Home

ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି: ୮୦୦ଥର ଫୋନ୍‌ ପରେ ବି ମିଳିଲାନି ସହାୟତା

ଭୋପାଳ,୨୬।୫: ମଧ୍ୟପଦେଶରେ କରୋନା ପରେ ଏବେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ବ୍ଲାକ୍‌ ଫଙ୍ଗସ୍‌ ଚିକିତ୍ସା ପାଇଁ ଜଣେ ରୋଗୀଙ୍କୁ ପ୍ରାୟ ୬୦ଟି ଇଞ୍ଜେକ୍ସନ ଦିଆଯାଉଛି ବୋଲି ସ୍ବାସ୍ଥ୍ୟବିଭାଗ ଦାବି କରିଛି। ହେଲେ ରାଜ୍ୟରେ ଇଞ୍ଜେକ୍ସନର ଅଭାବ ଦେଖାଯିବା ପରେ…

‘ମର୍ଡର’ ସିନେମା ପରେ ମୋତେ ନଷ୍ଟ ଚରିତ୍ରର ମହିଳା ବୋଲି ଲୋକେ ଭାବୁଥିଲେ: ମଲ୍ଲିକା

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତଙ୍କୁ ପରିଚୟ ଦେଇଥିଲା ୨୦୦୪ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ମର୍ଡର’। ଅଭିନେତା ଇମ୍ରାନ ହାସମୀଙ୍କ ସହ ଫିଲ୍ମରେ ଅନେକ ବୋଲ୍ଡ ସିନ୍‌ ଦେଇଥିଲେ ସେ। ଇତି ମଧ୍ୟରେ ଏହାକୁ ୧୭ ବର୍ଷ ବିତିଛି। ଏବେ ମଲ୍ଲିକା…

କୋହଲିଙ୍କୁ କୋଚିଂ ଫି’ ମାଗିଲେ ଏହି ଫୁଟବଲ୍‌ ଖେଳାଳି

ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଫୁଟବଲ ଖେଳୁଥିବାର ନଜର ଆସିଛନ୍ତି। ଭିଡିଓରେ କୋହଲି ଏକ ଫ୍ରି କିକ ସହିତ ଦୂରରୁ ସ୍କୋର କରିବାକୁ ଚେଷ୍ଟା କରୁଛନ୍ତି।…

ଅକ୍ସିଜେନ୍‌ ସପୋର୍ଟରେ ବ୍ୟାଙ୍କରେ ପହଞ୍ଚିଲେ କର୍ମଚାରୀ, ଅଧିକାରୀ ଛୁଟି ଦେଉ ନ ଥିବା ଅଭିଯୋଗ…

ରାଞ୍ଚି,୨୬।୫: ଝାଡ଼ଖଣ୍ଡ ରାଞ୍ଚିରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଜଣେ କର୍ମଚାରୀଙ୍କୁ ଅଧିକାରୀ ଛୁଟି ନ ଦେବାରୁ ସେ ଅକ୍ସିଜେନ୍‌ ସପୋର୍ଟରେ ବ୍ୟାଙ୍କରେ ପହଞ୍ଚିଛନ୍ତି। କର୍ମଚାରୀଙ୍କ ପରିବାର ସଦସ୍ୟ ସିଲିଣ୍ଡର ନେଇ ତାଙ୍କ ସହିତ ଆସିଛନ୍ତି। ବୋକାରୋ ସ୍ଥିତ ସେକ୍ଟର-୪ଠାରେ ଥିବା ପଞ୍ଜାବ…

କ୍ରିକେଟ୍‌ ଛାଡି ଏବେ ଫୁଟ୍‌ବଲ୍‌ ଖେଳିଲେ କୋହଲି: ପ୍ରଶଂସକ କହିଲେ..

ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଇଂଲଣ୍ଡ ଗସ୍ତରେ ଯାଉଥିବା ଖେଳାଳିଙ୍କ ସହ କୋହଲି ମୁମ୍ବାଇରେ ବିସିସିଆଇ ଦ୍ୱାରା ପ୍ରସ୍ତୁତ ବାୟୋ-ବବୁଲରେ ଅଛନ୍ତି। ଭାରତୀୟ ଖେଳାଳିମାନେ ଜୁନ ୨ରେ ଇଂଲଣ୍ଡ ଯିବେ।…

ଏହି ଦେଶରେ ଏବେସୁଦ୍ଧା ଆରମ୍ଭ ହୋଇନି ଟିକାକରଣ

ସମଗ୍ର ବିଶ୍ୱରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଦେଶରେ ଟିକାକରଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। ଭାରତରେ ମଧ୍ୟ ଟିକାକରଣ କାର୍ଯ୍ୟ ପୂରାମାତ୍ରାରେ ଚାଲିଛି। ମାତ୍ର କେତେକ ଦେଶରେ ଏଥିରେ ଅବହେଳା…

କ୍ରୁର ଶାସକଙ୍କ କ୍ରୁର ଭଉଣୀ: ଶୀର୍ଷ ଅଧିକାରୀଙ୍କୁ ଗୁଳି କରି କଲେ ହତ୍ୟା,ଦେଶରେ ଆତଙ୍କ…

ପୋୟାଙ୍ଗ୍‌ୟାଙ୍ଗ୍‌,୨୬।୫: ଉତ୍ତର କୋରିଆରେ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। କ୍ରୁର ଏକଛାତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ପଥଙ୍କୁ ତାଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ ଆପଣେଇଛନ୍ତି। ନିରଙ୍କୁଶ କ୍ଷମତା ବାଟରେ ଦେଖା ଦେଉଥିବା ପ୍ରତିବନ୍ଧକକୁ ହଟାଇବା ଲାଗି ୟୋ…

କ୍ରିକେଟର୍‌ ସ୍ତ୍ରୀଙ୍କ ଫଟୋକୁ ନେଇ ଉଠିଲା ଚର୍ଚ୍ଚା: ଶେଷରେ…

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇର୍‌ଫାନ୍‌ ପଠାନଙ୍କ ସ୍ତ୍ରୀ ସଫା ବାଗ ଏବେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ଇରଫାନ ପଠାନଙ୍କ ସ୍ତ୍ରୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ପରେ ଅନେକ ଯୁଜର୍ସ ତାଙ୍କୁ ସମାଲୋଚନା କରୁଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ଚାଲୁ କରିବା ଲାଗି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁ

ପାଟନା,୨୬।୫: ବିହାରରେ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ବିପର୍ଯ୍ୟୟ ଅବସ୍ଥାରେ ପଡ଼ି ରହିଛି। ସାମାନ୍ୟ ଚିକିତ୍ସା ଲାଗି ବି ଲୋକଙ୍କୁ ବହୁ ହଇରାଣ ହରକତ ହେବାକୁ ପଡ଼ୁଛି। ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ଭଲ ନ ଥିବା ବେଳେ ଏହି ସମୟରେ ଭଲ ଚିକିତ୍ସା…

ଶାହରୁଖଙ୍କ ଝିଅ ପାଇଁ ଆସିଲା ବିବାହ ପ୍ରସ୍ତାବ: ପୁଅର ମାସିକ ରୋଜଗାର ଏତିକି..

ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ନିକଟରେ ୨୧ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏହି ଅବସରରେ ଜଣେ ଯୁଜର୍ସ ଟୁଇଟର୍‌ରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଯାହା ଏବେ ଭାଇରାଲ…

ଦୁଇଟି ଖରଭୁଜ ଦାମ୍‌ରେ କିଣିପାରିବେ ଦାମୀ କାର୍‌, ଜାଣନ୍ତୁ ଏହାର ସ୍ବତନ୍ତ୍ରତା

ବିଶେଷକରି ଗ୍ରୀଷ୍ମଋତୁରେ ଖରଭୁଜ ବଜାରରେ ପ୍ରଚୁର ମାତ୍ରାରେ ବିକ୍ରି ହୋଇଥାଏ। ଏହି ଫଳ ଡି-ହାଇଡ୍ରେସନକୁ ରୋକିଥାଏ। କାରଣ ଏଥିରେ ୯୫ ପ୍ରତିଶତ ଜଳ ରହିଛି। ଆହୁରି ମଧ୍ୟ, ଏହି ଫଳରୁ ଅନେକ ପ୍ରକାରର ଭିଟାମିନ୍‌ ଏବଂ ମିନେରାଲ୍ସ ମିଳିଥାଏ। ଯେଉଁଥିପାଇଁ ଏହାର…

କରୋନା ଲଢ଼େଇରେ ମୁଖ୍ୟ ଅସ୍ତ୍ର ହେଉଛି ଭାକ୍ସିନ୍‌: ମୋଦି…

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। କରୋନା ମହାମାରୀ ଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିବା ଲାଗି ଭାକ୍ସିନ୍‌ ହିଁ ଏକମାତ୍ର ବିକଳ୍ପ ଏବଂ ମୁଖ୍ୟ ଅସ୍ତ୍ର। ତେଣୁ ଦେଶବାସୀ ଭାକ୍ସିନ୍‌ର ଦୁଇଟି ଡୋଜ୍‌ ନେବା ଜରୁରୀ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?