ଏହି ୬ ରାଶିର ବ୍ୟକ୍ତିଙ୍କୁ ସାବଧାନ…
କେତେକ ଲୋକ କୌଣସି କଥାକୁ ଲୁଚାଇବା ପାଇଁ ମିଛ କହିଥାନ୍ତି। ପରେ ଗୋଟିଏ ମିଛକୁ ଲୁଚାଇବା ଲାଗି ଏକାଧିକ ମିଛ କହିବାକୁ ପଡ଼ିଥାଏ। ତେବେ ଜ୍ୟୋତିଷ ଶାସ୍ତ୍ରରେ ୬ଟି ରାଶିର ବ୍ୟକ୍ତିଙ୍କ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତୁ ଜାଣିବା…
କୋଭିଡ୍ ପରୀକ୍ଷଣ ପରେ ନାକରୁ ବୋହିଲା ରକ୍ତ, ରାଗିଗଲେ ଏହି ବ୍ୟାଡ୍ମିଣ୍ଟନ ତାରକା
ବ୍ୟାଙ୍କକ୍,୧୨।୧: କୋଭିଡ-୧୯ ପରୀକ୍ଷଣ ପରେ ନାକରୁ ରକ୍ତ ବାହାରିବାର ଅଭିଯୋଗ କରିଛନ୍ତି ବ୍ୟାଡମିଣ୍ଟନ ତାରକା କିଦାମ୍ବି ଶ୍ରୀକାନ୍ତ। ମ୍ୟାଚ୍ ପାଇଁ ନିଜର ଧ୍ୟାନ ରଖୁଛୁ। ହେଲେ ଏଥିପାଇଁ ରକ୍ତ ବୁହାଇବା ପାଇଁ ଆସିନାହୁଁ ବୋଲି ସେ କହିବା ସହ ଥାଇଲାଣ୍ଡ ଓପନ୍ର…
ମାଟ୍ରିକ୍ ପରୀକ୍ଷା ଫି’ ଛାଡ୍
ଭୁବନେଶ୍ବର,୧୨।୧: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ…
ଦିଲ୍ଲୀରୁ ଚୋରି କରି ବିହାରରେ ବାଣ୍ଟୁଥିଲେ ଟଙ୍କା, ସୁନାଗହଣା: ଧରାପଡ଼ିବା ପରେ..
ନୂଆଦିଲ୍ଲୀ: ହରିଶ୍ଚନ୍ଦ୍ରଙ୍କୁ ଦାନବୀର ବୋଲି କୁହାଯାଏ। ହେଲେ ଦିଲ୍ଲୀରେ ଏଭଳି ଜଣେ ଚୋର ଧରାପଡ଼ିଛନ୍ତି, ଯାହାଙ୍କୁ ଦାନବୀରଙ୍କଠାରୁ କମ୍ ନୁହେଁ ବୋଲି କୁହାଯାଉଛି। କଥାଟି ସିନେମା କାହାଣୀ ପରି ଲାଗିଲେ ହେଁ ସତ। ତେବେ ଫରକ ଏତିକି ଲୁଟେରାଜଣଙ୍କ ନିଜସ୍ବ ସ୍ବାର୍ଥ…
ବାଇକ୍ରେ ୭ଜଣଙ୍କୁ ବସାଇ ନେଉଥିଲେ ଏହି ବ୍ୟକ୍ତି, ପୋଲିସ ଦେଖିବା ପରେ..
ଢାକା: ଆଜିକାଲିର ସମୟରେ ଯାନବାହନର ବହୁଳ ବ୍ୟବହାରକୁ ନେଇ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅନେକ ଟ୍ରାଫିକ୍ କଟକଣା ଲଗାଯାଇଛି। ଯେପରିକି ହେଲମେଟ୍ ପିନ୍ଧିବା, ଦୁଇଚକିଆ ଯାନରେ ଦୁଇରୁ ଅଧିକ ଲୋକଙ୍କ ଯାତାୟାତକୁ ମନା କରାଯାଇଛି।…
୩ ମାସ ଯାଏ ସରକାରଙ୍କୁ ଟଙ୍କାଟିଏ ବି ଦେବେନି ସିନେମାହଲ୍ ମାଲିକ
ଥିରୁଅନନ୍ତପୁରମ୍, ୧୨।୧: ମହାମାରୀ କରୋନାଠାରୁ ରକ୍ଷା ପାଇବା ପାଇଁ ବିଗତ ଏକ ବର୍ଷ ହେବ ସମସ୍ତ ଦେଶ ଏବଂ ରାଜ୍ୟ ସରକାର ଲୋକଙ୍କୁ ସହାୟତା ଯୋଗାଇ ଆସୁଛନ୍ତି। ଏହି ଭାଇରସ ଯୋଗୁ ସମସ୍ତେ ବହୁତ କଷ୍ଟ ସହିଛନ୍ତି। କିନ୍ତୁ ସିନେମା କ୍ଷେତ୍ରରେ…
ସର୍ଜରୀ ପରେ ପ୍ରଶଂସକଙ୍କୁ ଏଭଳି ବାର୍ତ୍ତା ଦେଲେ ଏହି ଭାରତୀୟ ଅଲ୍ରାଉଣ୍ଡର
ସିଡନୀ,୧୨।୧: ଭାରତୀୟ କ୍ରିକେଟ ଟିମ୍ର ଅଲ୍ରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ ହେବା ପରେ ଚତୁର୍ଥ ଟେଷ୍ଟରୁ ବାହାର ହୋଇଛନ୍ତି। ଅଷ୍ଟ୍ରେଲିଆରେ ସେ ନିଜ ଆଙ୍ଗୁଠିର ସର୍ଜରୀ କରାଇଛନ୍ତି। ଏହାପରେ ସେ ନିଜର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ପ୍ରଶଂସକଙ୍କୁ…
ବିବାହ ଉତ୍ସବରେ ପ୍ରସେଶନକୁ ମିଳିଲା ଅନୁମତି, ସର୍ତ୍ତ ଲାଗୁ
ଭୁବନେଶ୍ୱର, ୧୨।୧(ବ୍ୟୁରୋ): କରୋନା କଟକଣା ମଧ୍ୟରେ ବିବାହ ଉତ୍ସବ ପାଇଁ ବରଯାତ୍ରୀଙ୍କ ପ୍ରସେଶନ ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏଣିକି ବର ଯିବାବେଳେ ବାଜା-ବାଣ ଓ ରୋଷଣୀ କରି ବରଯାତ୍ରୀମାନେ ଯାଇପାରିବେ। ତେବେ ଏହି ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୦…
ଖୁସି ଖବର: ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା
ଭୁବନେଶ୍ୱର, ୧୨।୧(ବ୍ୟୁରୋ): ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା। ସ୍ପାଇସ ଜେଟ ବିମାନ ଯୋଗେ ମଙ୍ଗଳବାର ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ କରୋନା ଟିକା ଆସି ପହଞ୍ଚିଛି । ପୁନେସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଟିକା ଭୁବନେଶ୍ବରରେ ପହଞ୍ଚିଛି । କଡା ସୁରକ୍ଷା…
ଶେଷ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ୯ ଖେଳାଳି ଆହତ
ସିଡନୀ,୧୨।୧: ବ୍ରିସବେନ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗିଛି। ଭାରତୀୟ କ୍ରିକେଟ ଦଳ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ତଥା ଅନ୍ତିମ ମ୍ୟାଚ୍ ପୂର୍ବରୁ ଅନ୍ତିମ-୧୧ ଖେଳାଇବାକୁ ନେଇ ଚିନ୍ତାରେ ପଡିଛି। ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟେଷ୍ଟ…
ମା’ ହେବା ପୂର୍ବରୁ ସ୍ବାମୀଙ୍କ ଆଗରେ ଏମିତି ସର୍ତ୍ତ ରଖିଥିଲେ ଅନୁଷ୍କା
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏକ ଖୁସି ଖବର ଦେଇଛନ୍ତି। ସେ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଏକ ଝିଅ ଜନ୍ମ ଦେଇଛନ୍ତି। ଅଧିନାୟକ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି।…
ଡ୍ରଗ୍ସ କାରବାରରେ ବିବେକ ଓବରୟଙ୍କ ଶଳା ଗିରଫ
ବଲିଉଡ୍ ଅଭିନେତା ବିବେକ ଓବରୟଙ୍କ ଶଳା ଆଦିତ୍ୟ ଅଲ୍ଭାଙ୍କୁ ସ୍ୟାଣ୍ଡେଲଓଡ୍ ଡ୍ରଗ୍ସ ମାମଲାରେ ବାଙ୍ଗାଲୋର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଏହି ଅବସରରେ ଅଭିନେତା ବିବେକଙ୍କ ଘରର ଛାନଭିନ୍ ମଧ୍ୟ କରିଥିଲା। ଆଦିତ୍ୟ ହେଉଛନ୍ତି କର୍ଣ୍ଣାଟକ ସରକାରର ମନ୍ତ୍ରୀ ଜିବରାଜ…
Archives


