Home

ସଲିମ୍‌ଙ୍କ ପାଇଁ ଅଟକି ରହିଛି ଶବନମ୍‌ଙ୍କ ଫାଶୀ

ଲକ୍ଷ୍ନୌ,୨୧।୨: ପ୍ରେମ ପାଇଁ ନିଜ ପରିବାରର ୭ ଜଣଙ୍କୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗରେ ଫାଶୀଦଣ୍ଡ ହୋଇଥିବା ଶବନମ୍‌ଙ୍କ ପାଇଁ ମୃତ୍ୟୁ ପରଓ୍ବାନା ଜାରିରେ ବିଳମ୍ବ ହେଉଛି। ଏହାର କାରଣ ହେଉଛନ୍ତି ତାଙ୍କ ପ୍ରେମିକ ସଲିମ୍‌। ରାଷ୍ଟ୍ରପତି…

ଆତ୍ମହତ୍ୟା କଲେ ଏହି ୨୫ ବର୍ଷୀୟ ଅଭିନେତା, ବନ୍ଧୁଙ୍କ ଘରୁ…

ବମ୍ବେ: ଅଭିନୟଜଗତ ସହ ଜଡ଼ିତ ଅନେକ କଳାକାର ଏବେ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। କିଛି ଦିନ ତଳେ ବଲିଉଡ୍‌ ଅଭିନେତା ସନ୍ଦିପ ନାହର ସୁଇସାଇଡ୍‌ କରିଥିଲେ। ସୋସିଆଲ ମିଡିଆରେ ଏକ ଚକିତ କଲା ଭଳି ଭିଡିଓ ଶେୟାର କରିବାର କିଛି…

ସୌଭାଗ୍ୟ ଆଣିପାରେ ଗଛ

ଏମିତି କିଛି ଗଛ ନାହିଁ, ଯାହା ମଣିଷର ଉପକାରରେ ଆସେ ନାହିଁ। ତେବେ ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ ଗଛର ଭିନ୍ନ ଭିନ୍ନ ଉପକାରିତା ଦେଖିବାକୁ ମିଳେ। କିଏ ଖାଦ୍ୟ ରୂପେ ବ୍ୟବହାର ହୁଏ ତ କିଏ ଔଷଧିୟ ଗୁଣରେ ଭରପୂର।…

ଫ୍ୟାଶନେବଲ୍‌ ପୋଟ୍‌ଲି ବ୍ୟାଗ୍‌

ପାର୍ଟି ଫଙ୍କ୍‌ସନଗୁଡ଼ିକରେ ଟ୍ରାଡିଶ୍‌ନାଲ ହେଉ ଅବା ଏଥିନିକ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ହାତରେ ହ୍ୟାଣ୍ଡବ୍ୟାଗ୍‌ କିମ୍ବା କ୍ଲଚ୍‌ ନ ଧରିଲେ ଲୁକ୍‌ କେମିତି ଫିକା ଫିକା ଲାଗିଥାଏ। ଆଜିକାଲି ତ ପୋଟ୍‌ଲି ବ୍ୟାଗ୍‌ର ଫ୍ୟାଶନ ବି ଆସିଗଲାଣି। ଏହାର ଅନେକ…

ଏସ୍‌ପିଓ ପାଇଁ ପରୀକ୍ଷା ଦେଲେ ୪୧୫ ମହିଳା

କାଠୁଆ,୨୧।୨: ଜମ୍ମୁ-କଶ୍ମୀରରେ ସ୍ବାଭାବିକ ସ୍ଥିତି ଫେରିବାରେ ଲାଗିଛି। ଏଠାରେ ଫେବୃୟାରୀ ୧୫ଠାରୁ ଆରମ୍ଭ ହୋଇଥିବା ସ୍ପେଶାଲ ପୋଲିସ ଅଫିସର(ଏସ୍‌ପିଓ) ପରୀକ୍ଷା ପାଇଁ ମହିଳାଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁଛି। ଶନିବାର ପରୀକ୍ଷାର ଶେଷଦିନ ଥିଲା। ଶେଷଦିନ କେବଳ ମହିଳାଙ୍କ ଉଦ୍ଦିଷ୍ଟ…

ଚିଠି: ଦିନେ ଯୋଡ଼ୁଥିଲା ସମ୍ପର୍କ, ଆଜି କେବଳ…

ଉଦୁଉଦିଆ ଦ୍ୱିପ୍ରହର। ଗାଁ ଭିତରକୁ ପ୍ରବେଶ ମାତ୍ରେ କାହାରି ନଜର ପଡ଼ିପାରେ ସାହି କୋଠଘର, ମଣ୍ଡପ କି ବରଗଛ ଚାନ୍ଦିନୀରେ ବସି ତାସପାଲି ପକାଉଥିବା ଥୋକେ ଲୋକଙ୍କ ଉପରେ। ଠିକ୍‌ ଏତିକି ବେଳେ ଡାକବାଲା ସାହିର ପଡ଼ୋଶୀ ଘର ସମ୍ମୁଖରେ ପହଞ୍ଚି…

ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଲେ ବେବୋ

ମୁମ୍ବାଇ,୨୧।୨: କରିନା କପୁର ଖାଁ ଏବଂ ଶୈଫ୍‌ ଅଲ୍ଲୀ ଖାଁ ପୁଣି ଥରେ ମାତାପିତା ହୋଇଛନ୍ତି। ରବିବାର ଭୋର୍‌ ୪ଟା ୪୫ରେ ବ୍ରିଜ୍‌ କ୍ୟାଣ୍ଡି ହସ୍ପିଟାଲରେ ବେବୋ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ୨୦୧୬ରେ ବଡ଼ ପୁଅ ତୈମୁର ଜନ୍ମ ହୋଇଥିଲେ।…

ମଝି ଆକାଶରେ ବିମାନରେ ଅଗ୍ନିକାଣ୍ଡ

କୋଲରାଡୋ,୨୧।୨: ଆମେରିକାରେ ମଝି ଆକାଶରେ ଏକ ବୋଇଙ୍ଗ୍‌-୭୭୭ ବିମାନରେ ଅଗ୍ନିକାଣ୍ଡ ଘଟିଛି। ୟୁନାଇଟେଡ୍‌ ଏୟାର ଲାଇନ୍ସର ବିମାନ ନମ୍ବର-୩୨୮ ବିମାନଟି ଡେନଭେର ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ହୋନୋଲୁଲୁୂ ଅଭିମୁଖେ ଯାତ୍ରା କରୁଥିଲା। ୧୨ ଟା ୪୯ରେ ଏହା ଯାତ୍ରା ଆରମ୍ଭ କରିଥିଲା।…

ମୋ ଓଡ଼ିଆ ଭାରି ବଢ଼ିଆ

ଯେଉଁ ଜାତିର ଭାଷାପ୍ରୀତି ଯେତେ ଅଧିକ, ସେ ଜାତି ସେତିକି ସମୃଦ୍ଧ। ଆଉ ଯେଉଁ ରାଜ୍ୟର ମାତୃଭାଷା ଯେତେ ପ୍ରଗତି କରିଛି, ସେ ରାଜ୍ୟ ସେତେ ଉନ୍ନତ। ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଆମ ମାତୃଭାଷା ଓଡ଼ିଆର ପ୍ରଚାର ପ୍ରସାରକୁ…

ଭାରତକୁ ପ୍ରଶଂସା କଲା ଜାତିସଂଘ

ଜେନେଭା,୨୧।୨: ଜାତିସଂଘ ପକ୍ଷରୁ ଭାରତକୁ ପ୍ରଶଂସା କରାଯାଇଛି। ଭାରତ ଉଲ୍ଲେଖନୀୟ ଅବଦାନ ପାଇଁ ଜାତିସଂଘର ମହାନିର୍ଦ୍ଦେଶକ ଆଣ୍ଟୋନିଓ ଗ୍ୟୁଟେରେସ୍‌ ଏଭଳି କରିଛନ୍ତି। ଭାରତ ଜାତିସଂଘ ଶାନ୍ତି ବାହିନୀଙ୍କ ପାଇଁ ୨ ଲକ୍ଷ୨୯ ହଜାରରୁ ଅଧିକ କରୋନା ପ୍ରତିଷେଧକ ଟିକା ପଠାଇଛି। ଏସମ୍ପର୍କରେ…

ରାଜଧାନୀରେ କଡ଼ାକଡ଼ି ହେବ କରୋନା କଟକଣା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଆଉ କିଛିଦିନ ପରେ କରୋନା ମହାମାରୀକୁ ବର୍ଷେ ପୂରିବାକୁ ଯାଉଛି। ଦୀର୍ଘଦିନର ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ ଯନ୍ତ୍ରଣା ପରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ କୋଭିଡ୍‌ ଟିକା ଆଶ୍ୱସ୍ତି ଦେଇଛି। ଲୋକେ ସ୍ବାଭାବିକ ଜୀବନ ଆରମ୍ଭ କରୁଥିବାବେଳେ ଏହି ମହାମାରୀ…

ଆତଙ୍କବାଦୀ ଶିବିରରେ ଚାଇନା ପିସ୍ତଲ-ଗ୍ରେନେଡ୍‌

ଶ୍ରୀନଗର,୨୧।୨: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେଶନ୍‌ ସମୟରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଜଙ୍ଗଲ ମଧ୍ୟରେ ଥିବା ଏକ ଆତଙ୍କବାଦୀ ଶିବିରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ସେଥିମଧ୍ୟରେ ୩ଟି ଏକେ-୫୬, ୨ ଟି ଚାଇନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri