Home

କରୋନାରେ ଶାହାବୁଦ୍ଦିନ୍‌ଙ୍କ ପରଲୋକ…

ନୂଆଦିଲ୍ଳୀ/ପାଟନା,୧।୫: କରୋନାରେ ଆକ୍ରାନ୍ତ ହୋଇ ବିହାରର ଆରଜେଡିର ପୂର୍ବତନ ଏମ୍‌ପି ମହମ୍ମଦ ଶାହାବୁଦ୍ଦିନ୍‌ଙ୍କ ପରଲୋକ ଶନିବାର ଘଟିଛି। ସେ ଦିଲ୍ଲୀର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପୂର୍ବରୁ ଏହି ଖବରକୁ ଗୁଜବ…

ବାହାଘର ଭୋଜି ଖାଇ ୩୦ରୁ ଊର୍ଦ୍ଧ୍ୱ ଗୁରୁତର, ଜଣେ ମୃତ

ଓଡଗାଁ,୧।୫(ସ୍ବ.ପ୍ର.)- କରୋନା ମହାମାରୀ କାରଣରୁ ବାହାଘର ନିମନ୍ତେ କଟକଣା ରହିଛି। ହେଲେ ଏନେଇ କୌଣସି ପ୍ରଶାସନିକ ଲଗାମ ନାହିଁ। ଫଳରେ ଲୋକେ ବେଧଡକ ଭୋଜିଭାତରେ ସମାଗମ କରୁଥିବା ଦେଖିବାକୁ ମିକିଛ। ଏହିପରି ଏକ ଘଟଣାକ୍ରମରେ ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା…

ଚତୁର୍ଥୀ ରାତିରେ କନ୍ୟାଙ୍କ ସହ ଘଟିଲା ଏମିତି, ଜାଣିଲେ କହିବେ…

ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶର ବିଜନୌରରେ ଏକ ଦୁଃଖଦ ଘଟଣା ଘଟିଛି। କନ୍ୟାଙ୍କ ହାତରୁ ମେହେନ୍ଦୀ, ପାଦରୁ ଅଳତା ଲିଭି ନ ଥିବା ବେଳେ ଦଇବ ଦାଉ ସାଧିଲା। ସଂସାର କ’ଣ ଜାଣିବା ଆଗରୁ ସବୁକିଛି ଛାରଖାର ହୋଇଗଲା। କାରଣ ଚତୁର୍ଥୀ ଦିନ ହିଁ…

ଘରର ଆଜ୍‌ବେଷ୍ଟସ୍‌ ଉଡ଼ାଇ ନେଲା କାଳବୈଶାଖୀ

ଠାକୁରମୁଣ୍ଡା,୧।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ଶୁକ୍ରବାର ରାତିରେ କାଳବୈଶାଖୀ ପ୍ରଭାବରେ ଅନେକ କ୍ଷୟକ୍ଷତି ହୋଇଛି। ପ୍ରବଳ ବେଗରେ ପବନ ଯୋଗୁ ଅନେକ ଲୋକଙ୍କ ଘର ଛପର ଉଡ଼ିଯାଇଛି। କେନ୍ଦୁଜିଆଣି ପଞ୍ଚାୟତ ଡୁମୁରିଆ ଗ୍ରାମର ପର୍ଶୁରାମ ନାୟକଙ୍କ ଘରର ଆଜବେଷ୍ଟସ୍‌…

ପାଟଣା ବଜାରର ସମସ୍ତ ଦୋକାନ ବନ୍ଦ

ପାଟଣା,୧।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଉଛି। ସହରାଞ୍ଚଳରେ ସରକାର ସପ୍ତାହାନ୍ତ ଶନିବାର ଓ ରବିବାର ଶଟ୍‌ଡାଉନ କରିଥିବା ବେଳେ ପାଟଣା ବଜାର କମିଟି ପକ୍ଷରୁ ଶନିବାରଠାରୁ ସପ୍ତାହାନ୍ତ ଶଟ୍‌ଡାଉନ ଘୋଷଣା କରାଯାଇଛି। ଆଜିଠାରୁ…

ମହାମାରୀ ତାଣ୍ଡବ ଚେତାବନୀକୁ ଅଣଦେଖା କରିଛନ୍ତି ମୋଦି ସରକାର…

ନୂଆଦିଲ୍ଲୀ,୧।୫: ଭାରତରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ମୃତ୍ୟୁ ସଂଖ୍ୟା ସହିତ ସମତାଳରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଦେଶର ବିଭିନ୍ନ ଶ୍ମଶାନରେ ଚିତା ଲିଭିବାର ନାଁ ଧରୁନି। ଦେଶରେ ଏଭଳି ସ୍ଥିତି ସୃଷ୍ଟି ହେବ ବୋଲି ମାର୍ଚ୍ଚ…

କାଳବୈଶାଖୀର ତାଣ୍ଡବ: ଉଡ଼ିଲା ଘର ଛପର, ଭାଙ୍ଗିଲା ଶହ ଶହ ଗଛ

ପାଟଣା,୧।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ଓ ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ଘର ଛପର ଉଡ଼ିଯିବା ସହ ଶହ ଶହ ଗଛ ଭାଙ୍ଗି ପଡ଼ିଛି। ସାହାରପଡ଼ା ବ୍ଲକ ଖଡ଼ିକା ପଦା ପଞ୍ଚାୟତ ବୈଶାଖୀର ତାଣ୍ଡବ ବ୍ୟାପକ କ୍ଷୟକ୍ଷତି…

ମୁଣ୍ଡବିନ୍ଧାର କାରଣ ପାଲଟିଲାଣି କରୋନା: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କୋଭିଡ୍‌ ସ୍ଥିତି ନେଇ ସମୀକ୍ଷା କଲେ ଜିଲାପାଳ

ଖୋର୍ଦ୍ଧା ଅଫିସ,୧।୫ : ଦିନକୁ ଦିନ ଖୋର୍ଦ୍ଧା ଜିଲାରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ଜିଲାରେ ସଂକ୍ରମଣ ହାର ଅଧିକ ରହିଛି। ଦୈନିକ ସଂକ୍ରମଣ ହଜାର ଉପରେ ରହୁଥିବା ବେଳେ ଶନିବାର ୧୭ଶହରୁ ଊଦ୍ଧର୍‌ବ…

କରୋନା ସହ ଲଢ଼େଇରେ ହାରିଗଲେ ଆଉ ଜଣେ ଅଭିନେତା; ଶୋକରେ ବୁଡ଼ିଲା…

ବମ୍ବେ: କରୋନାରେ ଆଖି ବୁଜିଲେ ଆଉ ଜଣେ କଳାକାର। ବଲିଉଡ୍‌ ତଥା ଟେଲିଭିଜନର ଲୋକପ୍ରିୟ ଅଭିନେତା ବିକ୍ରମଜିତ କନ୍‌ଓ୍ବରପାଲଙ୍କ ପରଲୋକ ଘଟିଛି। ସେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏବେ ତାଙ୍କ ଦେହାନ୍ତ ଖବର ଶୁଣି କଳାକାରଜଗତରେ ଶୋକର ଛାୟା ଖେଳିଯାଇଛି।…

କରୋନାରେ ଟେଲି ତାରକାଙ୍କ ଅବସ୍ଥା ବେହାଲ: କିଏ ଆଇସିୟୁରେ ତ କିଏ ଖୋଜୁଛନ୍ତି ଶଯ୍ୟା, ଆଉ…

ବମ୍ବେ: କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଛି ସାରା ଦେଶ। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ମଧ୍ୟ ଏଥିରେ ପ୍ରଭାବିତ ହେଉଛନ୍ତି। ଅନେକ କଳାକାର କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଛନ୍ତି। ହେଲେ ଏଭଳି କେତେଜଣ ଅଛନ୍ତି ଯେଉଁମାନେ ମହାମାରୀ…

ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସୂଚନା ଦେଲେ ଧନୀ ବ୍ୟକ୍ତି, ସ୍ତ୍ରୀ ଶେଷରେ କଲେ ଏପରି…

ଟୋକିଓ,୧।୫: ଜଣେ ଅବା ଦୁଇ ଜଣ ନୁହେଁ ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ସମ୍ପର୍କ ରଖିଥିବା ନେଇ ଜଣେ ଅରବପତି ସୂଚନା ଦେଇଥିଲେ। ତେବେ ଏହା ତାଙ୍କ ପାଇଁ ଶେଷରେ ମହଙ୍ଗା ପଡ଼ିଥିଲା। ସ୍ବାମୀ ଧୋକା ଦେଇଥିବାରୁ ୨୫ ବୟସ୍କା…

ମେୟର ହାତ ଯୋଡ଼ିଲେ,ଲୋକଙ୍କୁ କଲେ ଏଭଳି ଅନୁରୋଧ…

ମୁମ୍ବାଇ,୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଦେଖାଦେଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର ସ୍ଥିତି ସଙ୍କଟ ଜନକ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁମ୍ବାଇର ମେୟର କିଶୋରୀ ପେଡ଼ନେକର ହାତଯୋଡ଼ି ଲୋକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?