ପ୍ରଧାନମନ୍ତ୍ରୀ ସଡ଼କ ୪ ମାସରେ ଶୋଚନୀୟ
ଚଣ୍ଡିଖୋଲ,୧୫।୨(ଡି.ଏନ.ଏ.): ଗ୍ରାମାଞ୍ଚଳକୁ ଭଲ ରାସ୍ତା ତିଆରି ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ପରିକଳ୍ପନା କରାଯାଇଥିଲା। ତେବେ ଏହି ଯୋଜନାରେ କରାଯାଉଥିବା ରାସ୍ତା କେତେ ନିମ୍ନମାନର ତାହା ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବଡ଼ଚଣା ବ୍ଲକର ବାଲିଚନ୍ଦ୍ରପୁର-ଦେକୁରୀ ରାସ୍ତାରେ…
ଓଡ଼ିଶା ବନ୍ଦ ଡାକରା: ବାଲେଶ୍ୱର ପ୍ରଭାବିତ
ବାଲେଶ୍ୱର ଅଫିସ, ୧୫।୨- କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ସୋମବାର କଂଗ୍ରସ ପକ୍ଷରୁ ରାଜ୍ୟବ୍ୟାପୀ ‘ଓଡିଶା ବନ୍ଦ’ ଡାକରା ଦିଆଯାଇଛି। କେଦ୍ରସରକାର ପ୍ରେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଆକାଶ ଛୁଆଁ ଦର ବୃଦ୍ଧି ବିରୁଦ୍ଧରେ ଏହି ଡାକରା ଦିଆଯାଇଛି।…
ସବ୍ଡିଭିଜନ ଦାବିରୁ ନଜର ହଟାଇବାକୁ ତୋରଣ
ପଟ୍ଟାମୁଣ୍ଡାଇ,୧୫।୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇର ଐତିହ୍ୟ ପରମ୍ପରା ଓ ମର୍ଯ୍ୟାଦା କ୍ଷୂର୍ଣ୍ଣ କରିବାକୁ ଏକ ଚକ୍ରାନ୍ତକାରୀ ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି। ସବ୍ଡିଭିଜନ ମାନ୍ୟତା ଦାବିରୁ ନଜର ହଟାଇବାକୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳକୁ ପ୍ରବେଶ ପଥରେ ପ୍ଲମ୍ବିଂ ସହର ତୋରଣ ରାସ୍ତାରେ ଲଗାଯାଇଛି। ଏହାକୁ ପୌରାଞ୍ଚଳବାସୀଙ୍କ ସହ…
ବଢୁଛି ଅନୁପ୍ରବେଶ, ପ୍ରଶାସନ ନୀରବ
କେନ୍ଦ୍ରାପଡ଼ା ଅଫିସ,୧୫।୨: ବିଧାନ ରାୟ ଓ ଆଶାଲତାଙ୍କ ପୁଅ ଅମିତ(୨୯)ଙ୍କ ବାଂଲାଦେଶର ଠିକଣା ଅନୁଯାୟୀ ବଜରହାଟ ଜିଲା ଛତଲମାରି ଥାନା ଆରୁଲିଏ ଗାଁରେ ରୁହନ୍ତି। ଢାକାର ବାଂଲାଦେଶ ଟେକ୍ନିକାଲ ଏଜୁକେଶନ ବୋର୍ଡ ଅଧୀନରେ ୨୦୦୯ରେ ସେକେଣ୍ଡାରୀ ସ୍କୁଲ ପାସ୍ ସହ ବରିସାଲର…
ପାକିସ୍ତାନରେ ଜରୁରି ଅବତରଣ କଲା ଭାରତୀୟ ଏୟାର ଆମ୍ବୁଲାନ୍ସ୍
ଇସଲାମାବାଦ୍,୧୫।୨: ଭାରତୀୟ ଏୟାର ଆମ୍ବୁଲାନ୍ସ୍ ପାକିସ୍ତାନରେ ଜରୁରି ଅବତରଣ କରିଛି। ମଝି ଆକାଶରେ ଇନ୍ଧନ ସରିଯିବାରୁ ଭାରତୀୟ ଏୟାର ଆମ୍ବୁଲାନ୍ସ୍ ପକ୍ଷରୁ ପାକିସ୍ତାନ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଅନୁମତି ମିଳିବା ପରେ ଏହା ରବିବାର ଇସଲାମାବାଦ୍…
ଭଦ୍ରକରେ ବନ୍ଦ ପାଳନ, ପିକେଟିଂ କରି ସହର ସାରା ପଇଁତରା ମାରୁଛନ୍ତି କଂଗ୍ରେସ କର୍ମୀ
ଭଦ୍ରକ ଅଫିସ,୧୫।୨: ତୈଳ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସର ଓଡିଶା ବନ୍ଦ ଡାକରାର ପ୍ରଭାବ ଭଦ୍ରକ ଜିଲାରେ ଦେଖିବାକୁ ମିଳିଛି । ସହରର ବନ୍ତ ଛକ ଏବଂ ୧୬ ନମ୍ବର…
ପ୍ରେମ ପାଇଁ ମାଓବାଦୀ ଛାଡ଼ିଲେ ଲାଲ୍ କୋରିଡୋର
ଦନ୍ତେ ଓ୍ବାଡ଼ା,୧୫।୨: ପ୍ରେମ ଓ ଭଲ ପାଇବା ଆଗରେ ହାର ମାନିଛି ହିଂସା। କେବଳ ପ୍ରେମ ଲାଗି ମାଓବାଦୀଙ୍କ ହାତରୁ ଖସି ପଡ଼ିଛି ବନ୍ଧୁକ। ପୁଣି ସତ୍ୟ ସାବ୍ୟସ୍ତ ହୋଇଛି ଯେ, ହିଂସା ପ୍ରଣୋଦିତ ତରବାରୀ ଦ୍ୱାରା କରାଯାଇଥିବା ବିଜୟ ପ୍ରକୃତ…
ଭାରତୀୟ ଦଳକୁ ପ୍ରଶଂସାରେ ପୋତି ପକାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲମାବାଦ୍,୧୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ ଅଧିନାୟକ ଇମ୍ରାନ ଖାନ ଭାରତୀୟ କ୍ରିକେଟ୍ ଦଳକୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ କହିଛନ୍ତି ଯେ ଭାରତ ମୌଳିକ କ୍ରିକେଟ ଭିତ୍ତିଭୂମିରେ ଉନ୍ନତି ହେତୁ ବିଶ୍ୱର ଏକ ପ୍ରମୁଖ ଦଳ ଭାବେ ପରିଣତ…
ଝରାଫୁଲଙ୍କ ମୃତ୍ୟୁ ଉପରୁ ରହସ୍ୟ ହଟୁନି: ଅଭିଯୁକ୍ତ ଶକ୍ତି ଶେଖରଙ୍କ ସୁରାକ ପାଉନି ପୋଲିସ
ଭୁବନେଶ୍ୱର,୧୫।୨(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁ ଦିନକୁ ଦିନ ଆହୁରି ରହସ୍ୟ ଘେରକୁ ଚାଲିଯାଉଛି। ଘଟଣାର ୧୮ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁର ପ୍ରକୃତ କାରଣ ପୋଲିସ ଖୋଜି ପାଉନି କି ସ୍ପଷ୍ଟ କରୁନି। ଏହି…
୧୧ଲକ୍ଷ ଟଙ୍କା ନ ଫେରାଇ ମହିଳାଙ୍କୁ ଅସଦାଚରଣ
ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବାଉନ୍ସରମାନଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ବାର୍ର ବାଉନ୍ସରମାନେ ମାଡ଼ ମାରି ଜଣେ ବ୍ୟକ୍ତିଙ୍କ ଗୋଡ଼ ଭାଙ୍ଗି ପଙ୍ଗୁ କରିଥିବାବେଳେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ଛାତ୍ରଙ୍କୁ ମାଡ଼ମାରି ରକ୍ତାକ୍ତ କରିଥିଲେ।…
ଯୁବକଙ୍କ ତଣ୍ଟି କାଟିଲେ ବାଉନ୍ସର
ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବାଉଁସରମାନଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ବାର୍ର ବାଉନ୍ସରମାନେ ମାଡ଼ ମାରି ଜଣେ ବ୍ୟକ୍ତିଙ୍କ ଗୋଡ଼ ଭାଙ୍ଗି ପଙ୍ଗୁ କରିଥିବାବେଳେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ଛାତ୍ରଙ୍କୁ ମାଡ଼ମାରି ରକ୍ତାକ୍ତ କରିଥିଲେ।…
ମହାକାଶକୁ ଯିବ ଶ୍ରୀମଦ୍ ଭଗବଦ୍ ଗୀତା, ମୋଦିଙ୍କ ଫଟୋ
ନୂଆଦିଲ୍ଲୀ,୧୫।୨: ଫେବୃୟାରୀ ୨୮ରେ ଶ୍ରୀହରିକୋଟାର ମହାକାଶ କେନ୍ଦ୍ରରୁ ଏକ ଉପଗ୍ରହ ମହାକାଶକୁ ପ୍ରେରଣ କରାଯିବ। ଏହାର ନାମ ସତୀଶ ଧାଓ୍ବନ ସାଟେଲାଇଟ୍ ( ଏସ୍ଡି ସାଟ୍) ରଖାଯାଇଛି। ପିଏସ୍ଏଲ୍ଭି-ସି-୫୧ ରକେଟ ଦ୍ୱାରା ମହାକାଶକୁ ପଠାଯାଉଥିବା ଏହି ନିଆରା ଉପଗ୍ରହରେ ଶ୍ରୀମଦ୍ ଭଗବଦ୍…
Archives


