Posted inଜାତୀୟ

କରୋନାରେ ଆଖିବୁଜିଲେ ବିଧାୟକ

ପାଟନା,୧୯।୪: ବିହାରରେ କରୋନା ମାମଲା କ୍ରମାଗତ ଭାବରେ ବଢିଚାଲିଛି। ସୋମବାର ବିହାରର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଜେଡିୟୁ ବିଧାୟକ ମଓ୍ବୋଲାଲ ଚୌଧୁରୀଙ୍କ ପରଲୋକ ଘଟିଛି। ସେ ସକାଳ ୪ଟାରେ ପାଟଣାର ପାରାସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ମଓ୍ବୋଲାଲ ଚୌଧୁରୀ ତାରାପୁରର ବିଧାୟକ ଥିଲେ। ନିକଟରେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା।

ମଓ୍ବୋଲାଲ ଚୌଧୁରୀ ଦୁଇଥର ବିଧାୟକ ଭାବରେ ତାରାପୁରରୁ ନିର୍ବାଚିତ ହୋଇ ଆସୁଥିଲେ। ୨୦୨୦ରେ ତାଙ୍କୁ ନୀତୀଶ କ୍ୟାବିନେଟରେ ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଦୁର୍ନୀତି ଅଭିଯୋଗ ହେତୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ଭାଗଲପୁର କୃଷି ବିଦ୍ୟାଳୟର କୁଳପତି ଥିବାବେଳେ ମଓ୍ବୋଲାଲ ଚୌଧୁରୀଙ୍କୁ ନିଯୁକ୍ତି ସ୍କାମ ଅଭିଯୋଗ ହୋଇଥିଲା। ବିରୋଧୀ ତାଙ୍କ ଇସ୍ତଫା ଦାବି କରିବାରୁ ବାଧ୍ୟ ହୋଇ ତାଙ୍କୁ ଇସ୍ତଫା ଦେବାକୁ ପଡିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚୂଡ଼ାନ୍ତ ପରୀକ୍ଷାରେ ଫାଇଜର ଟିକା ୯୫% ଫଳପ୍ରଦ

ନୂଆଦିଲ୍ଲୀ, ୧୯।୧୧: ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକା ୯୫ ପ୍ରତିଶତ ଫଳପ୍ରଦ। ଚୂଡ଼ାନ୍ତ ପରୀକ୍ଷାରୁ ଏହା ଜଣାପଡ଼ିଥିବା...

କରୋନାକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ୫ ସୁତ୍ରୀ ଯୋଜନା

ନୂଆଦିଲ୍ଲୀ,୪।୪: ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କରୋନା ବୃଦ୍ଧି...

ନିର୍ବାଚନ ପ୍ରଚାରକୁ ନେଇ ରାଜନୈତିକ ଦଳର ମତ ଲୋଡିଲେ କମିଶନ

ନୂଆଦିଲ୍ଲୀ,୧୮।୭: କରୋନା ଭାଇରସ ସଂକ୍ରମଣ ଯୋଗୁ ସବୁ ସ୍ତରରେ କିଛି ନା କିଛି ବାଧା ଉପୁଜିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ନିର୍ବାଚନ କମିଶନ ରାଷ୍ଟ୍ରୀୟ...

ପ୍ରଧାନମନ୍ତ୍ରୀ-ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ଏଡିବି ମୁଖ୍ୟ, ୨୫ ଶହ କୋଟି ଡଲାର ସହାୟତା ପ୍ରସ୍ତାବ…

ନୂଆଦିଲ୍ଲୀ,୨୧।୨ : ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ମୁଖ୍ୟ ମାସାତସୁଗୁ ଆସାକାଓ୍ବା ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ଭାରତର...

ସମ୍ବିଧାନ ଦେଇଛି ନ୍ୟାୟର ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୨୬ା୧(ପି.ଟି.): ୭୧ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି। ଦେଶର ସମ୍ବିଧାନ ଏହାର ନାଗରିକମାନଙ୍କୁ ନ୍ୟାୟ,...

ମେଘାଳୟରେ ଟିଏମସି-ଏନପିପି କଡ଼ା ଟକ୍କର…

ଶିଲଂ,୨।୩: ବିଧାନସଭା ନିର୍ବାଚନର ଭୋଟ ଗଣତିରେ ମେଘାଳୟରେ ଟିଏମସି ଏବଂ ଏନପିପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଏଠାରେ ଭାଜପା ୮ଟି ଆସନରେ ଆଗୁଆ...

ଗତ ୨୪ଘଣ୍ଟାରେ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨୭,୧୧୪ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୧୧।୭: ଦେଶରେ କରୋନା ସ୍ଥିତି ସଂଘାତିକ ହେବାରେ ଲାଗିଛି। ପୂର୍ବାପେକ୍ଷା ପ୍ରତିଦିନ ନୂଆ ନୂଆ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଆମେରିକା, ବ୍ରାଜିଲ ପରେ ଏବେ ଭାରତ...

କେନ୍ଦ୍ର ସମନ ଜାରି କରିଥିବା ଅଧିକାରୀଙ୍କୁ ସମ୍ମାନ ଦେଲେ ମମତା

କୋଲକାତା,୨୯ ।୧୨: ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କିଛିଦିନ ହେବ ବିବାଦ ଲାଗି ରହିଛି । ଏବେ ଏହା ଆହୁରି ବଢିବାରେ ଲାଗିଛି...

Advertisement
Archives

Model This Week