ଖବରଦାତାଙ୍କୁ ଆକ୍ରମଣ ଘଟଣା: ପ୍ରତିବାଦ କଲେ ଗଣ ଯୋଗାଯୋଗ ବିଭାଗ ପିଜି ଛାତ୍ରୀଛାତ୍ର

ଭଞ୍ଜନଗର,୨୭ା୫(ଡି.ଏନ୍‌.ଏ.): ରାଜ୍ୟରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ଖବରଦାତାଙ୍କ ଉପରେ ଦିନକୁ ଦିନ ଆକ୍ରମଣ ବଢୁଛି। କେତେବେଳେ ପୋଲିସ ତ ଆଉ କେତେବେଳେ ଠିକାଦାର, ବ୍ୟବସାୟୀ, ନେତା ପ୍ରମୁଖଙ୍କ ଆକ୍ରମଣର ଶିକାର ହେଉଛନ୍ତି। ସରକାର ଖବରଦାତାଙ୍କୁ ସୁରକ୍ଷା ଦେଇପାରିନାହାନ୍ତି। ଯାହାକି ଚିନ୍ତାଜନକ ବିଷୟ। ଏହିଭଳି ପରିସ୍ଥିତିରେ ପୁରୀରେ କାର୍ଯ୍ୟରତ ଧରିତ୍ରୀ ଖବରକାଗଜର ଜିଲା ପ୍ରତିନିଧି ଦତ୍ତାତ୍ରେୟ ନାୟକଙ୍କ ଉପରେ ପୋଲିସ ଆକ୍ରମଣ କରିଛି। ଘଟଣା ଘଟିବାର ଇତିମଧ୍ୟରେ
୬ ଦିନ ବିତିଗଲାଣି ଅଥଚ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଗୁରୁବାର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପିଜି ଛାତ୍ରୀ ସରିତା ନାୟକ,ଛାତ୍ର ଆନନ୍ଦ ମିଶ୍ର, ନିଲୁ ବିଶୋଇ, ସୀମାଞ୍ଚଳ ବିଶୋଇ, ଚିନ୍ମୟ ଆଚାରୀ, ନିତେଶ ପାତ୍ର ପ୍ଲା କାର୍ଡ ଧରି ପ୍ରତିବାଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ବାହୁଡ଼ିଲେ ପ୍ରତାପ, ରାଜ୍ୟ ସଭାପତିଙ୍କ ଅନୁମୋଦନ

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ୨୦୧୯ରେ ଲଢ଼େଇ କରିଥିବା ପ୍ରତାପ କୁମାର ପ୍ରଧାନ ପୁଣି କଂଗ୍ରେସରେ ଯୋଗଦାନ କରିଥିବା ଜଣାପଡ଼ିଛି। କଂଗ୍ରେସରେ...

୫-ଟିରେ ଅନୁଗୋଳର ୫୦ ହାଇସ୍କୁଲ

ଅନୁଗୋଳ ଅଫିସ,୧୭ା୪ ଅନୁଗୋଳ ଜିଲାରେ ବଦଳିବ ହାଇସ୍କୁଲ ଶିକ୍ଷାର ଭିତ୍ତିଭୂମି। ଶୈକ୍ଷିକ ବ୍ୟବସ୍ଥାରେ କରାଯିବ ବଡ଼ ପରିବର୍ତ୍ତନ। ନୂଆ ରୂପରେଖ ସହ ଗୁଣାତ୍ମକ ଶିକ୍ଷା ପାଇଁ...

କିନ୍ନରଙ୍କ ହାତକୁ କାମ

ଅନୁଗୋଳ ଅଫିସ, ୩୦।୧ ସହର ସଫେଇ ସହଜ ହେବ। ଟଲି ବଦଳରେ ବ୍ୟାଟେରି ଚାଳିତ ଗାଡ଼ିରେ ସହରରୁ ଅଳିଆ ଉଠିବ। ଆଉ ଘର ଘର ବୁଲି...

ରୁଗ୍‌ଣ ଅବସ୍ଥାରେ ମାଟି କାରିଗରୀ

ମାଲକାନଗିରି,୧୫।୫(ଡି.ଏନ.ଏ)-ମାଟିର ମହକ ନିଆରା । ରୋଷେଇ ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ବସ୍ତୁ ତିଆରିରେ ବ୍ୟବହାର ହୁଏ ମାଟି| ଦିନଥିଲା କୁମ୍ଭାର ମାନେ ସାହି...

୬ ମାସ ହେଲା ଡାକ୍ତରଖାନାରେ ସାମୁଏଲ

ବରଗଡ଼ ଅଫିସ୍‌,୨୫।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବେହେରାଡୁବୁରୀ ଗ୍ରାମର ମା’ ଉପାସୀ ଓ ବାପା ଜିତେସିଂ ସୁନାଙ୍କ ଏକମାତ୍ର ପୁଅ...

ବାଲେଶ୍ୱରରେ ଆତ୍ମହତ୍ୟାର ଲାଇଭ ଭିଡିଓ

ଖଇରା,୧୧।୭(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ଥାନା ସାରୁଗାଁ ପଞ୍ଚାୟତ ଅଧୀନ ମିଟୁଆଣି ଗ୍ରାମର ପିତାମ୍ବର ଲେଙ୍କା(୩୮)ନିଜର ଲାଇଭ ଭିଡିଓ ମାଧ୍ୟମରେ ଆତ୍ମହତ୍ୟା କରିବା ଘଟଣା ନେଇ ଏକ...

ଇଟାଭାଟି ଭିତରେ ଅଙ୍ଗନୱାଡ଼ି କେନ୍ଦ୍ର

ଜୟପୁର,୧୯ା୧(ଡି.ଏନ୍‌.ଏ.):ଜୟପୁର ବ୍ଲକ ସଦର ଉପକଣ୍ଠ ବାରିଣିପୁଟ ପଞ୍ଚାୟତ ପରଜା ସାହିରେ ଏକ ନିର୍ଜନ ଚାଷଜମିରେ ବେଆଇନ ଇଟାଭାଟି ଗଢ଼ି ଉଠିଛି। ତାରି ଭିତରେ ରହିଛି ଅଙ୍ଗନୱାଡ଼ି...

ନୟାଗଡ଼ ଜିଲାରେ ୪ ନୂଆ ଆକ୍ରାନ୍ତ: ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ କୋମଣ୍ଡ ପଞ୍ଚାୟତ ଶଟ୍‌ଡାଉନ୍‌

ନୟାଗଡ଼ ଅଫିସ,୧୨।୬: ନୟାଗଡ଼ ଜିଲାରେ ଶୁକ୍ରବାର ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪କୁ ବୃଦ୍ଧି ଘଟିଛି। ତେବେ୪...

Advertisement


Archives

Model This Week