ଚେନ୍ନାଇ ମ୍ୟାଚ୍ରେ ହୃଦୟ ଜିତିଲେ କୋହଲି: ଇଂଲଣ୍ଡ ଅଧିନାୟକ କହିଲେ ‘ଧନ୍ୟବାଦ’
ଚେନ୍ନାଇ,୬।୨: ଭାରତୀୟ ଅଧିନାୟକ ବିରାଟ କୋହଲି ମଇଦାନରେ ବେଶ ଆକ୍ରାମକ ଥାନ୍ତି। ହେଲେ ଶୁକ୍ରବାର ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ଖେଳାଯାଉଥିବା ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ତାଙ୍କର ଏକ ଅଲଗା ରୂପ ଦେଖିବାକୁ ମିଳିଛି। ସେ ଫର୍ମରେ ଥିବା…
ୟୁଟ୍ୟୁବର ଦେଇଥିଲେ ମଦ ପିଇବା ପାଇଁ ଲାଇଭ୍ ଚ୍ୟାଲେଞ୍ଜ, ୧.୫ ଲିଟର ପିଇବା ପରେ ଘଟିଲା ଏମିତି…
ଆପଣ ଏକ କାହାଣୀ ନିଶ୍ଚିତ ଶୁଣିଥିବେ ଯେ, ଅଧିକ ଉତ୍ସାହିତ ହେଲେ ନିଜର କ୍ଷତି ଘଟିଥାଏ। ଠିକ୍ ସେମିତି ଏକ ଘଟଣା ଘଟିଛି ଋଷିଆରେ। ଜଣେ ୬୦ ବର୍ଷୀୟ ବ୍ୟକ୍ତି ଚ୍ୟାଲେଞ୍ଜ ନେବା ପରେ କ’ଣ ଘଟିଲା ଜାଣନ୍ତୁ ସେ ସମ୍ପର୍କରେ……
ଅର୍ଜୁନ ତେନ୍ଦୁଲକରଙ୍କୁ କିଣିପାରନ୍ତି ଏହି ୩ ଟିମ୍, ଦେଖିବାକୁ ମିଳିପାରେ…
ନୂଆଦିଲ୍ଲୀ,୬।୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୪ ସଂସ୍କରଣରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଖେଳିବାକୁ ଯାଉଛନ୍ତି। ସେ ୨୦୨୧ ଆଇପିଏଲ୍ ପାଇଁ ନାମ ପଞ୍ଜୀକୃତ କରିଛନ୍ତି। ନିକଟରେ ତାଙ୍କୁ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ସମୟରେ ମୁମ୍ବାଇର ସିନିୟର ଟିମ୍ରେ…
ବାପା ହେଲେ ଏହି ଲୋକପ୍ରିୟ ଅଭିନେତା
ବମ୍ବେ: ନିକଟରେ କମେଡିଆନ୍ କପିଲ ଶର୍ମା ପୁଣି ଥରେ ବାପା ହେବାକୁ ଯାଉଥିବା ନେଇ ଖୁସି ଖବର ଦେଇଥିଲେ। ଏବେ ଆଉ ଜଣେ ଅଭିନେତା ବାପା ହୋଇଛନ୍ତି। ଟେଲି ଅଭିନେତା ନକୁଳ ମେହେଟ୍ଟାଙ୍କ ଘରକୁ ନୂଆ ଅତିଥି ଆସିଛି। ସ୍ତ୍ରୀ ଜାନକୀ…
ଇତିହାସ ରଚିବେ କୋବ୍ରା ବାଟାଲିୟନର ମହିଳା କମାଣ୍ଡୋ
ନୂଆଦିଲ୍ଲୀ,୬।୨: ଦେଶର ସର୍ବବୃହତ କେନ୍ଦ୍ରୀୟ ପୋଲିସ ଫୋର୍ସ(ସିଆର୍ପିଏଫ୍)ର ମହିଳା କମାଣ୍ଡୋ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଦୀର୍ଘଦିନର କଠିନ ପ୍ରଶିକ୍ଷଣ ପରେ କୋବ୍ରା ବାଟାଲିୟନ୍ରେ ପ୍ରଥମ ଥର ପାଇଁ ସିଆର୍ପିଏଫ୍ ମହିଳା କମାଣ୍ଡୋଙ୍କୁ ନିୟୋଜିତ କରାଯିବ। ସେମାନେ ନକ୍ସଲ ପ୍ରଭାବିତ…
ପିଲାଦିନେ ମା’ଙ୍କ ଶାଢ଼ି ପିନ୍ଧୁଥିଲେ ଏହି ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର, ଏବେ କିନ୍ନର
ଡବ୍ଲ୍ୟୁଡବ୍ଲ୍ୟୁଇରେ ଫାଇଟ୍ ଦ୍ୱାରା ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଟାଏଲର ରେକ୍ସ ଜଣେ କିନ୍ନର ବୋଲି ନିଜକୁ ପରିଚୟ ଦେଇଛନ୍ତି। ବର୍ତ୍ତମାନ ସେ ଗ୍ୟାବି ଟୁଫ୍ଟ ନାଁରେ ପରିଚିତ ହେବେ। ଗ୍ୟାବି ତାଙ୍କ ଇନ୍ଷ୍ଟାଗ୍ରାମରେ କେମିତି କିନ୍ନର ହେଲେ ସେ ସମ୍ପର୍କରେ ବିସ୍ତୃତ…
ମୋଦିଙ୍କୁ ମନେ ପକାଉଛନ୍ତି ଗିଲ୍ସ, ଫଟୋ ଶେୟାର କରି କହିଲେ…
ଡିସ୍କଭରି ଚ୍ୟାନେଲର ଚର୍ଚ୍ଚିତ ଶୋ’ ମଧ୍ୟରୁ ‘ମ୍ୟାନ୍ ଭର୍ସେସ ଓ୍ବାଇଲ୍ଡ’ ଅନ୍ୟତମ। ନିକଟରେ ଏହି ଶୋ’ରେ ନଜର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହୋଷ୍ଟ ବେୟର ଗ୍ରିଲ୍ସ ଭାରତର ଉତ୍ତରାଖଣ୍ଡର ଜିମ କାର୍ବେଟ୍ ପାର୍କରେ ଉକ୍ତ ସ୍ବତନ୍ତ୍ର ଏପିସୋଡ୍ର ଶୁଟିଂ କରିଥିଲେ।…
ମା’ଙ୍କ ଆପତ୍ତି ପରେ ବ୍ରେକ୍ଅପ କଲେ ପ୍ରେମିକା: ରାଗରେ ଏମିତି କାଣ୍ଡ ଘଟାଇଲେ ପ୍ରେମିକ
କର୍ନାଟକର ବାଙ୍ଗାଲୁରୁରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜଣେ କଲେଜ ଛାତ୍ରୀ ତାଙ୍କର ପୂର୍ବତନ ପ୍ରେମିକଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରେମିକ ତାଙ୍କ ସ୍କୁଟିରେ ନିଆଁ ଲଗାଇ ଦେଇଛନ୍ତି। ତାଙ୍କୁ ଜୀବନରୁ…
ଘୋଡ଼ା ଚଢ଼ି ବର ଘରେ ପହଞ୍ଚିଲେ କନ୍ୟା, ସମାଜ ପାଇଁ ଦେଲେ ଏହି ବାର୍ତ୍ତା
ସାଧାରଣତଃ ବରଯାତ୍ରୀଙ୍କ ସହ ବର କନ୍ୟା ଘରକୁ ଯିବାର ବିଧି ରହିଛି। ମାତ୍ର ଜଣେ କନ୍ୟା ଘୋଡ଼ା ଚଢ଼ି ବରଯାତ୍ରୀଙ୍କୁ ସାଥୀରେ ଧରି ବରଘରେ ପହଞ୍ଚିବା ନିଶ୍ଚିତ ରୂପେ ବିରଳ ଘଟଣା। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସତନା ସହରରେ।…
ପୋଷାକ ବିକ୍ରି କରୁଥିବା ବେଳେ ଧରାପଡ଼ିଥିଲେ ସଲମାନ୍ଙ୍କ ଏହି ଅଭିନେତ୍ରୀ
ଫିଲ୍ମ ‘ବାହୁବଳୀ’ର ଗୀତ ‘ମନୋହରୀ’ରୁ ପ୍ରସିଦ୍ଧ ଲାଭ କରିଥିବା ଅଭିନେତ୍ରୀ ନୋରା ଫତେହି ଅନେକ ସମୟରେ ତାଙ୍କର ଡ୍ୟାନ୍ସ ଭିଡିଓ ସୋସିଆଏ ମିଡିଆରେ ଶେୟାର କରିଥାନ୍ତି। ଆଜି ହେଉଛି ନୋରାଙ୍କର ଜନ୍ମଦିନ। ୬ ଫେବୃୟାରୀ, ୧୯୯୨ରେ କାନାଡାରେ ଜନ୍ମଗ୍ରହଣ କରିଥିବା ନୋରା…
ପୃଥିବୀର କ୍ଷୁଦ୍ରତମ ଏଣ୍ଡୁଅ
ଆନ୍ତନାନାରିଭୋ, ୬।୨: ମାଡାଗାସ୍କରର ମାଲାଗାସିର ଉତ୍ତରରେ ଥିବା ଜଙ୍ଗଲରୁ ପୃଥିବୀର କ୍ଷୁଦ୍ରତମ ଏଣ୍ଡୁଅକୁ ଚିହ୍ନଟ କରାଯାଇଛି। ଏହାର ଲମ୍ବ ୩୦ ମିଲିମିଟରରୁ କମ୍। ମାଈ ଏବଂ ଅଣ୍ଡିରା ଦୁଇଟି ଏଣ୍ଡୁଅର ସନ୍ଧାନ ଏଠାରେ ମିଳିଛି। ଏଣ୍ଡୁଅ ଦୁଇଟି ବ୍ରୋକିସିଆ ନାନା ପ୍ରଜାତିର…
କପାଳରେ ୧୭୫ କୋଟିର ହୀରା ଖଚିତ କରି ଚର୍ଚ୍ଚାରେ ଏହି ରାପର, ଲୋକେ କହୁଛନ୍ତି…
ନୂଆଦିଲ୍ଲୀ: ପାଖରେ ପଇସା ଥିବା କିଛି ବ୍ୟକ୍ତି ଅଜବ ସଉକକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି। ସେଭଳି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ରାପର ଲିଲ ଉଜୀ ଭର୍ଟ ନିଜ ମୁଣ୍ଡରେ ହୀରା ଖଚିତ କରି ଚର୍ଚ୍ଚାକୁ ଆସିଛନ୍ତି। ଯେ କେହି…
Archives


