Home

ବଲିଉଡ୍‌ରେ ଡେବ୍ୟୁ ପାଇଁ ସଜ ହେଲେଣି ସାଉଥ୍‌ର ଏହି ହିଟ୍‌ ଅଭିନେତ୍ରୀ; ଅମିତାଭ-ସିର୍ଦ୍ଧାର୍ଥଙ୍କ ସହ ଆସିବେ ନଜର

ବମ୍ବେ: ଟଲିଉଡ୍‌ର ହିଟ୍‌ ନାୟିକା ରଶ୍ମିକା ମନ୍ଦାନା ବଲିଉଡ୍‌ରେ କରିବେ ଡେବ୍ୟୁ। ମହାନାୟକ ଅମିତାଭ ବଚ୍ଚନଙ୍କ ସହ ସେ ଫିଲ୍ମ ‘ଗୁଡ ବୟ’ରେ ନଜର ଆସିବେ। ଏନେଇ ଘୋଷଣା କରିଛନ୍ତି ଏକତା କପୁର। ଏହାଛଡ଼ା ସିର୍ଦ୍ଧାର୍ଥ ମଲହୋତ୍ରାଙ୍କ ବିପକ୍ଷରେ ‘ମିଶନ ମଜନୁ’ରେ…

ଜୟନାରାୟଣ, ବିଷ୍ଣୁ, ମୋହନ ସସ୍‌ପେଣ୍ଡ

ଭୁବନେଶ୍ୱର,୩।୪(ବ୍ୟୁରୋ): ଭାଜପାର ୩ ବିଧାୟକ ସସ୍‌ପେଣ୍ଡ। ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନସ୍ବରୂପ ବିଧାୟକ ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ…

ଛତିଶଗଡ଼ରେ ୫ ଯବାନ ସହିଦ

ରାୟପୁର,୩।୪: ଛତିଶଗଡ଼ରେ ଶନିବାର ଅପରାହ୍ନରେ ମାଓବାଦୀମାନଙ୍କ ସହ ହୋଇଥିବା ଏନ୍‌କାଉଣ୍ଟରରେ ୫ ଯବାନ ସହିଦ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ସିଲଗେର ଗ୍ରାମ ନିକଟ…

ଏହିସବୁ ଜିଲାରେ ବଜ୍ରପାତ ସହ କୁଆପଥର ବର୍ଷା ଆଶଙ୍କା

ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟର ୮ଟି ଜିଲାରେ ବଜ୍ରପାତ ସହ କୁଆପଥର ବର୍ଷା ହେବା ନେଇ ଶନିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସନ୍ଧ୍ୟା ୬ରୁ କୋରାପୁଟ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ, ରାୟଗଡ଼ା, ଗଜପତି ଜିଲାରେ କୁଆପଥର ବର୍ଷାର ସମ୍ଭାବନା ରହିଛି।…

ପ୍ରଶଂସକଙ୍କୁ ଏଭଳି ପ୍ରଶ୍ନ ପଚାରିବା ପଡ଼ିଲା ମହଙ୍ଗା; ଓ୍ବାର୍ନରଙ୍କୁ ଟ୍ରୋଲ କଲେ ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୩।୪: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧। ଏହାପୂର୍ବରୁ ଖେଳାଳିମାନେ ନିଜ ନିଜ ଫ୍ରାଞ୍ଚାଇଜ ସହ ଯୋଡ଼ି ହେଉଛନ୍ତି। ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଶନିବାର ନିଜ ହୋଟେଲ ରୁମ୍‌ରେ ଏକ ଭିଡିଓ କରି ସୋସିଆଲ…

ଘରେ ପରିବା ଧୋଉଛନ୍ତି ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଆଜିକାଲି ଲାଇମଲାଇଟରୁ ଦୂରେଇ ରହିଛନ୍ତି। କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। କରିସ୍ମା ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ଶେୟାର କରି ସବୁବେଳେ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି। ଏହି ସମୟରେ…

କରୋନା ଟିକା ନେବା ପରେ ଅମିତାଭ କହିଲେ ଏମିତି…

ମୁମ୍ବାଇ: ବିଗ୍‌-ବି ଅମିତାଭ ବଚ୍ଚନ ଶନିବାର କରୋନା ଟିକା ନେଇଛନ୍ତି। ଅଭିଷେକ ବଚ୍ଚନଙ୍କୁ ଛାଡ଼ି ପରିବାର ଅନ୍ୟ ସଦସ୍ୟମାନେ ବି ଏହି ଟିକା ନେଇଛନ୍ତି। ତେବେ ଟିକା ନେବା ପରେ ବିଗ୍‌-ବି ତାଙ୍କ ଅଭିଜ୍ଞତା ଲୋକଙ୍କ ସହ ଶେୟାର କରିଛନ୍ତି। ଏହି…

ବିଧାନସଭାରେ ପାରିତ ହେଲା ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍‌

ଭୁବନେଶ୍ୱର,୩।୪(ବ୍ୟୁରୋ): ବିଧାନସଭାରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍‌ ପାରିତ ହୋଇଛି। ବିରୋଧୀଙ୍କ ହୋହଲ୍ଲା ଭିତରେ ବିଲ୍‌ ପାରିତ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷ ଓ ସଦସ୍ୟମାନେ ଓଡ଼ିଶା ସହ ସମଗ୍ର ଦେଶରେ ନିଯୁକ୍ତି ବ୍ୟବସ୍ଥା ଥିଲା। ଏଣିକି…

ବିଧାନସଭା ଇତିହାସରେ ପ୍ରଥମ: ବାଚସ୍ପତିଙ୍କୁ ଚପଲ ଫିଙ୍ଗିଲେ ବିରୋଧୀ

ଭୁବନେଶ୍ୱର,୩।୪(ବ୍ୟୁରୋ): ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଛନ୍ତି ବିରୋଧୀ ଦଳର ବିଧାୟକ। ଶନିବାର ଏଭଳି ଏକ ଅଭାବନୀୟ ଦୃଶ୍ୟ ବିଧାନସଭାରେ ଦେଖିବାକୁ ମିଳିଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଲତବୀ ପ୍ରସ୍ତାବ ଗ୍ରହଣ ନ କରିବା ଏବଂ ବିରୋଧୀ ଦଳ ନେତାଙ୍କୁ କହିବାକୁ…

ମଝି ଆକାଶରେ ଉଡ଼ି ସମ୍ପର୍କ ରଖିଲେ ପ୍ରେମୀଯୁଗଳ, ପରେ ଘଟିଲା ଏମିତି…

ପାରାଚ୍ୟୁଟ ସାହାଯ୍ୟରେ ଆକାଶରେ ଉଡ଼ିବା କଥା ସମସ୍ତେ ଜାଣନ୍ତି। ମାତ୍ର ଏଥର ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ପ୍ରେମୀଯୁଗଳ ମଝି ଆକାଶରେ ସମ୍ପର୍କ ରଖିବା ମହଙ୍ଗା ପଡ଼ିଛି। ଫଳରେ ଉଭୟଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଛି।…

ଆଉ ନାହାନ୍ତି ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତା: ୨ ବର୍ଷ ହେବ କିଡ୍‌ନୀ ରୋଗରେ ଥିଲେ ଆକ୍ରାନ୍ତ

ବଲିଉଡ୍‌ରେ ଗୋଟିଏ ପରେ ଗୋଟିଏ ଖରାପ ଖବର ସାମ୍ନାକୁ ଆସିବାରେ ଲାଗିଛି। ଏବେ ଅଭିନେତା ତଥା ନିର୍ଦ୍ଦେଶକ ତାରିକ ଶାହାଙ୍କ ପରଲୋକ ଘଟିଛି। ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ତାରିକ ବିଗତ ୨ ବର୍ଷ ହେବ କିଡ୍‌ନୀ…

ବ୍ୟାରିକେଟ୍‌ରେ ଫସିଗଲା ଶିଶୁକନ୍ୟାଙ୍କ ମୁଣ୍ଡ

ପୁରୀ ଅଫିସ,୩।୪: ଶ୍ରୀମନ୍ଦିର ସମ୍ମୁଖରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚପଲ ଷ୍ଟାଣ୍ଡ ବ୍ୟାରିକେଟରେ ଜଣେ ଶିଶୁକନ୍ୟା ଫସି ରହିଥିଲେ। ପୋଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ କଟରରେ ଲୁହାରଡ଼ କଟାଯିବା ପରେ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ତେବେ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?