Home

ବ୍ରାଜିଲ ରାଷ୍ଟ୍ରପତି କହିଲେ, ‘ଧନ୍ୟବାଦ ମୋଦି’

ନୂଆଦିଲ୍ଲୀ,୨୩।୧: ବ୍ରାଜିଲ ରାଷ୍ଟ୍ରପତି ଜେଏର୍‌ ବୋଲ୍ସୋନାରୋ ୨୦ ଲକ୍ଷ କୋଭିଡ-୧୯ ଟିକା ଦେବା ଲାଗି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁମ୍ବାଇ ବିମାନବନ୍ଦରରୁ ୨୦ ଲକ୍ଷ କୋଭିସିଲ୍ଡ ଟିକା ସହ ଏକ ବିମାନ ଶୁକ୍ରବାର ବ୍ରାଜିଲ ଅଭିମୁଖେ ଯାତ୍ରା…

ମନ୍ଦିର ଦାନହୁଣ୍ଡି ଚୋରି କରି ନଦୀ ବାଲିରେ ପୋତିଦେଲେ ଦୁର୍ବୃତ୍ତ

ସୋରଡ଼ା,୨୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ାସ୍ଥିତ ପଞ୍ଚାନନ ହୁଣ୍ଡିକୁ ଶୂକ୍ରବାର ରାତିରେ ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଶନିବାର ସକାଳେ ମନ୍ଦିର ପୂଜକ ଯାଇ ଦେଖିଥିଲେ। ଏନେଇ ପରିଚାଳନା କମିଟିକୁ ଖବର ଦେଇଥିଲେ। କମିଟି ସଭ୍ୟ ମନୋଜ କୁମାର ପଟ୍ଟନାୟକ ଥାନାକୁ ଜଣାଇଥିଲେ।…

ଗ୍ରାହକ ସାଲାଡକୁ ବାସି କହିବାରୁ ରେଷ୍ଟୁରାଣ୍ଟ ମାଲିକ କଲେ ଏମିତି

ଜୟପୁର,୨୩।୧: ରାଜସ୍ଥାନର ଯୋଧପୁରସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକ ସାଲାଡକୁ ବାସି କହିବାରୁ ତାଙ୍କୁ ଭାରି ପଡ଼ିଛି। ଗ୍ରାହକଙ୍କୁ ରେଷ୍ଟୁରାଣ୍ଟର ମାଲିକ ଏବଂ ତାଙ୍କ କର୍ମଚାରୀମାନେ ଠେଙ୍ଗାରେ ପିଟି ମୁଣ୍ଡ ଫଟାଇ ଦେଇଛନ୍ତି। ମହେନ୍ଦ୍ର ସିଂହ ନାମକ ଜଣେ ବ୍ୟକ୍ତି ଯୋଧପୁରସ୍ଥିତ…

ଚର୍ଚ୍ଚାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଚୟନ ହୋଇଥିବା ନୂଆ ନେଟ୍‌ ବୋଲର, ଜାଣନ୍ତୁ କିଏ ସେ ସୌରଭ କୁମାର..

ନୂଆଦିଲ୍ଲୀ,୨୩।୧: ଅଷ୍ଟ୍ରେଲିଆ ଗସ୍ତରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଇଂଲଣ୍ଡ ସହ ଘରୋଇ ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଭାରତୀୟ ଟିମ୍‌। ଆସନ୍ତା ଫେବୃୟାରୀ ୫ରୁ ଚେନ୍ନାଇରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। କିଛିଦିନ ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପ୍ରଥମ ଦୁଇ ଟେଷ୍ଟ…

ଆତଙ୍କବାଦୀ ଶିବିରରୁ ଚାଇନା ପିସ୍ତଲ ଜବତ

ଶ୍ରୀନଗର, ୨୩।୧: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ଥିବା ଏକ ଆତଙ୍କବାଦୀ ଶିବିରକୁ ବିଏସ୍‌ଏଫ୍‌ ଏବଂ ସେନାର ମିଳିତ ଅପରେଶନରେ ଧ୍ୱଂସ ହୋଇଛି। ଏଠାରୁ ବିପୁଳ ପରିମାଣର ଗୋଳା ବାରୁଦ ଜବତ କରାଯାଇଛି। ଏହା ସହିତ ଗୋଟିଏ ଏକେ-୪୭ ଏବଂ ଏହାର ମାଗାଜିନ୍‌,…

ରାମଚଣ୍ଡୀ ମନ୍ଦିରରୁ ଚୋରି ଅଳଙ୍କାର କେନ୍ଦ୍ରାପଡ଼ାରୁ ଜବତ: ଜଣେ ଅଟକ

ମହାକାଳପଡ଼ା, ୨୩।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରାମନଗର ଅଞ୍ଚଳର ପ୍ରସିଦ୍ଧ ମା’ ରାମଚଣ୍ଡୀ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଗ୍ରିଲ ତାଡ଼ି ପୂଜକଙ୍କୁ ଗୋଟିଏ ଘରେ ତାଲା ପକାଇ ମନ୍ଦିର ଗର୍ଭ ଗୃହରୁ ବିଭିନ୍ନ…

ଘର ବାହାରେ ବସିପଡ଼ିଲା ବାଘ, ଆଉ ତା’ ପରେ…

ଲକ୍ଷ୍ନୌ,୨୩।୧: ଉତ୍ତରପ୍ରଦେଶର ପିଲିଭିତ୍‌ରେ ଏକ ବାଘ ଆସି ଘର ବାହାରେ ବସିଯିବାରୁ ପରିବାର ଲୋକେ ଭୟରେ ଥରି ଉଠିଛନ୍ତି। ପରେ ବନବିିଭାଗକୁ ଖବର ଦେବାର କମର୍ଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘର ଚାରିପଟ ଜାଲ ଘେରାଇଛନ୍ତି। ବାଘଟି ଦୀର୍ଘ ୨ ମାସ ହେଲାଣି…

୫ ମାସ ପରେ ଝିଅକୁ ଭେଟି ଭାବପ୍ରବଣ ହେଲେ ଏହି ଖେଳାଳି: ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା

ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ ପରେ ଅଧିନାୟକ ଆଜିଙ୍କ୍ୟ ରାହାନେ ଭାରତ ଫେରିଛନ୍ତି। ପ୍ରଶଂସକ ଏବଂ ତାଙ୍କ ପରିବାର ଦ୍ୱାରା ରାହାନେଙ୍କୁ ଜୋରଦାରରେ ସ୍ବାଗତ କରାଯାଇଛି। ରାହାନେଙ୍କ ସ୍ବାଗତ ସମୟରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ରାହାନେ…

କିନ୍ନରଙ୍କ ସୁରକ୍ଷା-ଥଇଥାନ ପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩।୧: ବିଭିନ୍ନ ରାଜ୍ୟରେ ଥିବା କିନ୍ନରଙ୍କ ସୁରକ୍ଷା ଏବଂ ଥଇଥାନ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୯ କିନ୍ନର ସୁରକ୍ଷା ଅଧିନିୟମର…

ସୁନ୍ଦରଙ୍କ ଲଟେରି: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାହାରିଲେ ଏହି ପ୍ରମୁଖ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୧: ରବିନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରୁ ବାହାର ହୋଇଛନ୍ତି। ସମୟରେ ଫିଟ୍‌ ହେଉ ନ ଥିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ସେ ପ୍ରଥମ ଦୁଇ ଟେଷ୍ଟ ଖେଲି ନ…

ଦୁବାଇରେ ଚମକିଲା ଭାରତୀୟ ଯୁବ ଇଞ୍ଜିନିୟରଙ୍କ ଭାଗ୍ୟ

ଦୁବାଇ,୨୩।୧: ଦୁବାଇରେ ରହୁଥିବା ଜଣେ ଭାରତୀୟ ଯୁବ ଇଞ୍ଜନିୟରଙ୍କ ଭାଗ୍ୟ ଚମକିଛି। ଶିଭିନ୍‌ ଓ୍ବିଲସନ ନାମକ ଜଣେ ଇଞ୍ଜିନିୟର ଏକ ସାପ୍ତାହିକ ଲକି ଡ୍ରରେ ୪୦ ଲକ୍ଷ ଟଙ୍କାର ଲଟେରି ଜିତିଛନ୍ତି। କେରଳର ଏହି ଯୁବ ଇଞ୍ଜିନିୟର ୧୬ ଜାନୁୟାରୀରେ ଆୟୋଜିତ…

ଭାରତର ଐତିହାସିକ ବିଜୟରେ ଶତମୁଖ ଆନନ୍ଦ ମହିନ୍ଦ୍ରା: ୬ ଖେଳାଳିଙ୍କୁ ଦେବେ ଏସ୍‌ୟୁଭି କାର

ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍‌ ହାତେଇବା ପରେ ଭାରତୀୟ ଟିମ୍‌ର ଭୂରି ଭୂରି ପ୍ରଶଂସା କରାଯାଉଛି । ଭାରତର ଏହି ଐତିହାସିକ ବିଜୟ ପରେ ଖେଳାଳିମାନଙ୍କୁ ବିସିସିଆଇ ୫ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଥିଲା। ଏବେ ଆନନ୍ଦ ମହିନ୍ଦ୍ରା ଭାରତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri