Home

ବନ୍ଦ ହେଉ ୟୁଜର୍ସ ଫି’ ଆଦାୟ

ଯାଜପୁର ଅଫିସ,୨୨।୧: ସହରର ନାଗରିକମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବା ସ୍ବାୟତ୍ତ ଶାସନ ସଂସ୍ଥାର ଦାୟିତ୍ୱ। ଏଥିପାଇଁ ୨୬ଟି ୱାର୍ଡକୁ ନେଇ ବ୍ୟାସନଗର ପୌର ପରିଷଦ ଗଠିତ ହୋଇଛି। ହେଲେ ୨୦୧୮ ସେପ୍ଟେମ୍ବରରୁ ଏହି ସଂସ୍ଥା ପ୍ରଶାସକଙ୍କ ଦାୟିତ୍ୱରେ ଚାଲିଛି। ଫଳରେ…

ଇଞ୍ଜିନିୟରରୁ ସଫଳ ଚାଷୀ

ବିରିଡି,୨୨।୧(ଡି.ଏନ୍‌.ଏ.): ଇଞ୍ଜିନିୟରରୁ ସଫଳ ଚାଷୀ ପାଲଟିଛନ୍ତି ଚିନ୍ମୟ ଦାଶ। ଅଣ ପାରମ୍ପରିକ ଚାଷକରି ସେ ଯୁବପିଢିଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ବିରିଡି ବ୍ଲକ ୨୨ ମୌଜାର ଚାଷିଖଣ୍ଡ ଗ୍ରାମରେ ତାଙ୍କ ଘର। ପିତା ଚିତ୍ତରଞ୍ଜନ ଦାଶ ଜଣେ ଅବସରପ୍ରାପ୍ତ ଶିକ୍ଷକ। ଚିନ୍ମୟ…

ରାଶନ କାର୍ଡ ଧରାଇ ଚୁପ୍‌ ବସିଛି ପ୍ରଶାସନ

ନାଉଗାଁ,୨୧ା୧(ସ୍ବ.ପ୍ର.): ମୃତ ଶ୍ୱଶୁର ଓ ଶାଶୁଙ୍କ ନାଁରେ ଖାଉଟି ସାମଗ୍ରୀ ଉଠାଯାଉଛି ବୋଲି ନାଉଗାଁ ବ୍ଲକ ଅଲଣା ପଞ୍ଚାୟତ ସଠଳପୁର ଗ୍ରାମର କୁଇନି ରାଉତ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିସହ ଶାଶୁ, ଶ୍ୱଶୁରଙ୍କ ମୃତ୍ୟୁପରେ ତାଙ୍କ ପରିବାରକୁ ରାଶନ କାର୍ଡ…

ଏହି ଖେଳାଳିଙ୍କୁ ରଥରେ ବସାଇ ଘରକୁ ପାଛୋଟି ନେଲେ ପ୍ରଶଂସକ

ସାଲେମ,୨୨।୧: ସଦ୍ୟ ସମାପିତ ଅଷ୍ଟ୍ରେଲିଆ ସିରିଜ୍‌ ଜିତି ସ୍ବଦେଶ ଫେରିଛି ଭାରତୀୟ ଦଳ। ଭାରତୀୟ ଦଳକୁ ନିଜ ନିଜ ରାଜ୍ୟରେ ଭବ୍ୟ ସ୍ବାଗତ କରାଯାଇଛି। ଏହି କ୍ରମରେ ବୋଲର ଟି.ନଟରାଜନଙ୍କୁ ତାଙ୍କ ଗ୍ରାମରେ ଜୋରଦାର ସ୍ବାଗତ କରାଯାଉଥିବା ଭିଡିଓ ପୂର୍ବତନ କ୍ରିକେଟର…

ଟାଙ୍କି ଅଛି, ପାଇଖାନା ନାହିଁ

ନୟାଗଡ଼ ଅଫିସ,୨୨।୧: ନୟାଗଡ଼ ଜିଲାରେ ସ୍ବଚ୍ଛ ଭାରତ ମିଶନ ଯୋଜନା ଏକପ୍ରକାର ଦିଗହରା ହୋଇଛି। ଏହି ଜିଲାର ଅଧିକାଂଶ ଗାଁରେ ପାଇଖାନା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ତଥାପି ବାହ୍ୟ ମଳମୁକ୍ତ ଗାଁ ଦର୍ଶାଇ ଅର୍ଥ ହଡ଼ପ କରାଯାଇଛି। ଏହାର ତଦାରଖ…

୧୮ ଶ୍ରମିକଙ୍କୁ ପାଉଣା ମିଳୁନାହିଁ

ଯାଜପୁର ଅଫିସ,୨୨।୧: ଯାଜପୁରରୋଡ ବନାଞ୍ଚଳ ଅଧୀନରେ ଚାରାରୋପଣ, ଗାତ ଖୋଳା, ବାଡ଼ ପ୍ରସ୍ତୁତି ଆଦିରେ କାମ କରି ୧୮ ଜଣ ଶ୍ରମିକ ହଟହଟା ହେଉଛନ୍ତି। ବାରମ୍ବାର ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରସ୍ଥ ହେଉଥିଲେ ହେଁ ସେ ଦିନ ଗଡାଇ ଚାଲିଥିବା ଅଭିଯୋଗ ହୋଇଛି।…

ଭାରତୀୟ କ୍ରିକେଟ୍‌ ଦଳର ଦୋଣାଚାର୍ଯ୍ୟ କିଏ ଜାଣନ୍ତି କି

ବ୍ରିସବେନ୍‌,୨୦।୧: ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆକୁ ୩ ଉଇକେଟରେ ପରାସ୍ତ କରି ସିରିଜ୍‌ ୨-୧ରେ ଜିତିଛି। ଏହି ବିଜୟ ପରେ ଭାରତୀୟ କ୍ରିକେଟ୍‌କୁ ସଲାମ କରୁଛନ୍ତି ବିଶ୍ୱବାସୀ। ଭାରତ ବିଜୟର ହିରୋ…

ପ୍ରଶାସନିକ ଅବହେଳାକୁ ଦାୟୀ କଲେ ଦୁଇ ପରିବାର

କେନ୍ଦ୍ରାପଡ଼ା ଅଫିସ, ୨୨।୧: ଶିଶୁ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଗୁରୁବାର ଦୁଇଟି ସ୍ଥାନରେ ଧାରଣା ଦିଆଯାଇଛି। ଗୋଟିଏ ଧାରଣା ସିଡବ୍ଲ୍ୟୁସି କାର୍ଯ୍ୟାଳୟରେ ଓ ଅନ୍ୟଟି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ଦୁଇଟି ଘଟଣାକୁ ଅନୁଧ୍ୟାନ କଲେ ପ୍ରଶାସନିକ ଅବହେଳା ଯୋଗୁ…

ବରୁଣେଇ ପୀଠ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ନାହିଁ: ପର୍ଯ୍ୟଟକଙ୍କୁ ବିମୁଖ କରୁଛି ଆବର୍ଜନା

ଖୋର୍ଦ୍ଧା ଅଫିସ,୨୨।୧: କରୋନା କଟକଣା ଯୋଗୁ ଦୀର୍ଘ ୯ ମାସ ବନ୍ଦ ରହିବା ପରେ ଖୋର୍ଦ୍ଧା ଜିଲାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ଖୋଲିଛି। ଜିଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବରୁଣେଇ ପୀଠରେ ଧିରେ ଧିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ଏହାର ପ୍ରାକୃତିକ…

ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ଦୃଷ୍ଟିହୀନ

ଚୌଦ୍ୱାର,୨୨।୧(ଡି.ଏନ.ଏ.): ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇଜଣ ଦୃଷ୍ଟିହୀନ। ପରସ୍ପରକୁ ଜୀବନସାଥୀ କରିବାର ନିଷ୍ପତ୍ତି ନେଇ ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡା ପଞ୍ଚାୟତ ଅଧୀନ ଶିମିଳିହାଣ୍ଡ ଗ୍ରାମର ରାଧାମାଧବ ମଠରେ ଉଭୟ ଉଭୟଙ୍କ ହାତ ଧରିଛନ୍ତି। ଏହି ବିବାହ ଉତ୍ସବରେ ଗ୍ରାମବାସୀ ଯୋଗଦେଇ…

କର୍ନାଟକରେ ବଡ ବିସ୍ଫୋରଣ, ୮ ଜୀବନ ଗଲା

ବେଙ୍ଗାଲୁରୁ,୨୨।୧: କର୍ନାଟକର ଶିବାମୋଗା ଜିଲାରେ ଗୁରୁବାର ରାତିରେ ଏକ ବିସ୍ଫୋରକ ବୋଝେଇ ଟ୍ରକ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଖପାଖ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ଏହି ବିସ୍ଫୋରକ ସାମଗ୍ରୀ ଖଣି…

ବିଏମ୍‌ସିର ଅଭିନବ ପ୍ରୟାସ: ଦୁଇ ପାର୍କିଂ ଲଟ୍‌ର ଦାୟିତ୍ୱ ନେଲେ କିନ୍ନର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଦୁଇଟି ପ୍ରମୁଖ ପାର୍କିଂ ଅଞ୍ଚଳର ଦାୟିତ୍ୱ ନେଇଛନ୍ତି କିନ୍ନର ସଂଗଠନ। ରାଜମହଲ ଛକ ନିକଟରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଗୁରୁବାର ଦୁଇ ପାର୍କିଂ ଲଟ୍‌କୁ ହସ୍ତାନ୍ତର କରିଛନ୍ତି। କିନ୍ନରଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri