ବଦଳିଲା ଧୋନୀଙ୍କ ଲୁକ୍, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ
ୟୁଏଇରେ ଖେଳାଯାଇଥିବା ଆଇପିଏଲ୍ ୧୩ତମ ସିଜିନ ପରଠାରୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରତିଯୋଗିତାମୂଳକ କ୍ରିକେଟଠାରୁ ଦୂରରେ ରହିଛନ୍ତି। ନିକଟରେ ତାଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଥିଲା। ଏଠାରେ ସେ ଏକ ବିଜ୍ଞାପନର ଶୁଟିଂ ପାଇଁ ପହଞ୍ଚିଥିଲେ। ଖେଳଠାରୁ ଦୂରରେ…
ରାଜ୍ୟରେ ଟିକା ନେଲେଣି ଦେଢ଼ଲକ୍ଷ
ଭୁବନେଶ୍ୱର,୨୫।୧(ବ୍ୟୁରୋ): ରାଜ୍ୟରେ ଦେଢ଼ ଲକ୍ଷ ଲୋକଙ୍କୁ ଟିକା ଦିଆସରିଲାଣି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶରେ ଟିକାକରଣରେ ଓଡ଼ିଶା ଆଗରେ ରହିଛି। ରାଜ୍ୟରେ କୋଭିଡ୍-୧୯ ଟିକାକରଣ ଅଭିଯାନରେ ସମୁଦାୟ ୧.୫ ଲକ୍ଷ…
ଦିଲ୍ଲୀକୁ ଅନ୍ଧାର କରିବା ଲାଗି ଷଡ଼ଯନ୍ତ୍ର: ପାକିସ୍ତାନୀ ଟୁଇଟର ହ୍ୟାଣ୍ଡେଲ ୩୦୮ ଉପରେ କଡ଼ା ନଜର
ନୂଆଦିଲ୍ଲୀ, ୨୫।୧: ଜାନୁୟାରୀ ୨୬ ଅବସରରେ ରାଜଧାନୀ ଦିଲ୍ଲୀରେ ପାଓ୍ବାର କଟ୍ କରି ଅନ୍ଧାର କରିବା ଲାଗି ଖଲିସ୍ତାନ ସମର୍ଥନ ଶିଖ୍ ଫର୍ ଜଷ୍ଟିସ୍ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ଗୁପ୍ତ ସୂଚନା ପ୍ରଦାନ କରାଯାଇଛି।…
୨୬ରୁ ଜେଲରେ ମିଳିବ କମ୍ପ୍ୟୁଟର ଶିକ୍ଷା
ଭୁବନେଶ୍ୱର,୨୫।୧(ବ୍ୟୁରୋ): ସମାଜରେ ଉତ୍ତମ ଜୀବନ ବଞ୍ଚତ୍ବାପାଇଁ ଶିକ୍ଷା ଆମମାନଙ୍କୁ ସଂସ୍କାର ଦେଇଥାଏ। ଶିକ୍ଷାଭାବରୁ ଅନେକେ ଅପରାଧ ଦୁନିଆରେ ପାଦ ଦେବା ପରେ ସେମାନଙ୍କ ଜୀବନ ଅନ୍ଧକାରକୁ ଠେଲି ହୋଇଯାଉଛି। ସେମାନଙ୍କ ଜୀବନଙ୍କୁ ଆଲୋକିତ କରିବା ପାଇଁ ଜେଲ ମାନୁଆଲରେ ଅନେକ ସଂସ୍କାର…
ସ୍ଥାଣୁତା ବଢ଼ାଉଛି ବାଳଅପରାଧ
ଭୁବନେଶ୍ୱର,୨୫।୧(ବ୍ୟୁରୋ): କୋମଳ ହୃଦୟରେ ବସା ବାନ୍ଧୁଛି ନିଷ୍ଠୁରତା। ନାବାଳକ ମନରେ ବୃଦ୍ଧି ପାଉଛି ଅପରାଧପ୍ରବଣତା। ଯେଉଁ ହାତରେ ଦେଶ ଗଢ଼ିବାକୁ କଲମ ଧରିବା କଥା, ସେହି ହାତ ଆଜି ଖଣ୍ଡା, ବନ୍ଧୁକ, ଭୁଜାଲି ଧରୁଛି। ଫୁଲମାଳ ବଦଳରେ ହାତକଡ଼ି ପଡୁଛି। ରାଜ୍ୟରେ…
ବାଜିରେ ଲାଗୁଛି ପକ୍ଷୀଙ୍କ ଜୀବନ
ମହାକାଳପଡା, ୨୫।୧(ଡି.ଏନ.ଏ.) : ପକ୍ଷୀପଶୁଙ୍କୁ ନିର୍ଯାତନା ଦେବା, ବଳପୂର୍ବକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରି ଲଢେଇ କରିବା ଏହା ଧର୍ତ୍ତବ୍ୟ ଅପରାଧ। ଜୀବେ ନିଷ୍ଠୁରତା ନିବାରଣ ଆଇନ ୧୯୬୦କୁ କାର୍ଯ୍ୟକାରୀ କରାଯାଇଛି। ଏହାସତ୍ତ୍ୱେ ପକ୍ଷୀପଶୁଙ୍କୁ ନେଇ ବିଭିନ୍ନ ସ୍ଥାନରେ ପର୍ବପର୍ବାଣି, ଉତ୍ସବ ହେଉଥିବା…
ସିଏଏକୁ ନେଇ ଆସାମରେ ଶାହାଙ୍କୁ କଳା ପତାକା ପ୍ରଦର୍ଶନ
