ପ୍ରେମିକାଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ହୀରା ମୁଦି ଆଣିଥିଲେ ପ୍ରେମିକ, ତଥାପି ଗାଳି କରି ମୁହଁ ଫେରାଇ ଚାଲିଗଲେ
ବ୍ରିଟେନରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ନିର୍ବନ୍ଧ କରିବାକୁ ୧୪୦୦୦ ପାଉଣ୍ଡ ଅର୍ଥାତ୍ ୧୫ ଲକ୍ଷ ଟଙ୍କାର ଏକ ହୀରା ମୁଦି ଆଣିଥିଲେ। ମାତ୍ର ପ୍ରେମିକାଙ୍କୁ ଯେତେବେଳେ ସତ କଥା ଜଣାପଡ଼ିଲା ସେ ରାଗି କି ମୁହଁ ଫେରାଇ ଚାଲିଗଲେ।…
ଖାଇବା ପରେ..
ଖାଇବା ପରେ ଏପରି କାମ କରନ୍ତୁ ନାହିଁ, ଯାହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିବ । ଜାଣନ୍ତୁ ସେ ସମ୍ପର୍କରେ… ଆମେ ଖାଦ୍ୟ ଖାଇବା ପରେ କେତେକ କାର୍ଯ୍ୟ ପ୍ରତି ନଜର ଦେବା ନିହାତି ଜରୁରୀ। ଖାଇବା ପରେ ଫଳମୂଳ…
ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କଲେ ସରକାର
ଭୁବନେଶ୍ୱର,୧୭।୫(ବ୍ୟୁରୋ): କରୋନା ମହାମାରୀ ସମୟରେ ଆମ୍ବୁଲାନ୍ସଗୁଡ଼ିକ ଲୋକଙ୍କ ଠାରୁ ମନଇଚ୍ଛା ଭଡ଼ା ନେଉଥିବା ବେଳେ ଶେଷରେ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଛି। ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି ସରକାର। ଦର…
ଶାହଜହାଁପୁରରୁ ଶିକୋଗୋର ଯାତ୍ରା
ଶାହଜହାଁପୁର,୧୭।୫: ବିବାହ ଏଭଳି ଏକ ବନ୍ଧନ ଯାହା ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଥାଏ ବୋଲି କୁହାଯାଏ। କିଏ କେଉଁଠି, ଆଉ କାହା ସହ ବିବାହ କରିବ ସେସବୁ ପୂର୍ବରୁ ନିର୍ଦ୍ଧାରିତ ହେବା ସହ ଶେଷ ମୁହୂର୍ତ୍ତ ଯାଏଁ ବି ଅନିଶ୍ଚିତତା ହୋଇ…
ଜାଣନ୍ତି ମୁଦ୍ରାର ଆକାର କାହିଁକି ଗୋଲାକାର ହୋଇଥାଏ
ବିଶ୍ୱର ବିଭିନ୍ନ ଦେଶରେ ଅନେକ ପ୍ରକାର ମୁଦ୍ରା ପ୍ରଚଳିତ। ଓଜନ ଏବଂ ମୂଲ୍ୟ ଦ୍ୱାରା ମୁଦ୍ରାଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ଜଣାପଡ଼ିଥାଏ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦଶନ୍ଧି ପୂର୍ବରୁ କେବଳ ବର୍ଗାକାର ଏବଂ ମଝିରେ ଛିଦ୍ର ଥିବା ପଇସା ପ୍ରଚଳିତ…
କରୋନା ବିରୋଧରେ ୬ରୁ ୧୮ ମାସର ଲଢ଼େଇ ଭାରତରେ ଆବଶ୍ୟକ: ବୈଜ୍ଞାନିକଙ୍କ ଚେତାବନୀ…
ଜେନେଭା/ନୂଆଦିଲ୍ଲୀ,୧୭।୫: ଭାରତରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଯୋଜନାବଦ୍ଧ ଭାବେ ୬ରୁ ୧୮ ମାସର ଲଢ଼େଇ ଭାରତରେ ଆବଶ୍ୟକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ବାମୀନାଥନ୍ ଚେତାବନୀ…
ଲକ୍ଡାଉନ୍ ଉଲ୍ଲଂଘନ କଲେ ଲେଖିବାକୁ ପଡ଼ିବ ‘ରାମ’ ନାମ
ଭୋପାଳ,୧୭।୫: ଦେଶରେ କରୋନା ଭାଇରସ୍ ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ଲକ୍ଡାଉନ କଟକଣା ଲାଗୁ କରାଯାଇଛି। କରୋନାକୁ ରୋକିବା ପାଇଁ ରାଜ୍ୟରେ ଲକ୍ଡାଉନ କରାଯାଇଥିବା ବେଳେ କିଛି ଅମାନିଆ ଏବେ ବି ରାସ୍ତାରେ ବୁଲୁଥିବାର ନଜିର…
୧୯୦ କୋଟି ଟଙ୍କାର ଲଟେରି ଜିତିଥିଲେ ମହିଳା, ଏହି ଭୁଲ ପାଇଁ ମିଳିଲାନି ଟଙ୍କା, ଜାଣିଲେ…
ଲଟେରି ଏମିତି ଏକ ଖେଳ ଯେଉଁଥିରେ କାହାର ଭାଗ୍ୟ ରାତାରାତି ବଦଳି ଯାଏ ତ ଆଉ କାହାର ସର୍ବସ୍ବ ହାନି ହୋଇଥାଏ। ଏମିତି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଜଣେ ମହିଳାଙ୍କ ସହିତ। ମହିଳା ଜଣକ ୧୯୦ କୋଟି ଟଙ୍କାର ଲଟେରି…
କରୋନାର ଦ୍ୱିତୀୟ ଲହର ନେଲାଣି ୨୪୪ ଡାକ୍ତରଙ୍କ ଜୀବନ…
ନୂଆଦିଲ୍ଲୀ,୧୭।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଇଣ୍ଡିଆନ୍ ମେଡ଼ିକାଲ ଆସୋସିଏଶନ ଅନୁସାରେ ଦ୍ୱିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ୨୪୪ ଜଣ ଡାକ୍ତରଙ୍କ ଜୀବନ ଯାଇଛି। ସେଥିମଧ୍ୟରେ ୨୮ ଜଣ ମହିଳା ଡାକ୍ତର ଅଛନ୍ତି।…
ମାଇଗ୍ରେନ୍ ସମସ୍ୟାର ଘରୋଇ ଉପଚାର
ମାଇଗ୍ରେନ ସମସ୍ୟା ନେଇ ଚିନ୍ତିତ କି? ଯଦି ହଁ, ତେବେ ଏ ନେଇ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ। ହେଲେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହାକୁ ଆପଣେଇ ପାରିଲେ ତାହା ଏଭଳି ସମସ୍ୟାରୁ କେତେକାଂଶରେ ଉପଶମ…
କାନ୍ଦୁଥିବା ପାଲେଷ୍ଟାଇନ୍ ନାବାଳିକାଙ୍କ ଭିଡ଼ିଓ ଭାଇରାଲ…
ରାମାଲାହ,୧୭।୫: ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି। ଦୁଇଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ସ୍ଥିତି ଯୋଗୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ପ୍ରତି ସୋସିଆଲ୍ ମିଡ଼ିଆରେ ଜଣେ କାନ୍ଦୁଥିବା ୧୦ ବର୍ଷ ବୟସ୍କା ନାବାଳିକାଙ୍କ ଭିଡ଼ିଓ…
କୋଭିଡ୍ ହସ୍ପିଟାଲରେ ଲାଗିବ ସିସିଟିଭି, ନ ଲାଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୧୭।୫(ବ୍ୟୁରୋ): କୋଭିଡ୍ ହସ୍ପିଟାଲର ଅବ୍ୟବସ୍ଥା ନେଇ ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ଫଳରେ କୋଭିଡ୍ ହସ୍ପିଟାଲଗୁଡ଼ିକରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କହିଛନ୍ତି। କୋଭିଡ୍ ହସ୍ପିଟାଲରେ ହେଲ୍ସ ଡେସ୍କ ପାଇଁ ଏକ ଉତ୍ସର୍ଗୀକୃତ ଟେଲିଫୋନ୍…
Archives


