ପ୍ରିନ୍ସ ହ୍ୟାରିଂଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଏହି ଘୁଷୁରି, ଏତିକି ଲକ୍ଷ ଟଙ୍କାରେ ହେଲା ବିକ୍ରି
ଯଦି ଆପଣଙ୍କୁ କୁହାଯାଏ ଯେ, ଏକ ଘୁଷୁରି ଭଲ ଚିତ୍ର ଆଙ୍କୁଛି। ତେବେ ଏହାକୁ ବିଶ୍ୱାସ କରିବା ଟିକେ କଷ୍ଟକର ହେବ। କିନ୍ତୁ ପିଗ୍କାସୋ ନାମକ ଏକ ଘୁଷୁରି ଦୀର୍ଘ ବର୍ଷ ଧରି ପେଣ୍ଟିଂ କରି ଆସୁଛି। ଖାଲି ଏତିକି ନୁହେଁ,…
ଅଭିନେତାଙ୍କ ଘରେ ପଶିଲେ ଅଜଣା ବ୍ୟକ୍ତି: ବାଥ୍ରୁମ୍ରେ ଗାଧୋଇବା ସହ କଲେ ଏମିତି କାମ
ହଲିଉଡ୍ ଫିଲ୍ମ ‘ପାଇରେଟ୍ସ ଅଫ୍ ଦି କାରିବିଆନ୍’ରେ ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତି ପାରିଥିବା ଅଭିନେତା ଜନି ଡେପ୍। ଏବେ ଜନିଙ୍କୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଅଜଣା ବ୍ୟକ୍ତି ତାଙ୍କ ଘରେ…
ଜନତା କର୍ଫ୍ୟୁକୁ ଆଜି ପୂରିଲା ବର୍ଷେ: ଏମିତି ଥାଳି ବଜାଇଥିଲେ ବଲିଉଡ୍ ଷ୍ଟାର
ମୁମ୍ବାଇ: କରୋନା ସଂକ୍ରମଣ ଏବେ ଦେଶରେ ପୁଣି ବଢ଼ିବାରେ ଲାଗିଲାଣି। ଗତବର୍ଷ ଠିକ୍ ଏହି ସମୟରେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିଲା କରୋନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକ୍ଡାଉନ୍ ଜାରି କରିଥିଲେ।…
ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରମବୀର: ସିବିଆଇ ତଦନ୍ତ ଦାବି
ନୂଆଦିଲ୍ଲୀ,୨୨।୩: ମହାରାଷ୍ଟ୍ରରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ମାମଲାରେ ରାଜ୍ୟ ରାଜନୀତିରେ ସଙ୍କଟ ସୃଷ୍ଟି ହୋଇଛି। ଏହି ମାମଲାରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଏହାର ସିବିଆଇ ତଦନ୍ତ ଦାବି କରିବା ସହିତ ଦେଶମୁଖଙ୍କ ଘର…
ଫିଲ୍ମ ଟିଜର୍ ରିଲିଜ୍ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଗତ ବର୍ଷ ଡିସେମ୍ବର ୨୨ରେ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ବିବାହ କରିଥିଲେ। ଏହି ଦମ୍ପତି ଗୁରୁଗ୍ରାମରେ ବିବାହ କରିଥିଲେ। ଚହଲ ଏବଂ ଧନଶ୍ରୀ ଏହି ଫଟୋକୁ ଇନଷ୍ଟାଗ୍ରାମରେ ଶେୟାର କରି ଖୁସି…
ଭଗବାନଙ୍କ ମୂର୍ତ୍ତି ନିକଟରେ ବସି ବ୍ୟକ୍ତି କହିଲେ ଘରେ ସ୍ତ୍ରୀ ଝଗଡ଼ା କରୁଛନ୍ତି, ଉପରୁ ଶୁଭିଲା ଏମିତି ବାଣୀ
ହର୍ଷ ଗୋୟେଙ୍କା ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଶେୟାର କରନ୍ତି, ଯାହା ଦେଖିଲେ ଆପଣ ହସିହସି ଗଡ଼ିବେ। ଏବେ ଏକ ଭିଡିଓ ଶେୟାର କରିଛନ୍ତି, ଏଥିରେ ଜଣେ ବ୍ୟକ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ନିକଟରେ ମନ ଦୁଃଖରେ ବସି ପ୍ରାର୍ଥନା…
ଲିଙ୍ଗରାଜ ସେବାୟତ କରୋନା ପଜିଟିଭ
ଭୁବନେଶ୍ୱର, ୨୨।୩(ବ୍ୟୁରୋ): ପୁଣି ଥରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଓଡ଼ିଶାରେ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାରି ଭିତରେ ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ…
କେନ୍-ବେଟଓ୍ବା ଲିଙ୍କ୍ ବୁଝାମଣା
ନୂଆଦିଲ୍ଲୀ,୨୨।୩: ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ମଧ୍ୟରେ କେନ୍-ବେଟଓ୍ବା ଲିଙ୍କ୍ ବୁଝାମଣା ହୋଇଛି। ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଦୁଇ ରାଜ୍ୟ ଏହି ମୁଝାମଣାରେ ସ୍ବାକ୍ଷର କରିଛନ୍ତି। ଏହାଦ୍ୱାରା ବୁନ୍ଦେଲଖଣ୍ଡରେ ଜଳ ସଙ୍କଟ ଦୂର ହୋଇପାରିବ। ଏନେଇ…
ପାନୀୟ ଜଳ ସମସ୍ୟାର ସମାଧାନ ଦାବି: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା
ବଲାଙ୍ଗୀର ଅଫିସ, ୨୨ା୩: ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ମଧ୍ୟପୁର ଓ ଧୁମାଭଟା ଗ୍ରାମବାସୀ ନିର୍ମାଣାଧୀନ ଓଭରହେଡ ଟ୍ୟାଙ୍କ କାର୍ଯ୍ୟକ୍ଷମ କରିବା ଓ ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ସୋମବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ…
କରୋନା ସଂକ୍ରମଣ ବୃଦ୍ଧି ପରେ ତତ୍ପର ହେଲେ ରାଜ୍ୟ ସରକାର
ଭୁବନେଶ୍ୱର,୨୨।୩(ବ୍ୟୁରୋ): ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଛି। ଏଥିରେ ଏସ୍ଆର୍ସି, ସ୍ବାସ୍ଥ୍ୟ ସଚିବ ଉପସ୍ଥିତ ଥିବା ବେଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମସ୍ତ ଜିଲାପାଳଙ୍କ ସହ…
ଦୋଳ କଟକଣା ଆହୁରି କଡ଼ା କଲା ବିଏମ୍ସି: ଜାଣନ୍ତୁ କ’ଣ କରାଗଲା…
ଭୁବନେଶ୍ୱର, ୨୨।୩(ବ୍ୟୁରୋ): ଓଡ଼ିଶାରେ କରୋନା ଗ୍ରାଫ୍ ଧୀରେ ଧୀରେ ଉପରମୁହାଁ ହେବାରେ ଲାଗିଛି। ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ଦୋଳ ଓ ହୋଲି ପାଇଁ…
ମା’ ହେଲେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କ ସହ ଶେୟାର କଲେ ଝିଅର ପ୍ରଥମ ଫଟୋ
ବଲିଉଡ୍ ଫିଲ୍ମ ‘ଲୁଡୋ’ ଅଭିନେତ୍ରୀ ପାର୍ଲେ ମାନି ଏକ କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ଏହି ଖୁସି ଖବର ନିଜେ ଅଭିନେତ୍ରୀ ଏବଂ ତାଙ୍କ ସ୍ବାମୀ ଶ୍ରୀନିଶ ଅରବିନ୍ଦ ସୋସିଆଲ ମିଡିଆରେ ଲେଖି ଜଣାଇଛନ୍ତି। ମାନି ଝିଅର ପ୍ରଥମ ଫଟୋ ପ୍ରଶଂସକଙ୍କ…
Archives


