ପ୍ରେମରେ ଉବୁଟୁବୁ ଏହି କ୍ରିକେଟର୍: ଗର୍ଲଫ୍ରେଣ୍ଡଙ୍କ ସହ କଲେ ପାର୍ଟି
ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ…
ଭାଜପା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ମମତା ବାନାର୍ଜୀଙ୍କ ଡିଏନ୍ଏରେ ଦୋଷ ଅଛି
ଲକ୍ଷ୍ନୌ,୨୪।୧: ଉତ୍ତର ପ୍ରଦେଶର ବାଲିଆ ଜିଲାର ଭାଜପା ବିଧାୟକ ସୁରେନ୍ଦ୍ର ସିଂ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଷୟରେ ବିବାଦୀୟ ବିବୃତ୍ତି ଦେଇ ତାଙ୍କୁ ଇସଲାମ ଧର୍ମର ପୋଷକ ବୋଲି ବର୍ଣ୍ଣନା କରିଛନ୍ତି।…
ଫେସ୍ବୁକ୍, ହ୍ବାଟ୍ସଆପ୍ ଛାଡି ନୂଆ ଆପ୍ ବ୍ୟବହାର କରୁଛନ୍ତି ଆତଙ୍କବାଦୀ
ଶ୍ରୀନଗର,୨୪।୧: ହ୍ବାଟସଆପ୍ ଏବଂ ଫେସ୍ବୁକ୍ ଭଳି ସୋସିଆଲ ମିଡିଆ ଆପ୍ ଦ୍ୱାରା ଗୋପନୀୟ ତଥ୍ୟ ଲିକ୍ ହେଉଥିବା ଜଣାପଡିବା ପରେ ଏବେ ବିଭିନ୍ନ ଆତଙ୍କବାଦୀ ସଂଗଠନ ସତର୍କ ହୋଇ ପଡିଛନ୍ତି। ବିଭିନ୍ନ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଏବେ ନୂତନ ଆପ ଆଡକୁ…
କରୋନା ଟିକା ନେଇ ଆଶାକର୍ମୀଙ୍କ ମୃତ୍ୟୁ ଅଭିଯୋଗ
ହାଇଦ୍ରାବାଦ,୨୪।୧: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାର ଏକ ସରକାରୀ ଡାକ୍ତରଖାନାରେ ରବିାର ଜଣେ ଆଶା କର୍ମୀଙ୍କ ମୃତ୍ୟୁ ଘଟିଛି। କୋଭିଡ-୧୯ ଟୀକାକରଣ ପରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସହକର୍ମୀମାନେ ଅଭିଯୋଗ କରିଛନ୍ତି। ଗୁଣ୍ଟୁର ଜିଲାପାଳ ସାମୁଏଲ ଆନନ୍ଦ କହିଛନ୍ତି ଯେ ଆଶା…
ଓଲିଙ୍କୁ ଝଟ୍କା: କମ୍ୟୁନିଷ୍ଟ ପାର୍ଟିରୁ ହେଲେ ବିଦା
କାଠମାଣ୍ଡୁ,୨୪।୧: ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ କମ୍ୟୁନିଷ୍ଟ ପାର୍ଟିରୁ ହଟାଇ ଦିଆଯାଇଛି। ଏହାସହ ତାଙ୍କର ସଦସ୍ୟତା ମଧ୍ୟ ରଦ୍ଦ କରାଯାଇଛି। ସ୍ପ୍ଲିଣ୍ଟର୍ ଗ୍ରୁପ ମୁଖପାତ୍ର ନାରାୟଣ କାଜୀ ଶ୍ରେଷ୍ଠଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାର୍ଟିରେ ଓଲିଙ୍କ ବିରୋଧରେ ବିଦ୍ରୋହର…
ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେବାକୁ ଯିବା ପୂର୍ବରୁ ନିଜ ଡ୍ରେସ୍ ଡିଜାଇନ୍ କରିଥିଲେ ଏହି ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସୋସିଆଲ ମିଡିଆରେ ସକ୍ରିୟ ହେବା ଦିନଠାରୁ ତାଙ୍କୁ ନିଜ ଇନଷ୍ଟାଗ୍ରାମରେ ଲଗାତାର ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ଇନଷ୍ଟାଗ୍ରାମରେ ନିଜର ପୁରୁଣା ଫଟୋ ପୋଷ୍ଟ କରିଥିଲେ। ପ୍ରଥମ ଥର ପାଇଁ ସେ ଜାତୀୟ ପୁରସ୍କାର…
ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ମଞ୍ଜୁରୀ
ନୂଆଦିଲ୍ଲୀ,୨୪।୧: ଦିଲ୍ଳୀ-ଏନ୍ସିଆର୍ରେ ଚାଲିଥିବା କୃଷକ ଆନ୍ଦୋଳନ ଦୁଇ ମାସ ପୂରଣ ହେବାକୁ ଯାଉଛି। ଏହି ଅବସରରେ ଆଗାମୀ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଦିଲ୍ଲୀର ରିଙ୍ଗ୍ ରୋଡ୍ରେ କୃଷକମାନେ ବିଶାଳ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ରାଲିକୁ…
ପ୍ରେମିକାଙ୍କୁ ଭେଟିବାକୁ ଆସି ଧରାପଡ଼ିଲେ ଯୁବକ, ଭୟରେ ସୀମାରେଖା ଡେଇଁ ପଳାଇଲେ ପାକିସ୍ତାନ; ଏବେ..
ବାର୍ମେର,୨୪।୧: କିଛି ଦିନ ଅନ୍ତରରେ ପ୍ରେମିକାଙ୍କୁ ଲୁଚିଛପି ଭେଟୁଥିଲେ ପ୍ରେମିକ। ଦିନେ ତାଙ୍କୁ ଭେଟିବା ପାଇଁ ଘର ପର୍ଯ୍ୟନ୍ତ ମଧ୍ୟ ଚାଲିଗଲେ। ହେଲେ ପ୍ରେମିକାଙ୍କ ଘରଲୋକ ତାଙ୍କୁ ଧରି ପକାଇଥିଲେ। ଏହାପରେ ଯାହା ହେଲା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଯେକୌଣସି…
ଐତିହାସିକ ବିଜୟ ପରେ ବିରାଟ କୋହଲିଙ୍କ ବିଷୟରେ ମୁହଁ ଖୋଲିଲେ ରାହାନେ
ଭାରତୀୟ କ୍ରିକେଟ୍ ଦଳର କାମଚଳା ଅଧିନାୟକ ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ୍ ବିଜୟ ହାସଲ କରିଥିଲା। ଏହାପରେ ରାହାନେଙ୍କ ନେତୃତ୍ୱକୁ ନେଇ ଚାଲିଆଡେ ପ୍ରଶଂସା କରାଯାଉଛି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ…
ପବନରେ ଦେଖାଇଲେ ଆଖି ଲାଖିଯିବା ପରି ଷ୍ଟଣ୍ଟ୍, ଭିଡିଓ ଦେଖିଲେ ନିଶ୍ଚିତ କରିବେ ପ୍ରଶଂସା
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ କୁନି ପିଲାଟି ଆଖି ଲାଖିଯିବା ପରି ଷ୍ଟଣ୍ଟ କରିଛି। ପିଲାଟିର ଷ୍ଟଣ୍ଟ ଦେଖି ପାଖରେ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓଟିକୁ ଜଣେ ଟୁଇଟର ବ୍ୟବହାରକାରୀ ରୁକ୍ମଣୀ କୁମାରୀ…
ଦ୍ରାଭିଡଙ୍କ ଏହି ଟିପ୍ସ ମାନିଲେ ଭାରତ ଗସ୍ତରେ ସଫଳ ହେବ ଇଂଲଣ୍ଡ
ଇଂଲଣ୍ଡର ପୂର୍ବତନ କେଭିନ ପିଟରସନ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହୁଛନ୍ତି। ଆଗାମୀ ଭାରତ ଏବଂ ଇଂଲଣ୍ଡ ସିରିଜ୍ ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି ଇଂଲଣ୍ଡ ଖେଳାଳିମାନେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାଭିଡଙ୍କ ଟିପ୍ସ ମାନିରେ…
୨୨ ବର୍ଷ ଧରି ଚେନ୍ନାଇରେ ହାରିନାହିଁ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୨୪।୧: ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଶଂସକଙ୍କ ହୃଦୟ ଜିତିଛି। ଏପରିସ୍ଥଳେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଘରୋଇ ସିରିଜ ଉପରେ ସମସ୍ତଙ୍କ ନଜର ରହିଛି। ଫେବୃୟାରୀ ୫ରୁ ଚେନ୍ନାଇରେ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଖେଳାଯିବ।…
Archives