ଗୁଆହାଟି, ୨୫।୧: ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅସାମ ଗସ୍ତ ସମୟରେ କଳା ପତାକା ପ୍ରଦର୍ଶନ ସହିତ ମଶାଲ ଶୋଭାଯାତ୍ରା କରାଯାଇଛି। ଅଲ୍ ଆସାମ ଷ୍ଟୁଡେଣ୍ଟସ୍ ୟୁନିଅନ ଏବଂ କୃଷକ ମୁକ୍ତି ସଂଗ୍ରାମ ସମିତି…
ପୁଅର ବ୍ୟାଟ୍ କିଣିବା ପାଇଁ କରଜ କରିଥିଲେ ମା’, ପୁଅ ଆଜି ଭାରତୀୟ କ୍ରିକେଟ୍ ଦଳର ସାଜିଛନ୍ତି ‘ପାଚେରି’
ଭାରତୀୟ କ୍ରିକେଟ ଦଳର ପାଚେରି କୁହାଯାଉଥିବା ଚେତେଶ୍ୱର ପୂଜାରା ଆଜି ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୮ରେ ଜାନୁୟାରୀ ୨୫ ରାଜକୋଟରେ ଜନ୍ମ ହୋଇଥିବା ପୂଜାରା ନିକଟରେ ଅଷ୍ଟ୍ରେଲିଆରେ ଟିମ ଇଣ୍ଡିଆର ଐତିହାସିକ ବିଜୟରେ ପୂଜାରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…
ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଜମ୍ମୁ-କଶ୍ମୀରରେ ପାଟ୍ରୋଲିଂ-ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଶ୍ରୀନଗର,୨୫।୧: ଜାନୁୟାରୀ ୨୬ରେ ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ଗୁପ୍ତ ସୂଚନା ମିଳିବା ପରେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ସନ୍ଦିଗ୍ଧ ଅଞ୍ଚଳରେ ବିଏସ୍ଏଫ୍ ଏବଂ…
ଫ୍ଲୋରୋସିସ୍ ରୋଗ ଯୋଗୁ ଅକାଳ ବାର୍ଦ୍ଧକ୍ୟ
ନୟାଗଡ଼ ଅଫିସ,୨୫।୧: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଭୋଗବାଡି ପଞ୍ଚାୟତ ପୁଟୁବାରୀ ଗାଁର ଦଳିତ ଲୋକେ ବିକଳ୍ପ ନ ଥିବାରୁ ଫ୍ଲୋରାଇଡ୍ ଯୁକ୍ତ ପାଣି ପିଇ ଦନ୍ତ ଓ ଅସ୍ଥି ଫ୍ଲୋରୋସିସ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଫ୍ଲୋରୋସିସ ରୋଗ ଯୋଗୁ ଅକାଳ…
୩ ଆଇଏଏସ୍ ଅଫିସରଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ
ଭୁବନେଶ୍ୱର,୨୫।୧(ବ୍ୟୁରୋ): ୨ ଓଡ଼ିଶା କ୍ୟାଡର ଏବଂ ଜଣେ ଗୁଜରାଟ କ୍ୟାଡର ଆଇଏଏସ୍ ଅଫିସରଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ ମିଳିଛି। ପୂର୍ବରୁ ଓଡ଼ିଶାର ବିଭିନ୍ନ ବିଭାଗରେ ସଚିବଭାବେ ଦାୟିତ୍ୱ ତୁଲାଉଥିବା ଉକ୍ତ ୩ ଅଧିକାରୀ ଏବେ କେନ୍ଦ୍ରୀୟ ଡେପୁଟେଶନରେ ରହିଛନ୍ତି। ଏହି ସମସ୍ତ…
ଭୁବନେଶ୍ୱରରୁ ପୁଣେ ସିଧାସଳଖ ଉଡ଼ିଲା ବିମାନ
ଭୁବନେଶ୍ୱର,୨୫।୧(ବ୍ୟୁରୋ): ଭୁବନେଶ୍ୱରରୁ ପୁଣେକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ରବିବାର ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ଏହାର ଶୁଭାରମ୍ଭ କରିଛନ୍ତି। ଏୟାର ଏସିଆ ଏହି ସେବା…
Archives


