Home

ପକ୍ଷୀଙ୍କ ପରେ ଏବେ ମଣିଷ ବି ବାର୍ଡ ଫ୍ଲୁର ଶିକାର, ଏହି ଦେଶରେ ଦେଖିବାକୁ ମିଳିଲା ପ୍ରଥମଥର

ଓ୍ବାଶିଂଟନ,୨୧।୨: ବର୍ତ୍ତମାନ ସୁଦ୍ଧା ଆପଣ ଶୁଣି ଆସିଥିବେ ବାର୍ଡ ଫ୍ଲୁ କେବଳ ପଶୁପକ୍ଷୀଙ୍କୁ ହୋଇଥାଏ। ମାତ୍ର ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ଭାଇରସ ମଣିଷଠାରେ ଦେଖିବାକୁ ମିଳିଛି। ଯାହା ସତ। ରୁଷିଆର ଜଣେ ବ୍ୟକ୍ତିଙ୍କଠାରେ ଏହି ଭାଇରସ ଦେଖିବାକୁ ମିଳିଛି।…

ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର: ଏକାସାଙ୍ଗରେ ୨ଟି ପାଠ୍ୟକ୍ରମରେ ଲେଖାଇ ପାରିବେ ନାମ

ନୂଆଦିଲ୍ଲୀ,୨୧।୨: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କ ପାଇଁ ଖୁସି ଖବର ଆସିଛି। ଏଣିକି ଶିକ୍ଷାର୍ଥୀମାନେ ଦେଶରେ କୌଣସି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ବିଦେଶର ଯେ କୌଣସି ବିଶ୍ୱବିଦ୍ୟାଳୟରେ ନିଜ ପସନ୍ଦର ପାଠ୍ୟକ୍ରମରେ ନାମ ଲେଖାଇ ଏକାସାଙ୍ଗରେ ପାଠପଢ଼ି ଡିଗ୍ରୀ ହାସଲ କରିପାରିବେ।…

ବିବାହ ଭୋଜିରେ ଛେପ ଲଗାଇ ରୁଟି ବେଲୁଥିଲେ ଏହି ଯୁବକ, ଜଣାପଡ଼ିବା ପରେ…

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବକ ଏକ ବିବାହ ସମାରୋହରେ ଛେପ ଲଗାଇ ରୁଟି ବେଲୁଛନ୍ତି। ଭିଡିଓଟି କୌଣସି ମରାଠୀ ବିବାହ ସମାରୋହର ବୋଲି ଜାଣିବାକୁ ମିଳିଛି। ଭିଡିଓ ସାମ୍ନାକୁ ଆସିବା ପରେ…

ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିଲେ ଛାତ୍ରୀ, ହଠାତ୍‌ ପ୍ରେମିକଙ୍କୁ ଦେଖି କରିନେଲେ ବିବାହ

ପାଟଣା,୨୧।୨: ବିହାରର କଟିହାରରେ ଅଜବ ପ୍ରେମର ଏକ ଗଜବ କାହାଣୀ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ସେଣ୍ଟରକୁ ଆସିଥିଲେ। ଉକ୍ତ ସେଣ୍ଟରକୁ ପରୀକ୍ଷା ଦେବାକୁ ଆସିଥିବା ଜଣେ ଛାତ୍ର ତଥା ତାଙ୍କ ପ୍ରେମିକଙ୍କୁ ସେଠାରେ ଦେଖି ହଠାତ୍‌…

ଅଭିଷେକଙ୍କ ଘରେ ସିବିଆଇ

କୋଲକାତା,୨୧।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ଘରେ ସିବିଆଇ ଟିମ୍‌ ପହଞ୍ଚିଛନ୍ତି। କୋଇଲା ଚୋରାଚାଲାଣ ଘଟଣାର ପଚରାଉଚରା ପାଇଁ ସିବିଆଇ ଟିମ୍‌ ଜାରି ହୋଇଥିବା ସମନ ନେଇ ଅଭିଷେକଙ୍କ ଘରେ ପହଞ୍ଚିଛନ୍ତି।…

ମୋଦି ସରକାରଙ୍କ କାର୍ଯ୍ୟକ୍ରମରେ ଆଜାଦ୍‌ଙ୍କ ପୋଷ୍ଟର

ନୂଆଦିଲ୍ଲୀ,୨୧।୨: ଧୀରେ ଧୀରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ପ୍ରତି ଭାଜପାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମନୋଭାବରେ ପରିବର୍ତ୍ତନ ଯୋଗୁ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି। ଏହାକୁ ନେଇ କଂଗ୍ରେସ ହାଇକମାଣ୍ଡ୍‌ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି।…

ସକାଳେ ଚୌକା-ଛକା ମାରି ବୋଲର୍‌ଙ୍କୁ କରିଥିଲେ ଘାଇଲା, ସନ୍ଧ୍ୟାରେ ମିଳିଲା ଭାରତୀୟ ଟିମରୁ ଖେଳିବାର ସୁଯୋଗ

ନୂଆଦିଲ୍ଲୀ,୨୧।୨: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ୧୯ ଜଣିଆ ଦଳର ଘୋଷଣା କରିଛି। ଏଥିରେ ଆଇପିଏଲ୍‌ ୨୦୨୦ରେ ଦମ୍‌ଦାର ପ୍ରଦର୍ଶନ କରିଥିବା କିଛି ଯୁବ ଖେଳାଳିଙ୍କୁ ଦେଖିବାକୁ ମିଳିଛି। ସେଥିରୁ ଜଣେ ହେଲେ ଉଇକେଟ…

ଦଳରେ ସାମିଲ ହେବା ପରେ କୋହଲିଙ୍କୁ ନେଇ ଏଭଳି କହିଲେ ଟେଓ୍ବାଟିଆ, ଡ୍ରେସିଂ ରୁମ୍‌ରେ…

ନୂଆଦିଲ୍ଲୀ,୨୧।୨: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ ପାଇଁ ଭାରତର ୧୯ ସଦସ୍ୟ ବିଶିଷ୍ଟ ଟିମ୍‌ର ଘୋଷଣା କରାଯାଇଛି। ଏଥିରେ ଅନେକ ନୂଆ ମୁହଁ ଦେଖିବାକୁ ମିଳିଛି। ସେଥିରୁ ଜଣେ ହେଲେ ହରିୟାଣାର ଅଲ୍‌ରାଉଣ୍ଡର ରାହୁଲ ଟେଓ୍ବାଟିଆ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍‌…

ଅଭିଷେକ ବଚ୍ଚନ ଆଗ୍ରା ଜେଲ୍‌ରେ ଦେବେ ଦଶମ ପରୀକ୍ଷା

ଲକ୍ଷ୍ନୌ,୨୧।୨: ଆଗ୍ରା ଜେଲରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପୁତ୍ର ଅଭିଷେକ ବଚ୍ଚନ ଦଶମ ପରୀକ୍ଷା ଦେବେ। ପରୀକ୍ଷା ଫେବୃୟାରୀ ୨୩ରେ ହେବ। ତେବେ ଏହା ସତରେ ନୁହେଁ। ଫିଲ୍ମ ‘ଦଶବି’ର ଶୁଟିଂରେ ଜେଲ୍‌ରେ ଲାଇଟ୍‌-କ୍ୟାମେରା-ଆକ୍ସନରେ ଅଭିଷେକ ଏଭଳି କରିବେ। ଶୁଟିଂ…

ଆଇପିଏଲ୍‌ରେ କୋହଲିଙ୍କୁ ଆଖି ଦେଖାଇ ବିବାଦକୁ ଆସିଥିଲେ ଏହି ବ୍ୟାଟ୍ସମ୍ୟାନ୍‌, ଏବେ ଦଳରେ ହେଲେ ସାମିଲ

ନୂଆଦିଲ୍ଲୀ,୨୧।୨: ଇଂଲଣ୍ଡ ବିପକ୍ଷ ଆଗାମୀ ଘରୋଇ ଟି୨୦ ସିରିଜ୍‌ ପାଇଁ ଘୋଷିତ ଦଳରେ ସ୍ଥାନ ପାଇଛନ୍ତି ସୂର୍ଯ୍ୟକୁମାର ଯାଦବ। ମୁମ୍ବାଇର ଏହି ବ୍ୟାଟ୍ସମ୍ୟାନ୍‌ଙ୍କୁ ଦଳରେ ସାମିଲ କରାଯିବା ପଛରେ ଅନେକ କାରଣ ରହିଛି ବୋଲି କୁହାଯାଉଛି। ଭାରତୀୟ ଟିମ୍‌ରେ ଏବେ ଜଣେ…

ସଲିମ୍‌ଙ୍କ ପାଇଁ ଅଟକି ରହିଛି ଶବନମ୍‌ଙ୍କ ଫାଶୀ

ଲକ୍ଷ୍ନୌ,୨୧।୨: ପ୍ରେମ ପାଇଁ ନିଜ ପରିବାରର ୭ ଜଣଙ୍କୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗରେ ଫାଶୀଦଣ୍ଡ ହୋଇଥିବା ଶବନମ୍‌ଙ୍କ ପାଇଁ ମୃତ୍ୟୁ ପରଓ୍ବାନା ଜାରିରେ ବିଳମ୍ବ ହେଉଛି। ଏହାର କାରଣ ହେଉଛନ୍ତି ତାଙ୍କ ପ୍ରେମିକ ସଲିମ୍‌। ରାଷ୍ଟ୍ରପତି…

ଆତ୍ମହତ୍ୟା କଲେ ଏହି ୨୫ ବର୍ଷୀୟ ଅଭିନେତା, ବନ୍ଧୁଙ୍କ ଘରୁ…

ବମ୍ବେ: ଅଭିନୟଜଗତ ସହ ଜଡ଼ିତ ଅନେକ କଳାକାର ଏବେ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। କିଛି ଦିନ ତଳେ ବଲିଉଡ୍‌ ଅଭିନେତା ସନ୍ଦିପ ନାହର ସୁଇସାଇଡ୍‌ କରିଥିଲେ। ସୋସିଆଲ ମିଡିଆରେ ଏକ ଚକିତ କଲା ଭଳି ଭିଡିଓ ଶେୟାର କରିବାର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?