପ ଦୂରରେ ରହିଛି ଏହି ସ୍ଥାନ। ବାଲିମେଳା ଛକରୁ ଟନେଲ କ୍ୟାମ୍ପକୁ…
ଅଭିନେତ୍ରୀ ଭାବେ ପ୍ରଥମ କରୋନା ଟିକା ନେଲେ ଶିଳ୍ପା
ମହାମାରୀ କରୋନା ସହ ଲଢ଼ିବା ପାଇଁ ଟିକାକରଣ ଆରମ୍ଭ ହୋଇଛି। ନୂଆ ବର୍ଷରେ ଲୋକଙ୍କୁ ଏହି ଉପହାର ମିଳିଛି। ଇତିମଧ୍ୟରେ ଭାରତରେ ମଧ୍ୟ ଟିକାକରଣ ଆରମ୍ଭ ହୋଇଯାଇଛି। ତେବେ ହମ୍, ଗୋପୀ କିଶନ, ଆଖେଁ, ବଓ୍ବେଫା ସନମ, ଖୁଦା ଗବାହ ପରି…
ଅଷ୍ଟ୍ରେଲିଆ ୩୩୮ରେ ଅଲଆଉଟ୍
ସିଡନୀ,୮।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂଶରେ ଅଷ୍ଟ୍ରେଲିଆ ୩୩୮ ରନ୍ରେ ଅଲଆଉଟ ହୋଇଯାଇଛି। ଷ୍ଟିଭ୍ ସ୍ମିଥ୍ଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ୩୦୦ ରନ୍ କରିବାରେ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ଟସ ଜିତି…
୧୦ରୁ ଊର୍ଦ୍ଧ୍ୱ ଡିପୋରେ ଏଫ୍ଓ ଅପମିଶ୍ରଣ
ଯାଜପୁର ଅଫିସ,୮।୧: ଯାଜପୁର ଜିଲା ଦେଇ ଯାଇଥିବା ଡୁବୁରୀ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱର ବିଭିନ୍ନ ସ୍ଥାନରେ ଚାଲିଛି ଫର୍ନେସ ଅଏଲ (ଏଫ୍ଓ), ପେଟ୍ରୋଲ, ଡିଜେଲ ଆଦି ତୈଳଜାତୀୟ ପଦାର୍ଥର ଅପମିଶ୍ରଣ। ୧୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଅତି ଗୋପନୀୟ ଭାବେ…
ପ୍ରେମିକାଙ୍କୁ ରାସ୍ତା ମଝିରେ ଜୋର୍ରେ ଚାପୁଡା ମାରିଲେ ପ୍ରେମିକ: କାରଣ ଜାଣିଲେ…
ଅହମ୍ମଦାବାଦ,୮।୧: ଗୁଜରାଟର ଅହମ୍ମଦାବାଦର ଲ’ ଉଦ୍ୟାନ ସାମ୍ନାରେ ଏକ ଜବରଦସ୍ତ ଝଗଡା ଦେଖିବାକୁ ମିଳିଥିଲା। ରାସ୍ତାରେ ଜଣେ ଯୁବକ ରାସ୍ତା ପାର ହେଉଥିବା ଏକ ଯୁବତୀଙ୍କୁ ଚାପୁଡ଼ା ମାରିଥିଲେ। ଚାପୁଡ଼ା ମାରିବା ପରେ ମଧ୍ୟ ସମ୍ପୃକ୍ତ ଯୁବକ ତାଙ୍କୁ ମାରିବାକୁ ଉତ୍ତ୍ୟକ୍ତ…
କାର୍ଯ୍ୟରେ ଅବହେଳା: ୨ ତହସିଲ କର୍ମଚାରୀ ନିଲମ୍ବିତ
ପଦ୍ମପୁର, ୭।୧(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ତହସିଲର ପୂର୍ବତନ ରାଜସ୍ବ ନିରୀକ୍ଷକ ଓ ନଥିପତ୍ର ରକ୍ଷକଙ୍କୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପୂର୍ବତନ ରାଜସ୍ବ ନିରୀକ୍ଷକ ଦେବୀପ୍ରସନ୍ନ ବାରିକ ଏବଂ ନଥିପତ୍ର ରକ୍ଷକ ମାଧବାନନ୍ଦ ଦାସଙ୍କୁ ସରକାରୀ କାର୍ଯ୍ୟରେ…
ପିଜି ନାମଲେଖା ପାଇଁ ସ୍ପଟ୍ ଆଡ୍ମିଶନ
ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ଖାଲିଥିବା ପିଜି ତଥା ସ୍ନାତକୋତ୍ତର ସିଟ୍ ପୂରଣ ଲାଗି ସ୍ପଟ୍ ଆଡ୍ମିଶନ ହେବ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ନାମ ଲେଖାଇ ପାରି ନ ଥିବା ଛାତ୍ରୀଛାତ୍ର ସ୍ପଟ୍ ନାମଲେଖା…
୯ରେ ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ: ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୮।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଶନିବାର ଭୁବନେଶ୍ୱର ଏକାମ୍ର କ୍ଷେତ୍ରରେ ସ୍ବଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲ୍ର ସିଏସ୍ଆର୍ ପାଣ୍ଠିରୁ…
ଆଇପିଏଲ୍ରେ ବିଶ୍ୱରେକର୍ଡ ହାସଲ କରିବେ ଧୋନୀ
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ୍ ପ୍ରିମିୟମ ଲିଗ୍ର ୧୩ତମ ସିଜିନରେ ସେମିତି କିଛି ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ। ଏବେ ୧୪ତମ ସିଜିନ୍ରେ ସେ ଇତିହାସ ରଚିବାକୁ ଯାଉଛନ୍ତି। ଧୋନୀ ଆଇପିଏଲ୍ ୨୦୨୧ରେ…
ଜୁଲାଇ ୩ରେ ଜେଇଇ ଆଡ୍ଭାନ୍ସ
ଭୁବନେଶ୍ୱର,୮।୧(ବ୍ୟୁରୋ): ଆଇଆଇଟି ସମେତ ଦେଶର ପ୍ରମୁଖ ବେଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ସର୍ବଭାରତୀୟସ୍ତରୀୟ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଆସନ୍ତା ଜୁଲାଇ ୩ରେ ଅନୁଷ୍ଠିତ ହେବ। ଚଳିତବର୍ଷ ଆଇଆଇଟି ଖଡ଼ଗପୁର ଏହି ପରୀକ୍ଷା ଆୟୋଜନ କରିବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ…
ତୈମୁରଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ
ବି-ଟାଉନରେ ନିଜର ଆଇଟମ୍ ନୃତ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ହେଉଛନ୍ତି ନୋରା ଫତେହି। ଏବେ ସେ ନିଜର ବିବାହକୁ ନେଇ ହେଡ୍ଲାଇନ୍ରେ ରହିଛନ୍ତି। ନୋରା ଲୋକପ୍ରିୟ ଷ୍ଟାରକିଡ୍ ତଥା ସୈଫ୍ ଅଲ୍ଲୀ ଖାନ୍ ଏବଂ କରିନା କପୁରଙ୍କ ପୁଅ…
ଲଣ୍ଡନରେ ନିୟମ ଭାଙ୍ଗିଲେ ପ୍ରିୟଙ୍କା ଚୋପ୍ରା
ବଲିଉଡ୍ ଏବଂ ହଲିଉଡ୍ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇସାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ସ୍ବାମୀ ନିକ୍ ଜୋନାସ୍ଙ୍କ ସହ ଲକ୍ଡାଉନ୍ ପାଇଁ ଲଣ୍ଡନରେ ଫସିଯାଇଛନ୍ତି। ତେବେ ପ୍ରିୟଙ୍କା ଲଣ୍ଡନରେ ଲକ୍ଡାଉନ୍ ନିୟମ ଭାଙ୍ଗି ସେଲୁନ୍ ଯାଇଥିବା ଅଭିଯୋଗ ହୋଇଛି।…
Archives


