Home

ନୋଟ୍‌ ଦେଲେ ନେଗେଟିଭ୍‌

ଅନୁଗୋଳ ଅଫିସ, ୨୦।୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନା ପରୀକ୍ଷାରେ ଲୋକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯାଉଥିବା ନେଇ ସାଂଘାତିକ ଅଭିଯୋଗ ହେଉଛି। କେତେଜଣ ଦଲାଲ କରୋନା ଟେଷ୍ଟ ପାଇଁ ଆସୁଥିବା ଲୋକଙ୍କଠାରୁ ଟଙ୍କା ଆଦାୟ କରି…

ବିବାହ ବାଧା ହେବ ଦୂର ପାଇଁ କରନ୍ତୁ ଏପରି…

ସିଧା ବାଦଲରୁ ଖସି ପଡୁଥିବା ବର୍ଷା ପାଣିକୁ ଅତି ପବିତ୍ର ଭାବେ ଗ୍ରହଣ କରାଯାଇଥାଏ। ତେବେ କେତେକ କାର୍ଯ୍ୟରେ ଏହାର ଉପଯୁକ୍ତ ଉପଯୋଗ ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି। ବର୍ଷାପାଣିକୁ ଘରର ଐଶାନ୍ୟ କୋଣରେ…

‘ଭାରତକୁ ହେୟଜ୍ଞାନର ଫଳ’

ବ୍ରିସ୍‌ବେନ୍‌, ୨୦ା୧ (ପି.ଟି.)- ଅନଭିଜ୍ଞ ତଥା ଇଞ୍ଜୁରିଗ୍ରସ୍ତ ଭାରତଠାରୁ ତାଙ୍କ ଦଳର ପରାଜୟ ଅଷ୍ଟ୍ରେଲିଆ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗରଙ୍କୁ ଖୁବ୍‌ ବାଧିଛି। ସେ କହିଛନ୍ତି, ଏଥିରୁ ସେ ଗୋଟିଏ ଶିକ୍ଷା ମିଳିଛି ଯେ, ଭାରତକୁ କେବେ ହେୟଜ୍ଞାନ…

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ : କୋହଲି, ହାର୍ଦ୍ଦିକ, ଈଶାନ୍ତଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ, ୨୦।୧-ଅଷ୍ଟ୍ରେଲିଆର ଗାବା ଗଡ଼ରେ ଟିମ୍‌ ଇଣ୍ଡିଆର ମହାବିଜୟ ପାଳନ ହେଉଥିବାବେଳେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ ପାଇଁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଧିନାୟକ ବିରାଟ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ…

ବିକଳ୍ପ ଖାଦ୍ୟ ଦ୍ୱାରା ମେଣ୍ଟିବ ଭୋକ…

ହେଲସିଙ୍କ: ଆଗାମୀ ଦିନରେ ପୃଥିବୀର ଖାଦ୍ୟ ସମସ୍ୟା କିଭଳି ଦୂର କରାଯିବ ସେ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଏହି ମର୍ମରେ ଫିନ୍‌ଲାଣ୍ଡର ବୈଜ୍ଞାନିକ ପାଣି, ପବନ ଏବଂ ବିଦ୍ୟୁତ୍‌ ଶକ୍ତିରୁ ବିକଳ୍ପ ଖାଦ୍ୟ ସୋଲେନ୍‌ ତିଆରି କରିଥିବା ଦାବି…

ଏହି ପରିବାର ଉପରେ ରିସର୍ଚ୍ଚ କରୁଛନ୍ତି ଗବେଷକ…

ବେଙ୍ଗାଲୁରୁ: ପରିବାରରେ ଭାଇଭାଇ ମଧ୍ୟରେ ସମ୍ପତ୍ତି ଭାଗବଣ୍ଟା ହେବା ସ୍ବାଭାବିକ କଥା। ତେବେ କର୍ନାଟକର ଧାରଓ୍ବାଡ୍‌ରେ ବାସ କରୁଥିବା ନରସିଂଓ୍ବର ପରିବାରରେ ଭିନ୍ନ ପରମ୍ପରା ଗତ ୭ ପିଢ଼ି ଧରି ପ୍ରଚଳିତ ହେଉଛି। ଏହି ପରିବାରର ସମ୍ପତ୍ତି କେବେ ମଧ୍ୟ ଭାଗବଣ୍ଟା…

ନିସନ୍ତାନ ସତ୍ତ୍ୱେ ଖୁସିରେ ବୈବାହିକ ଜୀବନ ବିତାଉଛନ୍ତି ଏସବୁ ଲୋକପ୍ରିୟ ନାୟିକା

ବମ୍ବେ: ବିବାହ ପରେ ସନ୍ତାନ ନହେଲେ ଅନେକ ଘର ଭାଙ୍ଗିଯିବାର ନଜିର ରହିଛି। ହେଲେ ବଲିଉଡ୍‌ରେ କିଛି ଅଭିନେତ୍ରୀ ନିସନ୍ତାନ ଥିବା ସତ୍ତ୍ୱେ ସୁଖୀ ବୈବାହିକ ଜୀବନ ଜିଉଁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସାୟରା ବାନୋ, କିରଣ ଖେର, ସଙ୍ଗୀତା ବିଜଲାନୀ,…

ଖୁସିର ମାହୋଲ ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା: ଫେରିଲେ କୋହଲି ଆଉ…

ନୂଆଦିଲ୍ଲୀ,୧୯।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦମ୍‌ଦାର ବିଜୟ ପରେ ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତି ଏବଂ ଅନେକ ଖେଳାଳି ଆହତ ଥିବା ସତ୍ତ୍ୱେ ଭାରତୀୟ ଟିମ୍‌ ଅବିଶ୍ୱସନୀୟ ଭାବେ ସିରିଜ ହାତେଇଛି।…

୩୨ ବର୍ଷରେ ପ୍ରଥମ ଥର ପାଇଁ ଲଜ୍ଜିତ ହେଲା କଙ୍ଗାରୁ ଟିମ୍‌

ଗାବା,୧୯।୧: ଇତିହାସ ରଚିଛି ଭାରତୀୟ ଦଳ। ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ଟେଷ୍ଟରେ ବିଜୟ ହାସଲ ସହ ୩୨ ବର୍ଷର ଗର୍ବ ଭାଙ୍ଗିଛି ଟିମ୍‌ ଇଣ୍ଡିଆ। ଗାବାର ମଇଦାନରେ ଘରୋଇ ଟିମ୍‌କୁ ହରାଇବାରେ ପ୍ରଥମ ଟିମ୍‌ ହୋଇଛି ଭାରତ। ୧୯୮୮ରେ ଶେଷ ଥର…

୩୨ ଛକା, ୩୫ଚଉକା; ୪୬୯ ରନ୍‌: ଭାରତ-ଓ୍ବେଷ୍ଟଇଣ୍ଡିଜର ଏହି ରୋମାଞ୍ଚକର ମ୍ୟାଚ୍‌ରେ କିଛି ଏଭଳି ଥିଲା ପରିଣାମ

ଫ୍ଲୋରିଡା,୧୯।୧: ବିଶ୍ୱର ଦୁଇ ଟି୨୦ ଚାମ୍ପିୟନ୍‌ ଟିମ୍‌ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ୍‌ ରୋମାଞ୍ଚକର ହୋଇଥାଏ। ଉଭୟ ଟିମ୍‌ ୨୦୧୬ରେ ଫ୍ଲୋରିଡାରେ ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିବାକୁ ପହଞ୍ଚିଥିଲା। ସେତେବେଳେ ଭାରତୀୟ ଦଳର ଅଧିନାୟକ ଥିଲେ ମହେନ୍ଦ୍ର ସିଂହ ଧୋନୀ।…

ସିରିଜ ଜିତିବା ପରେ ଅଷ୍ଟ୍ରେଲିୟ ସ୍ପିନର୍‌ଙ୍କୁ ଉପହାର ଦେଇ ଉଦାହରଣ ସୃଷ୍ଟି କଲା ଟିମ୍‌ ଇଣ୍ଡିଆ

ଗାବା,୧୯।୧: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଐତିହାସିକ ବିଜୟ ହାସଲ କରିଛି ଭାରତ। ସିରିଜ ଜିତିବା ପରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିୟ ଅଫ୍‌ ସ୍ପିନର ନାଇନ ଲିୟୋନଙ୍କୁ ୧୦୦ତମ ଟେଷ୍ଟ ଖେଳିବାକୁ ନେଇ ଉପହାର ଦେଇ ଉଦାହରଣ ସୃଷ୍ଟି…

ଐତିହାସିକ ବିଜୟକୁ ନେଇ ଏଭଳି କହିଲେ ଅଧିନାୟକ: ଦୁଇ ଖେଳାଳିଙ୍କୁ ଦେଲେ ଶ୍ରେୟ

ଗାବା,୧୯।୧: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେ ଖୁସି ପ୍ରକଟ କରିଛନ୍ତି। ଏହି ବିଜୟର ଗୁରୁତ୍ୱ ଅଧିକ। ଏହାକୁ କିଭଳି କହିବି ତାହା ଜଣାନାହିଁ। ଦଳର ଖେଳାଳିମାନଙ୍କ ଉପରେ ମୁଁ ଗର୍ବ କରେ। ଆମେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri