୧.୧ କୋଟି ଲୋକଙ୍କ ସ୍ବପ୍ନ ପୂରଣ କରିବେ ରାଷ୍ଟ୍ରପତି
ଓ୍ବାଶିଂଟନ୍,୨୦।୧:ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ପଦ ସମ୍ଭାଳିବାକୁ ଯାଉଥିବା ଜୋ ବାଇଡେନ୍ ଆପ୍ରବାସୀଙ୍କ ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ଯାଉଛନ୍ତି। ବାଇଡେନ୍ ନିଜ ପ୍ରଥମ କାର୍ଯ୍ୟକାଳର ପ୍ରଥମ ଦିନ ଆପ୍ରବାସୀ ବିଲ୍କୁ ମଞ୍ଜୁରୀ ଦେଇପାରନ୍ତି। ଫଳରେ ଆମରେିକାରେ ବିନା ଆଇନଗତ ସ୍ବୀକୃତି…
୮ ମାସ ଧରି କରୋନା ସହ ଲଢୁଥିଲେ ପାଇଲଟ, ସ୍ତ୍ରୀଙ୍କ ପାଇଁ ପାଇଲେ ନୂଆ ଜୀବନ
କରୋନା ମହାମାରୀ ବେଶ୍ କିଛି ଲୋକଙ୍କ ଜୀବନଙ୍କୁ ପ୍ରଭାବିତ କରିଛି। ଏହି ମହାମାରୀ ଚାଲିଥିବା ସମୟରେ କିଛି ଲୋକଙ୍କ ଅଦମ୍ୟ ସାହସ ମଧ୍ୟ ସାମ୍ନାକୁ ଆସିଛି। ଏମିତି ଏକ ଘଟଣା ଲଣ୍ଡନର ଜଣେ ପାଇଲଟ୍ଙ୍କ କ୍ଷେତ୍ରରେ ଘଟିଛି। ଗତ ୮ ମାସ…
ଗାବା ମଇଦାନରେ ‘ଭାରତ ମାତା କି ଜୟ’ ନାରା ଦେଲେ ଅଷ୍ଟ୍ରେଲିୟ ପ୍ରଶଂସକ: ଭିଡିଓ ଭାଇରାଲ ପରେ..
ଗାବା,୨୦।୧: ଭାରତୀୟ କ୍ରିକେଟ ଇତିହାସରେ ଜାନୁଆରୀ ୧୯ ସ୍ମରଣୀୟ ହୋଇ ରହିବ। ବ୍ରିସ୍ବେନ୍ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଟିମ୍ର ୩୨ ବର୍ଷ ଧରି ଜିତୁଥିବା ରେକର୍ଡ ଉପରେ ରୋକ ଲଗାଇଛି। ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଦମ୍ଦାର ବିଜୟ ସହ…
ରବି ଶାସ୍ତ୍ରୀଙ୍କ ଆଖିରେ ଲୁହ
ସାଧାରଣତଃ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ସର୍ବଦା ବେଶ୍ ଗମ୍ଭୀର ଥାନ୍ତି। ନିଜ ଭାବପ୍ରବଣତାକୁ କେବେ ସେ ଜାହିର୍ କରନ୍ତି ନାହିଁି। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଯୁବ ଦଳ ଐତିହାସିକ ବିଜୟ ପରେ ରବି ଶାସ୍ତ୍ରୀ…
୧୧୩ ବର୍ଷୀୟା ଜେଜେମାଙ୍କ ପାଇଁ ନାତିଙ୍କ ଭାଗ୍ୟ ବଦଳିଲା
କୁହାଯାଏ, ନିର୍ବାଚନରେ ଗୋଟିଏ ଭୋଟ ବି ମୂଲ୍ୟବାନ। କେହି ଗୋଟିଏ ଭୋଟ୍ରେ ରାଜା ହୋଇ ଯାଆନ୍ତି ତ ଆଉ କିଏ ହାରିଯାଆନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁଣେରେ। ଜଣେ ଜେଜେମାଙ୍କର ଗୋଟିଏ ମାତ୍ର ଭୋଟ ତାଙ୍କ ନାତିଙ୍କୁ…
ପ୍ରଶଂସାରେ ଶତମୁଖ ହେଡ୍ କୋଚ୍: କହିଲେ, ‘ରିଷଭ ତୁମେ ଯେଉଁଭଳି ଖେଳୁଛ ହୃଦ୍ଘାତ ହୋଇଯିବ’
ଗାବା,୨୦।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ଦମ୍ଦାର ବିଜୟ ପରେ ହେଡ୍ କୋଚ୍ ରବି ଶାସ୍ତ୍ରୀ ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ। ଡ୍ରେସିଂ ରୁମ୍ରେ ସେ ଦେଇଥିବା ଭାଷଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିସିସିଆଇ ପକ୍ଷରୁ…
ଭାରତକୁ ପ୍ରଶଂସାରେ ପୋତି ପକାଇଲା ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ
ମେଲବୋର୍ଣ୍ଣ, ୨୦।୧:ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ପରେ ଭାରତୀୟ ଦଳକୁ ଚାରିଆଡୁ ପ୍ରଶଂସା ମିଳିଛି। ଭାରତୀୟ ଦଳର ସାହସ, ଦୃଢତା ଏବଂ ଦକ୍ଷତା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ବୁଧବାର ଭାରତୀୟ ଦଳକୁ ପ୍ରଶଂସା କରିଛି। ବୋର୍ଡ (ବିସିସିଆଇ) କୁ…
ଶୁଟିଂସେଟ୍ରେ ଶ୍ରୀଦେବୀଙ୍କ ଏଭଳି ବ୍ୟବହାରକୁ ନେଇ ରାଗିଯାଉଥିଲେ ସନି
ବମ୍ବେ: ୧୯୮୩ରେ ସୁପରହିଟ୍ ଫିଲ୍ମ ‘ବେତାବ’ ସହ ବଲିଉଡ୍ରେ ପାଦ ରଖିଥିଲେ ଅଭିନେତା ସନି ଦେଓଲ। ପ୍ରାରମ୍ଭିକ ଅଭିନୟ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେବା ପରେ ସେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ। ଫିଲ୍ମଗୁଡ଼ିକରେ ଅନେକ ନାୟିକାଙ୍କ ସହ…
କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ
କେନ୍ଦୁଝର,୨୦।୧(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନକୁ ବିରୋଧ କରି ବୁଧବାର ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଙ୍ଗଠନ ପକ୍ଷରୁ କେନ୍ଦୁଝର ଠାରେ ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ, ଘରୋଇ ମଣ୍ଡି…
ପାର୍ଟିରେ ମଦ ପିଇ କୋମାକୁ ଚାଲିଯାଇଥିଲେ ଯୁବତୀ, କରୋନା ଦେଲା ନୂଆ ଜୀବନ
କରୋନା ମହାମାରୀ ସମଗ୍ର ବିଶ୍ୱରେ କ୍ଷତି ପହଞ୍ଚାଇଥିବା ବେଳେ କିଛି ଲୋକଙ୍କୁ ନୂଆ ଜୀବନ ବି ଦେଇଛି। ଇଂଲଣ୍ଡରେ ରହୁଥିବା ଜଣେ ଯୁବତୀଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି। ଏକ ପାର୍ଟିରେ ଓଲିବିୟା ଇବିଟସନ ନାମକ ୨୧ ବର୍ଷୀୟା ଯୁବତୀ ଅତ୍ୟଧିକ…
୨୦୨୧ ଆଇପିଏଲ୍ରେ ଚେନ୍ନାଇ ପାଇଁ ଖୁସି ଖବର, ଫେରିବେ ରାଇନା
ଆଇପିଏଲର ୧୩ତମ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଚର୍ଚ୍ଚାରେ ଥିଲା। ପ୍ରଥମ ଥର ପାଇଁ ଦଳକୁ ନକଆଉଟରୁ ବାହାରି ଯାଇଥିଲା। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଦଳର କିଛି ସଦସ୍ୟ କରୋନା ଝଟ୍କା ଦେଇଥିଲା। କେବଳ ଏତିକି ନୁହେଁ, ସୁରେଶ…
ଆନ୍ଦୋଳନ କରୁଥିବା ଅନ୍ନଦାତାଙ୍କ ପାଇଁ ଓପନ ଲାଇବ୍ରେରୀ-ଫ୍ରି ଲାଙ୍ଗୁଏଜ୍ କ୍ଲାସ୍
ନୂଆଦିଲ୍ଲୀ, ୨୦।୧: ଘାଜିପୁର ସୀମାରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଅନ୍ନଦାତାଙ୍କ ଅବସର ସମୟ ବିତାଇବା ଲାଗି ଏଠାରେ ଓପନ ଲାଇବ୍ରେରୀ ସହିତ ଫ୍ରି ଲାଙ୍ଗୁଏଜ୍ କ୍ଲାସ୍ ଆରମ୍ଭ କରାଯାଇଛି। ଆନ୍ଦୋଳନର ୫୫ ଦିନରେ ଏଠାରେ ଓପନ ଲାଇବ୍ରେରୀ ଖୋଲା ଯାଇଛି।…
Archives


