Home

ଗଞ୍ଜାମରେ ମଦ ହୋମ୍‌ ଡେଲିଭରୀକୁ ଅନୁମତି ନେଇ ସୂଚନା ଦେଲେ ଜିଲାପାଳ

ଛତ୍ରପୁର,୧୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମଦ ହୋମ୍‌ ଡେଲିଭରୀକୁ ଅନୁମତି ଦିଆଯାଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର କହିଛନ୍ତି। ସୋମବାରଠାରୁ ଗଞ୍ଜାମରେ ମଦ ବିକ୍ରି ଆରମ୍ଭ ହେବ। ଅପରପକ୍ଷରେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଶନିବାର, ରବିବାରରେ…

ରାଜଧାନୀରେ ଆରମ୍ଭ ହେଲା ଅକ୍ସିଜେନ୍‌ ବ୍ୟାଙ୍କ୍‌: ୨ ଘଣ୍ଟାରେ ପହଞ୍ଚିବ ଘରେ …

ନୂଆଦିଲ୍ଲୀ,୧୫।୫: କରୋନା ଆକ୍ରାନ୍ତଙ୍କ ଅକ୍ସିଜେନ୍‌ ଅଭାବ ପୂରଣ କରିବା ଲାଗି ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍‌ ବ୍ୟାଙ୍କ ଶନିବାରଠାରୁ ଆରମ୍ଭ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ପକ୍ଷରୁ ସୂଚନା ଦିଆଯାଇଛି। ଘରେ କ୍ୱାରାଣ୍ଟାଇନ୍‌ରେ ଥିବା ଆକ୍ରାନ୍ତଙ୍କୁ ମାତ୍ର ୨ ଘଣ୍ଟାରେ…

୧୦ ବର୍ଷ ହେଲାଣି ଏହି ରୋଗ ସହ ଲଢ଼ୁଛନ୍ତି ସୁମୋନା: ଏବେ ଚତୁର୍ଥ ଷ୍ଟେଜ୍‌ରେ…

ବମ୍ବେ: ଲକ୍‌ଡାଉନ୍‌ରେ ଦୁଃଖ ବଖାଣିଛନ୍ତି କମେଡିଆନ୍‌ ତଥା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ। ‘ଦ କପିଲ ଶର୍ମା ଶୋ’ରେ ନଜର ଆସୁଥିବା ସୁମୋନାଙ୍କ ପାଖରେ ଏବେ କୌଣସି କାମ ନାହିଁ। କେବଳ ଏତିକି ନୁହେଁ, ଗତ ୧୦ ବର୍ଷ ଧରି ଏକ ରୋଗ…

ମୁହଁର ଅପରେଶନ ପରେ ହଠାତ୍‌ ଅଲଗା ଭାଷାରେ କଥା ହେଲେ ମହିଳା

କାନ୍‌ବେରା,୧୫।୫: ଅଷ୍ଟ୍ରେଲିଆର ଜଣେ ମହିଳା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛନ୍ତି। ଏହି ମହିଳାଙ୍କ କହିବା କଥା ସେ ତାଙ୍କ ଜିଭର ଅପରେଶନ କରାଇବା ପରେ ହଠାତ୍‌ ନିଜ ଭାଷା ବଦଳରେ ଅଲଗା ଭାଷାରେ କଥା ହେବାରେ ଲାଗିଲେ। ୨୭…

ଏହି ରାଜ୍ୟରେ ମେ’୩୦ ଯାଏ ଲକ୍‌ଡାଉନ

କୋଲକାତା,୧୫।୫: ରାଜ୍ୟରେ ବର୍ଦ୍ଧିତ କରୋନା ମାମଲାକୁ ଦେଖି ପଶ୍ଚିମବଙ୍ଗ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରିଛନ୍ତି। ରାଜ୍ୟରେ ମେ’ ୧୬ରୁ ୩୦ ମେ’ ଯାଏ ଲକ୍‌ଡାଉନ ଘୋଷଣା କରାଯାଇଛି। ଲକ୍‌ଡାଉନ…

ଝାରସୁଗୁଡ଼ା ଉପକାରାଗାରର ୬୮ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ

ଝାରସୁଗୁଡ଼ା ଅଫିସ,୧୫।୫: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ଜିଲାରେ ପ୍ରତିଦିନ ୩ ଶହରୁ ୫ଶହ ପଜିଟିଭ୍‌ ଚିହ୍ନଟ ହୋଉଛନ୍ତି। ଫଳରେ ଜିଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ଶନିବାର ଝାରସୁଗୁଡ଼ା…

ଖୁବ୍‌ଶୀଘ୍ର ବାଜିବ ସାହାନାଇ: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ପ୍ରେମିକ ବିକ୍କି ଜୈନଙ୍କ ସେ ହାତ ଧରିବେ। ଦୀର୍ଘ ୩ ବର୍ଷ ଧରି ଉଭୟ ଡେଟ୍‌ କରି ଆସୁଛନ୍ତି। ହେଲେ ଏବେ ଆଗକୁ ବଢ଼ିବାର ସମୟ ଉପନୀତ ବୋଲି ସେ…

ଚାଇନାକୁ ବଡ଼ ସଫଳତା: ମଙ୍ଗଳରେ ପହଞ୍ଚିଲା ଝୁରୋଙ୍ଗ ରୋଭର…

ବେଜିଂ,୧୫।୫: ମଙ୍ଗଳ ଯାତ୍ରାରେ ଚାଇନାକୁ ବଡ଼ ସଫଳତା ମିଳିଛି। ଚାଇନାର ଝୁରୋଙ୍ଗ ରୋଭର ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶନିବାର ଭାରତୀୟ ସମୟ ସକାଳ ୭ଟା ୧୮ରେ ମଙ୍ଗଳରେ ପାଦ ଦେଇଛି। ଏହାଦ୍ୱାରା ମଙ୍ଗଳରେ ପହଞ୍ଚିବାରେ ଦ୍ୱିତୀୟ ଦେଶ…

ଶିଶୁର ତାଳୁରେ ଛିଦ୍ର ଦେଖି ହସ୍ପିଟାଲ ନେଲେ ମା’, ସତକଥା ଜଣାପଡ଼ିବା ପରେ ନିଜେ ଲାଜେଇ ଗଲେ

ଲଣ୍ଡନ,୧୫।୫: ଜଣେ ମା’ ତା ପିଲା ପ୍ରତି କେତେ ଗୁରୁତ୍ୱପୂର୍ଣ୍ଣ ତାହା ସମଗ୍ର ଦୁନିଆ ଜାଣିଛି। ପିଲା ପ୍ରତି ସାମାନ୍ୟ କ୍ଷତି ପହଞ୍ଚିଲେ ସତେ ଯେମିତି ମା’ର ଜୀବନ ଛାଡ଼ିଯାଏ। ସେମିତି ଏକ ଘଟଣା ଘଟିଛି ବ୍ରିଟେନ୍‌ରେ। ୨୪ ବର୍ଷୀୟା ମହିଳା…

ଲକ୍‌ଡାଉନ୍‌କୁ ଉଲ୍ଲଂଘନ ପଡ଼ିଲା ମହଙ୍ଗା: ୫୧,୮୭୮ ଅମାନିଆଙ୍କୁ ଜରିମାନା, ୫୧୭୪ଜଣଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ,୧୫।୫: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଦିନକୁ ଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତି ଏଭଳି ଉପୁଜିଛି ଯେ, କରୋନାରେ ମୃତ୍ୟୁ…

୯ ମାସରେ ୧୪ ଥର ପ୍ଲାଜମା ଦାନ କରିସାରିଲେଣି ଏହି ବ୍ୟକ୍ତି; ବନ୍ଧୁମାନେ ଡାକୁଛନ୍ତି ‘ପ୍ଲାଜମା ବ୍ୟାଙ୍କ’

ନୂଆଦିଲ୍ଲୀ,୧୫।୫: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମଣ ନିୟନ୍ତ୍ରଣକୁ ଆସିବାର ନାଁ ଧରୁନାହିଁ। ଦୈନିକ ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେଉଥିବା ବେଳେ କିଛି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ସେହିଭଳି କିଛି ଅନ୍ୟଙ୍କ ଜୀବନ ବଞ୍ଚାଇବା…

ରବିବାର ଡିଆର୍‌ଡିଓ ଯୋଗାଇବ ୧୦ ହଜାର ଡୋଜ୍‌ ୨-ଡିଜି…

ନୂଆଦିଲ୍ଲୀ,୧୫।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ସରକାର ଜରୁରୀକାଳୀନ ସ୍ଥିତିରେ ପ୍ରୟୋଗ କରିବା ଲାଗି ଡିଆର୍‌ଡିଓ ପକ୍ଷରୁ ବିକଶିତ କରାଯାଇଥିବା ନୂଆ ଔଷଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri