Home

ମାର୍ଚ୍ଚ ୨୧ରେ ଭାଜପାର ଘୋଷଣାପତ୍ର

ନୂଆଦିଲ୍ଲୀ,୧୯।୩: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ମାର୍ଚ୍ଚ ୨୧ରେ ଘୋଷଣାପତ୍ର ଜାରି କରିବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଭାଜପା ଘୋଷଣା ପତ୍ର ଜାରି କରିବ ବୋଲି ଜଣାପଡିଛି। ଗତ ବୁଧବାର ତୃଣମୂଳ କଂଗ୍ରେସ ତା’ର ଘୋଷଣା ପତ୍ର…

ଖୋଲା ଜିପ୍‌ରେ ସଫାରୀ ପାଇଁ ବାହାରିଲେ ସଲମାନ୍‌

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ ପ୍ରକୃତିକୁ ବହୁତ ଭଲ ପାଆନ୍ତି। ଯେତେବେଳେ ବି ସୁଯୋଗ ମିଳେ ସଲମାନ ପ୍ରକୃତି ମଧ୍ୟରେ ସମୟ ବିତାଇବାକୁ ପସନ୍ଦ କରନ୍ତି। ପୁରା ଲକ୍‌ଡାଉନ୍‌ରେ ସେ ନିଜ ଫାର୍ମହାଉସ୍‌ରେ ରହିଥିଲେ। କେତେବେଳେ ଚାଷ କରୁଥିଲେ ତ ଆଉ…

ଟିକେଟ୍‌ ଦେବା ସତ୍ତ୍ୱେ ଭାଜପାରେ ମିଶିବାକୁ ମନା କଲେ ତୃଣମୂଳ କଂଗ୍ରେସ ନେତ୍ରୀ

କୋଲକାତା,୧୯।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ପ୍ରାର୍ଥୀ ଚୟନ ଚାଲିଛି। ଏବେ ଦଳଳେ ମିଶି ନ ଥିବା ଦୁଇ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇ ଚର୍ଚ୍ଚାକୁ ଆସିଛି ଭାଜପା। ପୂର୍ବତନ କଂଗ୍ରେସ ନେତା ସ୍ବର୍ଗତ ସୋମନ ମିତ୍ରଙ୍କ ସ୍ତ୍ରୀ ଶିଖା ମିତ୍ରଙ୍କୁ…

ବଚ୍ଚନସୁଧା ହତ୍ୟା ଘଟଣାର ଅନ୍ତରାଳେ…

ଭୁବନେଶ୍ୱର,୧୯।୩(ବ୍ୟୁରୋ): ସୁରକ୍ଷା ଦେବା ପାଇଁ ସୁରକ୍ଷାକର୍ମୀଙ୍କୁ ଘରେ ନିୟୋଜିତ କରାଯାଇଥିଲା। ହେଲେ ସେ ସୁନାଗହଣା ଲୁଟ୍‌ କରିବାକୁ ମାଲିକାଣୀଙ୍କୁ ହତ୍ୟା କରିବାକୁ ପଛାଇ ନ ଥିଲେ। ଅତି ନିର୍ମମ ଭାବେ ଛୁରି ଭୁସି ହତ୍ୟା କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବଚ୍ଚନସୁଧା…

ପୁରୁଣା ଟେଲିଫୋନ ତାରରୁ ଲକ୍ଷ ଲକ୍ଷ ରୋଜଗାର, ଆପଣ ବି ଏମିତି…

ଫ୍ୟାଶନ ନାମରେ ଲୋକମାନେ କିଛି ବି କିଣିଥାନ୍ତି। ବେଳେବେଳେ ବଜାରରେ ମଇଳା ଜୋତା ବିକ୍ରି ହେଉଥିବା ବେଳେ ଆଉ କେତେବେଳେ ମଇଳା ଜିନ୍ସ ମଧ୍ୟ ଚାହିଦାରେ ରହିଥାଏ। ଫ୍ୟାଶନ ପ୍ରେମୀମାନେ ଏହାକୁ ବହୁତ ମୂଲ୍ୟ ଦେଇ କିଣିଥାନ୍ତି । ଏବେ ଏହି…

ଚାଷରେ ଲାଗୁନିି ମନ୍ଦାକିନୀ ବ୍ୟାରେଜ୍‌

ନିରାକାରପୁର,୧୯।୩ (ଡି.ଏନ୍‌.ଏ.): ଚାଷୀଙ୍କ ଉନ୍ନତି ପାଇଁ ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତ ଗଡ଼ଠାରେ ମନ୍ଦାକିନୀ ନଦୀରେ ୧୯୮୧ ଡିସେମ୍ବର ୨୧ରେ ଏକ ବ୍ୟାରେଜ୍‌ ନିର୍ମାଣ କରାଯାଇଥିଲା। ଫଳରେ ଜିଲାର ଟାଙ୍ଗୀ ଓ ଖୋର୍ଦ୍ଧା ବ୍ଲକ ଏବଂ ପୁରୀ ଜିଲା କଣାସ ବ୍ଲକର…

ଓଡିଆ ନ ଜାଣିବା ମହଙ୍ଗା ପଡ଼ିଲା: ଆର୍ଯ୍ୟପଲ୍ଲୀ ସରପଞ୍ଚଙ୍କ ପଦବୀ ଅସିଦ୍ଧ

ଛତ୍ରପୁର,୧୯।୩(ଡି.ଏନ.ଏ): ଓଡିଆ ଲେଖାପଢ଼ା ଜାଣି ନ ଥିବା କାରଣରୁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସରପଞ୍ଚ ଏମ୍‌ .ଲକ୍ଷ୍ମୀଙ୍କ ପଦବୀ ଅସିଦ୍ଧ ଘୋଷଣା ହୋଇଛି। ଛତ୍ରପୁର ସିଭିଲ ଜଜ୍‌ ଜୁନିୟର ଡିଭିଜନ ବିଚାରପତି ସନ୍ତୋଷ କୁମାର ପାଣିଗ୍ରାହୀ ଗୁରୁବାର…

ଆଜି ୧୦୦ ଟପିଲା ସଂକ୍ରମଣ: କଟକରୁ ସର୍ବାଧିକ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ କରୋନା ସଂକ୍ରମଣ ୧୦୦ ଟପିଥିବା ବେଳେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୫୯୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬୪ ଜଣ ଚିହ୍ନଟ ହୋଇଥିବା ବେଳେ…

ପିଲାଚୋର ସନ୍ଦେହରେ ଛେଚା ଖାଇଲେ ୨ ଯୁବକ

ଭୋଗରାଇ,୧୯।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ରସଲପୁର ଗ୍ରାମର ଅଭିମନ୍ୟୁ ବେହେରାଙ୍କ ଘରେ ଶୁକ୍ରବାର ଭୋର୍‌ରୁ ଏକ କାର୍‌ରେ ୪ ଜଣ ଅଚିହ୍ନା ଯୁବକ ଗାଡ଼ି ରାସ୍ତାରେ ରଖି ଘର ଭିତରକୁ ପଶିଥିଲେ। ଘରଲୋକ ଏହା ଜାଣି ପିଲା ଚୋରି…

କୁଆଁରୀ ଝିଅ ସ୍ବପ୍ନ ଦେଖିଲେ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସ୍ବପ୍ନରେ ଦେଖୁଥିବା ଘଟଣା ବ୍ୟକ୍ତିର ଜୀବନ ସହ ଗଭୀର ସଂଯୋଗ ରହିଥାଏ। ନିଦରେ ଦେଖାଯାଉଥିବା ଘଟଣାଗୁଡିକ ଭବିଷ୍ୟତ ଜୀବନ ବିଷୟରେ ସଚେତନ କରିଥାଏ। ଯଦିଓ ଅଧିକାଂଶ ଲୋକ ଏହାକୁ କେବଳ ମାତ୍ର ସ୍ବପ୍ନ ବୋଲି ଭାବି ଭୁଲିଯାଆନ୍ତି।…

ସାରା ଦିନ ଟିଭିରେ ସିରିଏଲ୍‌ ଦେଖି ରୋଷେଇ କଲେ ନାହିଁ ଶାଶୁ: ବାସି ଖାଇବାକୁ ଦେଉଥିବା କହି ପୋଲିସ ଡାକିଲେ ବୋହୁ; ତା’ ପରେ…

ଗୋରଖପୁର: ଶାଶୁ ବାସି ଖାଇବାକୁ ଦେଲେ ବୋଲି କହି ପୋଲିସ ଡାକିଲେ ବୋହୂ। ଉତ୍ତରପ୍ରଦେଶର ଗୋରଖପୁରରେ ଏଭଳି ଚକିତ କଲାଭଳି ଘଟଣା ଦେଖିବାକୁ ମିଳିଛି। ଟିଭି ଦେଖୁଥିବାରୁ ରୋଷେଇ କରିବାକୁ ମନା କରିଥିଲେ ଶାଶୁ। ଏଥିରେ ରାଗିଯାଇ ବୋହୂ ୧୧୨ ନଂରେ…

ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଶୁକ୍ରାବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ବିସିସିଆଇ ଟୁଇଟ୍‌ ଯୋଗେ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଡେବ୍ୟୁ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri