ଖାଲିଥିବା ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତି କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୫।୪(ବ୍ୟୁରୋ): ଉତ୍ସର୍ଗୀକୃତ କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ର (ଡିସିଏଚ୍ସି), ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଲ (ଡିସିଏଚ୍) ଏବଂ କୋଭିଡ୍ କେୟାର ସେଣ୍ଟର(ସିସିସି)ଗୁଡ଼ିକରେ ଥିବା ଖାଲି ଅକ୍ସିଜେନ ସିଲିଣ୍ଡରକୁ ତୁରନ୍ତ ଭର୍ତ୍ତି କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଏ ନେଇ ଶନିବାର ସ୍ବାସ୍ଥ୍ୟ…
ପଶ୍ଚିମବଙ୍ଗରୁ ଫେରିଲେ ୧୪ ନୁହେଁ ୭ ଦିନ କ୍ୱାରାଣ୍ଟାଇନ
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ପଶ୍ଚିମବଙ୍ଗରୁ ବିଭିନ୍ନ ଯାନବାହନ, ରେଳ ଏବଂ ବିମାନ ଯୋଗେ ଓଡ଼ିଶା ଆସୁଥିବା ଲୋକମାନଙ୍କ ପାଇଁ ରାଜ୍ୟ ସରକାର ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ଘୋଷଣା କରିଛନ୍ତି। ତେବେ ଏହାକୁ ୭ ଦିନକୁ ହ୍ରାସ କରାଯାଇଛି। ଏ ନେଇ ଶନିବାର ସ୍ବତନ୍ତ୍ର…
ଏକା ସାଙ୍ଗରେ ୩୫ ଗର୍ଲ ଫ୍ରେଣ୍ଡଙ୍କ ସହିତ ସମ୍ପର୍କ ରଖିଥିଲେ ଯୁବକ, ତାପରେ…
ଟୋକିଓ,୨୫।୪: ଏକାଧିକ ଗର୍ଲ ଫ୍ରେଣ୍ଡ୍ଙ୍କ ସହିତ ସମ୍ପର୍କ ରଖିଥିବା ଯୁବକଙ୍କୁ ଶେଷରେ ହଟହଟା ହେବାକୁ ପଡ଼ିଛି। ଏଭଳି ଅଭାବନୀୟ ଘଟଣା ଜାପାନରେ ଘଟିଛି। ଏଠାରେ ଜଣେ ଯୁବକ ଏକା ସାଙ୍ଗରେ ଜଣେ ଦୁଇ ଜଣ ନୁହେଁ ଏକା ସାଙ୍ଗରେ ୩୫ ଗର୍ଲ…
କରୋନାର ଦୋହରା ମାଡ଼: ଲଗାତାର ୪ ଦିନ ଧରି ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୨୫।୪: ଦେଶରେ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଥିବାରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ…
ସାନିଟାଇଜର ପିଇ ୭ ମୃତ
ୟବତମାଲ, ୨୫ା୪: ମହାରାଷ୍ଟ୍ରରେ କର୍ଫ୍ୟୁ ଯୋଗୁ ମଦ ଦୋକାନ ବନ୍ଦ ଥିବାବେଳେ ସାନିଟାଇଜର ପିଇ ୟବତମାଲ ଜିଲାର ୭ ଜଣଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସମସ୍ତଙ୍କ ବୟସ ୩୫ରୁ ୪୭ ବର୍ଷ ମଧ୍ୟରେ ହେବ। ରାତିରେ ପାର୍ଟି କରିବାକୁ ଏକାଠି ହୋଇଥିବାବେଳେ…
ସାବାଳକଙ୍କୁ ଟିକା ପାଇଁ ଗାଇଡ୍ଲାଇନ
ନୂଆଦିଲ୍ଲୀ, ୨୫।୪: ଆସନ୍ତା ମାସ ୧ ତାରିଖରୁ ସମସ୍ତ ସାବାଳକଙ୍କୁ କୋଭିଡ୍ ଟିକା ଦିଆଯିବ। ତୃତୀୟ ପର୍ଯ୍ୟାୟ ଟିକାକରଣକୁ ସଫଳ କରାଇବା ପାଇଁ କେନ୍ଦ୍ର ସରକାର ଶନିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଗାଇଡ୍ଲାଇନ ଜାରି କରିଛନ୍ତି। ୧୮ ବର୍ଷରୁ…
ଦେଶମୁଖଙ୍କ ନାଁରେ ମାମଲା ରୁଜୁକଲା ସିବିଆଇ
ନୂଆଦିଲ୍ଲୀ, ୨୫ା୪: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖାଯିବା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଶନିବାର ମାମଲା ରୁଜୁ କରିଛି। ମାସିକ ବଟି…
ପୁଣି ୩୧ ରୋଗୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୨୫।୪: ରାଜଧାନୀ ଦିଲ୍ଲୀ ସମେତ କେତେକ ରାଜ୍ୟର ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସଙ୍କଟ ଦେଖାଯାଇଛି। ଦିଲ୍ଲୀର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଗତ ୫ ଦିନ ହେଲା ଅକ୍ସିଜେନ ଅଭାବରୁ ବହୁ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ଘଟିଲାଣି। ସାର୍ ଗଙ୍ଗାରାମ ହସ୍ପିଟାଲ (ଏସ୍ଜିଆର୍ଏଚ୍)ରେ…
କରୋନା ସମୟରେ ମିଳିଲାନି ଛୁଟି, ଥାନାରେ ହେଲା ମହିଳା କନଷ୍ଟେବଳଙ୍କ ହଳଦୀ ସେରିମନି
ଜୟପୁର,୨୫।୪: ପୋଲିସ ଯେତେ ସମସ୍ୟାରେ ଥିଲେ ବି ନିଜର ଡ୍ୟୁଟି ପାଳନ କରିବାକୁ ବାଧ୍ୟ ହୋଇଥାଏ। କର୍ତ୍ତବ୍ୟ ଆଗରେ ସବୁକିଛି ତୁଚ୍ଛ ହୋଇଥାଏ। ସେମିତି ଜଣେ ମହିଳା କନଷ୍ଟେବଳଙ୍କ କ୍ଷେତ୍ରରେ ଘଟିଛି। ୩୦ ଏପ୍ରିଲରେ ଏହି ମହିଳା କନଷ୍ଟେବଳଙ୍କ ବିବାହ ହେବ।…
କୋଭିଡ୍ ହସ୍ପିଟାଲକୁ ଗଞ୍ଜାମ ଜିଲାପାଳଙ୍କ ଅଚାନକ ଗସ୍ତ: ପରିଦର୍ଶନ ପରେ କହିଲେ ‘ଏମ୍କେସିଜିରେ ଅକ୍ସିଜେନ ଅଭାବ ଖବର ମିଥ୍ୟା’
ଛତ୍ରପୁର,୨୪।୪(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ବ୍ରହ୍ମପୁର ଏମ୍କେସିଜି କୋଭିଡ୍ ହସ୍ପିଟାଲକୁ ଅଚାନକ ପରିଦର୍ଶନ କରିବାକୁ ଯାଇଥିଲେ। ପିପିଇ କିଟ୍ ପିନ୍ଧି ଜିଲାପାଳ ଉକ୍ତ କୋଭିଡ୍ ହସ୍ପିଟାଲ ମଧ୍ୟକୁ ପ୍ରବେଶ କରି ୱାର୍ଡକୁ ୱାର୍ଡ ବୁଲି ରୋଗୀଙ୍କ ବିଷୟରେ ପଚାରି…
ଭାରତକୁ ସହାୟତାର ହାତ ବଢ଼ାଇଲା ପାକିସ୍ତାନ: ୫୦ ଆମ୍ବୁଲାନ୍ସ୍ ପଠାଇବାକୁ କହିଲା ଏହି ଟ୍ରଷ୍ଟ୍…
ଇସଲାମାବାଦ୍,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ପାକିସ୍ତାନର ଇଧି ଓ୍ବେଲଫେୟାର ଟ୍ରଷ୍ଟ୍ ଭାରତକୁ ସହାୟତାର ହାତ ବଢ଼ାଇଛି। ଭାରତରେ ମହାମାରୀର ମୁକାବିଲା ପାଇଁ ପାକିସ୍ତାନର…
ମା’ଙ୍କ ଅନ୍ତିମସଂସ୍କାର କରିବାକୁ ମନା କଲେ ସିଙ୍ଗାପୁରରେ ଥିବା ପୁଅ; କୋକେଇକୁ କାନ୍ଧ ଦେଲା ପୋଲିସ; ଆଉ…
ନୂଆଦିଲ୍ଲୀ,୨୪।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଦିନ କେଇଟାରେ ଦୈନିକ ସଂକ୍ରମଣ ରେକର୍ଡସ୍ତରରେ ପହଞ୍ଚୁଥିବା ଅନେକଙ୍କୁ ଚିନ୍ତାରେ ପକାଇଛି। ସେହିଭଳି ମୃତକଙ୍କ ସଂଖ୍ୟା ମଧ୍ୟ ଲଗାତାର ଭାବେ ବଢ଼ୁଛି। କେହି କେହି ନିଜ ପରିଜନଙ୍କୁ ହରାଇ ଭାବବିହ୍ବଳ ହେଉଥିବା…

