Home

ରବିବାର ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ଥିତି ପରଖିଲେ ନିର୍ଦ୍ଦେଶକ

ନିଶ୍ଚିନ୍ତକୋଇଲି,୧୪।୨(ସ୍ବ.ପ୍ର.): କରୋନା ମହାମାରୀ ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ଥିଲା । ଗତ ମାସରୁ ଦଶମ ଓ ଦ୍ୱାଦଶ ପିଲାମାନଙ୍କୁ ଶ୍ରେଣୀ କକ୍ଷରେ ଶିକ୍ଷାଦାନ ବ୍ୟବସ୍ଥା ରାଜ୍ୟ ସରକାର ଆରମ୍ଭ କରିଛନ୍ତି। ୧୦୦ଦିନ ଶିକ୍ଷାଦାନର ଏକ ବ୍ୟବସ୍ଥା କରି କୋଭିଡ୍‌…

ହ୍ବିସିଲ୍‌ ମାରି ଦର୍ଶକଙ୍କୁ ଏମିତି ଡିମାଣ୍ଡ କଲେ କୋହଲି

ଚେନ୍ନାଇ,୧୪।୨: ଚେନ୍ନାଇର ଚେପାକ ଗ୍ରାଉଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯାଉଛି। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ସ୍ପିନରଙ୍କ ଆଧାରରେ ଟିମ ଇଣ୍ଡିଆ ଇଂଲଣ୍ଡ ଉପରେ କଡା ଜବାବ ଦେଇଛି। ରବିବାରର…

ଡଙ୍ଗାରେ ନଦୀ ପାର ହେଉଥିବା ସମୟରେ ଭାସିଗଲେ

କଣିହାଁ,୧୪।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଟିକିରା ନଦୀରେ କରଡେଇ ଘାଟରେ ଡଙ୍ଗାରେ ପାର ହେଉଥିବାବେଳେ ଜଣେ ବ୍ୟକ୍ତି ଭାସିଯାଇ ନିଖୋଜ ଥିବା ଜଣାପଡ଼ିଛି। ତାଙ୍କ ନାମ ପବିତ୍ର ପ୍ରଧାନ (୫୦) ହୋଇଥିବା ବେଳେ ଘର କଣିହାଁ ଥାନା ଚିନ୍ତାମଣିପୂର ବୋଲି…

ଜମ୍ମୁ ବସ୍‌ଷ୍ଟାଣ୍ଡ୍‌ ନିକଟରୁ ୭ କିଲୋଗ୍ରାମ୍‌ ଆର୍‌ଡିଏକ୍ସ ଜବତ

ଶ୍ରୀନଗର,୧୪।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ରବିବାର ୨ ବର୍ଷ ପୂରଣ ହୋଇଛି। ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ିକଡ଼ି ରହିଛି। ତେବେ ଜମ୍ମୁ ବସ୍‌ଷ୍ଟାଣ୍ଡ୍‌ ନିକଟରୁ କଶ୍ମୀର ଜୋନ୍‌ ପୋଲିସ ୭ କିଲୋଗ୍ରାମ୍‌ ଆର୍‌ଡିଏକ୍ସ ଜବତ କରିଛି। ଏହାଦ୍ୱାରା ଆତଙ୍କବାଦୀଙ୍କ ପକ୍ଷରୁ…

ଆଜିର ଦିନରେ ଅନ୍ୟପାଇଁ ଉଦାହରଣ ଏସବୁ ପ୍ରେମକାହାଣୀ: ଶୁଣିଲେ ଆଖି ହେବ ଓଦା, ଖୁସିରେ ଭରିବ…

ପ୍ରେମ ଶାଶ୍ୱତ, ସୁନ୍ଦର ଓ ପବିତ୍ର। ଏଥିରେ ଥାଏ ପରସ୍ପର ପ୍ରତି କେବଳ ନିଚ୍ଛକ ଭଲପାଇବା। ଆଉ ଏହି ଭଲପାଇବା ଦେଖେନାହିଁ ଜାତି, ଧର୍ମ କି ସୁନ୍ଦର ରୂପ ରଙ୍ଗ। କେବଳ ନିର୍ମଳ ମନଟିଏ ଆବଶ୍ୟକ ହୁଏ ଜଣଙ୍କର ହୃଦୟକୁ ଚିହ୍ନିବାକୁ…

ମ୍ୟାନେଜର୍‌ଙ୍କୁ କରିଛନ୍ତି ଜୀବନସାଥୀ: ବେଶ୍‌ ରୋମାଣ୍ଟିକ୍‌ ହିଟ୍‌ମ୍ୟାନ୍‌ଙ୍କ ଲଭ୍‌ଷ୍ଟୋରୀ

ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଶତକୀୟ ପାଳି ଖେଳି ପ୍ରଶଂସକଙ୍କ ହୃଦୟ ଜିତିଥିବା ରୋହିତଙ୍କ ଜୀବନସାଥୀ ହେଲେ ରିତିକା ସଜଦେହ। ଉଭୟଙ୍କ ଲଭ୍‌ଷ୍ଟୋରୀ ବେଶ୍‌ ରୋମାଣ୍ଟିକ୍‌। ପ୍ରଥମେ ରୋହିତଙ୍କ ମ୍ୟାନେଜର ଥିଲେ ସେ। ଛଅ ବର୍ଷରୁ ଅଧିକ ସମୟ ଧରି ରୋହିତଙ୍କୁ ଜାଣିଥିଲେ…

ଅନେକ ଥର ପ୍ରେମରେ ପଡ଼ିଥିଲେ ବିଜୟ ମାଲ୍ୟା , ୩ ଜଣଙ୍କୁ କରିଛନ୍ତି ବିବାହ

ବିଜୟ ମାଲ୍ୟାଙ୍କୁ କିଏ ବା ନ ଜାଣେ। ଏକଦା ସମୟ ଥିଲା ସେ ଭାରତର ସବୁଠୁ ସଫଳ ଉଦ୍ୟୋଗୋପତି ଭାବରେ ଜଣାଶୁଣା ଥିଲେ। କିନ୍ତୁ ତାଙ୍କ ଜୀବନ ଅନେକ ଅଙ୍କାବଙ୍କା ରାସ୍ତା ଦେଇ ଗତି କରିଥିଲା। ୧୭ଟି ଭାରତୀୟ ବ୍ୟାଙ୍କରୁ ୯୦୦୦…

ପୂର୍ବତନ ‘ର’ ଏଜେଣ୍ଟଙ୍କୁ ଖାଇବାକୁ ମିଳୁନି ଦୁଇମୁଠା !

ଲକ୍ଷ୍ନୌ,୧୪।୨: ଫିଲ୍ମରେ ଗୁପ୍ତଚର ସଂସ୍ଥା ସହିତ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଖରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ରହିବାର ଦେଖିବାକୁ ମିଳିଥାଏ। ହଲିଉଡ୍‌ର ଜେମ୍ସ୍‌ ବଣ୍ଡ୍‌ ଫିଲ୍ମରେ ଏଜେଣ୍ଟ୍‌ମାନଙ୍କ ଜୀବନ ଶୈଳୀ ବେଶ୍‌ ରୋଚକ ମନେ ହୋଇଥାଏ। ସେହିପରି…

ରେଷ୍ଟୁରାଣ୍ଟରେ କାମ କରୁଥିବା ସୋନିଆଙ୍କୁ ଦେଖି ହୃଦୟ ଦେଇ ବସିଥିଲେ ରାଜୀବ, ଇଟାଲୀରେ ଏଭଳି ଆଗକୁ ବଢ଼ିଥିଲା କଥା…

ସୋନିଆ ଗାନ୍ଧୀ-ରାଜୀବଙ୍କ ପ୍ରେମକାହାଣୀ ଗାନ୍ଧୀ ପରିବାରର ଦ୍ୱିତୀୟ ତଥା ସବୁଠାରୁ ଚର୍ଚ୍ଚିତ ଲଭ୍‌ଷ୍ଟୋରୀ । ସୋନିଆଙ୍କୁ ପ୍ରଥମ ଦେଖାରେ ମନ ଦେଇଥିଲେ ରାଜୀବ। ଇଟାଲୀର ସାଧାରଣ ପରିବାରରୁ ଆସନ୍ତି ସୋନିଆ। ସେ କେମ୍ବ୍ରିଜ୍‌ ୟୁନିଭର୍ସିଟିରେ ପଢ଼ୁଥିଲେ। ଏହି ସମୟରେ ରାଜୀବଙ୍କ ସହ…

ମା’ଙ୍କ ଯତ୍ନ ନେଉଥିବା ବେଳେ ଝିଅ ଇନ୍ଦିରାଙ୍କ ପ୍ରେମରେ ପଡ଼ିଥିଲେ ଫିରୋଜ୍‌: ମହାତ୍ମା ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ହୋଇଥିଲା…

ଭାରତୀୟ ରାଜନୀତିରେ ଇନ୍ଦିରା-ଫିରୋଜ ଗାନ୍ଧୀଙ୍କ ଲଭ୍‌ଷ୍ଟୋରୀ ବେଶ ଚର୍ଚ୍ଚିତ। ଉଭୟ ୧୯୩୦ରେ ପରସ୍ପରକୁ ଭେଟିଥିଲେ। ସ୍ବାଧୀନତା ସଂଗ୍ରାମ ସମୟରେ ଇନ୍ଦିରାଙ୍କ ମା’ କମଳା ନେହେରୁ ଏକ କଲେଜ ସମ୍ମୁଖରେ ଧାରଣା ଦେଉଥିବା ସମୟରେ ଚେତାଶୂନ୍ୟ ହୋଇଯାଇଥିଲେ। ଏହି ସମୟରେ ଫିରୋଜ ତାଙ୍କର…

ଆଜି ରାଜ୍ୟରେ ୭୩ ପଜିଟିଭ୍‌ ଚିହ୍ନଟ, ବରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରବିବାର ରାଜ୍ୟରୁ ୭୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୧୭୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୪ ଜଣ ଚିହ୍ନଟ…

ପୂର୍ବରେ କଂଗ୍ରେସର ଗଡ଼ ଜୟ ଲକ୍ଷ୍ୟ: ଦକ୍ଷିଣରେ ଭାଜପାର ସ୍ଥିତି ସୁଦୃଢ଼ ଯୋଜନା

ନୂଆଦିଲ୍ଲୀ,୧୪।୨: ଆଗକୁ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ,କେରଳ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ସ୍ଥିତି ସୁଦୃଢ଼ କରିବା ଲାଗି ରବିବାର ତାମିଲନାଡୁ ଏବଂ କେରଳ ଗସ୍ତରେ ଯାଇଛନ୍ତି। କେତେକ ସଂଗଠନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri