Home

କାର୍‌ ଭିତରେ ବସିଥିଲେ ଦମ୍ପତି, ହଠାତ୍‌ ୫୦ ଫୁଟ ଉପରୁ ଖସିଲା ବରଫଖଣ୍ଡ; ଆଉ ତା’ ପରେ…

ସେଣ୍ଟପିଟରସବର୍ଗ,୧।୪: କ୍ୟାମେରାରେ କଏଦ ହୋଇଥିବା ଏକ ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଭିଡିଓରେ ଦେଖିବାକୁ ମିଳିଛି ଏକ ଦମ୍ପତି କାର୍‌ରେ ଯାଉଥିଲେ। ହଠାତ୍‌ ୫୦ ଫୁଟ ଉପରୁ ଏକ ବିରାଟ ପଥରଖଣ୍ଡ ଖସିଲା। ଫଳରେ ତାଙ୍କ କାର୍‌ ଭାଙ୍ଗି…

ଟୋକନ ବଣ୍ଟନକୁ ନେଇ ବିବାଦ, ଟାୟାର ଜାଳି ପ୍ରତିବାଦ କଲେ ଟ୍ରକ ମାଲିକ

କେନ୍ଦୁଝର,୧।୪(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୁହାପଥର ଖଣିରେ ଲୋଡିଂ ପାଇଁ ଟୋକନ ବଣ୍ଟାକୁ ନେଇ ଟ୍ରକ ମାଲିକଙ୍କ ମଧ୍ୟରେ ଗୁରୁବାର ଅଶାନ୍ତି ଦେଖାଦେଇଛି। ଫଳରେ ଉତ୍ତ୍ୟକ୍ତ ଟ୍ରକ ମାଲିକ ତଥା ଚାଳକମାନେ ସ୍ଥାନୀୟ ତେନ୍ତୁଳି ଗ୍ରାମ ଟ୍ରକ ପାର୍କିଂ…

ପନ୍ତଙ୍କୁ ନେଇ ଚମକାଇବା ଭଳି ବୟାନ ଦେଲେ ଏହି ପୂର୍ବ ଭାରତୀୟ ଅଧିନାୟକ, କହିଲେ…

ନୂଆଦିଲ୍ଲୀ,୧।୪: ବିଗତ ଦିନର ପ୍ରଦର୍ଶନକୁ ନେଇ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ଭାଗ୍ୟ ଶିଖର ଛୁଉଁଛି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବେ ଚୟନ କରାଯିବର ପରେ ସବୁଆଡେ ତାଙ୍କର ଚର୍ଚ୍ଚା ହେବାରେ ଲାଗିଛି। ଏହି କ୍ରମରେ ପନ୍ତଙ୍କୁ ନେଇ…

ବାହୁବଳୀ ‘ପ୍ରଭାସ’ଙ୍କ କ୍ରେଜ୍‌: ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ନେଇ…

ବମ୍ବେ: ଫିଲ୍ମଟିଏ ୧୦୦ କୋଟି କ୍ଲବରେ ସାମିଲ ହେବା କଥା ସମସ୍ତେ ଶୁଣିଥିବେ। ହେଲେ ବାହୁବଳୀ ଷ୍ଟାର ପ୍ରଭାସ ଗୋଟିଏ ଫିଲ୍ମ ପାଇଁ ସମାନ ପାଉଣା ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ମେଗା-ବଜେଟ ଫିଲ୍ମ ‘ରାଧା ଶ୍ୟାମ’ ପାଇଁ ସେ ମୋଟା…

ରାଜ୍ୟ ଶ୍ରେଷ୍ଠ କନଷ୍ଟେବଳ ସମ୍ମାନ ପାଇଲେ ସନ୍ତୋଷ ନାୟକ

ପାପଡ଼ାହାଣ୍ଡି,୧।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡିର ସନ୍ତୋଷ ନାୟକ (ବୁଲୁ ) ରାଜ୍ୟର ଶ୍ରେଷ୍ଠ କନଷ୍ଟେବଳ ସମ୍ମାନରେ ସମ୍ମାନିତ ହୋଇ ଜିଲା ପାଇଁ ଗୌରବ ଆଣିଛନ୍ତି। ଗୁରୁବାର କଟକସ୍ଥିତ ୬ଷ୍ଠ ବ୍ୟାଟେଲିଆନ ପଡ଼ିଆରେ ଆୟୋଜିତ ୮୬ତମ ପୋଲିସ ପ୍ରତିଷ୍ଠା ଦିବସରେ ଡିଜି ଅଭୟ…

ସନ୍ୟାସକୁ ନେଇ ଏଭଳି କହିଲେ ଶାମି: ଚର୍ଚ୍ଚାରେ ଏବେ ବୟାନ

ନୂଆଦିଲ୍ଲୀ,୧।୪: ଅଭିଜ୍ଞ ଖେଳାଳି ସନ୍ୟାସ ନେବା ପରେ ଦଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ। ହେଲେ ବର୍ତ୍ତମାନର ଭାରତୀୟ ଟିମ୍‌କୁ ଦେଖିଲେ ଭବିଷ୍ୟତରେ ସେଭଳି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି। ଏକ ସାକ୍ଷାତକାରରେ…

ଶିବ-ପାର୍ବତୀ ଭୂମିକାରେ କରୁଥିଲେ ଅଭିନୟ, ଏହି ବେଶରେ ହିଁ ବିବାହ ବନ୍ଧନରେ ବାନ୍ଧିହେଲେ

ଲକ୍ଷ୍ନୌ,୧।୪: କାନପୁର ଅଞ୍ଚଳରେ ଏକ ବିବାହ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। ବରକନ୍ୟା ଶିବ-ପାର୍ବତୀ ବେଶ ଧାରଣ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହିଁଙ୍କ ବିବାହକୁ ଖାସ୍‌ କରିବା ପାଇଁ ବନ୍ଧୁ ପରିଜନ ଏବଂ ସମ୍ପର୍କୀୟମାନେ ବହୁ ଉତ୍ସାହିତ ହୋଇ…

ଟିକା ନେବା ପରେ ବି ୧୪ ଡାକ୍ତର କରୋନା ପଜିଟିଭ୍‌

ରୋହତକ,୧।୪: କରୋନାର ଦୋହରା ମାଡ଼ରେ ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ହରିୟାଣାରେ ଲୋକେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ରୋହତକ ପିଜିଆଇଏମ୍‌ଏସ୍‌ ହସ୍ପିଟାଲରେ ୨୨ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସ୍ତ୍ରୀରୋଗ ବିଭାଗର ଡାକ୍ତରମାନଙ୍କ ନୁମୁନା ପରୀକ୍ଷା ରିପୋର୍ଟ…

ପ୍ରତିଦିନ କରୋନା ଟିକା

ନୂଆଦିଲ୍ଲୀ,୧।୪: ଗୁରୁବାରଠାରୁ ୪୫ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କଙ୍କୁ କରୋନା ଟିକାଦାନ ଆରମ୍ଭ ହୋଇଛି। ଏପ୍ରିଲ୍‌ରେ ମାସ ସାରା ସବୁଦିନ ଟିକାକରଣ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସରକାରୀ ଛୁଟି ଦିନ ଏବଂ…

ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ

ଶିମଲା,୧।୪: କରୋନା ସଂକ୍ରମଣ ଯୋଗୁ ଦେଶର ମହାରାଷ୍ଟ୍ର, ଛତିଶଗଡ଼, କର୍ନାଟକ, କେରଳ, ତାମିଲନାଡୁ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଆଦି ରାଜ୍ୟରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ହିମାଚଳ ପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସରକାରଙ୍କ ପକ୍ଷରୁ…

କିରଣ ଜଣେ ଯୋଦ୍ଧା, ଖୁବ୍‌ଶୀଘ୍ର ଭଲ ହୋଇଯିବେ: ଅନୁପମ ଖେର

ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କିରଣ ଖେର ବ୍ଲଡ କ୍ୟାନ୍‌ସରରେ ପୀଡିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି। ୬୮ ବର୍ଷିୟ କିରଣ ଖେର ଗତ ବର୍ଷ ମଲ୍ଟିପଲ ମାଇଲୋମା ନାମକ ଏକ ରୋଗରେ ଆକ୍ରାନ୍ତ ଥିବା ତାଙ୍କ ସ୍ବାମୀ ତଥା…

ଷ୍ଟକ୍‌ ମାର୍କେଟରେ ବୁଡ଼ିଗଲା ଅର୍ଥ, ପରେ ଏମିତି ପଦକ୍ଷେପ ନେଲେ ଫ୍ୟାକ୍ଟ୍ରି କର୍ମଚାରୀ

ବେଜିଂ,୧।୪: ଚାଇନାର ଜଣେ ଫ୍ୟାକ୍ଟ୍ରି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। କାରଣ ଏହି କର୍ମଚାରୀ ଜଣକ ଷ୍ଟକ୍‌ ମାର୍କେଟରେ ୬ ଲକ୍ଷ ଟଙ୍କା ହରାଇଥିଲେ। ଏହା ପରେ ତାଙ୍କର ମାନସିକ ସ୍ଥିତି ଠିକ୍‌ ରହିଲା ନାହିଁ। ଫଳରେ ସେ ଫ୍ୟାକ୍ଟ୍ରିରେ ଥିବା ଷ୍ଟିଲ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri