ଘର ସଫା କରିବା ସମୟରେ ମିଳିଲା ଜେଜେବାପାଙ୍କ ଡାଏରୀ, ଏଥିରେ ଯାହା ଲେଖାଥିଲା ନାତି ହେଲେ ଆଶ୍ଚର୍ଯ୍ୟ
ଜଣେ ଯୁବକ ତାଙ୍କ ମା’ଙ୍କ ସହିତ ଘର ସଫା କରୁଥିବା ସମୟରେ ଏକ ଡାଏରୀ ପାଇଥିଲେ। ଏଥିରୁ ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଏହି ଡାଏରୀରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ବି.ଆର୍ ଆମ୍ବେଦକର ଏବଂ ସିଭି ରମଣଙ୍କ…
ଗ୍ଲୋବାଲ ଏସୀୟ ସେଲିବ୍ରିଟି ତାଲିକାରେ ସୋନୁ ସୁଦ୍ ନଂ୧
ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାମ ଏବେ ସବୁଠି ଚର୍ଚ୍ଚା। ଲକଡାଉନ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଯେଉଁଭଳି ଭାବରେ ହାତ ବଢ଼ାଉଛନ୍ତି, ତେଣୁ ଲୋକମାନେ ତାଙ୍କୁ ରିଲ ହିରୋ ପରିବର୍ତ୍ତେ ରିୟଲ୍ ହିରୋ ଆଖ୍ୟା ଦେଇଛନ୍ତି। ନିକଟରେ…
କାର୍- ଦୁଇ ବାଇକ୍ ମୁହାଁମୁହିଁ, କାର୍ ଛାଡ଼ି ଚାଲିଗଲେ ଚାଳକ
ଓଡ଼ଗାଁ,୧୦ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କଦଳୀବନ୍ଧ ସ୍କୁଲ ନିକଟରେ ଗୁରୁବାର ସକାଳେ ଏକ କାର୍ ସହିତ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ମୃତକ…
ଆସନ୍ତାବର୍ଷ ଆଇପିଏଲ୍ ଖେଳିବେ କି ସୁରେଶ ରାଇନା, କଲେ ବଡ ଖୁଲାସା
ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ସୁରେଶ ରାଇନା ପୁଣିଥରେ ପଡ଼ିଆକୁ ଫେରିବାକୁ ଯାଉଛନ୍ତି। ଖୁବଶୀଘ୍ର ତାଙ୍କୁ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିବ। ରାଇନା ନିଜେ ଏହି ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ପାରିବାରିକ କାରଣ ଦର୍ଶାଇ ରାଇନା…
ନୂଆବର୍ଷରୁ ଖୋଲିପାରେ କଲେଜ
ଭୁବନେଶ୍ୱର,୧୦ା୧୨(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଦୀର୍ଘ ୮ରୁ ୯ ମାସ ଧରି ସ୍କୁଲ, କଲେଜ ବନ୍ଦ ରହିଛି। ତେବେ ନୂଆ ବର୍ଷରେ କଲେଜ ଖୋଲିପାରେ ବୋଲି ଆଶା ପ୍ରକଟ କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର। କଲେଜରେ କ୍ଲାସ ହେବ କି…
ସୋସିଆଲ ମିଡିଆରେ ଅଧିକ ଟୁଇଟ୍ କରିଥିବା ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହିଛି ଏହି ୩ ନେତାଙ୍କ ନାମ
ଓ୍ବାଶିଂଟନ,୧୦ା୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ପରବର୍ତ୍ତୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସାଧାରଣ ଲୋକଙ୍କୁ ଟୁଇଟ୍ କରିଥିବା ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍ର ବାର୍ଷିକ…
ହନିମୁନ୍ର ୨ ସପ୍ତାହ ପରେ ସ୍ବାମୀ ଦେଲେ ଧୋକା, ଗୋଟିଏ ଚାବିରୁ ଖୋଲିଲା ରାଜ୍
ଦୁନିଆରେ ସ୍ତ୍ରୀ-ସ୍ବାମୀ ସମ୍ପର୍କ ସବୁଠୁ ପବିତ୍ର ବୋଲି ଧରାଯାଏ। ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ଉଭୟ ସାତ ଜନ୍ମ ପାଇଁ ରହିବାର ଶପଥ ନିଅନ୍ତି। କିନ୍ତୁ ଆଜିକାଲି ବିବାହ ଏକ ପ୍ରହଶନରେ ପରିଣତ ହୋଇଛି। କିଛି ବ୍ୟକ୍ତି ନିଜ ସ୍ବାର୍ଥ…
ଅନ୍ନଦାତାଙ୍କ ଅନ୍ଦୋଳନ ପଛରେ ଚାଇନା-ପାକିସ୍ତାନ ହାତ: ଶୀଘ୍ର କରାଯାଉ ସର୍ଜିକାଲ ଷ୍ଟ୍ରାଇକ୍, କଟାକ୍ଷ କଲେ ସଞ୍ଜୟ
ମୁମ୍ବାଇ,୧୦।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏପରି ସ୍ଥଳେ ଆନ୍ଦୋଳନ ନେଇ ଭାଜପାର ଉପଭୋକ୍ତା ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ଦାନଭେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ଭାରତରେ ହେଉଥିବା…
ଏଠାରେ ଲାଲ୍ ପିମ୍ପୁଡ଼ି ଚଟଣୀ ଖାଇଥାନ୍ତି ଲୋକେ, ଦୂର ହୋଇଥାଏ ଅନେକ ରୋଗ
ଆପଣ ଅନେକ ଚଟଣୀ ଖାଇଥିବେ, ଯେପରିକି ଟମାଟୋ ଚଟଣୀ ଖଜୁରୀ ଚଟଣୀ, ଆମ୍ବ ଚଟଣୀ, ଧନିଆ ଚଟଣୀ ଇତ୍ୟାଦି। ମାତ୍ର ଆଜି ଏକ ଭିନ୍ନ ଚଟଣୀ ବିଷୟରେ କହିବୁ ଯାହାକି ପିମ୍ପୁଡ଼ିରୁ ପ୍ରସ୍ତୁତ ଚଟଣୀ। ଏହି ପିମ୍ପୁଡ଼ି ସାଧାରଣତଃ ଶୀତଦିନରେ ଜଙ୍ଗଲିଆ…
ରାଜ୍ୟରେ ପୁଣି ୩୪୩ କରୋନା ପଜିଟିଭ୍ ଚିହ୍ନଟ, ୫ ମୃତ
ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ରାଜ୍ୟରେ ପୁଣି ୩୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୯୭ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୪୬ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍…
ବିପ୍ଳବଙ୍କୁ ଭାଜପା ହାଇକମାଣ୍ଡଙ୍କ ଲାଲ୍ ସଙ୍କେତ: ରାଲି ରଦ୍ଦ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୦।୧୨: ତ୍ରିପୁରାରେ ଶାସକ ଭାଜପାରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ଡିସେମ୍ବର ୧୩ ରଖି ଶକ୍ତି ପ୍ରଦର୍ଶନ ପାଇଁ ବିପ୍ଳବ ଏକ ରାଲି ଆୟୋଜନ କରିବାକୁ ଯୋଜନା କରିଥିଲେ।…
ସାଇକେଲ ଚଲାଇ ୨୦୦୦ କିଲୋମିଟର ନର୍ମଦା ପରିକ୍ରମାରେ ବାହାରିଲେ ୧୨ ବୃଦ୍ଧ
ଭୋପାଳ,୧୦ା୧୨: ନର୍ମଦା ନଦୀକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସମସ୍ତଙ୍କର ଦାୟିତ୍ୱ। ଏହି ବାର୍ତ୍ତା ନେଇ ନାସିକ୍ରୁ ୧୨ ଜଣ ବୃଦ୍ଧ ସୋମବାର ଓଁକାରେଶ୍ୱରରୁ ମା’ ନର୍ମଦାଙ୍କ ପରିକ୍ରମା ପାଇଁ ୨୦୦୦ କିଲୋମିଟର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଦଳରେ ଅଧିକାଂଶ…
Archives


