ଲିପ୍‌ଷ୍ଟିକ୍‌ କି ଚପଲ ନୁହେଁ, ଯେଉଁ ସହରକୁ ଯାଆନ୍ତି ଏହି ଜିନିଷ କିଣିବାକୁ ଭଲ ପାଆନ୍ତି ଆଲିଆ ଭଟ୍ଟ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ବରୁଣ ଧାୱନ ପରସ୍ପରର ଭଲ ବନ୍ଧୁ। ଉଭୟ ଅନେକ ହିଟ ଫିଲ୍ମରେ ଏକାଠି କାମ କରିଛନ୍ତି। ବରୁଣ ଏବଂ ଆଲିଆ ବଦ୍ରିନାଥ କି ଦୁଲହନିଆ, ହମ୍ପ୍ଟି ଶର୍ମା କି ଦୁଲହନିଆ, କଳଙ୍କ ଭଳି ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ଉଭୟ କରଣ ଜୋହରଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦି ଇୟରରୁ କ୍ୟାରିୟର ଆରମ୍ଭ କରିଥିଲେ। ଏକ ସାକ୍ଷାତକାରରେ ବରୁଣ ଆଲିଆ ଭଟ୍ଟଙ୍କ ବିଷୟରେ ଅନେକ ଖୁଲାସା କରିଥିଲେ। ଭଲ ବନ୍ଧୁ ହୋଇଥିବାରୁ ବରୁଣ ଏବଂ ଆଲିଆ ପରସ୍ପରର ଅନେକ ରହସ୍ୟ ଜାଣନ୍ତି। ବିଭିନ୍ନ ସହରକୁ ଯାଇ ଆଲିଆ ଗୋଟିଏ ଜିନିଷ ସଂଗ୍ରହ କରିବାର ଅଭ୍ୟାସ ଅଛି। ତାହା ହେଉଛି ଚା’ ପତି। ଦୁନିଆର ବିଭିନ୍ନ ପ୍ରାନ୍ତରୁ ଚା’ ସଂଗ୍ରହ କରିବାର ଆଲିଆ ଭଟ୍ଟଙ୍କର ଏକ ଅଜବ ଅଭ୍ୟାସ ଅଛି। ସାକ୍ଷାତକାରରେ ବରୁଣଙ୍କୁ ପଚରା ଯାଇଥିଲା, ଜୋତା, ଲିପଷ୍ଟିକ ଏବଂ ବ୍ୟାଗ ବ୍ୟତୀତ ଆଲିଆ ବିଭିନ୍ନ ସ୍ଥାନରୁ ଆଉ କ’ଣ କିଣିବାକୁ ପସନ୍ଦ କରନ୍ତି? ବରୁଣ ଉତ୍ତରରେ କହିଥିଲେ, ଚା’। କେବଳ ଗ୍ରୀନ ଟି ନୁହେଁ, ସମସ୍ତ ପ୍ରକାରର ଚା’ପତି ସେ କିଣିବାକୁ ସେ ଭଲ ପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘାତକ କରୋନା ଭୟ: ସେଲ୍ଫ ଆଇସୋଲେଶନରେ ଏ ସବୁ ବଲିଉଡ୍‌ କଳାକାର

ବମ୍ବେ: ଚିନ୍ତା ବଢ଼ାଇଛି ଘାତକ କରୋନା। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବା ଦେଖାଯାଇଛି। ଏପରିସ୍ଥଳେ...

ଦିନେ ଖାଇବାକୁ ମିଳୁ ନ ଥିଲା, ଏବେ ସଫଳ ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା ସାମନ୍ଥା ରୁଥ ପ୍ରଭୁ ଏବେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଅଭିନେତା ନାଗା ଚୈତନ୍ୟଙ୍କ ସହ...

କ୍ଷମା ମାଗିଲେ ବିଗ୍‌ ବି

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବିଗ ବି ପ୍ରାୟତଃ ପ୍ରଶଂସକଙ୍କ ସହିତ ତାଙ୍କ ଜୀବନ ସହିତ ଜଡିତ ଅନେକ ପ୍ରସଙ୍ଗ...

ଖୁବ୍‌ଶୀଘ୍ର ପୂରଣ ହେବ ବରୁଣଙ୍କ ସ୍ବପ୍ନ

ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ନିଜେ ବରୁଣ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ଶେୟାରକରି ଏହା କହିଛନ୍ତି। ପ୍ରକୃତ କଥା ହେଲା...

ଆଉ ନାହାନ୍ତି ଭେଟେରାନ ଅଭିନେତା ୟୁସୁଫ ହୁସେନ

ବମ୍ବେ: ପରଲୋକରେ ଭେଟେରାନ ଅଭିନେତା ୟସୁଫ ହୁସେନ। ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। କରୋନାରେ ପୀଡ଼ିତ ହେବା ପରେ ସେ ଲୀଳାବତୀ ହସ୍ପିଟାଲରେ ଚିକିତ୍ସିତ...

ଝିଅକୁ ଏମିତି ମା’ ରୂପରେ ଦେଖିବାକୁ ଚାହାନ୍ତି ଅନିଲ

ମୁମ୍ବାଇ,୧୬ା୬: ବଲିଉଡ୍‌ ଅଭିନେତା ଅନିଲ କପୁର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯୁଗ୍‌ ଯୁଗ୍‌ ଜିଓ’ର ପ୍ରମୋଶନରେ ବ୍ୟସ୍ତ ଥିବାବେଳେ ନାତୁଣୀ କି ନାତିଙ୍କୁ ସ୍ବାଗତ କରିବାକୁ...

କାଟ୍ରିନା-ଭିକିଙ୍କ ମଧ୍ୟରେ ଥିବା ବୟସ ପାର୍ଥକ୍ୟକୁ ନେଇ ବଢୁଛି ଚର୍ଚ୍ଚା

ବଲିଉଡ ଷ୍ଟାର ଭୀକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ଏଦୁହେଁ। ବିବାହକୁ ନେଇ ଚାଲିଛି ଜୋରସୋରରେ ପ୍ରସ୍ତୁତି।...

ହିରୋ ହେବାକୁ ଚାହିଁଥିଲେ ଅମ୍‌ରୀଶକ ପୁରୀ, ହେଲେ ମିଳିଲା ‘ସୁପର ଭିଲେନ’ ଟ୍ୟାଗ

ଅମ୍‌ରୀଶ ପୁରୀ, ଯିଏ ବଲିଉଡ୍‌ର ଜଣାଶୁଣା ଭିଲେନଙ୍କ ମଧ୍ୟରୁ ଅନ୍ୟତମ। ନିଜର ଡାଏଲଗ କହିବା ଶୈଳୀ, ଭୟାନକ ଗେଟଅପ ଏବଂ ଚିତ୍ତାକର୍ଷକ ବ୍ୟକ୍ତିତ୍ୱ ସହିତ ବର୍ଷ...

Advertisement
Archives

Model This Week