Home

ଏହି ପ୍ରଶ୍ନର ଉତ୍ତର ଦେଇ ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ଜିତିଲେ ଯୁବତୀ

ଫ୍ଲୋରିଡା,୧୭।୫: ମେକ୍ସିକୋର ଆଣ୍ଡ୍ରିଆ ମେଜା ୬୯ତମ ମିସ ୟୁନିଭର୍ସ ଟାଇଟଲ ଜିତିଛନ୍ତି। ଫ୍ଲୋରିଡାର ସେମିନୋଲ ହାର୍ଡ ରକ ହୋଟେଲ ଆଣ୍ଡ କସିନୋରେ ମିସ ୟୁନିଭସର ଗ୍ରାଣ୍ଡ ଫାଇନାଲ ସମାରୋହ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ମିସ ୟୁନିଭର୍ସ ଜୋଜିବିନି ତୁଞ୍ଜିଙ୍କଠାରୁ ଆଣ୍ଡ୍ରିଆ ମିସ…

କରୋନା ସଙ୍କଟ ମଧ୍ୟରେ ଖୋଲିଲା କେଦାରନାଥ କବାଟ

ଡେରାଡୁନ,୧୭।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ଏହାରି ଭିତରେ ଉତ୍ତରାଖଣ୍ଡର ଧର୍ମନଗରୀ କେଦାରନାଥ ଧାମର କବାଟ ଖୋଲିଛି। ସୋମବାର ସକାଳ ୫ଟାରେ ବିଧିବିଧାନ ସହ କୋଭିଡ ନିୟମ ଅନୁସାରେ ବାବା କେଦାରନାଥଙ୍କ କବାଟ ଖୋଲାଯାଇଛି। ଏଥିପାଇଁ ଭୋର ୩ଟାରୁ ମନ୍ଦିରରେ…

କିପରି ନିୟନ୍ତ୍ରଣ କରିବେ ଉଚ୍ଚ ରକ୍ତଚାପ

୨୦୦୬ରୁ ପ୍ରତିବର୍ଷ ମେ’ ୧୭ ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବେ ପାଳନ କରାଯାଉଅଛି। ଏ ବିଷୟରେ ସଚେତନ କରାଇବା ଏହି ଦିବସ ପାଳନର ଅସଲ ଉଦ୍ଦେଶ୍ୟ। ତେବେ ଉଚ୍ଚ ରକ୍ତଚାପ ଦ୍ୱାରା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଖରାପ ହେବାର ଆଶଙ୍କା…

ୱାର୍ଲଡ ହାଇପରଟେନ୍‌ସନ ଡେ’: କରୋନା ଓ ଉଚ୍ଚ ରକ୍ତଚାପ

ଏବେ କରୋନାର ଦ୍ୱିତୀୟ ଲହର ଯୋଗୁ ଦେଶରେ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ନୀରବ ଘାତକ ଭାବେ ଆଖ୍ୟାୟିତ ଉଚ୍ଚ ରକ୍ତଚାପ ବି କରୋନା ସଂକ୍ରମଣ ଆଶଙ୍କାକୁ ବଢାଉଛି। ଡାଇବେଟିସ୍‌, ହୃଦ୍‌ରୋଗ, କିଡ୍‌ନୀ, ମେଦବହୁଳ, ଦୀର୍ଘକାଳିକ ଶ୍ୱାସରୋଗ, ଉଚ୍ଚ ରକ୍ତଚାପ…

ବାତ୍ୟା ପୂର୍ବରୁ ଥରିଲା ଗୁଜରାଟ…

ଅହମଦାବାଦ,୧୭।୫: ବାତ୍ୟା ତାଉକ୍‌ତାଏ ଗୁଜରାଟରେ ମାଡ଼ ହେବା ପୂର୍ବରୁ ରାଜ୍ୟରେ ଭୂକମ୍ପ ହୋଇଛି। ସୋମବାର ଭାରତୀୟ ସମୟ ଭୋର୍‌ ୩ଟା ୭(୩ଟା ୩୭ ଜିଏମ୍‌ଟି)ରେ ଗୁଜରାଟର ରାଜୁଲା, ଆମରେଲିରେ ଭୂକମ୍ପ ହୋଇଥିବା ଭାରତୀୟ ଭୂବିଜ୍ଞାନ ଗବେଷଣା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ନାରଦା ଦୁର୍ନୀତି: ମନ୍ତ୍ରୀଙ୍କ ସମେତ ୩ ଟିଏମ୍‌ସି ନେତାଙ୍କ ଘରେ ଚଢ଼ାଉ…

