ହଁ ଶୁଣିବାକୁ ଲାଗିଥିଲା ବର୍ଷେ

ଧର୍ମଶାଳା ମହାବିଦ୍ୟାଳୟରେ ମୁଁ ଯୁକ୍ତ ତିନି ପଢିବା ବେଳେ ଯୁକ୍ତ ୨ରେ ପଢୁଥିଲେ ତନୁଜା। ପ୍ରଥମ ଦେଖାରୁ କେଜାଣି କାହିଁକି ସେ ଖୁବ୍‌ ଭଲ ଲାଗିଥିଲେ ମୋତେ। ଯଦିଓ କଲେଜରେ ପଢିବା ସମୟରେ ଆମେ ହାତ ଗଣତି ମାତ୍ର ୪-୫ ଥର ହିଁ କଥା ହେଇଛୁ, କିନ୍ତୁ ତାଙ୍କୁ କଲେଜରେ ଦେଖିଦେଲେ ଖୁସିଲାଗୁଥିଲା। ହେଲେ ପଢା ସରିବା ପରେ ଯେବେ ମୋର କଲେଜ ଯିବା ସହ ତାଙ୍କୁ ଦେଖିବା ବନ୍ଦ ହୋଇଗଲା, ମୁଁ ତାଙ୍କୁ ମିସ୍‌ କଲି ଆଉ ନିଜ ଭିତରେ ଥିବା ତାଙ୍କ ପ୍ରତି ଭଲ ପାଇବାକୁ ଅନୁଭବ କଲି। ଆଉ ବିଳମ୍ବ ନ କରି ଦିନେ ଦେଖା କରି ମନ କଥା ଖୋଲି କହିଦେଲି ସତ, ହେଲେ ତାଙ୍କ ନିରବତା ଭାରି କଷ୍ଟ ଦେଇଥିଲା। ତା’ ପରେ ଅନେକ ଥର ଦେଖା ହେଇଛୁ, କଥା ହେଇଛୁ, ହସ ଖୁସି କରିଛୁ, କିନ୍ତୁ ଏସବୁ ମୋତେ ସେତେଟା ଖୁସି ଦେଉ ନ ଥିଲା। କାରଣ ମନ ଭିତରେ ଅପେକ୍ଷା ଥିଲା ତାଙ୍କଠାରୁ ମୋ ପ୍ରପୋଜର ଉତ୍ତର ଶୁଣିବାକୁ। ଇତି ମଧ୍ୟରେ ପାଖା ପାଖି ବର୍ଷେ ବିତିଗଲା। ଫାଇନାଲି, ସେଦିନ ଆସିଗଲା। ତାଙ୍କ ଠାରୁ ହଁ ଶୁଣିବା ପରେ ମୋ ଖୁସିର ସୀମା ରହି ନ ଥିଲା। ତା’ ପରେ ଉଭୟ ପରିବାରକୁ ଏକଥା ଜଣାଇଲୁ ଏବଂ ବାହାଘର ହେଲା। ନିଜ ମନର ମଣିଷକୁ ଜୀବନସାଥି ଭାବେ ପାଇବାର ଅପୂର୍ବ ଖୁସି ଅବର୍ଣ୍ଣନୀୟ। ତେଣୁ ଆମ ପାଇଁ କେବଳ ଏଇ ଭ୍ୟାଲେଣ୍ଟାଇନ୍ସ ଡେ’ ନୁହେଁ ସବୁଦିନ ସ୍ପେଶାଲ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସୁଧୁରୁନି ତୈଳ ସ୍ଥିତି, ବଢ଼ିଲାଣି କଳାବଜାର

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଓଡ଼ିଶାରେ ଦେଖା ଦେଇଥିବା ତୈଳ ସଙ୍କଟ ସ୍ଥିତିରେ ଶନିବାର ସୁଦ୍ଧା ସୁଧାର ଆସିପାରି ନାହିଁ। ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ…

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri