ଶିକ୍ଷକଙ୍କୁ ବିବାହ କଲେ ସ୍କଟ୍
ଓ୍ବାଶିଂଟନ୍, ୯ା୩: ଇ-କମର୍ସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ଙ୍କ ପୂର୍ବତନ ସ୍ତ୍ରୀ ମାକେଞ୍ଜି ସ୍କଟ୍ ମାରିସ୍(୫୦) ପୁଣି ବିବାହ କରିଛନ୍ତି। ୫୩.୫ ବିଲିୟନ ଡଲାର ସମ୍ପତ୍ତି ଥିବା ବିଶ୍ୱର ୨୨ତମ ଧନୀ ସ୍କଟ୍ ବିଜ୍ଞାନ ଶିକ୍ଷକ ଡେନ୍ ଜିଓ୍ବେଟଙ୍କ ହାତ…
ନିର୍ବାଚନ ପୂର୍ବରୁ ଶେଷ ହୋଇପାରେ ଅଧିବେଶନ
ନୂଆଦିଲ୍ଲୀ,୯।୩ (ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ କାଟଛାଣ୍ଟ ହୋଇପାରେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୨୭ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଅଧିବେଶନ ଶେଷ ହୋଇପାରେ ବୋଲି ଜଣାପଡ଼ିଛି। ମଙ୍ଗଳବାରଠାରୁ ଉଭୟ ଗୃହ ସ୍ବାଭାବିକ ଭାବେ ପୂର୍ବାହ୍ନ ୧୧ଟାରୁ ଆରମ୍ଭ…
ମରିବାକୁ ଚାହୁଁଥିଲେ ମେଘାନ
ଲସ୍ ଏଞ୍ଜେଲ୍ସ, ୯ା୩: ପ୍ରିନ୍ସ ହ୍ୟାରିଙ୍କୁ ବିବାହ କରି ବ୍ରିଟେନ ରାଜ ପରିବାରର ସଦସ୍ୟ ହେବା ପରେ ମେଘାନ ମର୍କେଲଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ଏପରିକି ଅନେକ ଥର ସେ ଆତ୍ମହତ୍ୟା କରିବାକୁ ଇଚ୍ଛା କରିଥିଲେ ବୋଲି ଆମେରିକାର ଏକ…
ଜାତୀୟ ସିନିୟର ରୋଡ୍ ରେସ୍ ସାଇକ୍ଲିଂ: ସ୍ବସ୍ତି ସିଂଙ୍କୁ ସ୍ବର୍ଣ୍ଣ ପଦକ
ଭୁବନେଶ୍ୱର, ୯।୩(କ୍ରୀଡ଼ା ପ୍ରତିନିଧି):ସାଇକ୍ଲିଂ ପ୍ରତିଭା ସ୍ବସ୍ତି ସିଂ ନିଜ ପ୍ରଦର୍ଶନ ମାଧ୍ୟମରେ ପୁଣି ଓଡ଼ିଶାକୁ ଗର୍ବିତ କରିଛନ୍ତି। ମହାରାଷ୍ଟ୍ରର ନଭି ମୁମ୍ବାଇରେ ୫ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ୨୫ତମ ଜାତୀୟ ସିନିୟର, ଏଲିଟ, ଜୁନିୟର ଓ ୟୁଥ୍ ରୋଡ୍ ସାଇକ୍ଲିଂ ଚାମ୍ପିୟନଶିପ୍ର…
ବଜରଙ୍ଗଙ୍କୁ ସ୍ବର୍ଣ୍ଣ ସହ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ
ରୋମ୍, ୯ା୩ (ପି.ଟି.)-ଆସନ୍ତା ଅଲିମ୍ପିକ୍ସରେ ଭାଗ ନେବାକୁଥିବା ଭାରତୀୟ ରେସ୍ଲର ବଜରଙ୍ଗ ପୁନିଆ ଏଠାରେ ଚାଲିଥିବା ମାଟେଓ ପେଲିକୋନ୍ ର଼୍ୟାଙ୍କିଙ୍ଗ ସିରିଜ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିବା ସହ ତାଙ୍କ ଟାଇଟଲ ବଜାୟ ରଖିଛନ୍ତି। ୬୫ କେଜି ଶ୍ରେଣୀ ଫାଇନାଲରେ ସେ…
ଜାତୀୟ ସିନିୟର ଭଲିବଲ୍ : ୨୬ ବର୍ଷ ପରେ ନକ୍ଆଉଟରେ ଓଡ଼ିଶା
ଭୁବନେଶ୍ୱର, ୯।୩ (କ୍ରୀଡ଼ା ପ୍ରତିନିଧି)-କିଟ୍ର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ସିନିୟର ଭଲିବଲ୍ ଚାମ୍ପିୟନଶିପ୍ର ପୁରୁଷ ବିଭାଗରେ ଓଡ଼ିଶା ସୋମବାର ୩-୦ ସେଟ୍ (୨୫-୧୫, ୨୫-୧୮, ୨୫-୧୯)ରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି। ଛତିଶଗଡ଼, ଲଦାଖ, ଚଣ୍ଡିଗଡ଼,…
ଲୁଚିଛପି ବିବାହ କଲେ ଏହି ଅଭିନେତ୍ରୀ
ସାଉଥ୍ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ଲୁଚିଛପି ବିବାହ କରିଛନ୍ତି। ଏବେ ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ଏକ ନାମ। ସେ ହେଲେ ଅଭିନେତ୍ରୀ ଗୀତାଞ୍ଜଳି। ଗୀତାଞ୍ଜଳି ଥିରୁଭରୁର ନିବାସୀ ଗିରିରାଜଙ୍କୁ ଗୁପ୍ତ ବିବାହ କରିଛନ୍ତି। ଖୁବ୍ଘୀଘ୍ର…
ଇହ୍ନି ଲୋଗୋ ନେ ଲେ ଲିନା ଦୁପଟ୍ଟା ମେରା….
ମୁମ୍ବାଇ: ଫିଲ୍ମ ପରଦାରେ ନିଖୁଣ ଅଭିନୟ କରି ପ୍ରଶଂସା ସାଉଁଟିଥିବା ବଲିଉଡ୍ ଅଭିନେତ୍ରୀ ମୀନା କୁମାରୀଙ୍କ ଦୁଃଖଭରା କାହାଣୀ ଶୁଣିଲେ ମନରେ ସମବେଦନା ଜାତ ହୋଇଥାଏ। ଜନ୍ମ ପରେ ପରେ ତାଙ୍କର ଦୁଃଖ ଆରମ୍ଭ ହୋଇଥିଲା। ସେ ୧୯୩୩ ଅଗଷ୍ଟ ୧ରେ…
ଧାଓ୍ବନଙ୍କ ମୁଣ୍ଡକୁ ବଲ୍ ଫୋପାଡିଲେ ପନ୍ତ, ରୋହିତ: ଆଉ ତା’ପରେ
ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ୩-୧ରେ ପରାସ୍ତ କରି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିଛି। ଏବେ ଭାରତକୁ ଇଂଲଣ୍ଡ ସହ ପାଞ୍ଚଟି ଟି -୨୦ ଏବଂ ୩ଟି ଏକଦିବସୀୟର ଏକ ସିରିଜ ଖେଳିବାର ଅଛି। ଏହା…
ମାଂସପେଶୀକୁ ଦୃଢ଼ ରଖିବ ଡିଭାଇସ୍
ମାଂସପେଶୀକୁ ଦୃଢ଼ ରଖିବା ପାଇଁ ଏକ ଉନ୍ନତ ଜ୍ଞାନକୌଶଳବିଶିଷ୍ଟ ଡିଭାଇସ ପ୍ରସ୍ତୁତ କରାଯାଇଛି। ୟୁନିଭର୍ସିଟି ଅଫ କୁଇନସଲ୍ୟାଣ୍ଡର ବିଶେଷଜ୍ଞମାନେ ବ୍ୟାଣ୍ଡ ଆକାରର ଏପରି ଡିଭାଇସ୍ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ବ୍ୟାୟାମ କରିବା ସମୟରେ ଏହି ଡିଭାଇସ୍କୁ ବାହୁରେ ପିନ୍ଧିବାକୁ ପଡିଥାଏ।…
ବିବାହ କଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ପୂର୍ବତନ ସ୍ତ୍ରୀ
ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ସ୍ତ୍ରୀ ମାକେଞ୍ଜି ସ୍କଟ ଜଣେ ଶିକ୍ଷକଙ୍କୁ ବିବାହ କରିଛନ୍ତି। ଆମେରିକାର ସିଏଟଲରେ ରହୁଥିବା ବିଜ୍ଞାନ ଶିକ୍ଷକ ଡନ ଜାଓ୍ବେଟଙ୍କୁ ନିଜ ଜୀବନସାଥୀ ଭାବେ ବାଛିଛନ୍ତି। ମ୍ୟାକେଞ୍ଜି ସ୍କଟ…
କଟକ ବଡ଼ ମେଡିକାଲ ଛାତରୁ ଖସିପଡ଼ିଲା ଫ୍ୟାନ୍: ମହିଳା ରୋଗୀ ଆହତ
କଟକ ଅଫିସ,୮।୩: ବଡ଼ ମେଡିକାଲର ସର୍ଜରୀ ୱାର୍ଡର ଛାତରୁ ସୋମବାର ଏକ ଫ୍ୟାନ୍ ଖସିପଡ଼ିଛି। ଫ୍ୟାନଟି ଜଣେ ମହିଳା ରୋଗୀଙ୍କ ଉପରେ ପଡ଼ିବାରୁ ସେ ଆହତ ହୋଇଛନ୍ତି । ଏହାପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ମହିଳା ଜଣଙ୍କ ଯାଜପୁର…
Archives


