ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଜଣାଇଲେ ହୋଲିର ଶୁଭକାମନା
ନୂଆଦିଲ୍ଲୀ,୨୯।୩: ହୋଲି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ରଙ୍ଗର ଉତ୍ସବ ହୋଲି ସମସ୍ତଙ୍କଜୀବନରେ ସୁଖ ଶାନ୍ତି ଭରି ଦେଉ ବୋଲି ରାଷ୍ଟ୍ରପତି ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍ କରି ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଝୁମ୍ପୁଡ଼ି ବସ୍ତି ବାସିନ୍ଦାଙ୍କୁ ମିଳିବ ଘର
ନୂଆଦିଲ୍ଲୀ,୨୮।୩: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାର ଝୁମ୍ପୁଡ଼ି ବସ୍ତି ବାସିନ୍ଦାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ଘର ଯୋଗାଇ ଦିଆଯିବ। ଏନେଇ ୨୦୨୧-୨୨ ବଜେଟ୍ରେ ୫୩୨୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଇତିମଧ୍ୟରେ ସୁଲତାନପୁରୀ…
ଚାକିରି ଦେବାକୁ କହି ଘରକୁ ଡାକି କରୁଥିଲେ ଦୁଷ୍କର୍ମ…
ରାଞ୍ଚି,୨୮।୩: ଝାଡ଼ଖଣ୍ଡର ସେମଡ଼େଗା ସଦର ହସ୍ପିଟାଲର ଜିଲା ପ୍ରୋଗ୍ରାମ୍ ମ୍ୟାନେଜର ରାଜୀବ କୁମାରଙ୍କୁ ଏକାଧିକ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ଚାକିରି ଦେବାକୁ କହି ରାଜୀବ ମହିଳାଙ୍କୁ କଥାବାର୍ତ୍ତା ହେବା ପାଇଁ ଘରକୁ ଡାକୁଥିଲେ। ଏହାପରେ ସେମାନଙ୍କ…
ମାର୍ଚ୍ଚ ୩୦ରେ ଜୟଶଙ୍କର-କୁରେଶି ସାକ୍ଷାତ୍ ସମ୍ଭାବନା
ନୂଆଦିଲ୍ଲୀ,୨୮।୩: ତଜାକିସ୍ତାନର ଦୁଶାନବେରେ ମାର୍ଚ୍ଚ ୩୦ରେ ହାର୍ଟ ଅଫ୍ ଏସିଆ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଡ. ଏସ୍. ଜୟଶଙ୍କର ଯୋଗଦେବେ। ସେହିପରି ଏହି ସମ୍ମିଳନୀରେ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହା ମହମୁଦ୍ କୁରେଶି ଯୋଗଦେବାର…
ତେନ୍ଦୁଲକରଙ୍କୁ କ୍ଷମା ମାଗିଲେ ପିଟରସନ୍, କାରଣ ଜାଣିଲେ…
ନୂଆଦିଲ୍ଲୀ,୨୮।୩: କୋଭିଡ ସମ୍ବନ୍ଧିତ ଏକ ଟୁଇଟ୍କୁ ନେଇ ଅଡ଼ୁଆରେ ପଡ଼ିବା ପରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କ୍ଷମା ମାଗିଛନ୍ତି ଇଂଲଣ୍ଡର ପୂର୍ବ ଅଧିନାୟକ କେଭିନ୍ ପିଟରସନ୍। ଶନିବାର ସଚିନ କରୋନା ସଂକ୍ରମିତ ହୋଇଥିବା ନେଇ ଟୁଇଟ୍ କରିଥିଲେ। ଏହାପରେ ପିଟରସେନ…
ଫୋନ୍କୁ ଚାର୍ଜରେ ଲଗାଇ କରୁଛନ୍ତି କି ଏଭଳି…
ନୂଆଦିଲ୍ଲୀ: କେତେକ ଫୋନ୍କୁ ଚାର୍ଜରେ ଲଗାଇ କଲ୍ କରିବା ସହିତ ଗେମିଂ ଅବା ଅନ୍ୟ କିଛି ଆପ୍ଲିକେଶନ ବ୍ୟବହାର କରିଥାନ୍ତି। ତେବେ ଏହା ବିପଦକୁ ଡାକି ଆଣିଥାଏ। ଏହାଦ୍ୱାରା ଫୋନ୍ରେ ବିସ୍ଫୋରଣ ହେବାର ଆଶଙ୍କା ରହିଥାଏ। ବେଳେବେଳେ ବ୍ୟବହାରକାରୀଙ୍କ ଜୀବନ ପ୍ରତି…
ସଚିନ୍ଙ୍କ ପରେ ଏହି କ୍ରିକେଟର ହେଲେ କରୋନା ପଜିଟିଭ୍
ନୂଆଦିଲ୍ଲୀ,୨୮।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ଆଉ ଜଣେ କ୍ରିକେଟରେ କରୋନା ସଂକ୍ରମିତ ହୋଇଛନ୍ତି। ସେ ହେଲେ ପୂର୍ବ ଅଲ୍ରାଉଣ୍ଡର ୟୁସୁଫ ପଠାନ। କୋଭିଡ ପଜିଟିଭ୍ ଜଣାପଡ଼ିବା ପରେ ସେ କ୍ୱାରାଣ୍ଟାଇନ୍ରେ ରହିଛନ୍ତି। ୟୁସୁଫ ନିଜର ସୋସିଆଲ ଆକାଉଣ୍ଟରେ…
ଅଭିନେତାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼: ଶୁଟିଂ ସେଟ୍ରେ ଥିବା ବେଳେ ଖବର ମିଳିଲା…
ବମ୍ବେ: ଅଭିନେତା ପାରସ କଲନାଓ୍ବତଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ହୃଦଘାତରେ ତାଙ୍କର ପିତାଙ୍କ ମୃତ୍ୟୁ ହୋଇଛି। ସେ ଅନୁପମାର ଶୁଟିଂ ଶେଟ୍ରେ ଥିବା ବେଳେ ପିତାଙ୍କ ଅସୁସ୍ଥତା ନେଇ ଖବର ପାଇଥିଲେ। ତାଙ୍କ ମା’ କାନ୍ଦି କାନ୍ଦି ଡାକ୍ତରଖାନା ନିଆଯାଇଥିବା…
ରାସ୍ତାରେ ଗଡୁଛି ୪ କୋଟିରୁ ଅଧିକ ପୁରୁଣା ଗାଡ଼ିମୋଟର
ନୂଆଦିଲ୍ଲୀ,୨୮।୩: ବାୟୁ ପ୍ରଦୂଷଣ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ୧୫ ବର୍ଷରୁ ଅଧିକ ପୁରାତନ ଗାଡ଼ିମୋଟରର ଚଳାଚଳ ଉପରେ କଟକଣା ଜାରି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏପରିସ୍ଥଳେ ରାଜପଥ ଓ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ…
ଆଜି ଭାରତ-ଇଂଲଣ୍ଡ ନିର୍ଣ୍ଣାୟକ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିପାରିବେ ଏହି ମ୍ୟାଚ୍…
ପୁଣେ,୨୮।୩: ରବିବାର ପୁଣେର ଏମ୍ସିଏ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ନିର୍ଣ୍ଣାୟକ ମୁକାବିଲା ଖେଳାଯିବ। ସ୍ଥିତି ବରାବରରେ ଥିବାରୁ ସିରିଜର ତୃତୀୟ ତଥା ଶେଷ ଦିନିକିଆକୁ ଜିତିବା ଲାଗି ଉଭୟ ଟିମ୍ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିପାରେ। ତେବେ ଆସନ୍ତୁ ଜାଣିବା…
ପୁଣି ଡ଼ରାଇଲାଣି କରୋନା: ଆଜି ଚିହ୍ନଟ ହେଲେ ୨୯୦ ନୂଆ ପଜିଟିଭ୍; ଖୋର୍ଦ୍ଧାରୁ ସର୍ବାଧିକ; ଦ୍ୱିତୀୟରେ ନୂଆପଡ଼ା
ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟରେ ଚିନ୍ତା ବଢ଼ାଇବାରେ ଲାଗିଛି କରୋନାର ଦ୍ୱିତୀୟ ଲହର। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ମଧ୍ୟ ଲାଗିଛି। ଗତ ୨୪ ଘଣ୍ଟା ସୁଦ୍ଧା ଓଡ଼ିଶାରେ ୨୯୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ…
ବିବାହ ପାଇଁ ଏକାସହ ଶୋଭାଯାତ୍ରାରେ ପହଞ୍ଚିଲେ ୭ ବର: ଘରେ ଝୁଲୁଥିଲା ତାଲା, ଫେରାର ଥିଲେ କନିଆଁ; ତା ପରେ…
ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ସାତଜଣ ବର ଏକାଠି ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ଏପରିକି ସେମାନଙ୍କ ଅଭିଯୋଗ ସମାନ ରହିଥିଲା। ବିବାହ ପାଇଁ ସେମାନେ ପହଞ୍ଚିଥିଲେ ହେଁ ଘଟଣାସ୍ଥଳରେ ବଧୁ ଏବଂ ତାଙ୍କର…
Archives


