Home

୨୦୨୧ ଶେଷ ସୁଦ୍ଧା ପୃଥିବୀରେ ଶତାୟୁଙ୍କ ସଂଖ୍ୟା ୬ ଲକ୍ଷ ଛୁଇଁବ

ଜେନେଭା,୨।୩: ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ବିଜ୍ଞାନର ବିକାଶ ଯୋଗୁ ଏବେ ପୃଥିବୀରେ ଶତାୟୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ୧୦୦ ଅବା ୧୦୦ରୁ ଅଧିକ ବର୍ଷ ଜୀବିତ ରହିବା ସହଜ ହୋଇପାରୁଛି। ବିକଶିତ ଏବଂ ବିକାଶଶୀଳ ଦେଶରେ ଶତାୟୁଙ୍କ ସଂଖ୍ୟା…

ମାତ୍ର ୧୦ ସେକେଣ୍ଡର ଭିଡିଓ ୪୮ କୋଟି ଟଙ୍କାରେ ବିକ୍ରି

କଥାରେ ଅଛି ପରିଶ୍ରମ କେବେ ବୃଥା ଯାଏନାହିଁ, ଦିନେ ନା ଦିନେ ଆପଣଙ୍କ ପରିଶ୍ରମର ମୂଲ୍ୟ ନିଶ୍ଚୟ ମିଳିବ। ଏହାର ଜ୍ୱଳନ୍ତ ଉଦାହରଣ ଆମେରିକାର ମିଆମି ସହରରେ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ଆର୍ଟ କଲେକ୍ଟର ୧୦ ସେକେଣ୍ଡର ଭିଡିଓ…

ଭିସୁଟ୍‌ ଛାତ୍ରଙ୍କ କରୋନା ରିପୋର୍ଟ ଭୁଲ୍‌, କିଟ୍‌ ଖରାପ ଥିବା ଯୋଗୁ ଆସିଥିଲା ପଜିଟିଭ୍‌

ସମ୍ବଲପୁର,୨।୩(ବ୍ୟୁରୋ): ସମ୍ବଲପୁର ଜିଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଚର୍ଚ୍ଚା ହୋଇଥିଲା। ଏପରିକି ବିଶ୍ୱବିଦ୍ୟାଳୟର ୨୫ଜଣ ଛାତ୍ର କରୋନା ପଜିଟିଭ୍‌ ଆସିଥିବା ନେଇ ଖବର ପ୍ରକାଶ ପାଇଥିଲା। ଏହି ଘଟଣାକୁ ଅତିରିକ୍ତ…

କପେ ଚା’ ଦାମ ୧୦୦୦ ଟଙ୍କା

କୋଲକାତା,୨।୩: କପେ ଚା’ର ଦାମ ୧୦୦୦ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ମୁକୁନ୍ଦପୁରରେ ଥିବା ପ୍ରତିମ ଗାଙ୍ଗୁଲୀଙ୍କର ଚା’ ଦୋକାନରେ ୧୨ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ଦାମର ଚା’…

ପଶ୍ଚିମବଙ୍ଗ-ଆସାମ ବିଜୟ ଲକ୍ଷ୍ୟ: ମୋଦି କରିବେ ୨୬ ରାଲି, ଶାହା-ନଡ୍ଡା ୫୦-୫୦

କୋଲକାତା,୨।୩: ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଟ ୨୬ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ୨୦ଟି ରାଲି ହେବ। ଅପରପକ୍ଷରେ ଆସାମରେ ୬ଟି ରାଲି କରାଯିବା। ପଶ୍ଚିମବଙ୍ଗ ଭାଜପା ୟୁନିଟ୍‌ ପକ୍ଷରୁ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କର ୨୫ରୁ…

ଆଜିଠାରୁ କୁଆଖାଇ ପୋଲରେ ଯାତାୟାତ ବନ୍ଦ

ଭୁବନେଶ୍ୱର,୨।୩(ବ୍ୟୁରୋ): ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ମଙ୍ଗଳବାରଠାରୁ ଯାତାୟାତ ବନ୍ଦ ରହିବ। ପୋଲର ମରାମତି ପାଇଁ ମାସେ ପର୍ଯ୍ୟନ୍ତ ଅର୍ଥାତ ମେ’ ୨ ତାରିଖ ପର୍ଯ୍ୟନ୍ତ ଯାତାୟାତ ବନ୍ଦ ରହିବା ନେଇ କମିଶନରେଟ ପୋଲିସ ଟୁଇଟ୍‌ କରି…

୧୦ ଜିଲା ପାଇଁ ୧୦ ସଚିବଙ୍କୁ ନିଯୁକ୍ତି, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟ ୧୦ ଆକାଂକ୍ଷୀ ଜିଲା ପାଇଁ ୧୦ ସଚିବସ୍ତରୀୟ ଅଧିକାରୀ ନିଯୁକ୍ତ ହୋଇଛନ୍ତି। କନ୍ଧମାଳ ଜିଲା ପାଇଁ ମଧୁସୂଦନ ପାଢ଼ୀ, କଳାହାଣ୍ଡି ପାଇଁ ସତ୍ୟବ୍ରତ ସାହୁ, ବଲାଙ୍ଗୀର ପାଇଁ ସୁରେନ୍ଦ୍ର କୁମାର, ଢେଙ୍କାନାଳ ପାଇଁ ରଞ୍ଜନା ଚେପ୍ରା, ନୂଆପଡ଼ା ପାଇଁ…

ମତୁଆ ସମ୍ପ୍ରଦାୟଙ୍କ ୭୦ ବିଧାନସଭା ଆସନ ହାତେଇବା ଲକ୍ଷ୍ୟରେ ଭାଜପା-ତୃଣମୂଳ

କୋଲକାତା,୨।୩: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବା ପାଇଁ ଭାଜପା ପକ୍ଷରୁ ଜୋର୍‌ଦାର ଉଦ୍ୟମ କରାଯାଉଛି। ଭାଜପା ପକ୍ଷରୁ ରାଜ୍ୟର ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ମତୁଆ…

ଆଉ ଗୋଟିଏ ଶତକ ମାରିଲେ ବିଶ୍ୱ ରେକର୍ଡ ଭାଙ୍ଗିବେ କୋହଲି

ଅହମ୍ମଦାବାଦ,୨।୩: ମାର୍ଚ୍ଚ ୪ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଇଂଳଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ଯଦି…

୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ ଜବତ: ୩ ଅଟକ

ଭୁବନେଶ୍ୱର,୨।୩(ବ୍ୟୁରୋ): କୋଟି କୋଟି ଟଙ୍କାର ଜାଲ ନୋଟ୍‌ ଜବତ। କାରରେ ଛତିଶଗଡ ଯାଉଥିବା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ ସୁଙ୍କି ଆଉଟପୋଷ୍ଟ ନିକଟରୁ ଜବତ କରିଛି ପଟାଙ୍ଗୀ ପୋଲିସ। ଜାଲ ନୋଟ ସହ ପୋଲିସ ୩ ଜଣକୁ…

ଆସାମରେ ଚା’ପତ୍ର ତୋଳିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨।୩: ଆଗକୁ ଆସାମରେ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଭାଜପା, କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର ଅଭିଯାନ ଜାରି ରହିଛି। ପ୍ରତି ରାଜନୈତିକ ଦଳ ନିର୍ବାଚନୀ ରାଜନୀତି ଆରମ୍ଭ କରିଛନ୍ତି। କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା…

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପାରଳାଖେମୁଣ୍ଡି,୨।୩(ଡି.ଏନ.ଏ)-ଗଜପତି ଜିଲା ରାୟଗଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ବର ସେନାପତିଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ ହୋଇଛି। ଆୟବର୍ହିଭୁତ ସମ୍ପର୍ଭ ଠୁଳ ଅଭିଯୋଗରେ ଆଜି ଭୋରରୁ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ଭିଜିଲାନ୍ସର ମିଳିତ ଚଢାଉ ଜାରି ରହିଛି । ଭିଜିଲାନ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri