କରୋନା ଲକ୍ଷେ ମୁହାଁ : ୨୪ ଘଣ୍ଟାରେ ୯୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୪।୪: ଦେଶରେ କରୋନାର ସଂକ୍ରମଣ ଥମିବାର ନା ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ି ଚାଲିିଛି। ଦେଶରେ ଲଗାତାର ଗତ ୩ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାରରୁ ଅଧିକ ରହିଛି। କରୋନା ଲକ୍ଷେ ମୁହାଁ ହେବାରେ ଲାଗିଛି। ଗତ…
କ୍ୟାପିଟୋଲ ଆକ୍ରମଣ: ପୋଲିସ ଅଫିସର ନିହତ
ଓ୍ବାଶିଂଟନ, ୪।୪: ଆମେରିକାର ଓ୍ବାଶିଂଟନ ଡିସିସ୍ଥିତ ସଂସଦ ଭବନ କ୍ୟାପିଟୋଲରେ ଶୁକ୍ରବାର ଚଳିତ ବର୍ଷ ଦ୍ୱିତୀୟ ଆକ୍ରମଣ ଘଟିଥିଲା। ଜଣେ ଯୁବକ ନିଜ କାର୍କୁ କ୍ୟାପିଟୋଲ କମ୍ପ୍ଲେକ୍ସ ବ୍ୟାରିକେଡ୍ରେ ଧକ୍କା ଦେବାରୁ ଜଣେ ପୋଲିସ ଅଧିକାରୀ ନିହତ ହୋଇଥିବାବେଳେ ଅନ୍ୟ ଜଣେ…
ଖେତରୁ ମିଳିଲା ସ୍ପେସ୍ଏକ୍ସ ରକେଟ୍
ଇଫର୍ତ୍ତା, ୪ା୪: ଗତ ସପ୍ତାହରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ପେସ୍ଏକ୍ସ ରକେଟ ଫାଲ୍କନ୍-୯ ଆମେରିକାର ପୂର୍ବ ଓ୍ବାଶିଂଟନ୍ ରାଜ୍ୟର ଏକ ଖେତରେ ପଡ଼ିଥିବା ଜଣାଯାଇଛି। ଆମେରିକା ଉଦ୍ୟୋଗପତି ଏଲନ୍ମସ୍କଙ୍କ ସ୍ପେସ୍ଏକ୍ସ ରକେଟ ଉତ୍କ୍ଷୀପଣ କରାଯାଇଥିବାବେଳେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏହା ଦ୍ୱାରା…
ଆକ୍ରମଣରେ ୨୩ ମୃତ
ମୋଗାଦିଶୁ, ୪ା୪: ସୋମାଲିଆର ୨ ମିଲିଟାରୀ ବେସ୍ରେ ଇସ୍ଲାମୀୟ ଉଗ୍ରପନ୍ଥୀଙ୍କ ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ସୈନ୍ୟ ଅଛନ୍ତି। ୨ଟି କାର୍ରେ ଉଗ୍ରପନ୍ଥୀମାନେ ମିଲିଟାରି ବେସ୍ରେ ପଶିଯାଇ ବୋମାମାଡ଼ କରିଥିଲେ। ସେମାନଙ୍କୁ ଅଟକାଇବାକୁ ସେନା ପକ୍ଷରୁ…
୩୫ ଆତଙ୍କବାଦୀ ନିହତ
କାବୁଲ, ୪ା୪: ଆଫଗାନ ଏୟାର ଫୋର୍ସ ପକ୍ଷରୁ ଫର୍ୟାବ ଓ ବାଘ୍ଲାନ ପ୍ରଦେଶରେ ଏୟାର ଷ୍ଟ୍ରାଇକ୍ ଯୋଗୁ ୩୩ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଆହୁରି ୩୩ ଜଣ ଆହତ ହୋଇଥିବା ସ୍ଥାନୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନିହତଙ୍କ…
୧.୨୩ କୋଟି ଟପିଲା ସଂକ୍ରମଣ
ନୂଆଦିଲ୍ଲୀ, ୪।୪: ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଉଦ୍ବେଗଜନକ ସ୍ଥିତିରେ ପହଞ୍ଚତ୍ଛି। କ୍ରମାଗତ ୨୪ ଦିନ ହେଲା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୯,୧୨୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ…
ଅଧା ଶରୀର ମଣିଷ, ଆଉ ଅଧା ମେଶିନ
ଟେକ୍ନୋଲୋଜି କ୍ଷେତ୍ରରେ ଆଜି ବିଶ୍ୱ ବହୁ ଆଗକୁ ଯାଇଛି। ଯଦିଓ ବୈଜ୍ଞାନିକମାନେ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ସମ୍ପୂର୍ଣ୍ଣ ମଣିଷ ତିଆରି କରିପାରି ନାହାନ୍ତି ତଥାପି ଅଧା ମଣିଷ ଏବଂ ଅଧା ରୋବଟ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ବ୍ରିଟେନର ଜଣେ ବୈଜ୍ଞାନିକ…
୩ ପ୍ରାଇଭେଟ ଅଙ୍ଗ ଥିବା ଶିଶୁ ଜନ୍ମ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ
ତିନୋଟି ପ୍ରାଇଭେଟ ଅଙ୍ଗ ଥିବା ଶିଶୁ ଜନ୍ମ ନେବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏହା ବିଶ୍ୱର ପ୍ରଥମ ଘଟଣା ବୋଲି କୁହାଯାଉଛି। ଇରାକର ମୋସୁଲ ସହରରେ ଏମିତି ଏକ ଅଦ୍ଭୁତ ଶିଶୁ ଜନ୍ମ ନେଇଛି। ଯାହାର ୩…
ଆଦିତ୍ୟ ନାରାୟଣ ଏବଂ ସ୍ତ୍ରୀ ଶ୍ୱେତାଙ୍କୁ କରୋନା
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ କରୋନା ପୁଣି କାୟା ବିସ୍ତାର କଲାଣି। ଜଣକ ପରେ ଜଣେ କଳାକାର କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି। ଆଜି ବିଶିଷ୍ଟ ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଇଣ୍ଡିଆନ ଆଇଡଲ-୧୨ର…
ଏପଟେ ହସ୍ପିଟାଲରେ ଲାଗିଥିଲା ଭୟଙ୍କର ନିଆଁ, ସେପଟେ ଡାକ୍ତର କରୁଥିଲେ ରୋଗୀଙ୍କ ହାର୍ଟ ଅପରେଶନ
ସେଣ୍ଟପିଟର୍ସବର୍ଗ,୩।୪: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଏ। ଏହି କଥାର ପ୍ରମାଣ କରି ଦେଖାଇଛନ୍ତି ରୁଷିଆର ଡାକ୍ତରମାନେ। ଏଠାରେ ଥିବା ଏକ ହସ୍ପିଟାଲରେ ହଠାତ୍ ନିଆଁ ଲାଗି ଯାଇଥିଲା। ଠିକ୍ ଏହି ସମୟରେ ଜଣେ ରୋଗୀଙ୍କର ହାର୍ଟ ଅପରେଶନ କରୁଥିଲେ…
ପ୍ରତ୍ୟେକ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ ଅଫିସ,୩।୪: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସ୍ଓପି ଜାରି କରାଯାଇଛି। ଏଣିକି ଭକ୍ତଙ୍କ ପାଇଁ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ସପ୍ତାହକୁ ୨ ଦିନ…
ଆଜି ରାଜଧାନୀରୁ ୭୧ ପଜିଟିଭ୍ ଚିହ୍ନଟ, ବଢୁଛି ସ୍ଥାନୀୟ ସଂକ୍ରମଣ
ଭୁବନେଶ୍ୱର,୩।୪(ବ୍ୟୁରୋ): ଶନିବାର ରାଜଧାନୀ ଭୁବନେଶ୍ୱରରୁ ୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ ୫୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। ସେହିପରି ଆଜି ରାଜଧାନୀରୁ ୧୨ ଜଣ…

