ଏହି ଦେଶରେ ଏବେସୁଦ୍ଧା ଆରମ୍ଭ ହୋଇନି ଟିକାକରଣ

ସମଗ୍ର ବିଶ୍ୱରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଦେଶରେ ଟିକାକରଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। ଭାରତରେ ମଧ୍ୟ ଟିକାକରଣ କାର୍ଯ୍ୟ ପୂରାମାତ୍ରାରେ ଚାଲିଛି। ମାତ୍ର କେତେକ ଦେଶରେ ଏଥିରେ ଅବହେଳା କରାଯାଉଥିବା ଦେଖିବାକୁ ମିଳିଛି। ଯେଉଁଠିକି ବର୍ତ୍ତମାନ ସୁଦ୍ଧା ଟିକାକରଣ ଆରମ୍ଭ ହୋଇନାହିଁ।

ସେମିତି ଏକ ଦେଶର ହେଉଛି ଚାଡ୍‌। ଆଫ୍ରିକାର ଦେଶଗୁଡ଼ିକ ମଧ୍ୟରେ ଚାଡ୍‌ ହେଉଛି ସବୁଠୁ ଗରିବ ଦେଶ। ଏହାର ଏକ ଭାଗ ସାହାରା ମରୁଭୂମି ଅଞ୍ଚଳରେ ଆସୁଛି। ଏହି ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଟିକା ପହଞ୍ଚିପାରିନାହିଁ। ଏଠାରେ ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ମଧ୍ୟ ଟିକାକରଣ ନ କରି ରୋଗୀଙ୍କୁ ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି।

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଦେଶଗୁଡ଼ିକରେ କୌଣସି ବିକଳ୍ପ ନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଡକ୍ଟର ଟେଡ୍ରୋସ ଆଡାନୋମ୍‌ ଗେବ୍ରେସସ୍‌ ଏହି ଟିକାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଧନୀ ଦେଶଗୁଡ଼ିକରେ ଏହି ଟିକା ପ୍ରାୟ ୮୨% ଥିବାବେଳେ ଗରିବ ଦେଶଗୁଡ଼ିକରେ ଏହା ୦.୩ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ନୂଆ ଚାଲ୍‌

ବେଜିଂ,୨୦।୩: ଆଜିଠାରୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷିଆ ଗସ୍ତରେ ଯିବେ। ଏହି ଗସ୍ତ ପୂର୍ବରୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶେଷ...

ସୀମାରେ ମୋବାଇଲ ସେବା ବନ୍ଦକଲା ବାଂଲାଦେଶ

ଢ଼ାକା,୧ା୧: ଭାରତୀୟ ସୀମାକୁ ଲାଗି ୧ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ମୋବାଇଲ ସେବାକୁ ବାଂଲାଦେଶ ସରକାର ବନ୍ଦ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ...

ମେହୁଲ ଚୋକ୍‌ସିଙ୍କ ସ୍ବଦେଶ ଫେରିବା ପଥ ପରିଷ୍କାର : ଭାରତ ଚାପରେ ଆଣ୍ଟିଗୁଆ ରଦ୍ଦ କରିବ ନାଗରିକତା

ସେଣ୍ଟଜୋନ୍ସ୍‌,୨୫।୬: ଭାରତ ଚାପରେ ଆଣ୍ଟିଗୁଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି। ଆଣ୍ଟିଗୁଆ ସରକାର ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ନାଗରିକତା ରଦ୍ଦ କରିବେ ବୋଲି...

ଚତୁର୍ଥ ଦିନରେ ବି ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଇସଲାମାବାଦ,୬ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିବା ଏବଂ ସଂସଦ ଭଙ୍ଗକୁ ନେଇ ପାକିସ୍ତାନର ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଛନ୍ତି।...

ଦେବଦୂତ ସାଜିଲେ ଡେଲିଭରୀ ବୟ

ବେଜିଂ,୨୩।୭-ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ମହିଳାଙ୍କ ପାଇଁ ଦେବଦୂତ ସାଜିଛନ୍ତି କିଛି ଡେଲିଭରୀ ବୟ। ଫଳରେ ମହିଳାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଏପରି ଘଟଣା...

ପୁଣି ପ୍ରଧାନମନ୍ତ୍ରୀ ହେଲେ ଓଲି

କାଠମାଣ୍ଡୁ,୧୪।୫: କେପି ଶର୍ମା ଓଲି ପୁଣିଥରେ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି। ନେପାଳ ସଂସଦରେ ବିରୋଧୀ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବାରୁ ସେ...

କରତାରପୁର କରିଡର: ଭାରତର ପ୍ରସ୍ତାବକୁ ମାନିଲା ପାକିସ୍ତାନ

ନୂଆଦିଲ୍ଲୀ,୧୪।୭: କରତାରପୁର କରିଡରକୁ ନେଇ ରବିବାର ପାକିସ୍ତାନର ଓ୍ବାଘା ସୀମାରେ ଚାଲିଥିବା ବୈଠକ ଶେଷ ହୋଇଛି। ଏହି ବୈଠକରେ ଭାରତ ଯେଉଁ ପ୍ରସ୍ତାବ ରଖିଥିଲା ତାହାକୁ...

ଘୋଡ଼ାକୁ ବେହୋସ୍‌ କରୁଥିବା ଇଞ୍ଜେକସନ୍‌ ନେଉଛନ୍ତି ଆମେରିକା ଯୁବବର୍ଗ

ଓ୍ବାଶିଂଟନ, ୩।୨: ଏବେ ଆମେରିକା ଯୁବବର୍ଗ ନିଶାର ଏକ ନୂଆ ମହାମାରୀ କବଳରେ ପଡ଼ିଛନ୍ତି। ସେମାନେ ଘୋଡ଼ାକୁ ବେହୋସ୍‌ କରିବା ଲାଗି ବ୍ୟବହାର କରାଯାଉଥିବା ଇଞ୍ଜେକସନ୍‌...

Advertisement
Archives

Model This Week