Home

ଭାକ୍ସିନ୍‌ ନେଲେ ୨ ବର୍ଷ ମଧ୍ୟରେ ହେବ ମୃତ୍ୟୁ: ଭାଇରାଲ ଟୁଇଟ୍‌ ସତ କି ମିଛ, ପିଆଇବି ଦେଲା ସୂଚନା…

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ସୁରକ୍ଷା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଗତ ଦୁଇ ଦିନ ଧରି ଭାକ୍ସିନ୍‌ ସମ୍ପର୍କରେ ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର ହେବାରେ…

୧୬ ଘଣ୍ଟା ଗାଧୋଇବା ପରେ ମହିଳାଙ୍କର ହେଲା ଏଭଳି ଅବସ୍ଥା…

ଲଣ୍ଡନ,୨୬।୫: ସାଧାରଣତଃ ଲୋକେ ୧୦ ଅବା ୧୫ ମିନିଟ୍‌ ଗାଧୋଇଥାନ୍ତି। କେହି କେହି ଘଣ୍ଟେ କିମ୍ବା ଏହାଠାରୁ ଅଧିକ ସମୟ ମଧ୍ୟ ଏଥି ପାଇଁ ନେଇଥାନ୍ତି। ତେବେ ଗାଧୋଇବା ପାଇଁ ୧୬ ଘଣ୍ଟା ନେବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଗାଧୋଇ…

୨୩ବର୍ଷରେ ସରପଞ୍ଚ ଦାୟିତ୍ୱ

ଫିରୋଜାବାଦ,୨୬।୫: ଉତ୍ତରପ୍ରଦେଶ ଫିରୋଜାବାଦରେ ପଞ୍ଚାୟତ ନିର୍ବାଚନ ସରିବା ପରେ ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ସରପଞ୍ଚଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ ଗ୍ରହଣ କରାଯାଇଛି। ଏହି ଅବସରରେ ଜିଲାର ସର୍ବ କନିଷ୍ଠ ତଥା ୨୩ ବର୍ଷୀୟ ଯୁବତୀ ସରପଞ୍ଚ ପାଇଁ ଶପଥ…

ଧୁମ୍‌ଧାମରେ ହେଉଥିଲା ବିବାହ, ପୋଲିସ ସହ ମଣ୍ଡପରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ; ଆଉ ତା’ ପରେ…

ପିଲିଭିଟ: ଉତ୍ତରପ୍ରଦେଶର ପିଲିଭିଟ୍‌ ଜିଲାରେ ଜଣେ ଯୁବକଙ୍କୁ ଦ୍ୱିତୀୟ ବିବାହ କରିବା ମହଙ୍ଗା ପଡ଼ିଛି। ବିବାହ ସମୟରେ ପ୍ରଥମ ସ୍ତ୍ରୀ ପୋଲିସ୍‌ ସହ ପହଞ୍ଚିବା ସହ ସେଠାରେ ହଙ୍ଗାମା କରିଥିଲେ। ପୋଲିସ ସହ ମାର୍‌ପିଟ୍‌ ହେଉଥିବା ଦେଖି ଭୟରେ ଉପସ୍ଥିତ ଅତିଥିମାନେ…

ଆଦାର ପୁନାଓ୍ବାଲା: ଘୋଡ଼ା ବେପାରୀରୁ ଭାକ୍ସିନ୍‌ ଉଦ୍ୟୋଗ ବାଦଶାହ…

ନୂଆଦିଲ୍ଲୀ,୨୬।୫: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବାବେଳେ ଭାରତର ପୁଣେ ସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଚର୍ଚ୍ଚାର ପରିସରକୁ ଆସିଥିଲା। ଦେଶର ସାଧାରଣ ଲୋକେ ପୂର୍ବରୁ ଏହି ଇନଷ୍ଟିଚ୍ୟୁଟ୍‌ ସମ୍ପର୍କରେ ଅବା ଏହାର କାମ ବିଷୟରେ ଅଜଣା ଥିଲେ। ମାତ୍ର କରୋନା…

ଏଲୋପାଥିକ ଭର୍ସେସ ଆୟୁର୍ବେଦିକ: ରାମଦେବଙ୍କ ନାଁରେ ମାନହାନୀ ମାମଲା

ଡେରାଡୁନ,୨୬।୫: ଯୋଗଗୁରୁ ସ୍ବାମୀ ରାମଦେବଙ୍କ ବିବାଦ ଥମିବାର ନା ନେଉନି। ଏଲୋପାଥୀ ଓ ଡାକ୍ତରଙ୍କ ଉପରେ ବିବାଦୀୟ ବୟାନ ଦେଇ ଏବେ ସେ ବିବାଦୀୟ ଘେରକୁ ଚାଲି ଆସିଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏଶନ(ଆଇଏମ୍‌ଏ) ଉତ୍ତରାଖଣ୍ଡ ପକ୍ଷରୁ ରାମଦେବ ବାବାଙ୍କ ନାଁରେ ମାନହାନୀ…

ଧନୀ ହେବା ଲାଗି ପାକିସ୍ତାନକୁ ଏମିତି ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ, ଭିଡିଓ ଦେଖିଲେ ହସି ହସି ଗଡ଼ିବେ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ହସିହସି ଗଡ଼ିବେ। ଅତୀତରେ ଏହିପରି ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ମାତ୍ର ଏହି ଭିଡିଓଟି ସେଗୁଡ଼ିକ ମଧ୍ୟରୁ ଟିକେ ନିଆରା। ଭିଡିଓରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ…

କେଆର୍‌କେଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କଲେ ସଲମାନ

ମୁମ୍ବାଇ: ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ସଲମାନ ଖାନ୍‌ଙ୍କ ଫିଲ୍ମ ‘ରାଧେ ୟୋର୍‌ ମୋଷ୍ଟ୍‌ ଓ୍ବାଣ୍ଟେଡ୍‌ ଭାଇ’କୁ ମିଶ୍ରିତ ଫଳ ମିଳିଛି। ତେବେ ପରିସଂଖ୍ୟାନ ଅନୁଯାୟୀ, କେବଳ ଭାରତରେ ଫିଲ୍ମ ପ୍ରଥମ ଦିନରେ ୧୦୮କୋଟିରୁ ଅଧିକ ଆୟ କରିଥିଲା। ଏହି ଫିଲ୍ମ…

ଏହି ଅଭିନେତ୍ରୀ ନିଜକୁ କହିଲେ ବେଡ୍‌ରୁମ୍‌ ପ୍ରିନ୍‌ସେସ୍‌

ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ସାନ ଝିଅ ଖୁସି କପୁର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ମାତ୍ର ସେ ବର୍ତ୍ତମାନ ସୁଦ୍ଧା ଫିଲ୍ମ ଦୁନିଆରେ ପାଦ ରଖିନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍‌ ଫଲୋଅର୍ସଙ୍କ ସଂଖ୍ୟା ଅଧିକ। ଖୁସି…

ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି: ୮୦୦ଥର ଫୋନ୍‌ ପରେ ବି ମିଳିଲାନି ସହାୟତା

ଭୋପାଳ,୨୬।୫: ମଧ୍ୟପଦେଶରେ କରୋନା ପରେ ଏବେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ବ୍ଲାକ୍‌ ଫଙ୍ଗସ୍‌ ଚିକିତ୍ସା ପାଇଁ ଜଣେ ରୋଗୀଙ୍କୁ ପ୍ରାୟ ୬୦ଟି ଇଞ୍ଜେକ୍ସନ ଦିଆଯାଉଛି ବୋଲି ସ୍ବାସ୍ଥ୍ୟବିଭାଗ ଦାବି କରିଛି। ହେଲେ ରାଜ୍ୟରେ ଇଞ୍ଜେକ୍ସନର ଅଭାବ ଦେଖାଯିବା ପରେ…

‘ମର୍ଡର’ ସିନେମା ପରେ ମୋତେ ନଷ୍ଟ ଚରିତ୍ରର ମହିଳା ବୋଲି ଲୋକେ ଭାବୁଥିଲେ: ମଲ୍ଲିକା

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତଙ୍କୁ ପରିଚୟ ଦେଇଥିଲା ୨୦୦୪ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ମର୍ଡର’। ଅଭିନେତା ଇମ୍ରାନ ହାସମୀଙ୍କ ସହ ଫିଲ୍ମରେ ଅନେକ ବୋଲ୍ଡ ସିନ୍‌ ଦେଇଥିଲେ ସେ। ଇତି ମଧ୍ୟରେ ଏହାକୁ ୧୭ ବର୍ଷ ବିତିଛି। ଏବେ ମଲ୍ଲିକା…

କୋହଲିଙ୍କୁ କୋଚିଂ ଫି’ ମାଗିଲେ ଏହି ଫୁଟବଲ୍‌ ଖେଳାଳି

ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଫୁଟବଲ ଖେଳୁଥିବାର ନଜର ଆସିଛନ୍ତି। ଭିଡିଓରେ କୋହଲି ଏକ ଫ୍ରି କିକ ସହିତ ଦୂରରୁ ସ୍କୋର କରିବାକୁ ଚେଷ୍ଟା କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?