Home

୩୨ ବର୍ଷରେ ପ୍ରଥମ ଥର ପାଇଁ ଲଜ୍ଜିତ ହେଲା କଙ୍ଗାରୁ ଟିମ୍‌

ଗାବା,୧୯।୧: ଇତିହାସ ରଚିଛି ଭାରତୀୟ ଦଳ। ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ଟେଷ୍ଟରେ ବିଜୟ ହାସଲ ସହ ୩୨ ବର୍ଷର ଗର୍ବ ଭାଙ୍ଗିଛି ଟିମ୍‌ ଇଣ୍ଡିଆ। ଗାବାର ମଇଦାନରେ ଘରୋଇ ଟିମ୍‌କୁ ହରାଇବାରେ ପ୍ରଥମ ଟିମ୍‌ ହୋଇଛି ଭାରତ। ୧୯୮୮ରେ ଶେଷ ଥର…

୩୨ ଛକା, ୩୫ଚଉକା; ୪୬୯ ରନ୍‌: ଭାରତ-ଓ୍ବେଷ୍ଟଇଣ୍ଡିଜର ଏହି ରୋମାଞ୍ଚକର ମ୍ୟାଚ୍‌ରେ କିଛି ଏଭଳି ଥିଲା ପରିଣାମ

ଫ୍ଲୋରିଡା,୧୯।୧: ବିଶ୍ୱର ଦୁଇ ଟି୨୦ ଚାମ୍ପିୟନ୍‌ ଟିମ୍‌ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ୍‌ ରୋମାଞ୍ଚକର ହୋଇଥାଏ। ଉଭୟ ଟିମ୍‌ ୨୦୧୬ରେ ଫ୍ଲୋରିଡାରେ ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିବାକୁ ପହଞ୍ଚିଥିଲା। ସେତେବେଳେ ଭାରତୀୟ ଦଳର ଅଧିନାୟକ ଥିଲେ ମହେନ୍ଦ୍ର ସିଂହ ଧୋନୀ।…

ସିରିଜ ଜିତିବା ପରେ ଅଷ୍ଟ୍ରେଲିୟ ସ୍ପିନର୍‌ଙ୍କୁ ଉପହାର ଦେଇ ଉଦାହରଣ ସୃଷ୍ଟି କଲା ଟିମ୍‌ ଇଣ୍ଡିଆ

ଗାବା,୧୯।୧: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଐତିହାସିକ ବିଜୟ ହାସଲ କରିଛି ଭାରତ। ସିରିଜ ଜିତିବା ପରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିୟ ଅଫ୍‌ ସ୍ପିନର ନାଇନ ଲିୟୋନଙ୍କୁ ୧୦୦ତମ ଟେଷ୍ଟ ଖେଳିବାକୁ ନେଇ ଉପହାର ଦେଇ ଉଦାହରଣ ସୃଷ୍ଟି…

ଐତିହାସିକ ବିଜୟକୁ ନେଇ ଏଭଳି କହିଲେ ଅଧିନାୟକ: ଦୁଇ ଖେଳାଳିଙ୍କୁ ଦେଲେ ଶ୍ରେୟ

ଗାବା,୧୯।୧: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେ ଖୁସି ପ୍ରକଟ କରିଛନ୍ତି। ଏହି ବିଜୟର ଗୁରୁତ୍ୱ ଅଧିକ। ଏହାକୁ କିଭଳି କହିବି ତାହା ଜଣାନାହିଁ। ଦଳର ଖେଳାଳିମାନଙ୍କ ଉପରେ ମୁଁ ଗର୍ବ କରେ। ଆମେ…

ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ନିଜକୁ ଗୁଗୁଲ୍‌ର ଏଚ୍‌ଆର୍‌ ମ୍ୟାନେଜର୍‌ କହି ୫୦ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ ଏହି ଯୁବକ

ଅହମଦାବାଦ,୧୯।୧: ଗୁଜରାଟର ଅହମଦାବାଦରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ନିଜକୁ ଗୁଗୁଲ୍‌ର ଏଚ୍‌ଆର୍‌ ମ୍ୟାନେଜର୍‌ କହି ୫୦ରୁ ଅଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ। ପରେ ସେମାନଙ୍କୁ ଧୋକା ଦେଇଥିଲେ। ପୋଳିସ ସମ୍ପୃକ୍ତ ଯୁବକଙ୍କୁ…

ହଲ୍‌ରେ ରିଲିଜ୍‌ ହେବ ଫିଲ୍ମ ‘ରାଧେ’

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ରାଧେ’ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବ। ସଲମାନ ଖାନ ନିଜେ ଏହା ନିଶ୍ଚିତ କରିଛନ୍ତି। ସଲମାନ ଖାନ କହିଛନ୍ତି ଯେ, ତାଙ୍କ ଫିଲ୍ମ ଇଦ୍‌ରେ ସିନେମା ହଲରେ ମୁକ୍ତିଲାଭ କରିବ। କରୋନା ମହାମାରୀ ଯୋଗୁ…

ଭାରତର ଐତିହାସିକ ବିଜୟ ପରେ ଏମିତି କହିଲେ କୋହଲି

ମୁମ୍ବାଇ,୧୯।୧: ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ ଭାରତୀୟ ଅଧିନାକୟ ବିରାଟ କୋହଲି ଦଳର ବିଜୟକୁ ଐତିହାସିକ ବୋଲି କହିଛନ୍ତି। ଏହାସହ ସାଥୀ ଖେଳାଳିଙ୍କ ‘ଧୈର୍ଯ୍ୟ ଏବଂ ନିଷ୍ଠା’କୁ ପ୍ରଶଂସା କରିବା ସହ ଦଳର ସିରିଜ ବିଜୟକୁ ‘ଆଦର୍ଶ’…

ରାହୁଲ ଗାନ୍ଧୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: କହିଥିଲେ..

ବମ୍ବେ: ଅନୁଷ୍କାଙ୍କ ପରେ ଖୁବ୍‌ଶୀଘ୍ର ଖୁସି ଖବର ଶୁଣାଇବେ ବେବୋ। ଦ୍ୱିତୀୟ ଥର ପାଇଁ ସେ ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ କରିନା ଚର୍ଚ୍ଚାରେ ରହୁଛନ୍ତି। ନିଜର ଯତ୍ନ ନେବା ସାଙ୍ଗକୁ କାମକୁ ପ୍ରାଧାନ୍ୟ ଦେଉଥିବାରୁ ଅନେକ ଫଟୋ ତାଙ୍କର…

ଗୀତ ବାଜିବାରୁ ନାଚିଲା ମଇଁଷି, ଭିଡିଓ ଦେଖି ହସି ହସି ଗଡିବେ

ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କୁ ହସିବାର ଖୋରାକ ଯୋଗାଇଥାଏ। ନିକଟରେ ମଇଁଷିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ମଇଁଷି ବଲିଉଡ୍‌ ଫିଲ୍ମ ଗୀତରେ ନାଚୁଥିବାର ନଜର ଆସିଛି।…

ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ: ଅଭେଦ୍ୟ କିଲ୍ଲାରେ ପରିଣତ ହେଲା ଓ୍ବାଶିଂଟନ

ଓ୍ବାଶିଂଟନ,୧୯।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁୟାରୀ ୨୦ରେ ଶପଥ ନେବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶର ୫୦ଟି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶପଥ ଗ୍ରହଣ ଉତ୍ସବ ପାଇଁ ଓ୍ବାଶିଂଟନକୁ ଅଭେଦ୍ୟ କିଲ୍ଲାରେ ପରିଣତ…

ଯାହା ସ୍ବପ୍ନ ଦେଖିଥିଲି, ଆଜି ପୂରଣ କରିଦେଲି: ପନ୍ତ

ନୂଆଦିଲ୍ଲୀ,୧୯।୧: ବ୍ରିସବେନ ଟେଷ୍ଟରେ ଟିମ ଇଣ୍ଡିଆ ନିଷ୍ଠା ଏବଂ ସାହସ କରି ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତୀୟ ଦଳ ଗାବା ଭଳି ଏକ କଠିନ ପିଚରେ ପ୍ରଥମ ବିଜୟ ହାସଲ କରିଛି।ଏହି ମ୍ୟାଚ ଜିତିବା ପରେ ଭାରତ ମଧ୍ୟ ସିରିଜ ୨-୧ରେ…

ପୁଣି ନମ୍ବର-୧ ହେଲା ଭାରତ

ନୂଆଦିଲ୍ଲୀ,୧୯।୧: ଗାବା ଟେଷ୍ଟରେ ଆୟୋଜକ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଟିମ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଏକ ନମ୍ବରରେ ପହଞ୍ଚିଛି। ଏଥି ସହିତ ଅଷ୍ଟ୍ରେଲିଆ ତୃତୀୟ ନମ୍ବରକୁ ଖସି ଆସିଛି। ୪୩୦ ପଏଣ୍ଟ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri