Home

ଦିଦିଙ୍କ ସରକାରରେ ୪୩ ମନ୍ତ୍ରୀ ନେଲେ ଶପଥ

କୋଲକାତା,୧୦।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରରେ ୪୩ ମନ୍ତ୍ରୀ ସୋମବାର ଶପଥ ନେଇଛନ୍ତି। କୋଲକାତାର ରାଜ ଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। କିଛି ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ…

ଖାଦ୍ୟ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି

ବର୍ତ୍ତମାନ କୋଭିଡ୍‌ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି। ଅନେକ ରୋଗୀ ଏବେ ସଙ୍ଗରୋଧରେ ଅଛନ୍ତି। ଯେଉଁମାନେ ସଂକ୍ରମିତ ହେଉଛନ୍ତି, କିନ୍ତୁ ସ୍ବାଭାବିକ ଭାବେ ଖାଇବା-ପିଇବା କଲା ଭଳି ସ୍ଥିତିରେ ଅଛନ୍ତି, ସେମାନେ ନିଜ ଖାଦ୍ୟପେୟର ଯତ୍ନ ନେବା ଉଚିତ। ଅଧିକ…

ଏବେ ଆକ୍ରାନ୍ତଙ୍କ ଘରେ ପହଞ୍ଚିବ ଅକ୍ସିଜେନ୍‌…

ନୂଆଦିଲ୍ଲୀ,୧୦।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍‌ ସଙ୍କଟ ପରିସ୍ଥିତିକୁ ଅଧିକ ଗୁରୁତର କରୁଛି। ଘରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିବା କରୋନା ଆକ୍ରାନ୍ତଙ୍କ ସୁବିଧା ପାଇଁ ଆମାଜନ ଏବଂ ଜୋମାଟୋ…

ମଙ୍ଗଳରେ ଅମ୍ଳଜାନ ଉତ୍ପାଦନ

ମଙ୍ଗଳ ହେଉଛି ଆମର ପଡ଼ୋଶୀ ଗ୍ରହ। ଏହା ଅନେକାଂଶରେ ପୃଥିବୀ ସହ ସମାନ। ପୃଥିବୀ ଭଳି ଏହା ୨୪ ଘଣ୍ଟାରେ ଥରେ ନିଜ କକ୍ଷ ଚାରିପଟେ ଘୂରିଥାଏ ଏବଂ ଏଥିଯୋଗୁ ଏଠାରେ ପୃଥିବୀ ଭଳି ପ୍ରାୟ ପ୍ରତି ୧୨ ଘଣ୍ଟାରେ ଦିନ…

ଶପଥ ନେବାର ୪୮ ଘଣ୍ଟା ପରେ କରୋନା ଆକ୍ରାନ୍ତ ହେଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୧୦।୫: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମି କରୋନା ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରଙ୍ଗାସାମୀଙ୍କ ଅବସ୍ଥା ସ୍ଥିର ରହିଛି। ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି…

କରୋନା ଆକ୍ରାନ୍ତଙ୍କ ଘର ସିଲ୍‌ କଲା ପ୍ରଶାସନ: ସାଧାରଣରେ ଅସନ୍ତୋଷ

ପଦ୍ମପୁର,୧୦।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତରେ ୩ କରୋନା ଆକ୍ରାନ୍ତଙ୍କ ଘରକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ମାତ୍ର ଏହି ଘଟଣାକୁ ସ୍ଥାନୀୟ ଜନସାଧାରଣ ପ୍ରତିବାଦ କରିବା ସହ ଆକ୍ରାନ୍ତଙ୍କୁ ତୁରନ୍ତ କୋଭିଡ୍‌ କେୟାର ହସ୍ପିଟାଲକୁ ସ୍ଥାନାନ୍ତର…

କରୋନା ଭୂତାଣୁ ଦ୍ୱାରା ଚାଇନାର ତୃତୀୟ ବିଶ୍ୱଯୁଦ୍ଧ ଷଡ଼ଯନ୍ତ୍ର: ଆମେରିକାକୁ ମିଳିଲା ଗୁପ୍ତତଥ୍ୟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୫: କରୋନା ଭୂତାଣୁ ଦ୍ୱାରା ଚାଇନା ତୃତୀୟ ବିଶ୍ୱଯୁଦ୍ଧର ପ୍ରସ୍ତୁତି କରିଥିବା ଆମେରିକା କହିଛି। ଜାଣିଶୁଣି ଚାଇନା ଏଭଳି ଯୋଜନା କରିଥିବା ଆମେରିକା ପକ୍ଷରୁ ଦାବି କରାଯାଇଛି। କରୋନା ସଂକ୍ରମଣ ପରେ ମାତ୍ର ୬ରୁ ୮ ମାସ ମଧ୍ୟରେ ଚାଇନାର ସ୍ଥିତି…

ବୟଫ୍ରେଣ୍ଡଙ୍କ ଆକୁଳ ନିବେଦନ: ମୁଖ୍ୟମନ୍ତ୍ରୀ ମହାଶୟ ବିବାହ ବନ୍ଦ କରିଦିଅନ୍ତୁ, ମୋ ଗର୍ଲଫ୍ରେଣ୍ଡ…

ଜୟପୁର,୯।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କରୋନା ମହାମାରୀ ଯୋଗୁ ବିବାହ ନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ। ଏବେ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ବିବାହ ବନ୍ଦ କରିବାକୁ ଆକୁଳ ନିବେଦନ କରିଛନ୍ତି। ଆସନ୍ତାକାଲି ମୋ ଗର୍ଲଫ୍ରେଣ୍ଡର ବିବାହ। ମୁଖ୍ୟମନ୍ତ୍ରୀ ମହାଶୟ…

୪ ଦିନ ପରେ ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା କମିଲା…

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହାଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ୪ ଦିନ ପରେ ନୂଆ ଆକ୍ରାନ୍ତଙ୍କ ସମେତ ମୃତକଙ୍କ…

ବୋତଲକୁ ପ୍ରପୋଜ କଲେ ଏହି କ୍ରିକେଟର୍‌: ଚୁମ୍ବନ ଦେଇ କହିଲେ..

ଆଇପିଏଲର ୧୪ ତମ ସିଜିନ ସ୍ଥଗିତ ଥିବାରୁ କ୍ରିକେଟରମାନେ ନିଜ ନିଜ ଘରକୁ ଫେରୁଛନ୍ତି। ଅଧିକାଂଶ କ୍ରିକେଟର୍‌ ସେମାନଙ୍କ ଘରେ ମଧ୍ୟ ପହଞ୍ଚିଛନ୍ତି। ଏହି ସମୟରେ ରାଜସ୍ଥାନ ରୟାଲ୍ସ ଦଳ ପକ୍ଷରୁ ଏକ ଭିଡିଓ କ୍ଲିପ ଶେୟାର କରାଯାଇଛି। ଏହି ଭିଡିସ…

ସରୋଜ ହସ୍ପିଟାଲରେ ୮୦ ଡାକ୍ତର କରୋନା ପଜିଟିଭ୍‌ …

ନୂଆଦିଲ୍ଲୀ,୧୦।୫: କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ୮୦ ଜଣ ଡାକ୍ତରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଦିଲ୍ଲୀର ସରୋଜ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଏହି ଡାକ୍ତରଙ୍କ ମଧ୍ୟରୁ ୧୨ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ୬୮ ଜଣଙ୍କୁ ଘରେ…

ଅସୁବିଧାରେ ପକାଉଛି ଟୁଇଟର

ଟୁଇଟରରେ ଦେଉଥିବା ମନ୍ତବ୍ୟ ତାଙ୍କୁ ଅନେକ ସମୟରେ ଅସୁବିଧାରେ ପକାଉଛି ବୋଲି କହିଛନ୍ତି ସ୍ପେସ୍‌ ଏକ୍ସ ଓ ଟେସ୍‌ଲା ସିଇଓ ଏଲନ୍‌ ମସ୍କ। ଆମେରିକାର ଏକ କମେଡି ଶୋ’ ‘ସଟର୍ଡେ ନାଇଟ୍‌ ଲାଇଭ୍‌’ରେ ମସ୍କ କହିଛନ୍ତି, ନ୍ୟୁରୋ ଡେଭେଲପମେଣ୍ଟାଲ ଡିଜ୍‌ଅର୍ଡର ‘ଆସ୍‌ପର୍ଜର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri