ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡ଼ା ଅଫିସ,୧୮।୩: ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ l ରାୟଗଡ଼ା କସ୍ତୁରୀନଗର ବାଲାଜୀ ଟାଓ୍ବାରସ୍ଥିତ ସହକାରୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ବାସଭବନରେ ଚଢ଼ାଉ ହୋଇଛି। ତାଙ୍କ ଶ୍ୱଶୁର ସଦାନନ୍ଦ ଷଡ଼ଙ୍ଗୀ ଖରିଆରରେ ରେଞ୍ଜର ଥିଲେ ଏହି ଲିଙ୍କ୍‌କୁ କେନ୍ଦ୍ର କରି ଆଜି ରାୟଗଡ଼ା ଭିଜିଲାନ୍ସ ଡିଏସ୍‌ପି ଅନନ୍ତ ମଲିକଙ୍କ ତତ୍ତ୍ୱାବଧାନରେ ୪ ଜଣିଆ ଟିମ୍‌ ରେଡ୍‌ କରିଛି । ନଗଦ ଟଙ୍କା ସହ ଏଟିଏମ୍‌ ନିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୌଦ୍ଧରୁ ପୁରୀ ଗଲା ରଥକାଠ

ବୌଦ୍ଧ, ୮।୪(ସ୍ବ.ପ୍ର.): ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଚଳିତବର୍ଷ ଶୁକ୍ରବାର ପ୍ରଥମ ରଥ କାଠ ବୌଦ୍ଧ ବନଖଣ୍ଡରୁ ପୁରୀକୁ ପଠାଯାଇଛି। ଏ ନେଇ ବନଖଣ୍ଡ କାର୍ଯ୍ୟାଳୟ...

ଡାଟାବେଶରେ ମିଳିବ କଳାକାରଙ୍କ ତଥ୍ୟ: ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଜିଲାପାଳଙ୍କୁ ଚିଠି

ଯାଜପୁର ଅଫିସ,୧୪।୫: ରାଜ୍ୟ ସରକାର କଳାକାରମାନଙ୍କର ଏକ ଡାଟାବେଶ୍‌ ବା ତଥ୍ୟପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିବାକୁ ଯାଉଛନ୍ତି। ପୂର୍ବରୁ ରାଜ୍ୟ ସରକାର ଜିଲା କଳା ସଂସ୍କୃତି...

ସେବାୟତଙ୍କର ଥର୍ମାଲ ସ୍କ୍ରିନିଂ

ପୁରୀ ଅଫିସ,୨୩।୩: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ଧର୍ମପୀଠରେ କଟକଣା ଲଗାଇଛନ୍ତି। ଦେବଦେବୀଙ୍କ ସେବାପୂଜା ସ୍ବାଭାବିକ ରହିଥିବାବେଳେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି।...

ଆଜିଠୁ ଜାତୀୟ ସରସମେଳା

ଢେଙ୍କାନାଳ ଅଫିସ, ୧୪।୧୦: ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉପଲକ୍ଷେ ସ୍ଥାନୀୟ ମହିଷାପାଟ ପଡ଼ିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଜାତୀୟସ୍ତରୀୟ ସରସମେଳା। ଏହି ମେଳା ସୋମବାରଠାରୁ ଆରମ୍ଭ...

ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଏସିଡ୍‌ ମାଡ: ପୋଲିସର ତଦନ୍ତ ଆରମ୍ଭ

କପ୍ତିପଦା,୮।୬(ଡି.ଏନ.ଏ)- କପ୍ତିପଦା ଥାନା ଅଧୀନ ଜଡିଦା ପଞ୍ଚାୟତ ଜଡିଦା ଗ୍ରାମରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ କେହି ଜଣେ ଦୁର୍ବୃତ୍ତ ଏସିଡ ମାଡ କରିଥିବା ସୂଚନା...

ଦବିଲା ୧୦ ଲକ୍ଷର ତିତ୍‌ଲି ପ୍ରକଳ୍ପ:ମଧୁପୁର ବନ୍ଧ ଭାଙ୍ଗିବା ଆଶଙ୍କା

ବନ୍ତଳା,୨୪।୯(ଡି.ଏନ.ଏ.) ଅନୁଗୋଳ ବ୍ଲକ ନନ୍ଦପୁର ପଞ୍ଚାୟତ ମଧୁପୁର ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ୨୦୧୮ ସାମୁଦ୍ରିକ ଝଡ଼ ତିତ୍‌ଲିରେ ନଷ୍ଟ ହେବା...

ଅପହର୍ତ୍ତାଙ୍କ କବଳରୁ ମୁକୁଳିଲେ ଯୁବକ

ବାରିପଦା ଅଫିସ,୧୯ା୯- ମୟୂରଭଞ୍ଜ ଜିଲା ଦେଉଳି ନିକଟରେ ବୁଧବାର ଟାଉନ ପୋଲିସ ଚଢ଼ାଉ କରି ଅପହର୍ତ୍ତାଙ୍କ କବଳରୁ ଜଣେ ଯୁବକଙ୍କୁ ଉଦ୍ଧାର କରିଛି। ଯୁବକ ଜଣକ...

ସରକାରୀ ସାହାଯ୍‌ ଆଶ୍‌ରେ ବୁନାକାର ପରିବାର

ଲାଠୋର, ୨୯ା୧୦ (ଡି.ଏନ୍‌.ଏ.)- ସରକାର ବୁନାକାର ପରିବାରମାନକୁ ଅନେକ ସୁବିଧା ସୁଯୋଗ ଯୁଗେଇ ଦେଉଛନ୍‌। ସେନ୍‌ତା ଭିନେ ଭିନେ ଗଁାଗଁଲିରେ ଥିବାର ବୁନାକାରମାନକୁ ପ୍ରଶିକ୍ଷକମାନକର ଜରିଆରେ...

Advertisement
Archives

Model This Week