ସରକାରଙ୍କ ସହ ଆଜି ଆଲୋଚନା
ନୂଆଦିଲ୍ଲୀ, ୪।୧: କେନ୍ଦ୍ର ସରକାରଙ୍କ ସହ ଚାଷୀନେତାଙ୍କର ସୋମବାର ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବାକୁ ଯାଉଛି। ଏହାର ଫଳାଫଳକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ସରକାରଙ୍କ ସହ ମୁଖ୍ୟତଃ ୩ କୃଷି ଆଇନ ପ୍ରତ୍ୟାହାର ଏବଂ ଫସଲର ସର୍ବନିମ୍ନ ସହାୟକ…
ଗାଁ ଜମି ନ ଫେରାଇଲେ ଆନ୍ଦୋଳନ: ସୁର
ଖୋର୍ଦ୍ଧା ଅଫିସ,୪।୧: ଗାଁ ସଂସ୍କୃତି ଓ ପରମ୍ପରା ସମାଜକୁ ଉଜ୍ଜୀବିତ କରିଥାଏ। ତେବେ ଗାଁ ଜମି, ଖେଳପଡ଼ିିଆ, ଶ୍ମଶାନ ଜମି, ମେଲଣ ପଡ଼ିିଆ ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡ଼ିିଛି। ସରକାର କମ୍ ମୂଲ୍ୟରେ ଏସବୁକୁ ଇଡ୍କୋ ହାତକୁ ଟେକି ଦେଇଛନ୍ତି।…
ସଂଗ୍ରାମ ପୁଣି ଜଗତ୍ସିଂହପୁର ଜିଲାପାଳ
ଜଗତସିଂହପୁର ଅଫିସ,୪।୧: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଏସ୍ଡି ଭାବେ କାର୍ଯ୍ୟ କରୁଥିବା ସଂଗ୍ରାମ କେଶରୀ ମହାପାତ୍ର ପୁଣି ଜଗତ୍ସିଂହପୁର ଜିଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ…
‘୨ ଭାକ୍ସିନ୍ ୧୧୦% ନିରାପଦ’
ନୂଆଦିଲ୍ଲୀ, ୪।୧: କରୋନା ମହାମାରୀରୁ ବର୍ତ୍ତିବା ଲାଗି ଟିକାକୁ ସାରା ଦେଶ ଦୀର୍ଘଦିନ ହେଲା ପ୍ରତୀକ୍ଷା କରିଥିବାବେଳେ ଏବେ ତାହାର ଅନ୍ତ ହୋଇଛି। କରୋନା ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ୍କୁ ଜରୁରୀ ବ୍ୟବହାର ନିମନ୍ତେ ଭାରତର ଔଷଧ ମହାନିୟନ୍ତ୍ରକ ବା ଡ୍ରଗ୍ସ…
ଆଜି ଶପଥ ନେବେ ହାଇକୋର୍ଟର ମୁଖ୍ୟ ବିଚାରପତି
ଭୁବନେଶ୍ୱର,୪।୧(ବ୍ୟୁରୋ): ସୋମବାର ଶପଥ ନେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ୍ ମୁରଲୀଧର। ସକାଳ ୯.୩୦ ମିନିଟରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ରହିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥପାଠ କରାଇବେ। ନବ ନିଯୁକ୍ତ…
ଆଜି ଦ୍ୱିତୀୟ ଦିନରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
ଭୁବନେଶ୍ୱର,୪।୧(ବ୍ୟୁରୋ): ଦୀର୍ଘମାସର ପ୍ରତୀକ୍ଷା ପରେ ରବିବାର ରାଜ୍ୟର ସମସ୍ତ ମନ୍ଦିର ଖୋଲିଛି। ଭାବ ଓ ଭକ୍ତିମୟ ପରିବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଭଗବାନ। ଭୁବନେଶ୍ୱରର ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିର, କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର, ସମ୍ବଲପୁରର ଅଧିଷ୍ଠାତ୍ରୀ…
ସୁରକ୍ଷା ଖୋଜୁଛି ବାଘମାମୁଁ: ସଂଖ୍ୟା ବୃଦ୍ଧି ଉତ୍ସାହ ଭିତରେ ନୈରାଶ୍ୟ ଆଣିଛି ମୃତ୍ୟୁ
ଭୁବନେଶ୍ୱର,୪।୧(ବ୍ୟୁରୋ): ଆଈମା’ କାହାଣୀ ଶୁଣିବାବେଳେ ପିଲେ ଦୁଷ୍ଟ ହେଲେ ବାଘମାମୁ ଆସିବ କହି ଡରାଯାଏ। ଏବେ ସମୟ ବଦଳି ଯାଇଛି। ବାଘ ଛୁଆଟି କଥା ନ ମାନିଲେ ମଣିଷ ଆସିବ କହି କୋଳେଇ ନେଉଛି ବାଘ ମା’। ବାଘର ସବୁଜ ଘର…
ହାର୍ଟ ଆଟାକ୍ ସମସ୍ୟାରୁ ଦୂରେଇ ରହିବାର ସହଜ ଉପାୟ…
କାନ୍ଦିଲେ ମାନସିକ ଶାନ୍ତି ମିଳିଥାଏ। କାନ୍ଦିବା ସମୟରେ ଶରୀରରେ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍ ଓ ଲ୍ୟୁସିନ୍ ନାମକ ହରମୋନ୍ କ୍ଷରଣ ହୋଇଥାଏ। ଏହାକୁ ଷ୍ଟ୍ରେସ୍ ହରମୋନ୍ କୁହାଯାଇଥାଏ। ଏହାଦ୍ୱାରା ମାନସିକ ଚାପରୁ ମୁକ୍ତି ମିଳିଥାଏ । ସେହିପରି କାନ୍ଦିବା ଦ୍ୱାରା ଆଖିରେ ଥିବା ମଇଳା…
ଆଦିତ୍ୟ ପାଞ୍ଚୋଲି-କଙ୍ଗନା ଲୁଚାଛପାରେ କରୁଥିଲେ ଡେଟିଂ…
ମୁମ୍ବାଇ,୪।୧: ବଲିଉଡ୍ ଅଭିନେତା ଆଦିତ୍ୟ ପାଞ୍ଚୋଲି ସୋମବାର ୫୫ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୬୫ ଜାନୁୟାରୀ ୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ୧୯୮୬ରେ ଜରିନା ଓ୍ବାହାବଙ୍କୁ ବିବାହ କରିବା ପରେ ଆଦିତ୍ୟ ବଲିଉଡ୍ରେ ପାଦ ଦେଇଥିଲେ। ଅନେକ ସଂଘର୍ଷ…
ସକାଳେ ଏଥିରୁ ଗ୍ଲାସେ, ସ୍ମୃତି ଶକ୍ତିକୁ କରେ ପ୍ରଖର…
ସକାଳୁ ନିତ୍ୟକର୍ମ ପରେ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ। ରାତିରେ ଏକ ଗ୍ଲାସ୍ ପାଣିରେ କିଛି ମିଶ୍ରି ଖଣ୍ଡ ପକାଇ ଏହାକୁ ସକାଳୁ ପିଇଲେ ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ…
ଗ୍ରାଜୁଏଶନ୍ କରିଥିଲେ ସରକାରୀ ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ: ମାସିକ ବେତନ ୬୨ ହଜାର ଟଙ୍କା
ଏକ୍ସପୋର୍ଟ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଇସିଜିସି) ପ୍ରୋବେସନାରୀ ଅଫିସର ପଦବୀରେ ନିଯୁକ୍ତି ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ଦ୍ଦିଷ୍ଟ ଯୋଗ୍ୟତା, ବେତନ, ଆବେଦନ ଶୁଳ୍କ ସହିତ ସମସ୍ତ ଆବଶ୍ୟକୀୟ ସୂଚନା ବିଜ୍ଞପ୍ତିରେ ଉପଲବ୍ଧ ରହିଛି। ଆଗ୍ରହୀ ପ୍ରାର୍ଥୀମାନେ ବିଜ୍ଞପ୍ତି ଡାଉନଲୋଡ…
ଏମିତି ଛକା ମାରିଲେ ବ୍ୟାଟ୍ସମ୍ୟାନ୍, ବିୟର୍ ଗ୍ଲାସ୍ରେ ପଡିଲା ବଲ୍
କ୍ରିକେଟ ପଡ଼ିଆରେ ବ୍ୟାଟ୍ସମ୍ୟାନ୍ ଛକା ମାରିକା ଏକ ସାଧାରଣ କଥା। ବ୍ୟାଟ୍ସମ୍ୟାନ୍ ଛକା ମାରିଲେ ବଲ୍ ବାଉଣ୍ଡ୍ରି ବାହାରେ କିମ୍ବା ଗ୍ୟାଲୋରୀରେ ବସୁଥିବା ପ୍ରଶଂସକଙ୍କ ନିକଟକୁ ଯାଇଥାଏ। ବେଳେବେଳେ ପ୍ରଶଂସକମାନେ ବଲ ଧରିଥାନ୍ତି। କିନ୍ତୁ ଅଷ୍ଟ୍ରେଲିଆରେ ଚାଲିଥିବା ବିଗ ବ୍ୟାସ ଲିଗ…
Archives