କୋଲକାତା,୧୭।୫: ନାରଦା ଦୁର୍ନୀତି ନେଇ ପଶ୍ଚିମବଙ୍ଗରେ ସିବିଆଇ ପକ୍ଷରୁ ଚଢ଼ାଉ ଜାରି ରହିଛି। ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ମନ୍ତ୍ରୀଙ୍କ ସମେତ ୩ ନେତାଙ୍କ ଘରେ ସିବିଆଇ ଚଢ଼ାଉ କରାଯାଇଛି। ମନ୍ତ୍ରୀ ଫିରହାଦ୍‌ ହକିମ୍‌, କ୍ୟାବିନେଟ୍‌ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମ୍‌ସି ବିଧାୟକ ମଦନ…

ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତି ଆଉନାହାନ୍ତି

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ସୋମବାର ପରଲୋକ ଘଟିଛି। ଏନେଇ ତାଙ୍କ ଝିଅ ଅନ୍ବେଷା ମହାନ୍ତି ସୂଚନା ଦେଇଛନ୍ତି। ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ସେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ…

ଏହି ରାଜ୍ୟରେ ମାସକରେ ୨,୬୭୧ ଶିଶୁ କରୋନାରେ ଆକ୍ରାନ୍ତ…

ଡେରାଡୁନ୍‌,୧୭।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି। ଦେଶରେ ତୃତୀୟ ଲହର ଆସିବାର ଆଶଙ୍କା ଥିବା ନେଇ ବିଶେଷଜ୍ଞଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ତୃତୀୟ ଲହର ନ ଆସିବା ପୂର୍ବରୁ ଉତ୍ତରାଖଣ୍ଡରେ ଗତ ୧୫ ଦିନ ମଧ୍ୟରେ…

ଆଣ୍ଡ୍ରିଆ ମେଜା ହେଲେ ମିସ ୟୁନିଭର୍ସ

ଫ୍ଲୋରିଡା,୧୭।୫: ମିସ ୟୁନିଭର୍ସ ୬୯ତମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଜେତା ଘୋଷିତ ହୋଇଛି। ମେକ୍ସିକୋର ଆଣ୍ଡ୍ରିଆ ମେଜା ମିସ ୟୁନିଭର୍ସ ୨୦୨୦ ଟାଇଟଲ ଜିତିଛନ୍ତି। ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ପ୍ରତିଯୋଗୀ ହେଲେ ବ୍ରାଜିଲର ଜୁଲିଆ ଗାମା ଏବଂ ପେରୁର ଜାନିକ୍‌…

ଗମ୍ଭୀର ଅବପାତ ରୂପ ନେଲା ‘ତାଉକ୍ତାଏ’: ଏପର୍ଯ୍ୟନ୍ତ ଗଲାଣି ୮ ଜୀବନ

ଥିରୁଭାନନ୍ତପୁରମ୍‌,୧୭।୫: ଆରବ ମହାସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତାଉକ୍ତାଏ’ ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହୋଇଛି। ଏବେ ଏହା କେରଳରେ ଏହାର ରୂପ ଦେଖାଇବା ଆରମ୍ଭ କରିଛି। ବର୍ତ୍ତମାନ ଏହି ଝଡ ଗୁଜରାଟ ଆଡକୁ ଗତି କରୁଛି। ଏପର୍ଯ୍ୟନ୍ତ ଏହା…

ଭାରତରେ ଦଙ୍ଗା କରାଇବା ଷଡ଼ଯନ୍ତ୍ର ରଚିଥିଲା ଜୈଶ୍‌ ଆତଙ୍କବାଦୀ ସଂଗଠନ…

ନୂଆଦିଲ୍ଲୀ,୧୭।୫: ଭାରତରେ ଦଙ୍ଗା କରାଇବା ଲାଗି ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଷଡ଼ଯନ୍ତ୍ର ରଚିଥିଲା। ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାବେଳେ ପାକିସ୍ତାନରେ ଶିବିର ସ୍ଥାପନ କରିଥିବା ଜୈଶ୍‌ ସଂଗଠନ ସ୍ଥିତିକୁ ଅଧିକ ଜଟି, କରିବା ଲାଗି ଯୋଜନା କରାଯାଇଥିଲା।…

ଦୀର୍ଘ ସମୟ କାମ କରୁଛନ୍ତି କି; ଯାଇପାରେ ଜୀବନ

ଜେନେଭା,୧୭।୫:କରୋନା ମହାମାରୀ ଯୋଗୁ ଲୋକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। ଖାଇବା ପିଇବା ଠାରୁ ପାର୍ଟି କରିବା, ସାଙ୍ଗମାନଙ୍କୁ ଭେଟିବା, ବାହାରକୁ ଯିବା ଏବଂ ଅଫିସ କାମ କରିବା ପର୍ଯ୍ୟନ୍ତ ସମସ୍ତ ପଦ୍ଧତି ବଦଳି ଯାଇଛି। ଏଥି ସହିତ, କରୋନା ମହାମାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri