Home

୩୬୦ କୋଟି ସମ୍ପତ୍ତିର ମାଲିକ ଏହି ସୁପରଷ୍ଟାର, ୧୦ ବର୍ଷ ପୂର୍ବେ ସ୍ନେହାଙ୍କୁ କରିଥିଲେ ବିବାହ

ସାଉଥ୍‌ ଫିଲ୍ମର ଲୋକପ୍ରିୟ ଅଭିନେତା ଆଲୁ ଅର୍ଜୁନ ଇତିମଧ୍ୟରେ ୩୮ ବର୍ଷର ହୋଇଛନ୍ତି। ୮ ଅପ୍ରେଲ, ୧୯୮୩ରେ ଚେନ୍ନାଇରେ ସେ ଜନ୍ମଗ୍ରହଣ କରିଥିଲେ। ୨୦୦୩ରେ ଫିଲ୍ମ ‘ଗଙ୍ଗୋତ୍ରୀ’ରୁ ଲିଡ୍‌ ରରିତ୍ରରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ,…

କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା କରିବାକୁ ପଡ଼ୁଛି ଅପେକ୍ଷା

ଲକ୍ଷ୍ନୌ, ୮।୪: ଉତ୍ତରପ୍ରଦେଶରେ ବଢୁଥିବା କରୋନା ମାମଲା ଚିନ୍ତାର କାରଣ ପାଲଟିଛି। ସଂକ୍ରମଣର ରୋକିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଯେଉଁ ଜିଲା ଗୁଡିକରେ ୫୦୦ରୁ ଅଧିକ ରୋଗୀ ଅଛନ୍ତି ସେଠାରେ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ଅନୁମତି…

ଶାହରୁଖଙ୍କଠାରୁ ଦାମୀ ଭ୍ୟାନିଟି, ୧୦୦ କୋଟିର ବଙ୍ଗଳାରେ ରୁହନ୍ତି ଏହି ଲୋକପ୍ରିୟ ଟଲିଉଡ୍‌ ସୁପରଷ୍ଟାର; କିଛି ଏଭଳି…

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଜି ହେଉଛି ହାପି ବର୍ଥ ଡେ। ଲୋକପ୍ରିୟ ପ୍ରଯୋଜକ ଅଲୁ ଅରବିନ୍ଦଙ୍କ ପୁଅ ହେଉଛନ୍ତି ସେ। ୧୯୮୩ ଏପ୍ରିଲ ୮ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ ଅଲ୍ଲୁ। ପ୍ରଥମେ ଶିଶୁ କଳାକାର ଭାବେ ସେ…

ଅନ୍‌ଲାଇନ୍‌ରେ ବୋର୍ଡ ପରୀକ୍ଷା: ୧ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର କଲେ ହସ୍ତାକ୍ଷର

ନୂଆଦିଲ୍ଲୀ,୮।୪: ସିବିଏସ୍‌ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆଉ ୩ ସପ୍ତାହ ସମୟ ରହିଛି। ଏହା ମେ ୪ରେ ଆରମ୍ଭ ହେବ। ଏପରିସ୍ଥଳେ କରୋନା ସଂକ୍ରମଣକୁ ଭୟ କରି ୧ ଲକ୍ଷରୁ ଅଧିକ ଦଶମ ଏବଂ ଦ୍ୱାଦଶ…

ଶର୍ଟଲେସ୍‌ ହୋଇ ଯୋଗ କଲେ ବରୁଣ, ଏହି ଅଭିନେତ୍ରୀ ଉଡ଼ାଇଲେ ମଜା

ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ଫିଟ୍‌ନେସ ପ୍ରିୟ। ତାଙ୍କର ଓ୍ବାର୍କଆଉଟ୍‌ ଭିଡିଓ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଯେତେ ବ୍ୟସ୍ତତା ଭିତରେ ବରୁଣ ରହିଲେ ମଧ୍ୟ ଓ୍ବାର୍କଆଉଟ୍‌ କରିବାକୁ ଆଦୌ ଭୁଲନ୍ତି ନାହିଁ। ଏବେ ବରୁଣ ଅରୁଣାଚଳରେ ଫିଲ୍ମ ଶୁଟିଂ କରୁଛନ୍ତି। ଏହି…

ସୂଚନାକର୍ମୀଙ୍କ ଉପରେ ବୋମାମାଡ଼ ଘଟଣା, ୩ ଗିରଫ

ଯାଜପୁର ଅଫିସ,୭।୪: ଯାଜପୁର ଜିଲା ଧର୍ମଶାଳା ବ୍ଲକର ସୂଚନାକର୍ମୀ ସର୍ବେଶ୍ବର ବେହୁରାଙ୍କ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ସେମାନଙ୍କ ପରିଚୟ ଦେବାକୁ ପୋଲିସ ମନା କରିଦେଇଛି। ଲଘୁ ଖଣି କାରବାରରେ ବେଆଇନ ଭାବେ…

ଆମେରିକାରେ ଭିନ୍ନ ବିବାହ: ଦମ୍ପତି ପରସ୍ପରକୁ ଡିଜିଟାଲରେ ପିନ୍ଧାଇଲେ ରିଙ୍ଗ୍‌

ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି। ଏଠାରେ ଏକ ଦମ୍ପତି ରେବେକୋ ରୋଜ ଏବଂ ପିଟର କାଚେରଗିନସ୍କି ଆମେରିକାର କ୍ରିପ୍ଟୋ କରେନ୍ସି ଏକ୍ସଚେଞ୍ଜ ପ୍ଲାଟଫର୍ମରେ କାମ କରନ୍ତି। ଉଭୟ ଗତ ୧୪ ତାରିଖରେ ପରସ୍ପରଙ୍କୁ ଡିଜିଟାଲ ରିଙ୍ଗ୍‌…

ଆତ୍ମଦାହ କଲେ ଏହି ବଲିଉଡ୍‌ ଫିଲ୍ମନିର୍ମାତାଙ୍କ ସ୍ତ୍ରୀ-ଝିଅ: ଆପାର୍ଟମେଣ୍ଟରୁ ନିଆଁ ବାହାରୁଥିବା ଦେଖି…

ବମ୍ବେ: ଆତ୍ମଦାହ ଭଳି ଚରମ ପଦକ୍ଷେପ ନେଇଛନ୍ତି ଫିଲ୍ମନିର୍ମାତା ସନ୍ତୋଷ ଗୁପ୍ତାଙ୍କ ସ୍ତ୍ରୀ ଓ ତାଙ୍କର ଝିଅ। ଅନ୍ଧେରୀର ଡିଏନ୍‌ ନଗରସ୍ଥିତ ବାସଭବନରେ ଉଭୟ ଆତ୍ମହତ୍ୟା କରିଛନ୍ତି। ଏହି ଦୁଃଖଦ ଘଟଣା ବିଷୟରେ ମୁମ୍ବାଇ ପୋଲିସ ବୁଧବାର ସୂଚନା ଦେଇଛି। ସନ୍ତୋଷଙ୍କ…

ଭାଜପା ଶାସିତ ରାଜ୍ୟକୁ ମିଳୁଛି ଅଧିକ ଡୋଜ୍‌ : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଭିଯୋଗ

ମୁମ୍ବାଇ,୮।୪: କେନ୍ଦ୍ର ସରକାର କରୋନା ଟିକା ଯୋଗାଣରେ ଭେଦଭାବ କରୁଛନ୍ତି। ଭାଜପା ଶାସିତ ରାଜ୍ୟଗୁଡ଼ିକୁ ଅଧିକ ସଂଖ୍ୟକ ଡୋଜ୍‌ ଯୋଗାଇ ଦିଆଯାଉଥିବାବେଳେ ଅଣ-ଭାଜପା ଶାସିତ ରାଜ୍ୟ ପ୍ରତି ପାତର ଅନ୍ତର କରାଯାଉଥିବା ମହାରାଷ୍ଟ୍ର ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଅଭିଯୋଗ ଆଣିଛନ୍ତି।…

ପରିବା ବଗିଚାରୁ ହରିଣ ଉଦ୍ଧାର

ପାଟଣା,୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଉଦୟପୁର ବିଟ ଗଣିଆବରେଇ ଗ୍ରାମରୁ ଗୁରୁବାର ସକାଳୁ ଏକ ହରିଣ ଉଦ୍ଧାର ହୋଇଛି। ସୂଚନାଯୋଗ୍ୟ, ହରିଣଟି ପାଣି ପିଇବା ଉଦ୍ଦେଶ୍ୟରେ ଗାଁ ଭିତରକୁ ପଶି ଆସିଥିବା ବେଳେ ବାଡ଼ରେ ଥିବା ଜାଲରେ…

ଅମାନିଆଙ୍କ ହାତରେ କରୋନା ଦୂତ ଷ୍ଟାମ୍ପ୍‌

ବର୍ତ୍ତମାନ ସମଗ୍ର ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିରୁ ନିସ୍ତାର ପାଇବା ପାଇଁ ନାନା ପଦଦେକ୍ଷ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୋଲିସ ପ୍ରଶାସନ ସହରରେ କରୋନା ସଂକ୍ରମଣ ରୋକିବା ପାଇଁ ଭିନ୍ନ ଏକ ପଦକ୍ଷେପ ଆପଣାଇଛି। ଯଦି…

ଘର ମହକାଉଛି ବାସିଫୁଲ

ଠାକୁରଙ୍କ ନିକଟରେ ଅର୍ପଣ କରାଯାଇଥିବା ବାସିଫୁଲ ବି ଦେଇପାରିବ କୋଟି କୋଟି ଟଙ୍କାର ରୋଜଗାର, ଯାହାକୁ କରି ଦେଖାଇଛନ୍ତି କାନପୁରର ଅଙ୍କିତ ଅଗ୍ରଓ୍ବାଲ। ଗଙ୍ଗାନଦୀ କୂଳରେ ନିଜର ବିଦେଶୀ ବନ୍ଧୁଙ୍କ ସହ ବସିଥିବାବେଳେ ହଠାତ୍‌ ତାଙ୍କ ମୁଣ୍ଡକୁ ଜୁଟିଥିଲା ଏଭଳି ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri